• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

odisha
ଭଙ୍ଗାଗଲା ସ୍ମିତାରାଣୀଙ୍କ ଲକର୍‌

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ଅଫିସ ଲକର୍‌କୁ ଆଜି ପୁଲିସ୍‌ ଭାଙ୍ଗିଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୁଲିସ୍‌ ଆଜି ହରିଦାସପୁର ପଞ୍ଚାୟତ କାର୍ଯ୍ୟାଳୟ ଭିତରେ ଥିବା ସ୍ମିତାରାଣୀଙ୍କ ଅଫିସ ଆଲମିରାର ଲକ୍ ଭାଙ୍ଗିବା ସହ କାଗଜପତ୍ରର ଯାଞ୍ଚ୍ କରିଛି। ଏହି ସମୟରେ ଧର୍ମଶାଳା ବ୍ଲକ୍...

odisha
ଭିଜିଲାନ୍ସ ଜାଲରେ ସରକାରୀ ବାବୁ

ପାରାଦୀପ: ଭିଜିଲାନ୍ସ ଜାଲରେ ପାରାଦୀପ ସ୍ଥିତ ବୈଧମାପ ବିଜ୍ଞାନ କାର୍ଯ୍ୟାଳୟର ବରିଷ୍ଠ ନିରୀକ୍ଷକ ବିଶ୍ରାନ୍ତ କୁମାର ସେଠୀ। ସେ ଜଗତସିଂହପୁର ଜିଲ୍ଲା ବୈଧମାପ ବିଜ୍ଞାନ ଅଫିସରେ ସହକାରୀ କଣ୍ଟ୍ରୋଲର୍‌ ଅତିରିକ୍ତ ଦାୟିତ୍ୱରେ ମଧ୍ୟ ଅଛନ୍ତି। ତେବେ ସେ ଜିଲ୍ଲାରେ ଥିବା ତେଲ ଟ୍ୟାଙ୍କର ଓ ପେଟ୍ରୋଲ ପମ୍ପ ମାଲିକଙ୍କଠାରୁ...

odisha
ଡେପୁଟି ଡ୍ରଗ୍‌ କଣ୍ଟ୍ରୋଲର୍‌ର ପରିଚୟ ଦେଇ ଠକିନେଲେ

ଉମରକୋଟ: ନିଜକୁ ଡେପୁଟି ଡ୍ରଗ୍‌ କଣ୍ଟ୍ରୋଲର୍‌ର ପରିଚୟ ଦେଇ ଜଣେ ବ୍ୟକ୍ତି ହୋମିଓ କ୍ଲିନିକ୍‌ରୁ ଲକ୍ଷେ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ସ୍ଥିତ ନିରାମୟ ହୋମିଓ କ୍ଲିନିକ୍‌ରେ। ମିଳିଥିବା ସୂଚନା ଅନୁସାରେ, କୋଣ୍ଡା ଗାଁରେ ଥିବା ଏହି ହୋମିଓ...

odisha
ରାସ୍ତାରୁ ପାଇଲେ ଲକ୍ଷେ ଟଙ୍କା, ଆଉ ତା’ପରେ...

ଆଠଗଡ଼: ସାମାନ୍ୟ କିଛି ଟଙ୍କା ପାଇଁ ମଣିଷ ନିଜ ରକ୍ତର ସମ୍ପର୍କକୁ ବି ଭୁଲି ଯାଏ। ହେଲେ ଏଭଳି ସ୍ୱାର୍ଥପର ଦୁନିଆରେ ଏପରି ବି ମଣିଷ ଅଛନ୍ତି, ଯେଉଁମାନେ ନିଜ କଷ୍ଟ ଅର୍ଜିତ ଧନକୁ ନେଇ ହିଁ ସନ୍ତୁଷ୍ଟ ରହିବାକୁ ଚେଷ୍ଟା କରନ୍ତି। ହାତପାଆନ୍ତରେ ବି ଯଦି ସେମାନଙ୍କୁ...

crocodile
କୁମ୍ଭୀର ମୁହଁରୁ ଭଉଣୀକୁ ରକ୍ଷା କଲା ଭାଇ

ନୂଆଦିଲ୍ଲୀ: ନିଜର ସାହାସିକତା ପାଇଁ ଆଜି ସାରା ବିଶ୍ୱରେ ଜଣେ ୧୫ ବର୍ଷୀୟ ପିଲାକୁ ପ୍ରଶଂସା କରାଯାଉଛି। ବିପଦଜନକ ସ୍ଥିତିରେ ଭୟଭୀତ ନ ହୋଇ ଏବଂ ସଂଯମତା ରକ୍ଷା କରି ଏହି ପିଲା ଜଣକ ଗୋଟିଏ ବିରାଟ କୁମ୍ଭୀର ମୁହଁରୁ ନିଜର ୧୨ ବର୍ଷୀୟ ଭଉଣୀକୁ ରକ୍ଷା କରିବାକୁ...

odisha
୩ ଲକ୍ଷ ଟଙ୍କାର ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରରେ ପୁଣି ମାତିଲେ ଲୁଟେରା। ଫାଙ୍କା ଗୁଳି ଚଳାଇ ଦୁର୍ବୃତ୍ତମାନେ ଏକ ଜୁଏଲାରୀ ଦୋକାନରୁ ୩ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଲୁଟେରାମାନେ ନୂଆଡିହି ରାସ୍ତାରେ ଥିବା ସରାଫ ନାମକ ଜୁଏଲାରୀ...

odisha
ପିଇଓଙ୍କୁ ଚପଲ ମାଡ଼, ଭିଡିଓ ଭାଇରାଲ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଳକ୍‌ ଅନ୍ତର୍ଗତ ଘାଘରାମୁଣ୍ଡା ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ)ଙ୍କୁ ମହିଳାଙ୍କ ଚପଲ ମାଡ଼। ପିଇଓ ବସନ୍ତ ବେହେରାଙ୍କୁ ମହିଳାମାନେ ଚପଲରେ ମାରୁଥିବାର ଦୃଶ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ନାମ ଥିବା ନେଇ ପରଜଙ୍ଗ ଥାନା ଅନ୍ତର୍ଗତ ଗତରେଇ...

train
ବଢ଼ିବ ଟ୍ରେନ୍‌ରେ ଖାଇବା ମୂଲ୍ୟ

ନୂଆଦିଲ୍ଲୀ: ରାଜଧାନୀ, ଶତାବ୍ଦୀ ଏବଂ ଦୂରୋନ୍ତୋ ଟ୍ରେନ୍‌ରେ ଅନ୍‌ ବୋର୍ଡରେ ଉପଲବ୍ଧ ଖାଇବା ଦର ବଢ଼ାଇବାକୁ ରେଲୱେ ବୋର୍ଡ ନିଷ୍ପତ୍ତି ନେଇଛି। ଫଳରେ ଏସବୁର ଭଡ଼ାରେ ମଧ୍ୟ ବୃଦ୍ଧି କରାଯିବ। ମିଳିଥିବା ସୂଚନା ଅନୁଯାୟୀ, ଫାର୍ଷ୍ଟ କ୍ଲାସ୍‌ ଏସି ଏବଂ ଏକ୍‌ଜିକ୍ୟୁଟିଭ୍‌ କ୍ଲାସ୍‌ରେ ଚା’ ୩୫ ଟଙ୍କା ପଡ଼ିବ...

odisha
ଡିସେମ୍ବର ୧ରୁ ପୁଣି କଡ଼ାକଡ଼ି ହେବ ଟ୍ରାଫିକ ନିୟମ

ଭୁବନେଶ୍ୱର: ଡିସେମ୍ବର ୧ରୁ ରାଜ୍ୟରେ ପୁଣି କଡ଼ାକଡ଼ି ହେବ ଟ୍ରାଫିକ ନିୟମ। ଏନେଇ ସୂଚନା ଦେଇଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ପୂର୍ବରୁ ଯେଉଁ ପରିମାଣର ଫାଇନ୍‌ ଆଦାୟ ହେଉଥିଲା ଏଥିରେ କୌଣସି କୋହଳ କରା ଯିବନି। ସଂଶୋଧିତ ମୋଟର ଯାନ ଆଇନ୍‌ ୨୦୧୯ ଅନୁଯାୟୀ...

odisha
ସ୍ଥଗିତ ହେଲା ମଦ ବିରୋଧୀ ଆନ୍ଦୋଳନ

ଭୁବନେଶ୍ୱର: ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସହିତ ଆଲୋଚନ ପରେ ଆସନ୍ତା ୨୨ ତାରିଖ ଯାଏ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ପକ୍ଷରୁ ମଦ ବିରୋଧୀ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି। ନୂତନ ମଦ ପ୍ରସାର ନୀତିକୁ ବିରୋଧ କରି ଆଜି ନିଶା ନିବାରଣ ଅଭିଯାନର ସଦସ୍ୟ ମନ୍ତ୍ରୀଙ୍କ...

bjd
ବିଜେଡିର ୩ ନେତାଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର: ବିଜେଡିର ୩ ନେତାଙ୍କୁ ମିଳିଲା ନୂଆ ଦାୟିତ୍ୱ। ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସ ବର୍ମା ଓ ପ୍ରତାପ କେଶରୀ ଦେବଙ୍କୁ ବିଜେଡିରେ ଏହି ନୂଆ ଦାୟିତ୍ୱ ମିଳିଛି। ପ୍ରଣବ ପ୍ରକାଶ ଦାସଙ୍କୁ ସାଧାରଣ ସମ୍ପାଦକ (ସଂଗଠନ) ଦାୟିତ୍ୱ, ସଞ୍ଜୟ ଦାସ ବର୍ମାଙ୍କୁ  ସାଧାରଣ ସମ୍ପାଦକ (ମୁଖ୍ୟାଳୟ)...

snake
ସାପକୁ ଗିଳିଲା ସାପ

ଅନୁଗୁଳ: ଏକ ବିଷଧର ସାପର ଆହାର ସାଜିଲା ଆଉ ଏକ ବିଷଧର ସାପ। ମୋବାଇଲ୍‌ କ୍ୟାମେରାରେ କଏଦ ହୋଇଛି ଏହି ଦୃଶ୍ୟ। ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ସବ୍ ଡିଭିଜନରେ। ସୂଚନା ଅନୁସାରେ, ଆଠମଲ୍ଲିକ ସବ୍ ଡିଭିଜନ୍‌ର ଝିମେଇଚୁଆ ମନ୍ଦିର ନିକଟରେ ଥିବା ଚାଷ ଜମିକୁ କିଛି...

odisha
ଉଦ୍ଧାର ହେଲେ ମୃତ୍ୟୁଜାଲରେ ଫସି ରହିଥିବା ମାଙ୍କଡ଼

ଝାରସୁଗୁଡ଼ା: ଓଟିଭିରେ ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ। ବନବିଭାଗର ଉଦ୍ୟମ କ୍ରମେ ଝାରସୁଗୁଡ଼ା ଜିଲ୍ଲା ଡୁମେରମୁଣ୍ଡାରେ ବିଦ୍ୟୁତ୍ ଖୁଣ୍ଟରେ ଫସି ରହିଥିବା ୬ ମାଙ୍କଡ଼ଙ୍କ ମଧ୍ୟରୁ ୪ଟି ମାଙ୍କଡ଼ଙ୍କୁ ଉଦ୍ଧାର କରାଯାଇଛି। ଆଉ ୨ ମାଙ୍କଡ଼ଙ୍କୁ ଉଦ୍ଧାର କରିବା ଲାଗି ଉଦ୍ୟମ ଜାରି ରହିଛି। ଉପରେ ବିଦ୍ୟୁତ...

otv
୭ ମାସ ପାଇଁ ସମୁଦ୍ରରେ ମାଛ ଧରିବା ମନା

ଭୁବନେଶ୍ୱର: ଆସନ୍ତାବର୍ଷ ମେ ୩୧ ପର୍ଯ୍ୟନ୍ତ ସମୁଦ୍ର ଉପକୂଳରୁ ୨୦ କିମି ଭିତରେ ମାଛଧରିବା ମନା। ଅଲିଭ୍ ରିଡ୍‌ଲେଙ୍କ ସୁରକ୍ଷା ପାଇଁ ଗତ ନଭେମ୍ବର ୧ତାରିଖରୁ ଆସନ୍ତାବର୍ଷ ମେ ୩୧ ପର୍ଯ୍ୟନ୍ତ ମାଛ ନଧରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକରେ...

odisha
ଉଠିଲା ସସ୍‌ପେନ୍ସ, ବନ୍ଦ ଘରୁ ମିଳିଲା ମହିଳାଙ୍କ ମୃତଦେହ

ସମ୍ବଲପୁର: ସମ୍ବଲପୁର ସହର ଟାଉନ ଥାନା ଅନ୍ତର୍ଗତ ମୋଦିପଡାରେ ଏକ ବନ୍ଦ ଘରକୁ ନେଇ ଲାଗି ରହିଥିବା ସସ୍‌ପେନ୍ସ ଉପରୁ ପରଦା ହଟିଛି। ଆଜି ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ବନ୍ଦ ଘରର କବାଟ ଖୋଲିବା ପରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହ ପୁଲିସ୍‌...

odisha
କେରଳରେ ଓଡ଼ିଆ ଦାଦନ ଶ୍ରମିକଙ୍କୁ ହତ୍ୟା !

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍‌ ଅନ୍ତର୍ଗତ ପଟାମୁଣ୍ଡ ଗାଁର ଜଣେ ଯୁବକ ୨ ମାସ ପୂର୍ବେ ଦାଦନ ଖଟିବାକୁ କେରଳ ଯାଇଥିବା ବେଳେ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତକଙ୍କ ନାଁ ଚନ୍ଦ୍ରମଣି ନାୟକ(୨୫)। ଚନ୍ଦ୍ରମଣି କିଛି ସାଙ୍ଗଙ୍କ ସହ ୨ ମାସ ପୂର୍ବେ କେରଳର ଥ୍ରୀସ୍ସୁର୍‌...

thyroid 1
ଜାଣନ୍ତୁ ଥାଇରଏଡ୍‌ର ଲକ୍ଷଣ ସମ୍ପର୍କରେ...

ଥାଇରଏଡ୍‌କୁ ସାଧାରଣ ଭାଷାରେ ଏକ ରୋଗ ବୋଲି କୁହାଯାଇଥାଏ। କିନ୍ତୁ ଏହା ଭୁଲ୍‌। ଆମ ଗଳାରେ ଏକ ଗ୍ରନ୍ଥି ରହିଛି, ଯାହା ଶରୀର ପାଇଁ ଆବଶ୍ୟକୀୟ ଥାଇରକ୍ସିନ୍‌ ହର୍ମୋନ୍‌ ନିର୍ଗତ କରିଥାଏ। ଯଦି କୌଣସି ବ୍ୟକ୍ତିଙ୍କ ଶରୀରରେ ଏହି ଥାଇରକ୍ସିନ୍‌ ହର୍ମୋନ୍‌ ଅଧିକ ନିର୍ଗତ ହୁଏ, ତା’ହେଲେ ତାହାକୁ...

child
ଆଖି ବୁଜିଲେ ଟ୍ରେନ୍‌ ଭିତରେ ଜନ୍ମ ହୋଇଥିବା ୩ ଶିଶୁପୁତ୍ର

ଭଦ୍ରକ: ଆଖି ବୁଜିଲେ ଟ୍ରେନ୍‌ ଭିତରେ ଜନ୍ମ ହୋଇଥିବା ୩ ଶିଶୁପୁତ୍ର। ବେଙ୍ଗାଲୁରୁ-ଗୌହାଟି ଏକ୍ସପ୍ରେସ୍‌ରେ ଯାତ୍ରା କରୁଥିବା ଜଣେ ମହିଳାଙ୍କ ପ୍ରବସ ଯନ୍ତ୍ରଣା ହେବାରୁ ଆଜି ଭୋର ସମୟରେ ଭଦ୍ରକ ରେଲ୍‌ୱେ ଷ୍ଟେସନରେ ଟ୍ରେନ୍‌କୁ ଅଟକା ଯାଇଥିଲା। ସେଠାରେ ଡାକ୍ତରଙ୍କ ସହାୟତାରେ ସେ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ।...

egg
୩ଟି ସିଝା ଅଣ୍ଡାର ଦାମ୍ ୧୬୭୨ ଟଙ୍କା, ଭାଇରାଲ୍‌ ହେଲା ହୋଟେଲ୍‌ ବିଲ୍‌

ମୁମ୍ବାଇ: ବଜାରରେ ୩ଟି ସିଝା ଅଣ୍ଡାର ଦାମ କେତେ ହୋଇଥିବ? ଯଦି ଆମେ ରାସ୍ତା କଡ଼ର ଦୋକାନ କଥା କହିବା ତେବେ ୨୦ ଟଙ୍କା ମଧ୍ୟରେ ୩ଟି ସିଝା ଅଣ୍ଡା ସହଜରେ ମିଳିଯିବ। ହେଲେ ବଲିଉଡର ଖ୍ୟାତନାମା ସଙ୍ଗୀତ ନିର୍ଦ୍ଦେଶକ ଶେଖର ୩ଟି ସିଝା ଅଣ୍ଡା ଖାଇ ପଞ୍ଚ...

odisha
ବନ୍ଦ ଘରକୁ ନେଇ ବଢ଼ୁଛି ସସ୍‌ପେନ୍ସ

ସମ୍ବଲପୁର(ସଞ୍ଜୟ ଜେନା ): ସମ୍ବଲପୁର ସହର ଟାଉନ ଥାନା ଅନ୍ତର୍ଗତ ମୋଦିପଡାରେ ଏକ ବନ୍ଦ ଘରୁ ଦୁର୍ଗନ୍ଧ ବାହାରିବା଼ରୁ ସ୍ଥାନୀୟ ଲୋକେ ନାନା ଆଶଙ୍କା ପ୍ରକାଶ କରିଛନ୍ତି।  ଉକ୍ତ ଘରେ ଏକ ଶ୍ରମିକ ଦମ୍ପତି ସେମାନଙ୍କ ଛୁଆ ସହିତ ରହୁଥିଲେ। ହେଲେ ୨ ଦିନରୁ ଊର୍ଦ୍ଧ୍ୱ ହେବ ଉକ୍ତ...