• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

kn
କହ୍ନେୟା ପଛରେ, ଆଗରେ ଗିରିରାଜ

ବେଗୁସରାଇ: ଚଳିତ ସାଧାରଣ ନିର୍ବାଚନରେ ବାମପନ୍ଥୀଙ୍କର ବହୁ ଚର୍ଚ୍ଚିତ ପ୍ରାର୍ଥୀ କୁହାଯାଉଥିବା ପୂର୍ବତନ ଜେଏନ୍‌ୟୁ ଛାତ୍ର ସଂସଦ ସଭାପତି କହ୍ନେୟା କୁମାର ଭୋଟ୍‌ ଗଣତିରେ ପଛରେ ପଡ଼ିଯାଇଛନ୍ତି। ଅନ୍ୟପକ୍ଷରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ବହୁ ବିବାଦୀୟ ବିଜେପି ନେତା ଗିରିରାଜ ସିଂହ ତାଙ୍କଠାରୁ ୨ ଗୁଣରୁ ଊର୍ଦ୍ଧ୍ୱ ଭୋଟ୍‌ରେ...

sambit-1-750x430
ପୁରୀ ଲୋକସଭା ଆସନରେ ଆଗେଇଲେ ସମ୍ବିତ ପାତ୍ର

ଭୁବନେଶ୍ୱର: ଆଜି ରାଜ୍ୟରେ ଉଭୟ ବିଧାନସଭା ଓ ଲୋକସଭା ଆସନ ପାଇଁ ଭୋଟ୍‌ ଗଣତି ଚାଲିଛି। ଉଭୟ ଲୋକସଭା ଓ ବିଧାନସଭା ଆସନରେ ବିଜେଡି ଆଗରେ ରହିଛି। ତେବେ ଲୋକସଭା ଆସନରେ ପ୍ରାର୍ଥୀଙ୍କ ମଧ୍ୟରେ ଆଗପଛ ଚାଲିଛି। କେତେବେଳେ କିଏ ଆଗଉଛି, ତ କେତେବେଳେ ପଛଉଛି। ଆସିକା ଲୋକସଭା...

123
ମ୍ୟାଜିକ ନମ୍ବର ଆଗରେ ବିଜେଡି

ଭୁବନେଶ୍ୱର: ଆଜି ସାରା ଦେଶରେ ଭୋଟ୍ ଗଣତି ଚାଲିଥିବା ବେଳେ ବିଜେପି ଆଗୁଆ ରହିଛି। ତେବେ ଓଡ଼ିଶା ବିଧାନସଭାରେ ଆଞ୍ଚଳିକ ଦଳ ବିଜେଡି ଆଗରେ ରହିଛି । ରାଜ୍ୟର ୧୪୭ ବିଧାନସଭା ଆସନ ମଧ୍ୟରୁ  ବିଜେଡି ୯୪ଟି ଆସନରେ ଆଗୁଆ ଅଛି। ବିଜେପି ୨୯ଟି ଆସନରେ ଆଗରେ ଅଛି।...

kk
ବିଜେପି ୨୨ ଏବଂ ବିଜେଡି ୮୮ ସିଟ୍‌ରେ ଆଗୁଆ

ଭୁବନେଶ୍ୱର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବିବୃତି ମୁତାବକ ରାଜ୍ୟରେ ଏବେ ଭୋଟ ଗଣନା ଆଗେଇ ଚାଲିଥିବା ବେଳେ ବିଜେପି ୨୨ଟି ଓ ବିଜେଡି ୮୮ ସିଟ୍‌ରେ ଆଗୁଆ ରହିଛି। ସେହିପରି କଂଗ୍ରେସ ୨ଟି ବିଧାନସଭା ସିଟ୍‌ରେ ଆଗୁଆ ରହିଥିବା ଜଣାପଡିଛି। ସମସ୍ତ ୧୪୬ ବିଧାନସଭା ନିର୍ବାଚନ ମଣ୍ଡଳିରେ...

aparajita-750x430
ଓଡ଼ିଶାରେ ୬ ବିଜେପି ଓ ୯ ବିଜେଡି ଲୋକସଭା ପ୍ରାର୍ଥୀ ଆଗୁଆ

ଭୁବନେଶ୍ୱର : ଭୋଟ୍ ଗଣତି ଚାଲିଛି। ଶେଷ ଖବର ଲେଖାଯିବା ସୁଦ୍ଧା ଓଡ଼ିଶାର ୨୧ଟି ଲୋକସଭା ଆସନରୁ ୧୫ ଟିର ଫଳାଫଳ ଆସୁଛି। ଏଥିରେ ୬ଟି ଆସନରେ ବିଜେପି ଆଗୁଆ ରହିଥିବା ବେଳେ ବିଜେଡି ୯ଟିରେ ଆଗରେ ରହିଛି। ବଲାଙ୍ଗିରରେ ବିଜେପି ପ୍ରାର୍ଥୀ ସଙ୍ଗୀତା ସିଂହଦେଓ ଆଗରେ ଥିବା...

t-6
ପଛରେ ପଡ଼ିଛନ୍ତି ଏହି ହେଭିୱେଟ୍‌

ନୂଆଦିଲ୍ଲୀ: ସାରା ଦେଶରେ ସକାଳ ୮ଟାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଛି। ପ୍ରଥମେ ପୋଷ୍ଟାଲ ବାଲଟ୍‌ର ଗଣତି ହେଉଛି। ପ୍ରାଥମିକ ଗଣତି ଅନୁଯାୟୀ, କଂଗ୍ରେସର ୩ ହେଭିୱେଟ୍‌ ବିଜେପି ପ୍ରାର୍ଥୀଙ୍କ ଠାରୁ ପଛରେ ରହିଛନ୍ତି। ମଧ୍ୟପ୍ରଦେଶର ଗୁନାରୁ ପ୍ରାର୍ଥୀ ହୋଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ, ଭୋପାଲରୁ ପ୍ରାର୍ଥୀ ହୋଇଥିବା ଦିଗବିଜୟ...

Untitled-1-18
ସଙ୍ଗୀତା ସିଂଦେଓ ବଲାଙ୍ଗିର, ରୁଦ୍ର ପାଣି ଢେଙ୍କାନାଳରେ ଆଗରେ ଚାଲିଛନ୍ତି

ଭୁବନେଶ୍ୱର: ଆଜି ସାରା ଦେଶରେ ଭୋଟ୍ ଗଣତି ଚାଲିଥିବା ବେଳେ ବିଜେପି ଆଗୁଆ ରହିଛି। ଓଡ଼ିଶାରେ ମଧ୍ୟ ପ୍ରାରମ୍ଭରୁ ବିଜେପି ଆଗରେ ଚାଲିଛି। ଏଠାରେ ଥିବା ୨୧ଟି ଲୋକସଭା ଆସନରୁ ୨ଟି ଆସନରେ ଦଳ ଆଗରେ ଚାଲିଛି। ବଲାଙ୍ଗିର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ସଙ୍ଗୀତା ସିଂହଦେଓ ଆଗରେ...

Rahul-Gandhi-mmmmmmmmmmmmm-750x430
ଆମେଠିରେ ରାହୁଲ ପଛରେ ଚାଲିଛନ୍ତି

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ସାରା ଦେଶରେ ଆଜି ଗଣତି ଚାଲିଛି। ତେବେ ଆମେଠିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପଛରେ ଚାଲିଥିବା ବେଳେ ବିଜେପି ନେତ୍ରୀ ସ୍ମୃତି ଇରାନୀ ଆଗରେ ଚାଲିଛନ୍ତି। ତେବେ କେରଳର ୱାଇନାଡ଼ ଆସନରେ ରାହୁଲ ଆଗରେ ଅଛନ୍ତି। ଗୁଜରାଟର ଗାନ୍ଧିନଗର ଆସନରେ ବିଜେପି...

firing
ନିର୍ବାଚନ ଫଳାଫଳ ପୂର୍ବରୁ କଂଗ୍ରେସ ପ୍ରାର୍ଥୀଙ୍କୁ ଆକ୍ରମଣ

ଭୁବନେଶ୍ୱର: ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ଆକ୍ରମଣର ଶିକାର ହୋଇଥିବା ଆସିକାର କଂଗ୍ରେସ ପ୍ରାର୍ଥୀ ମନୋଜ ଜେନାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଗତକାଲି ମନୋଜ ଜେନାଙ୍କୁ ବ୍ରହ୍ମପୁର ଲାଞ୍ଜିପଲ୍ଲୀ ନିକଟରେ ୪ ଜଣ ଦୁର୍ବୃତ୍ତ ବାଇକ୍‌ରେ...

exit poll
ଓଡ଼ିଶାର ଏଇ ସବୁ ଆସନରୁ ଜିତିବ ବିଜେପି

ନୂଆଦିଲ୍ଲୀ :ଗୋଟିଏ ଦିନ ପରେ ପ୍ରକାଶ ପାଇବ ୨୦୧୯ ସାଧାରଣ ନିର୍ବାଚନ ଫଳାଫଳ। ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। ତେବେ ଏକ୍‌ଜିଟ୍‌ ପୋଲ୍‌ ପ୍ରକାଶ ପାଇବା ପରେ ବିଜେପି ଖେଳି ଯାଇଛି ଶିବିରରେ ଉତ୍ସାହ । କାରଣ ଏକ୍‌ଜିଟ ପୋଲ୍‌ ଆକଳନ ଅନୁସାରେ ଏଥର କେନ୍ଦ୍ରରେ ବିଜେପି...

Queen_elizabth_reuters
ରୟାଲ ପ୍ୟାଲେସ୍‌ ପାଇଁ ଖୋଜାପଡ଼ିଛି ସୋଶାଲ ମିଡିଆ ମ୍ୟାନେଜର, ଦରମା ୨୬ ଲକ୍ଷ

ଲଣ୍ଡନ: ଛୋଟ ହେଉ ବି ବଡ଼, ଜୀବନରେ ଚାକିରି ଖଣ୍ଡେ କରିବାକୁ ପ୍ରାୟ ସମସ୍ତଙ୍କର ଇଚ୍ଛା ଥାଏ। ଆଉ ଯଦି ଲଣ୍ଡନର ବକିଂହାମ୍‌ ରାଜପ୍ରାସାଦରେ ଚାକିରି କରିବାକୁ କୁହାଯାଏ, ତା’ହେଲେ ଆପଣ କ’ଣ ମନା କରିବେ? ତାହା ପୁଣି ମହାରାଣୀଙ୍କ ଏଲିଜାବେଥ୍‌ ଦ୍ୱିତୀୟଙ୍କ ନିକଟରେ। ଦରମା ବି କିଛି...

jaganath-750x430
ପଦ ଛାଡ଼ିଲେ କଂଗ୍ରେସ ନେତା ଜଗନ୍ନାଥ ପଟ୍ଟନାୟକ

ଭୁବନେଶ୍ୱର:  ଚଳିତ ନିର୍ବାଚନରେ ରାଜ୍ୟ କଂଗ୍ରେସ ଜାଣିଶୁଣି ଖରାପ ପ୍ରଦର୍ଶନ କରିବାକୁ ଯାଉଛି। ରାଜ୍ୟ ନେତୃତ୍ୱ ପ୍ରଚାରରେ ଅବହେଳା କରିବା ସହ ତ୍ରୁଟିପୂର୍ଣ୍ଣ ରଣନୀତି ଆପଣାଇଥିଲା ବୋଲି ଅଭିଯୋଗ କରି ବରିଷ୍ଠ ନେତା ତଥା ସମନ୍ୱୟ ଓ ନିର୍ବାଚନ କମିଟି ସଦସ୍ୟ ଜଗନ୍ନାଥ ପଟ୍ଟନାୟକ ନିଜ ପଦରୁ ଆଜି...

22-3
ଓଡ଼ିଶାରେ ବିଜେପି ବଢ଼ୁଛି, ବିଜେଡ଼ି ଲୋକପ୍ରିୟତା ହରାଉଛି: ବୈଜୟନ୍ତ

ଭୁବନେଶ୍ୱର: ଓଡ଼ିଶାରେ ଭାରତୀୟ ଜନତା ପାର୍ଟି(ବିଜେପି)ର ଲୋକପ୍ରିୟତା ବଢ଼ୁଛି। ଅନ୍ୟପକ୍ଷରେ ଉଭୟ ବିଜୁ ଜନତା ଦଳ (ବିଜେଡ଼ି) ଓ କଂଗ୍ରେସ୍ ଦିନକୁ ଦିନ ଦୁର୍ବଳ ହେଉଛନ୍ତି। ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଆଜି ଏକ ଜାତୀୟ ଗଣାମଧ୍ୟମକୁ ସାକ୍ଷାତକାର ଦେବା ଅବସରରେ ଏଭଳି କହିଛନ୍ତି। ସେ କହିଛନ୍ତି...