• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

bjp
ପୁରୀରେ ବିଜେପିର ଦୁଇ ଦିନିଆ ଜନଜାତି ରାଷ୍ଟ୍ରୀୟ ମହାଅଧିବେଶନ

ପୁରୀ: ପୁରୀରେ ବିଜେପିର ଜନଜାତି ରାଷ୍ଟ୍ରୀୟ ମହାଅଧିବେଶନ ଆଜିଠୁ ଆରମ୍ଭ ହୋଇଛି। ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ଅଧିବେଶନକୁ ବିଜେପି ଏସ୍‌ଟି ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାମବିଚାର ନେତାମ୍‌ ଉଦ୍‌ଘାଟନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍‌ଙ୍କ ସହ ଦେଶର ପ୍ରମୁଖ ଆଦିବାସୀ ନେତା, ମନ୍ତ୍ରୀ, ବିଧାୟକ,...

kalahandi
ଦାଦନ ଖଟିବାକୁ ଯାଇଥିଲେ, ହେଲେ ଫେରିଲା ମୃତଦେହ

କଳାହାଣ୍ଡି: ଦାଦନ ଖଟିବାକୁ ଯାଇଥିଲେ, ହେଲେ ଫେରିଲା ମୃତଦେହ। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚାରବାହଲ ଗାଁରେ ଏହି ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଚାରବାହଲ ଗାଁର ଦୀପକ ତାଣ୍ଡି ଚାରି ମାସ ତଳେ ହାଇଦ୍ରାବାଦ୍ ଯାଇଥିଲେ। ସେଠି ଏକ ଚକୋଲେଟ୍‌ ଫ୍ୟାକ୍ଟ୍ରିରେ ଦୀପକ କାମ...

apollo hospital
ଭୁବନେଶ୍ୱର ଆପୋଲୋ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ଭୁବନେଶ୍ୱର ଆପୋଲୋ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ। ଆଜି ସକାଳେ ଆପୋଲୋ ହସ୍ପିଟାଲ୍‌ରେ ନିଆଁ ଲାଗିଥିବା ସୂଚନା ମିଳିଛି। ହସ୍ପିଟାଲର ପଞ୍ଚମ ମହଲାରେ ଥିବା ବ୍ୟାଟେରୀ ରୁମ୍‌ରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ତେବେ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ସୂଚନା ମିଳିଛି। ଏହି ଘଟଣା ପରେ...

cabinet meeting
ଆଜି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ବୋଲି ଶୁଣିବାକୁ ମିଳୁଛି। ଆସନ୍ତା କିଛି ମାସ ମଧ୍ୟରେ ସାଧାରଣ ନିର୍ବାଚନ ହେବ। ତେଣୁ ଏହାପୂର୍ବରୁ ରାଜ୍ୟ କ୍ୟାବିନେଟ୍‌ରେ କିଛି ବଡ଼...

cold wave
୧୦ ଡିଗ୍ରୀ ତଳେ ଭୁବନେଶ୍ୱରର ତାପମାତ୍ରା

ଭୁବନେଶ୍ୱର: ସାରା ରାଜ୍ୟରେ ଅସହ୍ୟ ଥଣ୍ଡା ଜାରି ରହିଛି। ବିଶେଷ କରି ରାତିର ତାପମାତ୍ରା ସ୍ୱାଭାବିକ ତାପମାତ୍ରାଠାରୁ ଦୁଇରୁ ତିନି ଡିଗ୍ରୀ ତଳକୁ ଖସିଛି। ଗତ ତିନି ଦିନ ହେଲା ଦକ୍ଷିଣ, ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାରେ ଶୀତ ଜାରି ରହିଥିବା ବେଳେ ଭୁବନେଶ୍ୱରର ତାପମାତ୍ରା ୧୦ ଡିଗ୍ରୀ...

pcc chief
କଂଗ୍ରେସର ନିର୍ବାଚନୀ କସରତ

ଭୁବନେଶ୍ୱର: ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ପ୍ରତି ନିର୍ବାଚନ ମଣ୍ଡଳୀରୁ ୩ ଜଣଙ୍କ ନାଁ ବିଧାୟକ ପ୍ରାର୍ଥୀ ପାଇଁ ଚୟନ କରିବାକୁ ପ୍ରଦେଶ କଂଗ୍ରେସ କମିଟି(ପିସିସି) ନିର୍ଦ୍ଦେଶ ଦେଇଛି। ପ୍ରତି ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ଏହି ନିର୍ଦ୍ଦେଶ ଦିଆଯାଇଥିବା ଓଡ଼ିଶା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ଜୋନ୍...

medicine
ପୋଲ ତଳେ ପୁଳା ପୁଳା ଔଷଧ

ନୟାଗଡ଼: ପୋଲ ତଳେ ପୁଳା ପୁଳା ଔଷଧ। ନୟାଗଡ଼ ଜିଲ୍ଲା ଖଣ୍ଡପଡା ଥାନା ଅନ୍ତର୍ଗତ ଗୋଛାବାରି ଗାଁ ନିକଟରେ ଥିବା ଏକ ପୋଲ ତଳେ ବହୁ ପରିମାଣର ଔଷଧ ପଡ଼ି ରହିଥିବା ଦେଖିବାକୁ ମିଳିଛି। କିଛି ମେଡିସିନ୍‌ ଏକ୍ସପାଏରି ହୋଇ ଯାଇଥିବାବେଳେ ଆଉ କିଛି ମେଡିସିନ୍‌ର ଏକ୍ସପାଏରି ତାରିଖ...

police station
ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ; ଜଣେ ଗିରଫ

କନ୍ଧମାଳ : କନ୍ଧମାଳ ଜିଲ୍ଲା କୋଟଗଡ଼ ଅଞ୍ଚଳରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ କୋଟଗଡ଼ ଥାନାରେ ଅଭିଯୋଗ ହୋଇଥିଲା। ଏହି ମାମଲାରେ ପୁଲିସ୍‌ ଅକ୍ଷୟ ବଡ଼ନାୟକ ନାମକ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣାକୁ...

journalist attack
ପୁଣି ଜଣେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ

ପୁରୀ: ପୁଣି ଜଣେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ। ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ ରୋଡ୍‌ର ବେଲେଶ୍ୱର ପାଟଣା ନିକଟରେ ଜଣେ ସାମ୍ବାଦିକଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି। ତାଙ୍କ ନାଁ ବିକ୍ରମ ଆଚାର୍ଯ୍ୟ। ୩ରୁ ୪ ଜଣ ଦୁର୍ବୃତ୍ତ କାଠଫାଳିଆ ଓ ମାରଣାସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିବା ସେ...

budget
ବଜେଟ୍‌ରେ ୫ଟି ବଡ଼ ଘୋଷଣା, ଯାହା ଖୁସି କରିଦେବ ମଧ୍ୟବିତ୍ତଙ୍କୁ

ନୂଆଦିଲ୍ଲୀ: କାମଚଳା ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ୍‌ ଆଜି ମଧ୍ୟବର୍ତ୍ତୀକାଳୀନ ବଜେଟ୍‌ ଉପସ୍ଥାପନ କରିଛନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ ନରେନ୍ଦ୍ର ମୋଦି ସରକାରଙ୍କର ଏହା ଶେଷ ବଜେଟ୍‌ ହୋଇଥିବାରୁ, ଏହା ଉପରେ ସାରା ଦେଶର ନଜର ଥିଲା। ଆଗକୁ ସାଧାରଣ ନିର୍ବାଚନ ଥିବାରୁ, ମୋଦି ସରକାର ଭୋଟରଙ୍କୁ ପ୍ରଲୋଭିତ କରିବା ଲାଗି...

money
ମାତ୍ର ୫୯ ମିନିଟ୍‌ରେ ୧ କୋଟି ପର୍ଯ୍ୟନ୍ତ ଋଣକୁ ମଞ୍ଜୁରୀ ମିଳିପାରିବ

ନୂଆଦିଲ୍ଲୀ: ମାତ୍ର ୫୯ ମିନିଟ୍‌ରେ ୧ କୋଟି ପର୍ଯ୍ୟନ୍ତ ଋଣକୁ ମଞ୍ଜୁରୀ ମିଳିପାରିବ ବୋଲି କାମଚଳା ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ୍‌ ଆଜି ଲୋକସଭାରେ ମଧ୍ୟବର୍ତ୍ତୀକାଳୀନ ବଜେଟ୍‌ ଉପସ୍ଥାପନ ବେଳେ କହିଛନ୍ତି। ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ସ୍ୱଚ୍ଛତା ଆଣିବା ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ପୀୟୂଷ ଗୋଏଲ୍‌...

labourer
ଶ୍ରମିକଙ୍କ ପାଇଁ ପେନ୍‌ସନ୍‌ ଯୋଜନା

ନୂଆଦିଲ୍ଲୀ: ଆଜି ସଂସଦରେ କାମଚଳା ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ୍‌ ମଧ୍ୟବର୍ତ୍ତୀକାଳୀନ ବଜେଟ ଉପସ୍ଥାପନ କରୁଛନ୍ତି। ଚାଷୀଙ୍କ ପାଇଁ ଏକ ବଡ଼ ଘୋଷଣା କରିବା ପରେ ଶ୍ରମିକଙ୍କ ପାଇଁ ମଧ୍ୟ କେନ୍ଦ୍ର ସରକାର ହାତ ଖୋଲିଛନ୍ତି। ଅଣ ସଂଗଠିତ କ୍ଷେତ୍ରରେ କାମ କରୁଥିବା ବୟସ୍କ ଶ୍ରମିକ ମାନଙ୍କ ପାଇଁ ବଜେଟ୍‌ରେ ଏକ...

farmer
ବର୍ଷକୁ ଚାଷୀଙ୍କୁ ମିଳିବ ୬ ହଜାର ଟଙ୍କା

ନୂଆଦିଲ୍ଲୀ: ଆଜି ସଂସଦରେ କାମଚଳା ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ୍‌ ମଧ୍ୟବର୍ତ୍ତୀକାଳୀନ ବଜେଟ ଉପସ୍ଥାପନ କରିଛନ୍ତି। ‘ଆମେ ଗର୍ବର ସହ କହିପାରିବା ଯେ ଭାରତ ଟ୍ରାକ୍‌କୁ ଫେରିଛି, ଆର୍ଥିକ କ୍ଷେତ୍ରରେ ଏକ ବିରାଟ ଶକ୍ତି ଭାବେ ଉଭା ହୋଇପାରିଛି’ ବୋଲି ବଜେଟ୍‌ ଉପସ୍ଥାପନ ଅବସରରେ ପୀୟୂଷ ଗୋଏଲ୍‌ କହିଛନ୍ତି। ଏହି ଅବସରରେ...

bjp leader
ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ ପୂର୍ବରୁ ବିଜେପି ନେତା ଜୟନାରାୟଣ ମିଶ୍ରଙ୍କୁ ଅଟକ ରଖିଲା ପୁଲିସ୍‌

ସମ୍ବଲପୁର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁର ଜିଲ୍ଲା ଗସ୍ତ କରିବେ। ବିଜୁ ଯୁବ ବାହିନୀର ଯୁବ ସମ୍ମିଳନୀରେ ଯୋଗ ଦେବା ସହ ମହାନଦୀ ଉପରେ ନିର୍ମିତ ହାଇଲେଭ୍‌ଲ ସେତୁକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବେ। ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେପି ନେତା ଜୟନାରାୟଣ ମିଶ୍ରଙ୍କୁ ପୁଲିସ୍‌ ଅଟକ...

bubana
ଆଜି ୧୨ ଘଣ୍ଟିଆ ଭୁବନ ବନ୍ଦ

କାମାକ୍ଷାନଗର: ଆଜି ୧୨ ଘଣ୍ଟିଆ ଭୁବନ ବନ୍ଦ ଡାକରା ଦିଆଯାଇଛି। ଢେଙ୍କାନାଳ ଜିଲ୍ଲା ଭୁବନ ମେଡିକାଲ୍‌ର ଉନ୍ନତୀକରଣ, ଡାକ୍ତର ପଦବୀ ପୂରଣ ଦାବିରେ ଭୁବନ ଆଞ୍ଚଳିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ପାଳନ ହେଉଛି। ଫଳରେ ଭୁବନରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଆନ୍ଦୋଳନକାରୀମାନେ ଏନ୍ଏଚ୍-୫୩କୁ ଅବରୋଧ...

budget
ଆଜି ମଧ୍ୟବର୍ତ୍ତୀକାଳୀନ ବଜେଟ; ଚାଷୀ ଓ ମଧ୍ୟବିତ୍ତଙ୍କ ପାଇଁ ହୋଇପାରେ ବଡ଼ ଘୋଷଣା

ନୂଆଦିଲ୍ଲୀ: ଆଜି ସଂସଦରେ ଉପସ୍ଥାପିତ ହେବ ମଧ୍ୟବର୍ତ୍ତୀକାଳୀନ ବଜେଟ।  କାମଚଳା ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ ଏହି ବଜେଟ ଉପସ୍ଥାପନ କରିବେ। ସାଧାରଣ ନିର୍ବାଚନ ପୂର୍ବରୁ ନରେନ୍ଦ୍ର ମୋଦି ସରକାରଙ୍କ ଏହା ଶେଷ ବଜେଟ। ତେଣୁ ସାରାଦେଶର ଲୋକଙ୍କ ନଜର ଏହି ବଜେଟ ଉପରେ ରହିଛି। ଭୋଟରଙ୍କୁ ପ୍ରଲୋଭିତ କରିବା...

trai
ଆଜିଠୁ କେବୁଲ୍‌ ଓ DTH ସେବାର ନୂଆ ଟାରିଫ୍ ନୀତି

ନୂଆଦିଲ୍ଲୀ: ଆଜିଠୁ କେବୁଲ୍‌ ଓ DTH ସେବାର ନୂଆ ଟାରିଫ୍ ନୀତି ଲାଗୁ ହୋଇଛି। ଟେଲିକମ୍ ନିୟନ୍ତ୍ରଣ ନିୟାମକ ବା ଟ୍ରାଇର ନୂଆ ନୀତି ଅନୁସାରେ ଏଣିକି ଉପଭୋକ୍ତା ଯେଉଁ ଚ୍ୟାନେଲ୍‌ ଦେଖିବେ କେବଳ ସେହି ଚ୍ୟାନେଲ୍‌ ପାଇଁ ଟଙ୍କା ଦେବେ। କେବୁଲ୍‌ ଓ DTH ଉପଭୋକ୍ତା ମାସିକ...

ho
ବନ୍ଦ ହେବାକୁ ବସିଛି କଟକ ହୋମିଓପ୍ୟାଥିକ୍ ମେଡିକାଲ କଲେଜ ଓ ହସ୍ପିଟାଲ

କଟକ: ବନ୍ଦ ହେବାକୁ ବସିଛି କଟକ ହୋମିଓପ୍ୟାଥିକ୍ ମେଡିକାଲ କଲେଜ ଓ ହସ୍ପିଟାଲ। ସରକାରୀ ଅନୁଦାନ ଏବଂ ଭିତ୍ତିଭୂମି ଅଭାବରୁ ଚଳିତ ଶିକ୍ଷାବର୍ଷରୁ ବନ୍ଦ ହୋଇଯାଇପାରେ ଏହି ଶିକ୍ଷାନୁଷ୍ଠାନ। ଏନେଇ ବିଭିନ୍ନ ସମୟରେ ବିଭାଗୀୟ ମନ୍ତ୍ରୀ ଏବଂ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା...

ba
ଯୁବକଙ୍କୁ ଗୁଳିମାଡ଼ ପଛରେ ବେଆଇନ ମାଟି ଚାଲାଣ

ବାଲେଶ୍ୱର: ବାଲେଶ୍ୱର ସଦର ବ୍ଲକ କଣ୍ଟାବଣିଆ ଗାଁରେ ବୁଧବାର ହୋଇଥିବା ଗୁଳିକାଣ୍ଡ ଘଟଣା ପଛରେ ରହିଛି ମାଟି ଚୋରାଚାଲାଣ। ଏପରି ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା।  ମାଟି ଓ ବାଲି ଉଠାକୁ ନେଇ ଗତ କିଛିବର୍ଷ ଧରି ଅଞ୍ଚଳର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଲାଗି ରହିଛି। ତେବେ...

golapi
ରାଜଧାନୀରେ ଗୋଲାପୀ ଗାର୍ଲର ଆତଙ୍କ

ଭୁବନେଶ୍ୱର: ଦୋକାନୀଙ୍କୁ ଚକ୍‌ମା ଦେଇ ଅତି ଚତୁରତାର ସହ ଗହଣା ଲୁଟୁଥିବା ଗୋଲାପୀ ଗାର୍ଲକୁ ନେଇ ରାଜଧାନୀରେ ଚର୍ଚ୍ଚା ଲାଗି ରହିଛି। ରାଜମହଲ ଛକର ଏକ ଦୋକାନରୁ ଗହଣା ଲୁଟ୍‌ର ସିସିଟିଭି ଫୁଟେଜ୍ ଭାଇରାଲ ହେବା ପରେ ଦୋକାନୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି। ତେବେ କିଏ ସେ...