ଅନୁଗୁଳ (ବିରଜା ପ୍ରସାଦ ଦାସ): ଅନୁଗୋଳ ଜିଲ୍ଲା ଶିଳ୍ପାଞ୍ଚଳ ନିଶା ଥାନା ଅନ୍ତର୍ଗତ ଜେଏସ୍ପିଏଲ୍ ପ୍ଲାଣ୍ଟ ପରିସର କଲୋନୀ ମଧ୍ୟରେ ଗତକାଲି ଜଣେ ନାବାଳକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପରିବାର ଲୋକ ନାବାଳକକୁ ପ୍ରଥମେ ଜେଏସ୍ପିଏଲ୍ ହସପିଟାଲ ଓ ପରେ ଅନୁଗୁଳ ଡାକ୍ତରଖାନାକୁ ଆଣିଥିଲେ। ନାବାଳକ ଜଣକ...
ମାଲକାନଗିରି (ଜିତେନ୍ଦ୍ର ବେଉରା): କିଛି ଦିନ ନୀରବ ରହିବା ପରେ ନିର୍ବାଚନ ପୂର୍ବରୁ ମାଓବାଦୀ ତାଙ୍କ ଉପସ୍ଥିତି ଜାହିର କରିବା ସହ ଜଣଙ୍କ ଗଳାକାଟି ହତ୍ୟା କରିଛନ୍ତି। ଏପରି ନାରକୀୟ କାଣ୍ଡ ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ କୁକୁରକୁଣ୍ଡ ଗାଁରେ ମାଓବାଦୀମାନେ ଘଟାଇଛନ୍ତି। ମୃତକ ଜଣଙ୍କ ହେଲେ...
ନୂଆଦିଲ୍ଲୀ; ଇଥିଓପିଆନ୍ ଏୟାରଲାଇନ୍ସର ବିମାନ ଦୁର୍ଘଟଣାରେ ୪ ଜଣ ଭାରତୀୟଙ୍କ ସମେତ ୧୫୭ ଜଣ ଯାତ୍ରୀଙ୍କ ମୃତ୍ୟୁ ପରେ ଭାରତ ସରକାରଙ୍କ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ସତର୍କତା ନିୟମାବଳୀ ଜାରି କରାଯାଇଛି। ବିଶେଷ କରି ବୋଇଂ-୭୩୭ ମାକ୍ସ ଏୟାରକ୍ରାଫ୍ଟ ପାଇଁ ଏହି ନିୟମାବଳୀ ଜାରି ହୋଇଛି।...
ବଲାଙ୍ଗିର (ମନୋରଞ୍ଜନ ଯୋଶୀ): ପରକୀୟା ପ୍ରୀତିରୁ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବଲାଙ୍ଗିର ସହର ସ୍ଥିତ ଇଚ୍ଛାପଡ଼ା ନିକଟ ସମଲେଇନଗରରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳା ଘରଖୁଣ୍ଟପାଲି ଗାଁରେ ବୋଲି କୁହାଯାଉଛି। ତାଙ୍କର ଗୋଟିଏ ପୁଅ ଓ ଝିଅ ଅଛନ୍ତି। ଏକ...
ଭୁବନେଶ୍ୱର: ନୂଆ ନିଯୁକ୍ତିରେ ଥିବା ଅସଙ୍ଗତି ଦୂର କରିବା ନେଇ ଆଲୋଚନା କରିବାକୁ ସଚିବାଳୟ ଆସି ହଟ୍ଟହଟା ହେବା ପରେ ଚାକିରିରେ ଯୋଗ ନଦେବାକୁ ନବ ନିଯୁକ୍ତ ଡାକ୍ତର ଧମକ ଦେଇଛନ୍ତି। ସଚିବାଳୟରେ ଅନ୍ୟ ବିଭାଗର ଅଭିଯୋଗ ପ୍ରକୋଷ୍ଠକୁ ଯିବାକୁ ସୁଯୋଗ ମିଳୁଥିବାବେଳେ ସ୍ୱାସ୍ଥ୍ୟ ବିଭାଗକୁ କାହାରିକୁ ନଛାଡ଼ିବା...
ଭୁବନେଶ୍ୱର: ରାଜ୍ୟରେ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ପୁଲିସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ନିର୍ବାଚନ ବେଳେ ରାଜ୍ୟକୁ ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ବିଭିନ୍ନ ଦଳର ଭିଭିଆଇପି ଓ ଅନ୍ୟ ଗୁରୁତ୍ୱପୂରର୍ଣ୍ଣ ବ୍ୟକ୍ତିତ୍ୱ ନିର୍ବାଚନ ପ୍ରଚାର ପାଇଁ ଆସିବାକୁ ଥିବାରୁ ସେମାନଙ୍କ ସୁରକ୍ଷା ଓ ଶାନ୍ତିଶୃଖଳା ରକ୍ଷା...
ଭୁବନେଶ୍ୱର: ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ପୂର୍ବତନ ଉପସଭାପତି ସୁଷମା ବିଶ୍ୱାଳ ସୋମବାର ବିଜେଡିରେ ମିଶିଛନ୍ତି। ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି। ସୁଷମା ଗତ ୨୦୧୪ ସାଧାରଣ ନିର୍ବାଚନରେ ନୀଳଗିରି ବିଧାନସଭା ଆସନରୁ ବିଧାୟିକା ପ୍ରାର୍ଥିନୀ ଭାବେ ଲଢ଼ିଥିଲେ। ସେ...
ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ବିଜୁ ଛାତ୍ର ଜନତା ଦଳର ଅନେକ ନେତା ଦଳ ଛାଡ଼ିଛନ୍ତି। ଆଗଧାଡ଼ିର ଛାତ୍ର ନେତା ତଥା ରାଜ୍ୟ ସାଧାରଣ ସମ୍ପାଦକ ଚିନ୍ମୟ ପ୍ରଧାନ ଓ ସମ୍ପାଦକ ଦିଲୀପ ସେନାପତିଙ୍କ ସହ ୨୪ରୁ ଅଧିକ ଛାତ୍ରନେତା ଦଳରୁ ଇସ୍ତଫା ଦେଇଛନ୍ତି। ବିଜୁ ଛାତ୍ର ଜନତା ଦଳର...
ନୂଆଦିଲ୍ଲୀ: ରାଜ୍ୟ କଂଗ୍ରେସର ଚୂଡାନ୍ତ ପ୍ରାର୍ଥୀ ଚୟନ ନେଇ ନୂଆଦିଲ୍ଲୀରେ ଏଆଇସିସି ସ୍କ୍ରିନିଂ କମିଟିର ଯାଞ୍ଚ ଚାଲିଛି। ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ବୈଠକ ଆଜି ବି ଜାରି ରହିଛି। ଗୋଟିଏ ନିର୍ବାଚନମଣ୍ଡଳୀରୁ ଏକାଧିକ ପ୍ରାର୍ଥୀ ଆଶାୟୀ ଥିବାରୁ ଚୟନ ନେଇ ବିଳମ୍ବ ହେଉଥିବା କୁହାଯାଉଛି। ସ୍କ୍ରିନିଂ କମିଟି...
ଇଥିଓପିଆ: ଇଥିଓପିଆ ବିମାନ ଦୁର୍ଘଟଣାରେ ମୃତ ୧୫୭ ଜଣଙ୍କ ମଧ୍ୟରେ ଅଛନ୍ତି ୪ ଜଣ ଭାରତୀୟ। ଭରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି। ମୃତକଙ୍କ ମଧ୍ୟରେ ଅଛନ୍ତି ୟୁଏନ୍ଡିପିରେ ଅବସ୍ଥାପିତ ଭାରତ କନସଲ୍ଟାଣ୍ଟ ଶିଖା ଗାର୍ଗ। ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଟ୍ୱିଟ୍ କରି...
ନୂଆଦିଲ୍ଲୀ: ସାଧାରାଣ ନିର୍ବାଚନ ଲାଗି ତାରିଖ ଘୋଷଣା ହେବା ପରେ ମହାରାଷ୍ଟ୍ର ରାଜନୀତି ସରଗରମ ହେବାରେ ଲାଗିଛି। ଏଠାରେ କଂଗ୍ରେସ ଏନ୍ସିପି ସହ ଆସନ ବୁଝାମଣା କରିଥିବା ସୂଚନା ମିଳିଛି। ମହାରାଷ୍ଟ୍ରରେ କଂଗ୍ରେସ ୨୬ଟି ସଂସଦୀୟ କ୍ଷେତ୍ର ଲାଗି ପ୍ରାର୍ଥୀ ଦେବ। ବଳକା ୨୨ ଶିଟ୍ ସହଯୋଗୀ ଦଳକୁ...
ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ପଞ୍ଜାବର ଅମୃତସର ସଂସଦୀୟ କ୍ଷେତ୍ରରେ ପ୍ରାର୍ଥୀ କରିବା ଲାଗି ଦାବି କରିଛନ୍ତି ସ୍ଥାନୀୟ ନେତା। ହେଲେ ସେ ସେଠାରୁ ନିର୍ବାଚନ ଲଢିବା ଲାଗି ଇଚ୍ଛୁକ ନଥିବା ଜଣାପଡ଼ିଛି। ପୂର୍ବରୁ ୨୦୦୯ ମସିହାରେ ଏହି ଆସନରୁ ମନମୋହନଙ୍କୁ ପ୍ରାର୍ଥୀ ହେବା ଲାଗି ଅଫର...
ନୂଆଦିଲ୍ଲୀ: କଥାରେ ଅଛି, ‘ଯାହା ପୁଅକୁ ସାପ କାମୁଡ଼ିଛି, ତା’ ମାଆ ପାଳ ଦଉଡ଼ି ଦେଖିଲେ ଡରେ’। ଏହାର ଅର୍ଥ କେହି ନିଜର ଅତି ନିକଟ ସମ୍ପର୍କୀୟଙ୍କୁ ହରାଇଥିଲେ, ଘରର ମହିଳା ସଦସ୍ୟମାନେ ବିଚଳିତ ହୋଇପଡ଼ିଥାନ୍ତି। କିନ୍ତୁ ଏପରି ସ୍ଥିତିରେ ବିଚଳିତ ହେବା ବଦଳରେ ନିଜକୁ ପ୍ରସ୍ତୁତ କରି...
ଭୁବନେଶ୍ୱର: ନିର୍ବାଚନ ତାରିଖ ଘୋଷଣା ସହ ରାଜ୍ୟ ରାଜନୀତି ପୂରା ଜୋର ଧରିଛି। ଚୂଡ଼ାନ୍ତ ପ୍ରାର୍ଥୀ ତାଲିକାରେ ରାହୁଲଙ୍କ ମୋହର ବସାଇବାକୁ କଂଗ୍ରେସର ତୁଙ୍ଗନେତା ଦିଲ୍ଲୀରେ ଡେରା ପକାଇଛନ୍ତି। ଏପଟେ କେନ୍ଦ୍ରୀୟ ଅବହେଳା ପ୍ରତିବାଦରେ ବିଜେଡି ଆରମ୍ଭ କରିଛି ‘ହକ୍ ମାଗୁଛି ଓଡ଼ିଶା’ ଅଭିଯାନ। ବିଜେପି ମଧ୍ୟ ପଛରେ...
ଆନନ୍ଦପୁର (ମୁନି ସିଂହ): ସ୍କୁଲ୍ ଭିତରେ ସହପାଠିନୀଙ୍କୁ ଅତି ନିର୍ମମ ଭାବେ ହାଣିଦେଲା ସହପାଠୀ ଛାତ୍ର। ଏହି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ ଫକୀରପୁର ସିଟି ସ୍କୁଲରେ। ଆହତ ଛାତ୍ରୀଙ୍କ ଘର ଯାଜପୁର ଅଞ୍ଚଳରେ। ଛାତ୍ରୀ ଜଣଙ୍କ ଦ୍ୱିତୀୟ ବର୍ଷରେ ପାଠ ପଢୁଛନ୍ତି।...
ଭୁବନେଶ୍ୱର: ବିଜେଡିକୁ ଫେରିଛନ୍ତି ଖୋର୍ଦ୍ଧାର ପୂର୍ବତନ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର (ଜିତୁ ମିତ୍ର)। ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜେଡିରେ ମିଶିଛନ୍ତି। ଏହି ଅବସରରେ ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର କୁମାର ସାହୁ ମଧ୍ୟ ଉପସ୍ଥିତ ଥିଲେ। ବିଜେଡିରେ ଯୋଗ ଦେବା ପରେ...
ସମ୍ୱଲପୁର (ସଞ୍ଜୟ ଜେନା): ସମ୍ବଲପୁର ବିଜେଡିରେ ଗୋଷ୍ଠୀ କନ୍ଦଳ ତୀବ୍ର ହେବାରେ ଲାଗିଛି। ବିଜେଡି ନେତା ଜୟବ୍ରତ ଦେଙ୍କୁ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହିଷ୍କାର କରିଛନ୍ତି। କଥା ଏତିକିରେ ଥମିନି, ଦଳରୁ ବହିଷ୍କାର ହେବା ପରେ ସମ୍ବଲପୁର ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ଓ...
ଭୁବନେଶ୍ୱର: ପ୍ରାର୍ଥୀ ଚୟନ ନେଇ ଆଉ ପାଦେ ଆଗକୁ ବଢ଼ିଛି କଂଗ୍ରେସ। ଆଜି ନୂଆଦିଲ୍ଲୀରେ ଏଆଇସିସି ସ୍କ୍ରିନିଂ କମିଟିର ସ୍କ୍ରୁଟିନି ବୈଠକ ବସିବ। ସ୍କ୍ରିନିଂ କମିଟି ବିଭିନ୍ନ ଅଞ୍ଚଳ ଗସ୍ତ କରି ସଂଗ୍ରହ କରିଥିବା ତଥ୍ୟ ଏବଂ ପ୍ରଦେଶ ନିର୍ବାଚନ କମିଟି ପକ୍ଷରୁ ପ୍ରଦାନ କରାଯାଇଥିବା ପ୍ରାର୍ଥୀ ତାଲିକା...
ନୂଆଦିଲ୍ଲୀ: ଗତ ଫେବୃଆରୀ ୧୪ ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ମୁଦାସିର ଅହମଦ ଖାନ୍ (୨୩) ନିହତ ହୋଇଛି। ଗତ ରାତିରେ ହୋଇଥିବା ଏନ୍କାଉଣ୍ଟରରେ ତା’ର ମୃତ୍ୟୁ ଘଟିଥିବା କୁହାଯାଉଛି। ମୁଦାସିର ଖାନ୍ ଜଣେ ଇଲେକ୍ଟ୍ରିସିଆନ୍ ଥିଲା। ସେ ଆଇଟିଆଇ କରିଥିଲା। ପୁଲୱାମାର ତ୍ରାଲରେ ଆତଙ୍କବାଦୀମାନେ ଲୁଚିଥିବା...