ରାଉରକେଲା: ରାଉରକେଲା ସେକ୍ଟର ୨ ସ୍ଥିତ ଏକ ଘର ଭିତରୁ ଜଣେ କଲେଜ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ନୀଳଶୈଳ କଲେଜର ଯୁକ୍ତ ୩ ଦ୍ୱିତୀୟ ବର୍ଷର ଛାତ୍ର। ତାଙ୍କ ବୟସ ୨୧ ବର୍ଷ ହେବ ବୋଲି ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ଛାତ୍ରଙ୍କ...
ଲଣ୍ଡନ: କଥାରେ ଅଛି ଭଗବାନ ଯେତେବେଳେ ଦେଇଥାନ୍ତି ସେତେବେଳେ ଛପର ଫାଡ଼ି ଦେଇଥାନ୍ତି। ଏମିତିରେ ବି ଅନେକ ସମୟରେ ଆମେ କିଛି ଜିନିଷ ବିଷୟରେ ଭଲ ଭାବରେ ନ ଜାଣି ମଧ୍ୟ ଏହାକୁ ସାଧାରଣ ଭାବି କିଣି ଦେଇଥାଉ। ହେଲେ ପରେ ସେସମ୍ପର୍କରେ ଯେତେବେଳେ ଜାଣିଥାଉ ତାହା ଆମକୁ...
ମୋହନା (ମିହିର ଜତି): ବିଜ୍ଞାନ ଯୁଗରେ ବି ଚାଲିଛି ଅନ୍ଧବିଶ୍ୱାସର ରାଜୁତି। ଏଭଳି ଏକ ଅନ୍ଧବିଶ୍ୱାସର ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ଥାନା ଭାଲିଆସାହି ଗାଁରେ। ଗୁଣିଗାରେଡ଼ି ସନ୍ଦେହରେ ଅତି ନିର୍ମମ ଭାବେ ଜଣେ ବୃଦ୍ଧଙ୍କୁ ହତ୍ୟା କରଯାଇଥିବା ଅଭିଯୋଗ ହୋଇଛି। ଗତକାଲି ସନ୍ଧ୍ୟାରେ...
ବାଙ୍କୀ: କଟକ ଜିଲ୍ଲା ବାରଙ୍ଗ ଥାନା ଅନ୍ତର୍ଗତ ତ୍ରିଶୁଳିଆ ବ୍ରିଜ୍ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସ୍ଥାନୀୟ କୃଷ୍ଣଚନ୍ଦ୍ରପୁର ଗାଁ ବାରିକ ସାହିର ମୂରଲୀଧର ପାଲ୍। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ତ୍ରିଶୁଳିଆ...
ଭୁବନେଶ୍ୱର: ଆଜି ଛାଡ଼ଖାଇ। କାର୍ତ୍ତିକ ମାସ ପାଇଁ ସମ୍ପୂର୍ଣ୍ଣ ଗୋଟିଏ ମାସ ଧରି ନିରାମିଷ ଖାଦ୍ୟ ଖାଇଥିବା ଆମିଷାଶୀମାନେ ପାଟି ଅରୁଚି ଛଡ଼ାଇବା ପାଇଁ ଏହି ଦିନକୁ ଅପେକ୍ଷା କରି ରହିଥା’ନ୍ତି। ଏଥିପାଇଁ ସକାଳୁ ସକାଳୁ ଆମିଷ ବଜାରରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି। ରାଜଧାନୀ ଭୁବନେଶ୍ୱରର ବିଭିନ୍ନ...
ଭୁବନେଶ୍ୱର: ଚଳନ୍ତା କାର୍ରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ପରେ ଖୋର୍ଦ୍ଧା ପିଏନ୍ କଲେଜ ସମ୍ମୁଖରେ ଫିଙ୍ଗିଦେବା ଘଟଣାରେ ପୁଲିସ୍କୁ ଏଯାଏ କୌଣସି ପ୍ରମାଣ ମିଳିନି। ତେଣୁ ଏହି ଘଟଣାରେ ୪ଦିନ ହେଲା ଖଣ୍ଡଗିରି ଥାନାରେ ଅଟକ ଥିବା କାର୍ ଡ୍ରାଇଭରକୁ ପୁଲିସ୍ ଛାଡ଼ି ଦେଇଛି। ସୂଚନାଯୋଗ୍ୟ, ଗତ ୭...
ନୀଳଗିରି: ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ୍ ଅନ୍ତର୍ଗତ ଧୋବଶିଳା ପଞ୍ଚାୟତର ୧୧ ନମ୍ବର ୱାର୍ଡ ଅଧୀନରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରରେ କେହି ଦୁବୃର୍ତ୍ତ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି। ଦୀର୍ଘ ଦେଢ଼ ବର୍ଷ ହେବ ଏହି ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିଥିଲା। କୌଣସି କାରଣରୁ ଅଙ୍ଗନବାଡ଼ି କର୍ମୀଙ୍କୁ ଗାଁଲୋକେ...
ଭୁବନେଶ୍ୱର: ଦିନକ ପରେ ଅର୍ଥାତ୍ ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ। ପ୍ରଥମ ଦିନରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍ ଆଗତ ହେବ। ଡିସେମ୍ବର ୧୯ ତାରିଖ ଯାଏ ଶୀତ ଅଧିବେଶନ ଚାଲିବ। ଶୀତ ଅଧିବେଶନରେ ମୋଟ୍ ୩୦ଟି କାର୍ଯ୍ୟଦିବସ...
ସାଲେପୁର(ମନୋଜ ଆଚାର୍ଯ୍ୟ): ପୂରା ପ୍ଲାନ୍ କରି ଆସିଥିଲେ ବ୍ୟାଙ୍କରେ ଲୁଟ୍ କରିବା ପାଇଁ, ହେଲେ ଘଟିଲା ଏମିତି କିଛି। ଚୋରମାନେ ଯାହାକୁ ଟଙ୍କା ଭର୍ତ୍ତି ବାକ୍ସ ଭାବି ନେଇ ପଳାଇଛନ୍ତି, ପ୍ରକୃତରେ ତାହା ଏକ ଖାଲି ବାକ୍ସ। ସୂଚନା ଅନୁସାରେ, ଗତକାଲି ରାତିରେ କଟକ ଜିଲ୍ଲା ମାହାଙ୍ଗା ଥାନା...
ମାଲକାନଗିରି (ଜିତେନ୍ଦ୍ର ବେଉରା): ଅଜଣା ରୋଗରେ ୬ ଶିଶୁଙ୍କ ମୃତ୍ୟୁ ଘଟଣା ସାମ୍ନାକୁ ଆସିବା ପରେ ମାଲକାନଗିରି ଜିଲ୍ଲା କାଲିମେଳା MV-୭୯ ତାମନପଲ୍ଲୀରେ ଡାକ୍ତରୀ ଦଳ ପହଞ୍ଚିଛନ୍ତି। କେଉଁ କାରଣ ପାଇଁ ୧୫ ଦିନରେ ୬ ଜଣ ଶିଶୁଙ୍କ ମୃତ୍ୟୁ ହେଲା ସେନେଇ କୋରାପୁଟ୍ ମେଡିକାଲ୍ରୁ ସ୍ୱତନ୍ତ୍ର ଡାକ୍ତରୀ...
ଭୁବନେଶ୍ୱର: ପୁଣିଥରେ ବଲିଉଡ୍ରେ ଓଲିଉଡ୍ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦଙ୍କ ଜଲ୍ଓ୍ୱା ଦେଖିବାକୁ ମିଳିଛି। ଅପ୍କମିଂ ବଲିଉଡ୍ ଫିଲ୍ମ ‘ଲଭ୍ ୟୁ ଟର୍ଣ୍ଣ’ର ଦୁଇଟି ଗୀତକୁ ସୁମଧୁର ସଙ୍ଗୀତରେ ସଜାଇଛନ୍ତି ପ୍ରେମ୍ ଆନନ୍ଦ। ଏହି ଫିଲ୍ମକୁ ମିଶାଇ ଦ୍ୱିତୀୟ ଥର ଲାଗି ସେ ବଲିଉଡ୍ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା...
ହାଇଦ୍ରାବାଦ: ତେଲେଙ୍ଗାନାର କାଚିଗୁଡା ରେଲ୍ୱେ ଷ୍ଟେସନରେ ଦୁଇ ଟ୍ରେନ୍ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଆଜି ସକାଳେ ତେଲେଙ୍ଗାନାର କାଚିଗୁଡା ଷ୍ଟେସନରେ ହାଇଦ୍ରାବାଦ ଏମଏମଟିଏସ୍ ଓ ଇଣ୍ଟରସିଟି ଏକ୍ସପ୍ରେସ୍ ମଧ୍ୟରେ ଏହି ଧକ୍କା ହୋଇଛି। ଦୁଇଟି ଯାକ ଟ୍ରେନ...
ଭୁବନେଶ୍ୱର: ବାତ୍ୟା ‘ବୁଲ୍ବୁଲ୍’ ଯୋଗୁ ୬ଟି ଜିଲ୍ଲାର ପ୍ରାୟ ୧୬ ଲକ୍ଷ ବିଦ୍ୟୁତ୍ ଉପଭୋକ୍ତା ପ୍ରଭାବିତ ହୋଇଛନ୍ତି। ସେଥିମଧ୍ୟରୁ ୧୫ ଲକ୍ଷ ଉପଭୋକ୍ତାଙ୍କ ବିଦ୍ୟୁତ୍ ସଂଯୋଗ ପୁନଃସ୍ଥାପନ ହୋଇଛି। ବାକି ୧ ଲକ୍ଷ ଉପଭୋକ୍ତାଙ୍କୁ ମଙ୍ଗଳବାର ସଂଧ୍ୟା ସୁଦ୍ଧା ବିଜୁଳି ଯୋଗାଇ ଦେବାକୁ ମୁଖ୍ୟ ଶାସନ ସଚିବ ଅସିତ...
ଜଳେଶ୍ୱର(ଅଜିତ ଦାସ): ବାଲେଶ୍ୱର ଜିଲ୍ଲା ନାପଖାଲିନା ରାସ୍ତାରୁ ଜଣେ ମହିଳାଙ୍କୁ ମୁମୂର୍ଷ ଅବସ୍ଥାରେ ଉଦ୍ଧାର କରାଯାଇଛି। ଆଜି ସକାଳେ ମହିଳା ଜଣକ ମୁମୂର୍ଷ ଅବସ୍ଥାରେ ରାସ୍ତାରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସ୍କୁ ଖବର ଦେଇଥିଲେ। ମହିଳା ଜଣଙ୍କୁ ଏଭଳି ଅବସ୍ଥାରେ ରାସ୍ତା ମଝିରେ କିଏ ଛାଡ଼ି ଦେଇଗଲା...
ଭୁବନେଶ୍ୱର: ମିଥ୍ୟା ବିଜ୍ଞାପନ କଲେ ଦଣ୍ଡିତ ହେବେ ବିଜ୍ଞାପନରେ ଅଭିନୟ କରୁଥିବା ବ୍ୟକ୍ତି। ଏପରିକି ଏଭଳି ବିଜ୍ଞାପନରେ ଅଭିନୟ କରୁଥିବା ବଡ଼ ବଡ଼ ଅଭିନେତା, ଅଭିନେତ୍ରୀ ମଧ୍ୟ ଏଥିରୁ ବାଦ୍ ପଡ଼ିବେ ନାହିଁ। କମ୍ପାନୀ ସହିତ ସେମାନଙ୍କୁ ମଧ୍ୟ ଜରିମାନା ଦେବାକୁ ପଡ଼ିବ। ଏନେଇ ସୂଚନା ଦେଇଛନ୍ତି ଅଖିଳ...
ରାଉରକେଲା: ରାଉରକେଲା ବାସନ୍ତୀ ନଗର ଓଭରବ୍ରିଜ୍ ଉପରେ ବାଇକ୍ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାସନ୍ତୀ କଲୋନୀର ସୁମିତ କୁଅଁର ବୋଲି ସୂଚନା ମିଳିଛି। ଦୁର୍ଘଟଣାରେ ଆଉ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ, ରବିବାର ରାତିରେ ସୁମିତ ଓ ତାଙ୍କର...
ପାରାଦୀପ: ମୋବାଇଲ୍ ଫୋନ୍ ବିସ୍ଫୋରଣରେ ଜଣେ ରାଜମିସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ଗତକାଲି ବିଳମ୍ବିତ ରାତିରେ ପାରାଦୀପରେ ଏହି ଅଘଟଣ ଘଟିଛି। ମୃତ ରାଜମିସ୍ତ୍ରୀଙ୍କ ଘର ନୟାଗଡ଼ ଅଞ୍ଚଳରେ ବୋଲି ସୂଚନା ମିଳିଛି। ପାରାଦୀପରେ ରହି ସେ ରାଜମିସ୍ତ୍ରୀ ଭାବେ କାମ କରୁଥିଲେ। ସୂଚନା ଅନୁସାରେ, ସମ୍ପୃକ୍ତ ରାଜମିସ୍ତ୍ରୀ ଜଣକ...
ଆଠଗଡ଼: ଶେଷ ହୋଇଛି ପବିତ୍ର କାର୍ତ୍ତିକ ମାସର ବଡ଼ ଓଷା। ଆଠଗଡ଼ର ବାବା ଧବଳେଶ୍ୱରଙ୍କ ପାଖରେ ଲାଗି ହୋଇଛି ତାଙ୍କର ପ୍ରିୟ ଗଜ ଭୋଗ ଓ ତରଣ ଭୋଗ। ବଡ଼ ଓଷା ପାଳନ ସହିତ ହଜାର ହଜାର ଭକ୍ତ ଧବଳେଶ୍ୱର ପୀଠରେ ଏହି ଗଜ ଭୋଗକୁ ଅପେକ୍ଷା କରିଥାନ୍ତି।...
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଜଣେ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ ୟୁନିଟ୍-୧ ଅଞ୍ଚଳରେ ଏହି ଘଟଣା ଘଟିଛି। ଅଭିଯୁକ୍ତର ନାଁ ଅଜୟ ବାଗର। ପୁଲିସ୍ ତାକୁ ଗିରଫ କରିଛି। ସୂଚନା ଅନୁସାରେ, ଛାତ୍ରୀ ଜଣକ ୟୁନିଟ୍-୧ ଅଞ୍ଚଳରେ ଏକ ବସ୍ତିରେ...
ନୂଆଦିଲ୍ଲୀ: ପୂର୍ବତନ ନିର୍ବାଚନ କମିଶନର ତଥା ରମଣ ମାଗାସେସେରେ ସମ୍ମାନିତ ଟିଏନ୍ ଶେଷନ୍ଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ଗତକାଲି ହୃଦ୍ଘାତରେ ତାଙ୍କର ଦେହାନ୍ତ ହୋଇଛି। ସେ ୧୯୯୦ ଡିସେମ୍ବର ୧୨ ତାରିଖରୁ ୧୯୯୬ ମସିହା ଡିସେମ୍ବର ୧୧ ଯାଏ ନିର୍ବାଚନ...