• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

Odisha-Assembly1
ଓଡ଼ିଶା ବିଧାନସଭାରେ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ଚଳିତ ବର୍ଷର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହୋଇଛି। ଯାହାର ପରିମାଣ ରହିଛି ୮ ହଜାର ୧୨୬ କୋଟି ଟଙ୍କା। ଏହି ଅତିରିକ୍ତ ବଜେଟ୍‌ର ଆକାର ମୂଳ ବଜେଟ୍‌ର ୫.୮ ପ୍ରତିଶତ ହୋଇଥିବା ବେଳେ ଏହାର ୯୨ ପ୍ରତିଶତ ଅର୍ଥ କାର୍ଯ୍ୟକ୍ରମ ଖର୍ଚ୍ଚ ପାଇଁ...

Capture
ସାବରୀମାଲା ଯାଉଥିବା ମହିଳାଙ୍କୁ ଲଙ୍କା, ଗୋଲମରିଚ ଗୁଣ୍ଡ ଦ୍ୱାରା ଆକ୍ରମଣ

କୋଚି: କେରଳର ପ୍ରସିଦ୍ଧ ସାବରୀମାଲା ମନ୍ଦିରକୁ ଯିବାକୁ ଅନୁମତି ମାଗିବାକୁ ଆସିଥିବା ବିନ୍ଦୁ ଅମ୍ମନିଙ୍କୁ ଆଜି ଲଙ୍କା ଓ ଗୋଲମରିଚ ଗୁଣ୍ଡ ଦ୍ୱାରା ଆକ୍ରମଣ କରାଯାଇଛି। ଗତବର୍ଷ ବିନ୍ଦୁ ଓ ଅନ୍ୟ ଜଣେ ମହିଳା ସାବରୀମାଲା ପାହାଡ଼ ଚଢ଼ି ଭଗବାନ ଆୟାପ୍ପାଙ୍କ ଦର୍ଶନ କରିଥିଲେ। ଏଥରେ ସେ ପୁଣି...

odisha
ଆଜିଠୁ ବ୍ରହ୍ମପୁରରୁ ଘରୋଇ ବସ୍ ଚଳାଚଳ ବନ୍ଦ, ଯାତ୍ରୀ ହନ୍ତସନ୍ତ

ବ୍ରହ୍ମପୁର: ଆଜିଠୁ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବସ୍‌ଷ୍ଟାଣ୍ଡରୁ ରାଜ୍ୟର ଅନ୍ୟ ସ୍ଥାନକୁ ଗଡ଼ିବନି ଘରୋଇ ବସ୍। ହଳଦିଆ ପଦର ବସ୍‌ଷ୍ଟାଣ୍ଡରୁ ବସ୍ ଚଳାଚଳ ନେଇ ଘରୋଇ ବସ୍ ମାଲିକ ସଂଘ ଓ ଗଞ୍ଜାମ ଜିଲ୍ଲା ପ୍ରଶାସନ ମଧ୍ୟରେ ଆଲୋଚନା ବିଫଳ ହେବା ପରେ ସଂଘ ଏହି ନିଷ୍ପତ୍ତି ନେଇଛି।...

accident
ଗଛରେ ପିଟି ହେଲା ବାଇକ୍‌, ଚାଲିଗଲା ୨ ଜୀବନ

ଚାନ୍ଦବାଲି: ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଇକ୍‌। ଆଉ ଚାଲିଗଲା ଦୁଇ ଦୁଇଟି ଜୀବନ। ଭଦ୍ରକ ଜିଲ୍ଲା ବାଂଶଡା ଥାନା ଅନ୍ତର୍ଗତ ନୂଆଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକ ଦେଲେ ଅଶୋକ ଦାସ ଓ ବଳରାମ ନାୟକ। ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ...

encounter
ଦୁର୍ଦ୍ଦାନ୍ତ ଅପରାଧୀ ଶିବାକୁ ଏନ୍‌କାଉଣ୍ଟର୍ କଲା ପୁଲିସ୍‌

ରାୟଗଡ଼ା: ରାୟଗଡ଼ାରେ ଦୁର୍ଦ୍ଦାନ୍ତ ଅପରାଧୀ ଶିବାକୁ ଏନ୍‌କାଉଣ୍ଟର୍ କରିଛି ପୁଲିସ୍‌। ଆଜି ଭୋରରୁ ଶିବା ଲୁଚି ରହିଥିବା ସ୍ଥାନରେ ଚଢ଼ଉ କରିଥିଲା ଟାଉନ ଥାନା ପୁଲିସ୍‌। ତେବେ ଏହି ସମୟରେ ପୁଲିସ୍‌ ଉପରକୁ ଗୁଳି ଚଲାଇଥିଲା ଶିବା। ଯାହାର ଜବାବ ଦେଇଥିଲା ପୁଲିସ୍‌। ଶିବାର ବାମ ଗୋଡ଼ରେ ଗୁଳି...

maharathy
ମହାରଥୀ ଖାଇଛନ୍ତି ୧୦୦ କୋଟିର ଜମି: ବିଜେପି

ଭୁବନେଶ୍ୱର: ପିପିଲିର ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର। ଶହେ କୋଟିରୁ ଅଧିକ ଟଙ୍କା ମୂଲ୍ୟର ଜମି ହଡ଼ପ ନେଇ ଅଭିଯୋଗ ଆଣିଛନ୍ତି ଗୋଲକ ମହାପାତ୍ର। ମହାରଥୀ ନିଜ ହୁଙ୍କେଇପୁର ଫାର୍ମ ହାଉସ୍‌ ନିକଟବର୍ତ୍ତୀ ମୌଜା ପୋଢ଼ାଗୁଣ ଓ...

odisha
ବେଲ୍‌ ବାଜିଲେ, ପାଣି ପିଇବେ ପିଲା

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଜଳ ହିଁ ଜୀବନ। ଜଳ ଶରୀରର ହଜମ କ୍ରିୟା, ଅବଶୋଷଣ, ସଂଚାଳନ, ଶରୀରର ତାପମାତ୍ରା ନିୟନ୍ତ୍ରଣ, ନିର୍ଜଳୀକରଣ ଜନିତ ସ୍ୱାସ୍ଥ୍ୟ ସମସ୍ୟାରୁ ରକ୍ଷା କରେ। ତେଣୁ ସୁସ୍ଥ ରହିବା ପାଇଁ ପ୍ରତ୍ୟେକ ଦିନ ଯଥେଷ୍ଟ ପାଣି ପିଇବା ଉଚିତ୍‌। ଦେଖାଯାଏ, ବିଶେଷକରି ପିଲାମାନେ ଶରୀରର ଆବଶ୍ୟକତା...

puri
ଶ୍ରୀମନ୍ଦିରର ଆନନ୍ଦ ବଜାର ଫଟୋ ଭାଇରାଲ୍‌

ପୁରୀ: ପୁରୀ ଶ୍ରୀମନ୍ଦିରର ଆନନ୍ଦ ବଜାର ଫଟୋ ଭାଇରାଲ୍‌ ହୋଇଛି। ପିଣ୍ଟୁ ମହାପାତ୍ର ନାମକ ଜଣେ ଯୁବକ ତାଙ୍କ ଫେସ୍‌ବୁକ୍‌ ଆକାଉଣ୍ଟରେ ଆନନ୍ଦ ବଜାରର ଫଟୋକୁ ଅପ୍‌ଲୋଡ୍ କରିଛନ୍ତି। ଆନନ୍ଦ ବଜାରରେ ମହାପ୍ରସାଦ ବିକ୍ରି ହେଉଥିବା ଦୃଶ୍ୟ ଏହି ଭାଇରାଲ ଫଟୋରେ ଦେଖିବାକୁ ମିଳିଛି। ଗତ ଅଗଷ୍ଟ ୧୯...

odisha
ଦ୍ରୁତ୍‌ ଗତିରେ ଆସି ଅଟୋକୁ ଧକ୍କା ଦେଲା କାର୍‌, ଗାଡ଼ିରୁ ମିଳିଲା...

କଟକ: ଦ୍ରୁତ୍‌ ଗତିରେ ଆସି ଅଟୋକୁ ଧକ୍କା ଦେଇ ଘଟଣାସ୍ଥଳରୁ ଖସି ଯିବାକୁ ଉଦ୍ୟମ ବେଳେ କାର୍‌ ଡ୍ରାଇଭରଙ୍କୁ ଧରିଲେ ଲୋକେ। ଏହାପରେ ଗାଡ଼ି ଭିତରୁ ଯାହା ମିଳିଥିଲା ତାହା ଦେଖି କିଛି ସମୟ ପାଇଁ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗତକାଲି ବିଳମ୍ବିତ ରାତିରେ କଟକ...

odisha
ନଗଡ଼ାରେ ସ୍ଥାନୀୟ ଲୋକଙ୍କୁ ବନ ବିଭାଗ ଦେଲା ନିଯୁକ୍ତି

ଯାଜପୁର: ଯାଜପୁର ଜିଲ୍ଲା ନଗଡ଼ାରେ ବନ ବିଭାଗ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦିଆଯାଇଛି। ନାଲିଆଡ଼ାବ, ଉପର ନଗଡ଼ା ଓ ତଳ ନଗଡ଼ାର ଲୋକଙ୍କୁ ଭିଏସ୍‌ଏସ୍‌ ଯୋଜନାରେ କାମ ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ବନ ବିଭାଗ ପକ୍ଷରୁ ୭ ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ସେମାନଙ୍କୁ ଜଙ୍ଗଲକୁ ସୁରକ୍ଷା କାର୍ଯ୍ୟରେ...

odisha
ଇସ୍କନ ମନ୍ଦିର ପରିସରରୁ ମିଳିଲା ଝୁଲନ୍ତା ମୃତଦେହ

ଭୁବନେଶ୍ୱର: ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ଇସ୍କନ ମନ୍ଦିର ପରିସରରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ଗଞ୍ଜାମ ଜିଲ୍ଲା ଶେରଗଡ଼ର ବାବୁ ସାହୁ। ସେ ଜଣେ ସୁଇପର୍ ବୋଲି ଜଣାପଡ଼ିଛି। ଆଜି ସକାଳେ ଇସ୍କନ ମନ୍ଦିର ପରିସରରେ ଥିବା ଏକ ପାଇଖାନାରେ ତାଙ୍କ ମୃତଦେହ ଝୁଲୁଥିବା...

ajit
ରିଟର୍ଣ୍ଣ କରିବେ ଅଜିତ୍‌ ! ବିଧାୟକ ତାଲିକାରେ ରହିଛି ନାଁ

ମୁମ୍ୱାଇ: ପୁଣି ମହାରାଷ୍ଟ୍ରର ମହାନାଟକରେ ଏକ ଟ୍ୱିଷ୍ଟ୍ ଦେଖିବାକୁ ମିଳିଛି। ଏଥର କିନ୍ତୁ ବିଜେପିକୁ ଶକ୍ତ ଝଟ୍‌କା ଲାଗିପାରେ ବୋଲି କୁହାଯାଉଛି। ଗତକାଲି ବିଜେପି ସହ ମିଶି ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଶପଥ ନେଇଥିବା ଏନ୍‌ସିପି ନେତା ଏହି ଝଟ୍‌କା ଦେଇପାରନ୍ତି। ଚର୍ଚ୍ଚା ହେଉଛି ବିଜେପିଠୁ ସମର୍ଥନ...

money
ଚାକିରି ଚାଲିଗଲେ ବି ୨ ବର୍ଷ ପର୍ଯ୍ୟନ୍ତ ମିଳିବ ଟଙ୍କା

ନୂଆଦିଲ୍ଲୀ: ହଠାତ୍‌ ଚାକିରି ଯଦି ଚାଲିଗଲେ କିଏ ବା ଚିନ୍ତାରେ ନ ରହିବେ ? କେହିକେହି ତ ଚିନ୍ତାଗ୍ରସ୍ତ ହୋଇ କିଛି ଭୁଲ୍‌ କରି ପକାନ୍ତି। ହେଲେ ଏବେ ଆପଣଙ୍କୁ ଏସବୁ ପାଇଁ ଆଉ ଆଦୌ ଚିନ୍ତା କରିବାକୁ ପଡ଼ିବ ନାହିଁ। ଚାକିରି କରିଥିବା ବ୍ୟକ୍ତିଙ୍କ ପାଇଁ ମୋଦି...

odisha
ବିଶ୍ୱ ରେକର୍ଡ କଲେ ଓଡ଼ିଆ ଯବାନ

ଯାଜପୁର: ଦୁଃସାହସିକ କ୍ରୀଡ଼ା ପ୍ରଦର୍ଶନ କରି ବିଶ୍ୱ ରେକର୍ଡ କଲେ ଓଡ଼ିଆ ଯବାନ ସଂଗ୍ରାମ କେଶରୀ ଜେନା। ଭାରତୀୟ ସେନାର ସିଗ୍ନାଲ ବିଭାଗର ଡେୟାର ଡେଭିଲ୍‌ ଟିମ୍‌ରେ ସାମିଲ ହୋଇ ସେ ଏହି  ବିଶ୍ୱ ରେକର୍ଡ କରିଛନ୍ତି। ନିକଟରେ ଜବଲପୁରରେ ଆୟୋଜିତ ଏକ ଡେୟାର ଡେଭିଲ୍‌ ଶୋ’ ରେ...

ship
ପାରାଦୀପ ବନ୍ଦରରେ ଲାଗିଲା ନୌସେନାର ଯୁଦ୍ଧ ଜାହାଜ

ପାରାଦୀପ: ନୌସେନା ସପ୍ତାହ ଅବସରରେ ୨ଟି ଯୁଦ୍ଧ ଜାହାଜ ଆଇଏନ୍ଏସ୍ ଘରିଆଲ ଓ ଆଇଏନ୍ଏସ୍ ରାଣା ପାରାଦୀପ ବନ୍ଦରରେ ଲାଗିଛି। ଆଜି ଓ ଆସନ୍ତାକାଲି ୨ ଦିନ ପାଇଁ ପାରାଦୀପ ବନ୍ଦରରେ ଏହି ୨ଟି ଯୁଦ୍ଧ ଜାହାଜ ରହିବ। ସ୍କୁଲ ଛାତ୍ରଛାତ୍ରୀ ଓ ସାଧାରଣ ଲୋକେ ମାଗଣାରେ ବୁଲି...

accident
ଫ୍ଲାଏଓଭର୍‌ରେ ଫ୍ଲାଇଂ କାର୍‌

ହାଇଦ୍ରାବାଦ: ଫ୍ଲାଏଓଭର୍‌ରେ ଫ୍ଲାଇଂ କାର୍‌, ଶୁଣିକି ଅଜବ ଲାଗୁଥିଲେ ବି ସତ। ଫ୍ଲାଏଓଭର୍‌ରୁ ସିଧା ଫ୍ଲାଇଂ କଲା ଭଳି ଆସି ରାସ୍ତାରେପଡ଼ିଲା କାର୍‌। ଏଭଳି ଭୟାନକ ଦୃଶ୍ୟ ଦେଖିବାକୁ ମିଳିଛି ହାଇଦ୍ରାବାଦରେ। ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ସେଠାରେ ଉପସ୍ଥିତ ଥିବା ଲୋକଙ୍କ ମୁଣ୍ଡରେ ହଠାତ୍‌ କିଛି...

odisha
ଭିଡ଼ ନିୟନ୍ତ୍ରଣ ଆଳରେ ମହିଳା ଭକ୍ତଙ୍କୁ ପୁଲିସ୍‌ର ଅସଦାଚରଣ !

ପୁରୀ: ପୁରୀ ସିଂହଦ୍ୱାର ସମ୍ମୁଖରେ ଭିଡ଼ ନିୟନ୍ତ୍ରଣ ଆଳରେ କିଛି ମହିଳା ଭକ୍ତଙ୍କୁ ପୁଲିସ୍‌ ଅସଦାଚରଣ କରୁଥିବା ନେଇ ସୋଶାଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ପୁଲିସ୍‌ ଜଣେ ମହିଳାଙ୍କୁ ସର୍ବସମ୍ମୁଖରେ ମାଡ଼ ମାରିବା ସହ ଠେଲି ଦେଇ ତଳେ ଗଡ଼ାଇ ଦେଉଥିବା ଭାଇରାଲ୍‌ ଭିଡିଓରେ ଦେଖିବାକୁ...

pm modi
ପାୱାର୍‌-ମୋଦି ଭେଟ୍‌ଘାଟ୍‌ ମହାରାଷ୍ଟ୍ର ସ୍କ୍ରିପ୍ଟରେ ପରିବର୍ତ୍ତନ ଆଣିଲା କି ?

ମୁମ୍ବାଇ: ଶନିବାର ସକାଳୁ ସକାଳୁ ମହାରାଷ୍ଟ୍ର ରାଜନୀତିରେ ଯେଉଁ ଓଲଟପାଲଟ ହୋଇଗଲା ତାହା କେବଳ ମହାରାଷ୍ଟ୍ରବାସୀ ନୁହେଁ,  ସମଗ୍ର ଦେଶବାସୀଙ୍କୁ ଚକିତ କରିଦେଇଛି। ବିଜେପି ସହ ମିଶି  ଏନ୍‌ସିପି ମହାରାଷ୍ଟ୍ରରେ ସରକାର ଗଠନ କରିଛି। ବିଜେପିର ଦେବେନ୍ଦ୍ର ଫଡ଼ନାଭିସ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିବା ବେଳେ ଏନସିପିରୁ ଅଜିତ...

representational image
ମା’-ଝିଅଙ୍କୁ ଧକ୍କା ଦେଲା ଟ୍ରେନ୍‌

ଯାଜପୁର: ଯାଜପୁର- କେନ୍ଦୁଝର ରୋଡ୍‌ର ଅହମ୍ମଦନଗରଠାରେ ଟ୍ରେନ୍‌ ଧକ୍କାରେ ମା’ ଝିଅଙ୍କ ମୃତ୍ୟୁ ଘଟିଛି। ରେଳ ଲାଇନ୍ ପାର୍ ହେଉଥିବା ବେଳେ ଦୁହିଁଙ୍କୁ ହାଓ୍ୱଡା-ପୁରୀ ଏକ୍ସପ୍ରେସ୍ ଧକ୍କା ଦେଇଥିବା ଜଣାପଡ଼ିଛି। ମୃତକ ହେଲେ କାଠି ରାନା ଓ ତାଙ୍କ ଝିଅ ଗୁରୁବାରି ରାନା। ସେମାନଙ୍କ ଘର ବ୍ୟାସନଗର ପୋୖରାଞ୍ଚଳ...

air india
ଜାନୁଆରୀ ୨୦ରୁ ଭୁବନେଶ୍ୱର-ସୁରଟ ମଧ୍ୟରେ ଉଡ଼ିବ ବିମାନ

ଭୁବନେଶ୍ୱର: ଜାନୁଆରୀ ୨୦ ତାରିଖରୁ ଭୁବନେଶ୍ୱର-ସୁରଟ ମଧ୍ୟରେ ବିମାନ ଚଳାଚଳ କରିବ। ଏୟାର ଇଣ୍ଡିଆ ଏହି ବିମାନ ସେବା ଯୋଗାଇବ। ସୋମବାର ଓ ଗୁରୁବାର ଭୁବନେଶ୍ୱରରୁ ବିମାନ ଛାଡ଼ିବ। ସେହିପରି ସୁରଟରୁ ଶୁକ୍ରବାର ଓ ରବିବାର ବିମାନ ଛାଡ଼ିବ। ବେଙ୍ଗାଲୁରୁ-ଭୁବନେଶ୍ୱର-ସୁରଟ ମଧ୍ୟରେ ଏହି ବିମାନ ଚଳାଚଳ କରିବ। ଏହି...