• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

Karan-Johar
ଆଜି କରନ୍‌ ଜୋହରଙ୍କ ଜନ୍ମଦିନ

ମୁମ୍ବାଇ: ୪୭ବର୍ଷରେ ପାଦ ଥାପିଛନ୍ତି ଫିଲ୍ମ ମେକର କରନ ଜୋହର୍‌। ୧୯୭୨ ମସିହା ମେ ୨୫ତାରିଖରେ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ ସେ। କରନଙ୍କ ପାଠପଢା ଆରମ୍ଭ ହୋଇଥିଲା ଗ୍ରୀନ୍ ଲନ୍ସ ହାଇସ୍କୁଲ୍‌ରେ। ଏହାପରେ ସେ ଏଚ୍‌ ଆର କଲେଜ ଅଫ୍‌ ଇକୋନୋମିକ୍ସରେ ପାଠ ପଢିଥିଲେ । ଏକଥା...

surat-coaching-centre
ପରୀକ୍ଷାଫଳ ଜାଣିବା ଆଗରୁ ଚାଲିଗଲା ଜୀବନ

ସୁରତ: ଗୁଜରାଟ ସୁରତର ଥିବା ତକ୍ଷଶୀଳା କୋଚିଂ ସେଣ୍ଟରରେ ଗତକାଲି ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି। ଏବେ ୨ ଜଣ ଛାତ୍ର ଭେଣ୍ଟିଲେଟରରେ ଥିବା ବେଳେ ୫ ଜଣ ଆଇସିୟୁରେ ଭର୍ତ୍ତି ହୋଇଥିବା ସୂଚନା ରହିଛି। ଗତକାଲି ଅପରାହ୍ନରେ ସୁରତର ସରଥଣା ଅଞ୍ଚଳରେ...

3
ଅପମାନ ସହି ନ ପାରି ଆତ୍ମହତ୍ୟା କଲେ ଯୁବକ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର ବେଲପୁର ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁର ଜଣେ ଯୁବକ ଅପମାନ ସହି ନ ପାରି ଆତ୍ମହତ୍ୟା କରିଛନ୍ତି। ସୂଚନା ଅନୁସାରେ ବେଲପୁର ଗାଁର ଜଣେ ଯୁବକ ସେହି ଗ୍ରାମର ଜଣେ ଯୁବତୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଯୁବତୀ...

hanging
ଗଛରୁ ଦୁଇଟି ଝୁଲନ୍ତା ମୃତଦେହ ଉଦ୍ଧାର

ଅନୁଗୁଳ: ଅନୁଗୁଳ କୁମଣ୍ଡ ଚଣ୍ଡିବଜାର ନିକଟ ଏକ ଗଛରେ ଝୁଲୁଥିଲା ଦୁଇଟି ମୃତଦେହ। ଆଜି ସକାଳୁ ସ୍ଥାନୀୟ ଗ୍ରାମବାସୀଙ୍କ ନଜରରେ ଏହା ପଡ଼ିଥିଲା। ଚାହୁଁ ଚାହୁଁ କଥା ପ୍ରଘଟ ହୋଇଗଲା। ଘଟଣାସ୍ଥଳରେ ରୁଣ୍ଡ ହୋଇଗଲେ ଶହଶହ ଲୋକ। ଖବର ପାଇ ପୋଲିସ ପହଞ୍ଚି ଶବ ଦୁଇଟିକୁ ଉଦ୍ଧାର କରିଥିଲା। ମୃତଦେହ...

topshot-indonesia-quake
ଆଣ୍ଡାମାନ ନିକୋବରରେ ଭୂମିକମ୍ପ

ପୋର୍ଟ ବ୍ଲେଅର୍‌: ଆଣ୍ଡାମାନ ନିକୋବର ଦ୍ୱିପପୁଞ୍ଜରେ ଭୂମିକମ୍ପ ଅନୁଭୂତ ହୋଇଛି। ରାତି ୨.୫୨ ମିନିଟରେ ଏହି ଭୂମିକମ୍ପ ହୋଇଥିବା ଜଣାପଡ଼ିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ସୂଚନା ଅନୁଯାୟୀ ରିକ୍ଟର ସ୍କେଲରେ ଭୂମିକମ୍ପର ମାତ୍ରା ୫.୦ ଥିବା ଜଣାପଡ଼ିଛି। ତେବେ ଏଥିରେ କୌଣସି କ୍ଷତି ହୋଇନଥିବା ସୂଚନା ରହିଛି।...

cricket-up
ବିଶ୍ୱକପର ଆରମ୍ଭରୁ ପ୍ରଥମ ୱାର୍ମଅପ୍‌ ମ୍ୟାଚ୍‌ ଖେଳିବ ଇଣ୍ଡିଆ

ନୂଆଦିଲ୍ଲୀ: ଆଜି ବିଶ୍ୱକପର ପ୍ରଥମ ଓ୍ୱାର୍ମଅପ୍ ମ୍ୟାଚ ଖେଳିବ ଟିମ୍ ଇଣ୍ଡିଆ। ଲଣ୍ଡନରେ ନ୍ୟୁଜିଲାଣ୍ଡ ବିରୋଧରେ ଏହି ମ୍ୟାଚ ଖେଳାଯିବ। ବିଶ୍ୱକପ ଆରମ୍ଭରୁ ଏହି ମ୍ୟାଟ ଭାରତୀୟ ଦଳ ପାଇଁ ବେଶ ଚ୍ୟାଲେଞ୍ଜିଂ ରହିଛି। ତେବେ ବିରାଟ ବାହିନୀ ଏହି ମ୍ୟାଚ ଜିତି ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବା...

heat--1
ସାବଧାନ ! ଆହୁରି ବଢିପାରେ ତାପମାତ୍ରା

ଭୁବନେଶ୍ୱର: ଜଳୁଛି ସାରା ରାଜ୍ୟ। ଅସହ୍ୟ ତାତିରେ ଛଟପଟ ହେଉଛନ୍ତି ରାଜ୍ୟବାସୀ । ସକାଳ ୮ଟା ଖରା ବି ସହି ହେଉନି।  ଘରୁ ବାହାରିବା ମୁସ୍କିଲ ହୋଇଯାଉଛି। ୧୧ଟା ବେଳକୁ ତ ରାସ୍ତାଘାଟ ଶୂନ୍‌ଶାନ।  ଗତକାଲି ୧୦ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ବିଶେଷକରି ପଶ୍ଚିମ ଓଡ଼ିଶାର...

firing
ଗଣ୍ଡଗୋଳକୁ ନେଇ ଗୁଳିକାଣ୍ଡ; ଜଣେ ଆହତ

ସମ୍ୱଲପୁର: ଗଣ୍ଡଗୋଳକୁ ନେଇ ସମ୍ବଲପୁରରେ ଗୁଳିକାଣ୍ଡ ହୋଇଛି। ଏଥିରେ ଜଣେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ଅମର ବାରିକ। ତାଙ୍କୁ ବୁର୍ଲା ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି। ଅମରଙ୍କ ଗୋଡ଼ରେ ଗୁଳି ବାଜିଛି। ସୂଚନା ଅନୁସାରେ, ଗତକାଲି ରେଙ୍ଗାଲି ନିକଟରେ ଜୟ କିଶୋର ଓ ଦୀପକ ନାୟକଙ୍କ ମଧ୍ୟରେ କୌଣସି କଥାକୁ ନେଇ...

fire-4
ସୁରତ କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ ଘଟଣା: ମୃତ୍ୟୁସଂଖ୍ୟା ୨୩କୁ ବୃଦ୍ଧି

ସୁରତ: ଗୁଜରାଟ ସୁରତର ଏକ କୋଚିଂ ସେଣ୍ଟରରେ ଗତକାଲି ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ମୃତ୍ୟୁସଂଖ୍ୟା ୨୩କୁ ବୃଦ୍ଧି ପାଇଛି। ଏଥିରେ ପ୍ରାୟ ୨୦ଜଣ ଆହତ ହୋଇଛନ୍ତି। ଏବେ ବି ତିନିଜଣ ନିଖୋଜ ଥିବା ସୂଚନା ମିଳିଛି। ଏହି ଘଟଣାରେ ପୁଲିସ୍‌ ୩ଜଣଙ୍କ ନାଁରେ ଏତଲା ଦେଇଛି। ସେମାନଙ୍କ ମଧ୍ୟରେ ବିଲଡିଂର...

11111111111111111111
କଂଗ୍ରେସର ଭୋଟ ହାର କମି କମି ଚାଲିଛି

ଭୁବନେଶ୍ୱର: ଗତ ୪ଟି ନିର୍ବାଚନରେ ଓଡ଼ିଶାରେ କ୍ରମାଗତ ଭାବେ ଅମାନତ ହରାଇଛି କଂଗ୍ରେସ। ୨୦୦୪ ସାଧାରଣ ନିର୍ବାଚନରେ ଦଳ ରାଜ୍ୟ ବିଧାନସଭାରେ ୩୮ଟି ସିଟ୍ ହାସଲ କରି ୩୪.୮୨ ପ୍ରତିଶତ ଭୋଟ୍ ସହ ଦ୍ୱିତୀୟ ସ୍ଥାନରେ ରହିଥିଲା । ତେବେ ଏହାର ଠିକ୍ ପାଞ୍ଚ ବର୍ଷ ପରେ ଦଳ...