ପୁରୀ : ରଥଯାତ୍ରା ବେଳେ ସିସିଟିଭି ନଜରରେ ରହିବ ସମଗ୍ର ପୁରୀ ସହର। ସିଂହଦ୍ୱାର, ବଡ଼ଦାଣ୍ଡଠୁ ଆରମ୍ଭ କରି ରେଳ ଷ୍ଟେସନ, ବସ୍ଷ୍ଟାଣ୍ଡ, ପାର୍କିଂସ୍ଥଳ ସବୁ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯିବ। ଏଥି ସହିତ ଇଣ୍ଟିଗ୍ରେଟେଡ୍ କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ଏହି ବ୍ୟବସ୍ଥାକୁ ନିୟନ୍ତ୍ରଣ କରାଯିବ ବୋଲି ପୁଲିସ...
ବାଲେଶ୍ୱର: କେନ୍ଦ୍ରମନ୍ତ୍ରୀ ତଥା ସ୍ଥାନୀୟ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଅଚାନକ ଆଜି ବାଲେଶ୍ୱର ମେଡିକାଲ ଗସ୍ତ କରିଛନ୍ତି। ବାଲେଶ୍ୱରରେ ସରକାରୀ ମେଡ଼ିକାଲ କଲେଜ ଓ ହସ୍ପିଟାଲ ପରିଦର୍ଶନ କରିବା ସହ ସେ ରୋଗୀଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଛନ୍ତି। ରାତିରେ ମେଡିକାଲରେ ଅଧିକାଂଶ ଡାକ୍ତର ରହୁନଥିବାରୁ...
ବର୍ମିଂହାମ୍: ଜନ୍ନି ବେୟାରଷ୍ଟୋଙ୍କ ଶତକ ଏବଂ ଜେସନ୍ ରୟ ଓ ବେନ୍ ଷ୍ଟୋକ୍ସଙ୍କ ଧୂଆଁଧାର ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ଏଠାରେ ଖେଳାଯାଉଥିବା ଭାରତ ବିପକ୍ଷ ବିଶ୍ୱକପ୍ ମ୍ୟାଚରେ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୩୩୮ ରନ୍ କରିଛି। ଫଳରେ ଟିମ୍ ଇଣ୍ଡିଆକୁ ବିଜୟଧାରା ଅବ୍ୟାହତ ରଖିବାକୁ...
ବର୍ମିଂହାମ: ରବିବାର ବର୍ମିଂହାମରେ ଚାଲିଥିବା ଭାରତ ଓ ଇଂଲଣ୍ଡ ବିଶ୍ୱକପ୍ ମ୍ୟାଚରେ ଲୋକେଶ ରାହୁଲ୍ ଆହତ ହୋଇଛନ୍ତି। ୧୬ତମ ଓଭର ବୋଲିଂ କରିବାକୁ ଆସିଥିବା ୟୁଜବେନ୍ଦ୍ର ଚହଲଙ୍କ ତୃତୀୟ ବଲରେ ଜନ୍ନି ବେୟାରଷ୍ଟୋ ଲଙ୍ଗ ଅନରେ ଲମ୍ବା ଶଟ୍ ମାରିଥିଲେ। ଏହି ସମୟରେ ବାଉଣ୍ଡ୍ରିରେ ଫିଲ୍ଡିଂ କରୁଥିବା ରାହୁଲ...
ବର୍ମିଂହାମ: ରବିବାର ଆଇସିସି ବିଶ୍ୱକପର ସବୁଠାରୁ ବଡ଼ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ଇଂଲଣ୍ଡ । ଏଜବାଷ୍ଟନରେ ଦର୍ଶକଙ୍କ କ୍ଷମତା ୨୫ହଜାର ରହିଛି। ଗ୍ୟାଲେରୀରେ ଇଂଲଣ୍ଡ ଅପେକ୍ଷା ଭାରତୀୟ ପ୍ରଶଂସକଙ୍କୁ ଅଧିକ ଦେଖିବାକୁ ମିଳିଥିଲା। ଏହା ପୂର୍ବରୁ ମଧ୍ୟ ଭାରତ ମ୍ୟାଚ୍ ଗୁଡ଼ିକରେ ପ୍ରଶଂସକଙ୍କ ଜୋରଦାର ଭିଡ଼...
ବର୍ମିଂହାମ୍: ଡିଆରଏସ୍ ନିଷ୍ପତ୍ତି ନେବାର ସର୍ବଦା ମହତ୍ତ୍ୱପୂର୍ଣ୍ଣ ହୋଇଥାଏ, କାରଣ ଏହା ଯଦି ସପକ୍ଷରେ ଗଲା, ତାହେଲେ ଏହାକୁ ପୁଣିଥରେ ବ୍ୟବହାର କରାଯାଇପାରିବ। ନହେଲେ ଫଳାଫଳ ପଲଟିବା ପରେ ଟିମ୍ ପୁନର୍ବାର ଡିଆରଏସ୍ ନେବାର ସୁଯୋଗ ହରାଇଥାଏ। କିଛି କ୍ରିକେଟ୍ ବିଶେଷଜ୍ଞ ଡିଆରଏସ୍ ନାମ ଡିଜିଜନ୍ ରିଭ୍ୟୁ ସିଷ୍ଟନ୍...
ବର୍ମିଂହାମ: ଚଳିତ ବିଶ୍ୱକପରେ ରବିବାର ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ଆୟୋଜକ ଟିମ୍ ମଜଭୁତ୍ ସ୍ଥିତିରେ ରହିଛି । ଟିମକୁ ଦୁଇ ଓପ୍ନର ଜେସନ୍ ରୟ ଓ ଜନ୍ନି ବେୟାରଷ୍ଟୋ ଦମଦାର ଆରମ୍ଭ ଦେଇଛନ୍ତି । ଦୁହେଁ ପ୍ରଥମ ୱିକେଟ୍ ପାଇଁ ୧୬୦ ରନ୍ ଯୋଡ଼ିଛନ୍ତି...
ନୂଆଦିଲ୍ଲୀ: ପାକିସ୍ତାନର ସୀମାନ୍ତ ଅଞ୍ଚଳରେ ଅବସ୍ଥିତ ଶିଖ ଧର୍ମାବଲମ୍ବୀଙ୍କ ପବିତ୍ର ସ୍ଥଳ କର୍ତ୍ତାରପୁରକୁ କରିଡର୍ ନିର୍ମାଣକୁ ନେଇ ପାକିସ୍ତାନ ସହ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ପାଇଁ ଆଜି ଭାରତ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଜୁଲାଇ ୧୧ରୁ ୧୪ ଯାଏ ଉଭୟ ଦେଶ ଏ ସମ୍ପର୍କରେ ଆଲୋଚନା କରି କରିଡର୍...
ନୂଆଦିଲ୍ଲୀ: ମାତ୍ର ୨୦୦ ଟଙ୍କା ପାଇଁ ଦିଲ୍ଲୀରେ ଏକ ହତ୍ୟାକାଣ୍ଡ ଘଟିଛି। ଜଣେ ୧୭ ବର୍ଷୀୟ ବାଳକଙ୍କୁ ଆଉ ଦୁଇ ଜଣ ନାବାଳକ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି। ପୁଲିସ୍ ଏହି ଘଟଣାରେ ଦୁଇ ଅଭିଯୁକ୍ତ ନାବାଳକଙ୍କୁ ଅଟକ ରଖିଛି। ୧୭ ବର୍ଷୀୟ ନୀତୀନ ମିଶ୍ର ଅଟକ...