• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

Untitled-2-3
କିଏ ହେବେ ପରବର୍ତ୍ତୀ ବାଚସ୍ପତି

ଭୁବନେଶ୍ୱର: ୨୦୧୯ ନିର୍ବାଚନ ଫଳାଫଳ ଆସିଯାଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ତେବେ ନବୀନଙ୍କ କାହାକୁ ବାଚସ୍ପତି କରିବେ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ବାଚସ୍ପତି ପଦ ପାଇଁ ବୌଦ୍ଧର ବିଧାୟକ ପ୍ରଦୀପ ଅମାତ, ବ୍ରଜରାଜନଗର  ବିଧାୟକ କିଶୋର ମହାନ୍ତି,...

1234
ବିହାରରେ ଖାତା ଖୋଲି ପାରିଲାନି ଆରଜେଡି

ପାଟନା: ଇତିହାସରେ ପ୍ରଥମଥର ପାଇଁ କୌଣସି ଲୋକସଭା ନିର୍ବାଚନରେ ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି ଖାତା ଖୋଲିବାକୁ ଅକ୍ଷମ ହୋଇଛି। ଲାଲୁ ଗୋ-ଖାଦ୍ୟ ଦୁର୍ନୀତିରେ ଜେଲ୍‌ ଯିବା ପରେ ତାଙ୍କ ପୁଅ ତେଜସ୍ୱୀ ଯାଦବ ଆରଜେଡି ମୁଖ୍ୟ ହୋଇଛନ୍ତି। ତାଙ୍କରି ନେତୃତ୍ୱରେ ଦଳ ୧୭ତମ ଲୋକସଭା ନିର୍ବାଚନ ଲଢ଼ୁଥିଲା।...

Maneka Gandhi addresses media
ନିର୍ବାଚନ ଜିତି ରେକର୍ଡ କଲେ ମାନେକା ଗାନ୍ଧି

ଭୁବନେଶ୍ୱର: ଉତ୍ତର ପ୍ରଦେଶର ସୁଲତାନପୁର ଲୋକସଭା ଆସନରେ ମାନେକା ଗାନ୍ଧି ବିଜୟୀ ହୋଇ ନିଜ ନାମରେ ଏକ ନୂଆ ରେକର୍ଡ କରିଛନ୍ତି। ଦେଶ ସ୍ୱାଧୀନ ହେଲା ଦିନରୁ ସୁଲତାନପୁର କେବେ ମହିଳା ପ୍ରାର୍ଥୀଙ୍କୁ ସଂସଦ ପଠାଇନଥିଲା। ହେଲେ ଚଳିତଥର ସୁଲତାନପୁରବାସୀ ଏହି ପରମ୍ପରାକୁ ବଦଳାଇ ମାନେକାଙ୍କୁ ସଂସଦ ପଠାଇଛନ୍ତି।...

Shatrughan_Sinha
ପରାଜୟ ପରେ ନୀରବି ଗଲେ ବିହାରୀ ବାବୁ

ଭୁବନେଶ୍ୱର:  ଯିଏ ପରଦାରେ ଖାମୋସ୍‌ କହିଦେଲେ, ଚୁପ୍‌ ହୋଇ ଯାଉଥିଲେ ସମସ୍ତେ। ହେଲେ ଏବେ ପରାଜୟ ତାଙ୍କୁ ଖାମୋସ କରିଦେଇଛି। ବିହାରର ପାଟଣା ସାହିବ ଲୋକସଭା ଆସନରୁ କଂଗ୍ରେସ ଟିକେଟରୁ ଲୋକସଭାକୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଶତ୍ରୁଘ୍ନ ସିହ୍ନା ଶେଷରେ ପରାଜୟର ସମ୍ମୁଖୀନ ହୋଇଛନ୍ତି। ଏଥର ଜିତିଥିଲେ ହାଟ୍ରିକ ମାରିଥାନ୍ତେ...

familly
କାହାକୁ ଜିତାଇଲେ, କାହାକୁ ପ୍ରତ୍ୟାଖ୍ୟାନ କଲେ ଭୋଟର

ଭୁବନେଶ୍ୱର: ୨୦୧୯ ନିର୍ବାଚନ  ପାରିବାରିକ ରାଜନୀତିକୁ ନେଇ ଚର୍ଚ୍ଚାରେ ଥିଲା। କେଉଁଠି ବାପା-ପୁଅ ତ କେଉଁଠି ଦୁଇ ଭଉଣୀ, ଦୁଇ ଭାଇ, ଦିଅର-ଭାଉଜ, ସ୍ୱାମୀ-ସ୍ତ୍ରୀ ନିର୍ବାଚନକୁ ଓହ୍ଲାଇଥିଲେ । ହେଲେ ଏଥର ଭୋଟର ପ୍ରତ୍ୟାଖ୍ୟାନ କରିଛନ୍ତି ଏହି ପାରିବାରିକ ରାଜନୀତିକୁ। ଜଣାଇ ଦେଇଛନ୍ତି, ଗୋଟିଏ ପରିବାରର ଏକାଧିକ ପ୍ରାର୍ଥୀ...

nir
ଦୁଇଟି ଯାକ ଆସନରୁ ହାରିଲେ ନିରଞ୍ଜନ

ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସକୁ ଲୋକ ଗ୍ରହଣ କରିନାହାନ୍ତି। ୧୪୬ ଆସନରୁ ମାତ୍ର ୧୦ଟି ଆସନରେ କଂଗ୍ରେସ ଆଗୁଆ ଥିଲେ ମଧ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ୨ଟି ଯାକ ଆସନରୁ ହାରି ଯାଇଛନ୍ତି। ନିରଞ୍ଜନ ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଏବଂ କେନ୍ଦୁଝର ଜିଲ୍ଲା ଘସିପୁରା ଆସନରୁ...

s-21
ଆଗୁଆ ପରାଜୟ ସ୍ୱୀକାର କଲେ ରାହୁଲ

ନୂଆଦିଲ୍ଲୀ: ଦେଶର ନିର୍ବାଚନ ଇତିହାସରେ ପ୍ରଥମଥର ପାଇଁ ଏକ ବିରଳ ଘଟଣା ଘଟିଛି। ଗାନ୍ଧି ପରିବାରର ଗଡ଼ କୁହାଯାଉଥିବା ଉତ୍ତର ପ୍ରଦେଶର ଆମେଠି ଆସନରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଗୁଆ ପରାଜୟ ସ୍ୱୀକାର କରିଛନ୍ତି। ଏହି ଆସନରେ ରାହୁଲଙ୍କ ମୁକାବିଲା ବିଜେପି ନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି...

uye
ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ଇମ୍ରାନ ଖାଁ

ନୂଆଦିଲ୍ଲୀ: ପୁଣିଥରେ ଦେଶରେ ବିଜେପି ସରକାର ଗଠନ କରିବ। ଅର୍ଥାତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୫ ବର୍ଷ ପାଇଁ ପୁଣିଥରେ କ୍ଷମତା ଦଖଲ କରିବେ। ଚୂଡ଼ାନ୍ତ ଫଳଫଳ ଆସିବା ପୂର୍ବରୁ ବିଭିନ୍ନ ଦେଶର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଟ୍ୱିଟ୍‌ ଏବଂ ଚିଠି ଲେଖି ମୋଦିଙ୍କୁ ଶୁଭେଚ୍ଛା ଜଣାଇବାରେ...

mi
ଚମ୍ପୁଆରୁ ଜିତିଲେ ବିଜେଡିର ମିନାକ୍ଷୀ ମହାନ୍ତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ମିନାକ୍ଷୀ ମହାନ୍ତ ବିଜୟୀ ହୋଇଛନ୍ତି। ମିନାକ୍ଷୀ ବିଜେପିର ମୁରଲୀ ଶର୍ମାଙ୍କୁ ୨୫, ୫୦୪ ଭୋଟରେ ହରାଇଛନ୍ତି। ୨୦୧୪ରେ ଏଠାରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ସନାତନ ମହାକୁଡ଼ ଜିତିଥିଲେ।  ସୂଚନାଯୋଗ୍ୟ, ୨୦୧୪ ନିର୍ବାଚନରେ ଏଠାରେ ସ୍ୱାଧୀନ ପ୍ରାର୍ଥୀ ସନାତନ ମହାକୁଡ଼...

narendra
ବାରାଣାସୀରୁ ଜିତିଲେ ପ୍ରଧାନମନ୍ତ୍ରୀ ମୋଦି

ବାରାଣସୀ: ଯାହା ଆଶା କରାଯାଉଥିଲା ସେଇଆ ହିଁ ହେଲା। ଉତ୍ତର ପ୍ରଦେଶର ବାରାଣାସୀରୁ ଦ୍ୱିତୀୟ ଥର ପାଇଁ ପ୍ରାର୍ଥୀ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩.୮୫ ଲକ୍ଷ ଅଧିକ ଭୋଟ୍‌ରେ ବିଜୟୀ ହୋଇଛନ୍ତି। ତାଙ୍କ ବିରୋଧରେ ସପା-ବିଏସ୍‌ପି ମେଣ୍ଟ ପକ୍ଷରୁ ଶାଳିନୀ ଯାଦବଙ୍କୁ ପ୍ରାର୍ଥୀ କରାଯାଇଥିଲା। ସେହିପରି କଂଗ୍ରେସ...

modf
ପ୍ରଧାନମନ୍ତ୍ରୀ ମୋଦି ଜିତିଲେ

ବାରାଣସୀ: ଯାହା ଆଶା କରାଯାଉଥିଲା ସେଇଆ ହିଁ ହେଲା। ଉତ୍ତର ପ୍ରଦେଶରୁ ଦ୍ୱିତୀୟ ଥର ପାଇଁ ପ୍ରାର୍ଥୀ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୃହତ ୩.୮୫ ଲକ୍ଷ ଭୋଟ୍‌ରେ ବିଜୟୀ ହୋଇଛନ୍ତି। ତାଙ୍କ ବିରୋଧରେ ସପା-ବିଏସ୍‌ପି ମେଣ୍ଟ ପକ୍ଷରୁ ଶାଳିନୀ ଯାଦବଙ୍କୁ ପ୍ରାର୍ଥୀ କରାଯାଇଥିଲା। ସେହିପରି କଂଗ୍ରେସ ୨୦୧୪...

aa
ହାରିଯିବେକି ଏଇ ୨ ଭଉଣୀ ?

ଭୁବନେଶ୍ୱର  : ଏଥର ଅନେକ ନେତା ଓ ତାଙ୍କ ପିଲାମାନେ ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି। ସେହିଭଳି କିଛି ନେତାଙ୍କର କେବଳ ପୁଅ ଅବା ଝିଅମାନେ ପ୍ରାର୍ଥୀ ହୋଇଛନ୍ତି। ଏହି ତାଲିକାରେ ସାମିଲ ଅଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ। ସେ ଏଥର ପ୍ରାର୍ଥୀ...

narendra_modi_1_750_1558602151_618x347
୧୯୮୪ର ରେକର୍ଡ ଭାଙ୍ଗିଲା ବିଜେପି

ନୂଆଦିଲ୍ଲୀ:୧୯୮୪ ନିର୍ବାଚନରେ ରେକର୍ଡ କରିଥିଲା କଂଗ୍ରେସ । ସର୍ବାଧିକ ୪୦୦ ଲୋକସଭା ଆସନରେ ଜିତି କଂଗ୍ରେସ କ୍ଷମତାକୁ ଆସିଥିଲା। ଇନ୍ଦିରା ଗାନ୍ଧିଙ୍କ ମୃତ୍ୟୁ ପରେ ଦେଶରେ ଲୋକସଭା ନିର୍ବାଚନ ହୋଇଥିଲା।  ଆଉ ସେଥିରେ ରାଜୀବ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସ ଅଭୂତପୂର୍ବ ସଫଳତା ହାସଲ କରିଥିଲା। ୨୦୧୯ ନିର୍ବାଚନରେ ପୁଣି...

swara (1)
ଯେଉଁ ନେତାମାନଙ୍କ ପାଇଁ ସ୍ୱରା ପ୍ରଚାର କରିଥିଲେ ସବୁ ପଛରେ

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଟ୍ଟର ବିରୋଧୀ ଏବଂ ଏ ବିଷୟରେ ସୋଶାଲ ମିଡିଆରେ ବୟାନ ରଖିଆସିଥିବା ଅଭିନେତ୍ରୀ ସ୍ୱରା ଭାସ୍କର ପ୍ରଚାର କରିଥିବା ସମସ୍ତ ୪ ଜଣ ପ୍ରାର୍ଥୀ ପରାଜୟ ବରଣ କରିପାରନ୍ତି। ବିଶେଷ କରି ଏହି ଲୋକସଭା ନିର୍ବାଚନରେ ତାଙ୍କର ମୋଦି ବିରୋଧୀ ସ୍ୱର ବେଶ...

ratan
ଭୋଟ୍‌ ଗଣନା ଶୁଣି ହୃଦ୍‌ଘାତରେ ପ୍ରାଣ ହରାଇଲେ କଂଗ୍ରେସ ନେତା

ଭୋପାଲ: ଏକ ଦୁଃଖଦ ଘଟଣାରେ ମଧ୍ୟପ୍ରଦେଶର ଏକ ଭୋଟ୍‌ ଗଣତି କେନ୍ଦ୍ରରେ ହିଁ ଜଣେ କଂଗ୍ରେସ ନେତା ପ୍ରାଣ ହରାଇଛନ୍ତି। ହୃଦ୍‌ଘାତ କାରଣରୁ ହିଁ ସେ ପ୍ରାଣ ହରାଇଥିବା ଜଣାପଡ଼ିଛି। ତାଙ୍କ ନାମ ରତନ ସିଂହ ଏବଂ ସେ ସେହୋର ଜିଲ୍ଲାର ବୋଲି ଜଣାପଡ଼ିଛି। ସେ ଭୋଟ୍‌ ଗଣତି...

6y
ଲୋକସଭା ଆସନରେ ଧିମା ଚାଲିଛି ଭୋଟ୍‌ ଗଣତି !

ଭୁବନେଶ୍ୱର: ଚାଲିଛି ଭୋଟ୍ ଗଣତି। ତେବେ ଓଡ଼ିଶାର କିଛି ଆସନରେ ଗଣତି ଧିମା ଚାଲିଥିବା ଲକ୍ଷ୍ୟ କରାଯାଉଛି। ବିଶେଷ କରି କିଛି ଲୋକସଭା ଆସନରେ ଏହା ଦେଖିବାକୁ ମିଳିଛି। । ମିଳିଥିବା ସୂଚନା ଆନୁଯାୟୀ, ଓଡ଼ିଶାରେ ୬୩ଟି ସ୍ଥାନରେ ଭୋଟ୍‌ ଗଣତି ଚାଲିଛି। ଅଧିକାଂଶ ବିଧାନସଭା ଆସନରେ ଟ୍ରେଣ୍ଡ...

kkv
ଏଠି ବାପ ଆଗରେ, ପୁଅ ପଛରେ

ଭୁବନେଶ୍ୱର : ଏଥର ନିର୍ବାଚନରେ ଯେତେ ଜଣ ପ୍ରାର୍ଥୀ ହୋଇଛନ୍ତି, ସେଥିରେ ବାପ-ପୁଅ ମଧ୍ୟ ଅଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି କଂଗ୍ରେସ ନେତା ନରସିଂହ ମିଶ୍ର ଓ ତାଙ୍କ ପୁଅ ସମରେନ୍ଦ୍ର ମିଶ୍ର। ନରସିଂହ ମିଶ୍ର ବଲାଙ୍ଗିର ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା ବେଳେ ସମରେନ୍ଦ୍ର ମିଶ୍ର ବଲାଙ୍ଗିର...

sadasiv
ନବରଙ୍ଗପୁର ବିଧାନସଭା ଆସନରୁ ଜିତିଲେ ସଦାଶିବ ପ୍ରଧାନୀ

ନବରଙ୍ଗପୁର: ରାଜ୍ୟରେ ଲୋକସଭା ଓ ବିଧାନସଭା ଆସନ ପାଇଁ ଭୋଟ୍ ଗଣନା ଚାଲିଥିବା ବେଳେ ନବରଙ୍ଗପୁର ବିଧାନସଭା ଆସନର ଫଳାଫଳ ଆସିଯାଇଛି। ଏହି ଆସନରେ ବିଜେଡି ପ୍ରାର୍ଥୀ ସଦାଶିବ ପ୍ରଧାନୀ ବିଜୟୀ ହୋଇଛନ୍ତି। ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେପି ପ୍ରାର୍ଥୀ ଗୌରୀ ମାଝୀଙ୍କୁ ୭୦୭୯ ଭୋଟ୍‌ରେ ପରାସ୍ତ...

ty
ବାପ ପଛରେ, ପୁଅ ଆଗରେ

ଭୁବନେଶ୍ୱର: ଆଜି ଯେଉଁ ବାପ-ପୁଅଙ୍କ ଫଳାଫଳ ଆସିବାକୁ ଅଛି, ସେମାନଙ୍କ ମଧ୍ୟରେ ବିଜେପି ନେତା ଦାମୋଦର ରାଉତ ଓ ତାଙ୍କ ପୁଅ ସମ୍ବିତ ରାଉତରାୟ ଅଛନ୍ତି। ଗଣତି ଚାଲିଥିବା ବେଳେ କେଉଁ ଆସନରେ କିଏ ଆଗୁଆ ରହିଛନ୍ତି, ସେ ନେଇ ବରାବର ଖବର ଆସୁଛି। ଦାମ ଏଥର ବାଲିକୁଦା-ଏରସମା...

77
ଈଶ୍ୱରଙ୍କ ଶରଣରେ ରାଜନେତା, କିଏ ଯଜ୍ଞ କରୁଛନ୍ତି ତ କିଏ ମାଗୁଛନ୍ତି ଆଶୀର୍ବାଦ

ନୂଆଦିଲ୍ଲୀ : କାହା ଭାଗ୍ୟରେ କ’ଣ ଅଛି, କିଏ କହିବ? ସବୁ ଭଗବାନଙ୍କ ହାତରେ। ଏମିତି କିଛି କଥା ଆମ ରାଜନେତାଙ୍କ ମୁହଁରୁ ଏବେ ଶୁଣିବାକୁ ମିଳୁଛି। କାରଣ ଦୀର୍ଘ ସମୟ ଧରି କସରତ୍‌ କରିବା ପରେ ଆଜି ବାହାରୁଛି ଫଳ । କାହା ପେଡିରେ ବିଜୟ ଆଉ...