• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

Attack
ଘରେ ପଶି ଠେଙ୍ଗାରେ ପିଟିଲେ

କଟକ: କଟକ ଜିଲ୍ଲା ନିଆଳିରେ ର୍ନିବାଚନ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି। ଆକ୍ରୋଶ ରଖି ଏକ ନିର୍ଦ୍ଧିଷ୍ଟ ଦଳର କିଛି ବ୍ୟକ୍ତି ଅନ୍ୟ ଏକ ଦଳର ଲୋକଙ୍କ ଘରେ ପଶି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାଟି ନିଆଳିର ପୋଖରୀ ଗାଁରେ ଘଟିଥିବା ଜଣାପଡ଼ିଛି। ସୂଚନା ଅନୁସାରେ...

7
ଘର ବାରଣ୍ଡାରେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର

ଗଜପତି: ଘର ବାରଣ୍ଡାରେ ଅଙ୍ଗନବାଡ଼ି କେନ୍ଦ୍ର ପରିଚାଳିତ ହେଉଛି। ଏପରିକି କିଛି ସ୍ଥାନରେ ଅଙ୍ଗନବାଡ଼ି ଦିଦି ନଥିବାରୁ ହେଲପରଙ୍କ ସହାୟତାରେ ଅଙ୍ଗନବାଡ଼ି କେନ୍ଦ୍ର ପରିଚାଳିତ ହେଉଛି। ଏପରି ଘଟଣା ଗଜପତି ଜିଲ୍ଲା ମୋହନା ବ୍ଲକ୍‌ରେ ଦେଖିବାକୁ ମିଳିଛି। ଏଭଳି ସ୍ଥିତିରେ ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଏବଂ ସ୍ୱଚ୍ଛ ପରିବେଶ...

rain
ଚାରି ଜିଲ୍ଲାକୁ ସତର୍କ ସୂଚନା ଦେଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର

ଭୁବନେଶ୍ୱର: ଆଜି ୪ଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକରେ ଘଡ଼ଘଡ଼ି ସହ ବର୍ଷା ଓ ପବନ ହେବାର ସମ୍ଭାବନା ରହିଛି। ଏହି ଚାରୋଟି ଜିଲ୍ଲା ହେଉଛି- ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ। ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସତର୍କ ରହିବା ପାଇଁ ଏହି...

sonu
ରାଜନୀତିକୁ ଆସିବା ପାଇଁ ବର୍ତ୍ତମାନ ପ୍ରସ୍ତୁତ ନାହିଁ : ସୋନୁ ନିଗମ୍‌

ମୁମ୍ୱାଇ : ଏଥର ଲୋକସଭା ନିର୍ବାଚନରେ ଅନେକ ଅଭିନେତା ଓ ଅଭିନେତ୍ରୀ ଏପରି ଥିଲେ, ଯେଉଁମାନେ ଫିଲ୍ମରୁ ସିଧାସଳଖ ରାଜନୀତି ମଇଦାନରେ ଲଢ଼େଇ କରିଥିଲେ। ବଲିଉଡ୍‌ ଠାରୁ ଆରମ୍ଭ କରି ସାଉଥ୍‌ର ସୁପରଷ୍ଟାରମାନେ ମଧ୍ୟ ଏଥର ନିର୍ବାଚନ ମଇଦାନରେ ଭାଗ ଦେଇଥିଲେ। ଏଥିରେ କିଛି କଳାକାର ଜିତିଥିବା ବେଳେ...

11
ଭାରତର ନୂଆ ସରକାର ସହିତ ଆଲୋଚନା କରିବାକୁ ଚାହୁଁଛି ପାକିସ୍ତାନ

ନୂଆଦିଲ୍ଲୀ: ଭାରତ ସହିତ ଥିବା ସବୁ ଦ୍ଵିପାକ୍ଷିକ ସମସ୍ୟାର ସମାଧାନ ପାଇଁ ପାକିସ୍ତାନ କଥାବାର୍ତ୍ତା କରିବାକୁ ଚାହୁଁଛି ବୋଲି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ମହମ୍ମଦ ଶାହା କୁରେସି କହିଛନ୍ତି। ସରକାରୀ ରେଡିଓ ପାକିସ୍ତାନର ଖବର ଅନୁସାରେ ଶନିବାର ଇଫତାର୍‌ ପାର୍ଟିକୁ ସମ୍ୱୋଧିତ କରି କୁରେସି କହିଥିଲେ, ଭାରତ ଓ...

34-1-750x421
ହିରୋଇନ୍‌ଙ୍କ ମୁଣ୍ଡରେ ବନ୍ଧୁକ ରଖି ବାହା ହେବା ପାଇଁ ବାଧ୍ୟ କଲା ପ୍ରେମିକ

ଲକ୍ଷ୍ନୌ: ଫିଲ୍ମ ଶୁଟିଂ ବେଳେ ପାଗଳ ପ୍ରେମିକର ଉନ୍ମତ୍ତକାଣ୍ଡ। ଅଭିନେତ୍ରୀଙ୍କ ମୁଣ୍ଡରେ ବନ୍ଧୁକ ରଖି ବାହା ହେବାକୁ ବାଧ୍ୟ କରିବା ସହିତ ବୁଝାଇବାକୁ ଆସିଥିବା ଏସ୍‌ପିଙ୍କ ଉପରକୁ ଚଳାଇଲା ଗୁଳି। ଗତକାଲି ଏମିତି ଏକ ଘଟଣା ଦେଖିବାକୁ ମିଳିଥିଲା ଉତ୍ତର ପ୍ରଦେଶର ସୋନଭଦ୍ରରେ। ଏଠାରେ ଏକ ହୋଟେଲ୍‌ରେ ଭୋଜପୁରୀ...

Rahul-Gandhi-mmmmmmmmmmmmm-750x430
“ଏମାନଙ୍କ ପାଇଁ ପୁଅ ଆଗ, ଦଳ ପଛ”

ନୂଆଦିଲ୍ଲୀ: ଏଥର ସାଧାରଣ ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ ପାଇଁ ନିଜକୁ ଦାୟୀ କରି ସଭାପତି ପଦ ଛାଡ଼ିବାକୁ ଜିଦ୍ ଧରିଥିବା ରାହୁଲ ଗାନ୍ଧି ଦଳର ତିନି ବରିଷ୍ଠ ନେତାଙ୍କ ଉପରେ ଖୋଲାଖୋଲି ଅସନ୍ତୋଷ ଜାହିର କରିଛନ୍ତି। ଗତକାଲି ଦିଲ୍ଲୀରେ ବସିଥିବା କଂଗ୍ରେସ୍ ୱାର୍କିଂ କମିଟି (ସିଡବ୍ଲ୍ୟୁସି) ବୈଠକରେ ରାହୁଲ...

pm modi
ନୂଆ ସାଂସଦଙ୍କୁ ମୋଦିଙ୍କ ଟିପ୍ସ

ନୂଆଦିଲ୍ଲୀ: ୧୯ରେ ଧମାକାଦାର ବିଜୟ ପରେ କେନ୍ଦ୍ରରେ ଏବେ ଦ୍ୱିତୀୟ ଇନିଂସ ଆରମ୍ଭ କରିବାକୁ ଯାଉଛି ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ। ନୂଆଦିଲ୍ଲୀରେ ଗତକାଲି ଏନ୍‌ଡିଏର ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବ ନିର୍ବାଚିତ ସାଂସଦଙ୍କୁ  ସ୍ୱାଗତ କରିବା ସହିତ ଆଗାମୀ ଦିନରେ କିପରି...

kalpana
ଓଡ଼ିଶା ଫେରିବ କଳ୍ପନା ଦାଶଙ୍କ ମରଶରୀର

ଭୁବନେଶ୍ୱର: ଏଭରେଷ୍ଟ ଶୃଙ୍ଗରେ ମୃତ୍ୟୁବରଣ କରିଥିବା ଓଡ଼ିଆ ପର୍ବତାରୋହିଣୀ କଳ୍ପନା ଦାଶଙ୍କ ମରଶରୀର ଓଡ଼ିଶା ଆଣିବାକୁ ପ୍ରକ୍ରିୟା ଜାରି ରହିଛି। ଏଥିପାଇଁ ଓଡ଼ିଶାରୁ ଏକ ଟିମ୍‌ କାଠମାଣ୍ଡୁ ଯିବ। ଏହି ଟିମ୍‌ରେ କଳ୍ପନାଙ୍କ ଭାଇ ପ୍ରଦୀପ ଦାଶଙ୍କ ସମେତ ପରିବାରର ୨ ଜଣ ସଦସ୍ୟ ଅଛନ୍ତି। ଏହା ସହ ଏହି...

fire-1..
ଜୀବନ ବଞ୍ଚାଇବା ପାଇଁ ୩ ମହଲାରୁ ଡେଇଁବାକୁ ବାଧ୍ୟ ହୋଇଥିଲୁ

ଅହମ୍ମଦାବାଦ: ଡାଇମଣ୍ଡ ସିଟି ଭାବେ ପରିଚିତ ସୁରତର ସରଥନା ଅଞ୍ଚଳରେ ଥିବା ତକ୍ଷଶୀଲା କୋଚିଂ ସେଣ୍ଟରରେ ଗତକାଲି ଘଟିଯାଇଛି ଭୟାବହ ଅଗ୍ନିକାଣ୍ଡ । ଏସିରୁ ବାହାରିଥିବା ନିଆଁ ଏପରି ଭୟଙ୍କର ରୂପ ଧାରଣ କଲା ଯେ, ଏଥିରେ ୨୩ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଲା। ମୃତକଙ୍କ ମଧ୍ୟରେ ୧୫...