• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

odisha
ଭୁଶୁଡ଼ିଲା ପରିତ୍ୟକ୍ତ କୋଠା, ଚାଲିଗଲା ନାବାଳକ ଜୀବନ

ଜୟପୁର: କୋରାପୁଟ ଜିଲ୍ଲା ବାରିଣୀପୁଟ ଅପର କୋଲାବରେ ଗତକାଲି ବିଳମ୍ବିତ ରାତିରେ ଏକ ପରିତ୍ୟକ୍ତ କୋଠା ଭୁଶୁଡି ପଡ଼ିବା ଫଳରେ ଏକ ଛୋଟ ଛୁଆର ମୃତ୍ୟୁ ଘଟିଛି। ତାଙ୍କ ନାଁ ରସେଲ୍‌ ଖରା। ତାଙ୍କ ବୟସ ୮ ବର୍ଷ ବୋଲି ଜଣାପଡ଼ିଛି। ଉକ୍ତ କୋଠା ତଳେ ଗୋଟିଏ ପରିବାରର...

Devendra Fadnavis
ମହାରାଷ୍ଟ୍ରରେ ବିଜେପି-ଏନ୍‌ସିପି ମେଣ୍ଟ ସରକାର, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଦେବେନ୍ଦ୍ର ଫଡ୍‌ନାଭିସ୍‌

ମୁମ୍ବାଇ: ମହାରାଷ୍ଟ୍ରରେ କିଏ ସରକାର ଗଠନ କରିବ, ଏହାକୁ ନେଇ ଦୀର୍ଘଦିନ ଧରି ଚାଲିଥିବା କଳ୍ପନାଜଳ୍ପନାର ଶେଷରେ ଅନ୍ତ ଘଟିଛି। ବିଜେପି ଓ ଏନ୍‌ସିପି ମେଣ୍ଟ କରି ମହାରାଷ୍ଟ୍ରରେ ସରକାର ଗଠନ କରିଛନ୍ତି। ଦ୍ୱିତୀୟ ଥର ପାଇଁ  ବିଜେପିର ଦେବେନ୍ଦ୍ର ଫଡ୍‌ନାଭିସ୍‌ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ...

jharkhand
ନକ୍ସଲ ହମ୍‌ଲାରେ ୩ ପୁଲିସ୍‌ କର୍ମୀ ସହିଦ

ରାଞ୍ଚି: ପୁଲିସ୍‌ ଉପରକୁ ନକ୍ସଲଙ୍କ ଆକ୍ରମଣ। ଝାଡଖଣ୍ଡର ଲେତେହାର ଜିଲ୍ଲାରେ ଏହି ଘଟଣା ଘଟିଛି। ଏଥିରେ ୩ ଜଣ ପୁଲିସ୍‌ କର୍ମୀ ସହିଦ ହୋଇଛନ୍ତି। ଏକ ୪ ଚକିଆ ଗାଡ଼ିରେ ପୁଲିସ୍‌ କର୍ମୀ ଯାଉଥିବା ସମୟରେ ଶୁକ୍ରବାର ସନ୍ଧ୍ୟା ୮.୩୦ ବେଳକୁ ସଶସ୍ତ୍ର ନକ୍ସଲବାହିନୀ ସେମାନଙ୍କ ଉପରକୁ ଆକ୍ରମଣ...

mars
ମଙ୍ଗଳରେ ମିଳିଲା ‘ଡେଡ୍‌ ବଡ଼ି’, ବୈଜ୍ଞାନିକ କଲେ ଏମିତି ଦାବି...

ନ୍ୟୁୟର୍କ: ମଙ୍ଗଳ ଗ୍ରହରେ ଜୀବ ସତ୍ତା ଅଛି ନା ନାହିଁ ? ଏହାକୁ ନେଇ ଅନେକ ରିସର୍ଚ୍ଚ ହେବାସହ ବହୁ ଲୋକ ବହୁ କଥା ଦାବି କରିଛନ୍ତି। ଏବେ ପୁଣି ସାମ୍ନାକୁ ଏପରି ଏକ ଘଟଣା ଆସିଛି ଯାହାକୁ ନେଇ ପୁଣିଥରେ ମଙ୍ଗଳ ଗ୍ରହରେ ଜୀବ ସତ୍ତାକୁ ନେଇ...

odisha
ଦୁଇ ଦୁଇ ଥର ଚଳନ୍ତା ଟ୍ରେନ୍‌ରେ ଲାଗିଲା ନିଆଁ

କଣ୍ଟାବାଞ୍ଜି: ଥରେ ନୁହେଁ ଦୁଇ ଦୁଇ ଥର ଚଳନ୍ତା କୋଇଲା ବୋଝେଇ ଟ୍ରେନ୍‌ରେ ଲାଗିଗଲା ନିଆଁ। ଟ୍ରେନ୍‌ଟି ଆଜି ବିଶାଖାପାଟଣାରୁ ରାୟପୁର ଯାଉଥିବା ବେଳେ ପ୍ରଥମେ ରହେନ୍‌ଭଟା ରେଲ୍‌ୱେ ଷ୍ଟେସନ୍‌ରେ  ନିଆଁ ଲାଗିଯାଇଥିଲା ବୋଲି ଜଣାପଡ଼ିଛି। ନିଆଁ ଲିଭିବା ପରେ ମାଲ୍‌ବାହୀ ଟ୍ରେନ୍‌ଟି ରାୟପୁର ଅଭିମୁଖେ ଗଡ଼ିଥିଲା। ପୁଣି...

bride
ପାଲିଙ୍କି ବଦଳରେ ହେଲିକପ୍ଟରରେ ଝିଅକୁ ବିଦା କଲେ ବାପା

ଜୟପୁର: ଯେତେ ପଛେ କଷ୍ଟ ହେଉନାହିଁ କାହିଁକି ବାପା-ମା’ ସବୁବେଳେ ସେମାନଙ୍କ ପିଲାଙ୍କର ସବୁ ଇଚ୍ଛା ପୂରଣ କରିବା ପାଇଁ ଚେଷ୍ଟା କରିଥାନ୍ତି। ଆଉ ଯେତେବେଳେ ଝିଅକୁ ବିବାହ କରାଇଥାନ୍ତି ସେତେବଳେ ତ ଝିଅର ଆବଶ୍ୟକତାଠୁ ଆରମ୍ଭ କରି ସବୁ କିଛି ସ୍ୱପ୍ନ ପୂରଣ କରିବାରେ ବାପା-ମା’ ଲାଗି...

odisha
ମହଙ୍ଗା ପଡ଼ିଲା ଛାତ୍ରୀଙ୍କୁ ଅସଦାଚରଣ, ଗିରଫ ହେଲେ ଇଂଲିଶ ଏଚ୍‌ଓଡି

ବାରିପଦା (ମାଣିକଲାଲ ପାଣି): ମହଙ୍ଗା ପଡ଼ିଲା ଛାତ୍ରୀଙ୍କୁ ଅସଦାଚରଣ କରିବା। ଅସଦାଚରଣ ଅଭିଯୋଗରେ ବାରିପଦା ସ୍ଥିତ ଏମ୍‌ପିସି ସ୍ୱୟଂଶାସିତ କଲେଜର ଇଂଲିଶ ଡିପାର୍ଟମେଣ୍ଟ୍‌ର ଏଚ୍‌ଓଡିଙ୍କୁ ପୁଲିସ୍‌ ଗିରଫ କରିଛି। କଲେଜ କର୍ତ୍ତୃପକ୍ଷ ଗତକାଲିଠୁ ସମ୍ପୃକ୍ତ ଅଧ୍ୟାପକଙ୍କୁ ଛୁଟିରେ ଯିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ସେ କଲେଜ ପରିସରରେ ଲୁଚି...

vicky
ଭିକି କହିଲେ- ନୋ କଣ୍ଡୋମ୍‌ସ୍‌ ପ୍ଲିଜ୍‌

ମୁମ୍ବାଇ: ବ୍ଲକ୍‌ବଷ୍ଟର ଫିଲ୍ମ ‘ଉରି -ଦ ସର୍ଜିକାଲ ଷ୍ଟ୍ରାଇକ୍‌’ରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିବା ବଲିଉଡ୍‌ ଅଭିନେତା ଭିକି କୌଶଲ ଏବେ ପୁଣି ଚର୍ଚ୍ଚାରେ। ନିକଟରେ ଅଭିନେତ୍ରୀ  କ୍ୟାଟ୍ରିନା କୈଫ୍‌ଙ୍କ ସହ ତାଙ୍କର ଆଫାୟର୍ସ ଚାଲିଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଏସବୁ ଭିତରେ ଭିକି କଣ୍ଡୋମ୍‌ସ୍‌...

sona
ଇଣ୍ଡିଆନ୍ ଆଇଡଲ୍‌ରୁ ଅନୁ ମଲ୍ଲିକ ଆଉଟ୍‌, ସୋନା କହିଲେ ଧନ୍ୟବାଦ...

ଭୁବନେଶ୍ୱର: ଗତ ରବିବାର କଟକ ବାଲିଯାତ୍ରା ପଡ଼ିଆରୁ କଣ୍ଠଶିଳ୍ପୀ ସୋନା ମହାପାତ୍ର ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକଙ୍କ ବିରୋଧରେ ଯୁଦ୍ଧଂ ଦେହୀ ଡାକରା ଦେବା ପରେ ଗତକାଲି ତା’ର ପ୍ରଭାବ ଦେଖିବାକୁ ମିଳିଥିଲା। ଇଣ୍ଡିଆନ୍ ଆଇଡଲର ବିଚାରକ ଭୂମିକା ନିଭାଉଥିବା ଅନୁ ମଲ୍ଲିକଙ୍କ ନାମରେ ପୂର୍ବରୁ ଯୌନ ନିର୍ଯାତନା...

pay tm
Paytm ୟୁଜର୍ସଙ୍କ ପାଇଁ ବଡ଼ ଖବର ! ଆପଣଙ୍କର ଏହି ଛୋଟ ଭୁଲ୍‌ ପାଇଁ ଖାଲି ହୋଇପାରେ ବ୍ୟାଙ୍କ୍‌ ଖାତା

ନୂଆଦିଲ୍ଲୀ: ଆଜିକାଲି ଲୋକଙ୍କୁ ବିଭିନ୍ନ ଅଫର୍‌, କ୍ୟାସ୍‌ବ୍ୟାକ୍‌ ଇତ୍ୟାଦିର ଲୋଭ ଦେଖାଇ ଲୋକଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ ସହ ଜଡ଼ିତ ସମସ୍ତ ତଥ୍ୟ ଚୋରି କରୁଛନ୍ତି କିଛି ଠକ। ଠକାମିର ଶିକାର ହେଉଥିବା ଲୋକେ ଏସବୁ ଜାଣିବା ପରେ ସେମାନଙ୍କ ପାଖରେ ଆଉ କୌଣସି ବାଟ ନ ଥାଏ କିଛି...

results
ପ୍ରକାଶ ପାଇଲା OTET ରେଜଲ୍ଟ

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ OTETର ରେଜଲ୍ଟ ଗତକାଲି ପ୍ରକାଶ ପାଇଛି। ବୋର୍ଡର ୱେବ୍‌ସାଇଟ୍‌ www.bseodisha.ac.inରେ ରେଜଲ୍ଟ ଉପଲବ୍ଧ ଅଛି। ପ୍ରଥମେ ଜାନୁଆରୀ ୧୬ରେ ଅଫ୍‌ଲାଇନ୍‌ରେ ପରୀକ୍ଷା ହୋଇଥିଲା। ତେବ ପ୍ରଶ୍ନପତ୍ର ଲିକ୍ କାରଣରୁ ଏହି ପରୀକ୍ଷା ବାତିଲ କରାଯାଇଥିଲା। ଏହା ପରେ ଅଗଷ୍ଟ...

accident
ରାସ୍ତା ଖାଇଛି ୧୮ ହଜାର ମୁଣ୍ଡ

ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ଭାବେ ଦୁର୍ଘଟଣା ଓ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଏନେଇ ବିଧାନସଭାରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ଗତ ୪ ବର୍ଷ ମଧ୍ୟରେ ୪୦ ହଜାରରୁ ଅଧିକ ସଡ଼କ ବା ରାସ୍ତା ଦୁର୍ଘଟଣା ହୋଇଥିବା ବେଳେ ଏଥିରେ ୧୮ହଜାର...

congress
‘ରାଜ୍ୟ ସରକାର ଭାବୁଛନ୍ତି ଡିଜିପିମାନେ ଯେମିତି କଣ୍ଢେଇ’

ଭୁବନେଶ୍ୱର: ରାତି ଅଧିଆ ଡିଜିପି ଅପସାରଣ ନେଇ ବରିଷ୍ଠ କଂଗ୍ରେସ ନେତା ତାରା ବାହିନୀପତି ଓ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ନିଜ ପ୍ରତିକ୍ରିୟାରେ ତାରା କହିଛନ୍ତି,“ ଯେତେବେଳେ ରାଜ୍ୟ ସରକାର ତାଙ୍କୁ ଡିଜିପି ନିଯୁକ୍ତି ଦେଲେ ସେତେବେଳେ କ’ଣ ରାଜ୍ୟ ସରକାର ତାଙ୍କ...

bsnl
ଗ୍ରାହକଙ୍କୁ ଝଟ୍‌କା ଦେଇପାରେ BSNL

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ, ଏୟାର୍‌ଟେଲ୍‌ ଓ ଭୋଡାଫୋନ୍‌ ପରେ ଏବେ ବିଏସ୍‌ଏନ୍‌ଏଲ୍‌ ଏହାର ଗ୍ରାହକଙ୍କୁ ଝଟ୍‌କା ଦେଇପାରେ। କାରଣ ବିଏସ୍‌ଏନ୍‌ଏଲ୍‌ ଏହାର ପ୍ଲାନ୍‌କୁ ନେଇ ରିଭ୍ୟୁ କରୁଛି। ଏହାପରେ ଆସନ୍ତା ମାସ ଅର୍ଥାତ୍ ଡିସେମ୍ବରରେ ବିଏସ୍‌ଏନ୍‌ଏଲ୍‌ ଏହାର Tariff ପ୍ଲାନ୍‌ ବଢ଼ାଇପାରେ ବୋଲି ଚର୍ଚ୍ଚା ହେଉଛି। ତେବେ ଆସନ୍ତା...

flight
ଭୁବନେଶ୍ୱରରୁ ରାସ୍-ଅଲ୍-ଖଇମା ମଧ୍ୟରେ ସିଧାସଳଖ ବିମାନ ସେବା ପାଇଁ ଧର୍ମେନ୍ଦ୍ରଙ୍କ ଚିଠି

ଭୁବନେଶ୍ୱର: ଭୁବନେଶ୍ୱର ଓ ୟୁଏଇ ସ୍ଥିତ ରାସ୍-ଅଲ୍-ଖଇମା ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଚିଠି ଲେଖିଛନ୍ତି। ଏଥିରେ ବ୍ୟକ୍ତିଗତ ହସ୍ତକ୍ଷେପ ପାଇଁ ଧର୍ମେନ୍ଦ୍ର ପ୍ରଧାନ, ହରଦୀପ ସିଂ ପୁରୀଙ୍କୁ...

ranu mondal
ସାମ୍ନାକୁ ଆସିଲା ରାନୁଙ୍କ ମେକ୍‌ଅପ୍‌ର ଅରିଜିନାଲ୍‌ ଫଟୋ

ମୁମ୍ବାଇ: ରେଲ୍‌ୱେ ଷ୍ଟେସନରୁ ସିଧା ବଲିଉଡ୍‌ରେ ପାଦ ଥାପି ଥିବା ରାନୁ ମଣ୍ଡଳଙ୍କୁ ନିକଟରେ ମେକ୍‌ଅପ୍‌ ନେଇ ରାମ୍ପରେ ଚାଲୁଥିବା ଦେଖିବାକୁ ମିଳିଥିଲା। ଏପରିକି ତାଙ୍କର ଏହି ମେକ୍‌ଅପ୍‌ ଫଟୋ ମଧ୍ୟ ସୋଶାଲ୍‌ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା। ଫଟୋରେ ରାନୁ ପୂରାପୂରି ହେଭି ମେକ୍‌ଅପ୍‌ ନେଇଥିବା ଦେଖିବାକୁ...

satyajit mohanty
ଅନ୍ତରୀଣ ଡିଜିପି ଭାବେ ଦାୟିତ୍ୱ ନେଲେ ସତ୍ୟଜିତ ମହାନ୍ତି

ଭୁବନେଶ୍ୱର: ରାଜ୍ୟ ପୁଲିସ୍‌ର ଅନ୍ତରୀଣ ଡିଜି ଭାବେ ସତ୍ୟଜିତ ମହାନ୍ତି ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି।କଟକ ପୁଲିସ୍‌ ମୁଖ୍ୟାଳୟରେ ଆଜି ବିଧିବଦ୍ଧ ଭାବେ ସେ ଦାୟିତ୍ୱ ନେଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଦାୟିତ୍ୱକୁ ସୁଚାରୁରୂପେ ପରିଚାଳନା କରିବା ସହ ସମସ୍ତ ଅଧିକାରୀଙ୍କୁ ନେଇ କାମ କରିବେ ବୋଲି...

representational image
କାରାଗାରରେ କଏଦୀ ଆତ୍ମହତ୍ୟା ଘଟଣା: ନିଲମ୍ବିତ ହେଲେ ଜେଲ୍‌ ଓ୍ୱାର୍ଡର

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା କାରାଗାରରେ ଗତ ୧୮ ତାରିଖରେ ଜଣେ ବିଚାରାଧୀନ କଏଦୀ ଆତ୍ମହତ୍ୟା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦାୟିତ୍ୱରେ ଥିବା ଜେଲ୍‌ ଓ୍ୱାର୍ଡର ରମେଶ କବିଙ୍କୁ ଚାକିରିରୁ ନିଲମ୍ୱିତ କରାଯାଇଛି। ଏଥିସହ ଦୁଇ ଜଣ ମୁଖ୍ୟ ୱାର୍ଡରଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ଉପେନ୍ଦ୍ର ମହାନ୍ତଙ୍କୁ...

bride
ଗହଣା ବଦଳରେ ଟମାଟୋ ପିନ୍ଧିଲେ ପାକିସ୍ତାନୀ ଦୁଲ୍‌ହନ୍‌

ଇସଲାମାବାଦ: ବିବାହରେ ସୁନ୍ଦର ଦେଖାଯିବା ପାଇଁ ଦୁଲ୍‌ହନ୍‌ ସୁନା ଗହଣାରେ ନିଜକୁ ସଜେଇଥାଏ। ହେଲେ ସୁନା ଗହଣା ବଦଳରେ ଟମାଟୋ ବା ବିଲାତିରେ ନିଜକୁ ସଜେଇବା ! କଥାଟା ଶୁଣିକି ଟିକେ ଅଜବ ଲାଗୁଛି ନା ? ଏମିତି ଏକ ଦୃଶ୍ୟ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ...

odisha
ବିଫଳ ହେଲା ଡିଆଇଜିଙ୍କ ସହ ଚାଷୀଙ୍କ ଆଲୋଚନା

ବରଗଡ଼(ଦୀପକ ଶର୍ମା): ଧାନ ସଂଗ୍ରହ ପ୍ରକ୍ରିୟାରେ ଟୋକନ୍‌ ବ୍ୟବସ୍ଥାକୁ ବିରୋଧ କରି ବରଗଡ଼ ଜିଲ୍ଲାରେ ଚାଷୀଙ୍କ ଆନ୍ଦୋଳନ ଦିନକୁ ଦିନ ତୀବ୍ରତର ହେବାରେ ଲାଗିଛି। ଏହି ବ୍ୟବସ୍ଥା ପ୍ରତ୍ୟାହାର ଜିଦ୍‌ରେ ଅଟଳ ଥିବା ଚାଷୀଙ୍କ ସହ ଉତ୍ତରାଞ୍ଚଳ ଡିଆଇଜିଙ୍କ ବୈଠକ ଫେଲ୍ ହୋଇଛି। ଚାଷୀଙ୍କୁ ବୁଝାସୁଝା କରିବା ପାଇଁ...