ନାଗପୁର: ବଢ଼ିଲା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନାଭିସ୍ଙ୍କ ପାଇଁ ଅଡ଼ୁଆ। ଏମିତି ଲାଗୁଛି ସତେ ଯେମିତି ତାଙ୍କୁ ଗୋଟିଏ ପରେ ଗୋଟିଏ ଝଟ୍କା ଲାଗୁଛି। ଗୁରୁବାର ଦିନ ନାଗପୁରର ଏକ ସ୍ଥାନୀୟ ଅଦାଲତ ଦ୍ୱାରା ଇସ୍ୟୁ ହୋଇଥିବା ଏକ ସମନ୍କୁ ନାଗପୁର ପୁଲିସ୍ ତାଙ୍କ ନିକଟକୁ ପଠାଇଛନ୍ତି।...
ନୂଆଦିଲ୍ଲୀ: ଏଣିକି ମୋବାଇଲ୍ରେ କଥା ହେବା, ଇଣ୍ଟରନେଟ୍ ବ୍ୟବହାର କରିବା ମହଙ୍ଗା ହୋଇପାରେ। ଚଳିତ ବର୍ଷ ଡିସେମ୍ବର ୧ରୁ ଗ୍ରାହକଙ୍କୁ ଫୋନ୍ କଲ୍ ସହ ଇଣ୍ଟରନେଟ୍ ବ୍ୟବହାର କରିବା ମହଙ୍ଗା ପଡ଼ିପାରେ। କାରଣ ଭୋଡାଫୋନ୍, ଆଇଡିଆ, ଏୟାରଟେଲ୍ ସେମାନଙ୍କର Tariff ପ୍ଲାନ୍ ଡିସେମ୍ବର ୧ରୁ ବୃଦ୍ଧି କରିବା ନେଇ...
ଭୁବନେଶ୍ୱର: ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ହାଇଦ୍ରାବାଦ ଗସ୍ତକୁ ନେଇ ଆଜି ବିଧାନସଭାରେ ବିରୋଧୀ ହୋହଲ୍ଲା କରିଛନ୍ତି। ଫଳରେ ଅପରାହ୍ଣ ୩ଟା ଯାଏ ଗୃହକୁ ମୁଲତବି କରାଯାଇଛି। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଓ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜ ଏହି ପ୍ରସଙ୍ଗ ଉଠାଇ...
ଭୁବନେଶ୍ୱର: ଟ୍ରାଫିକ୍ ନିୟମ କୋହଳର ଡେଡ୍ଲାଇନ୍ ସରିବାକୁ ହାତରେ ଆଉ ମାତ୍ର ୨ ଦିନ ରହିଛି। ଡିସେମ୍ବର ୧ରୁ ପୁଣି ଟ୍ରାଫିକ ନିୟମ କଡ଼ାକଡ଼ି ହେବ। ହେଲେ ଆରଟିଓ ଅଫିସ ଆଗରୁ ଏଯାଏ ଲୋକଙ୍କ ଭିଡ଼ କମୁନି। ବରଂ ଡେଡ୍ଲାଇନ ଯେତିକି ପାଖେଇ ଆସୁଛି, ଭିଡ଼ ସେତିକି ବଢୁଛି।...
ବର୍ଲି: ଚୋରି କରିବା ପାଇଁ ଚୋରମାନେ ବିଭିନ୍ନ ପ୍ରକାରର ଉପାୟ ଆପଣାଇଥାନ୍ତି। ହେଲେ ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଜାଣିଲେ ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗିବ। ଏହି ଚୋରମାନେ ମାତ୍ର ୧ ଫୁଟ୍ର ଗଭୀର ଗାତ ଖୋଳି ୭୮୦୦ କୋଟି ଟଙ୍କାର ଅଳଙ୍କାର ଚୋରି...
ଭୁବନେଶ୍ୱର: ଟ୍ରାଫିକ୍ ନିୟମ କୋହଳର ଡେଡ୍ଲାଇନ୍ ସରିବାକୁ ହାତରେ ଆଉ ମାତ୍ର ୨ ଦିନ ରହିଛି। ଡିସେମ୍ବର ୧ରୁ ପୁଣି ଟ୍ରାଫିକ ନିୟମ କଡ଼ାକଡ଼ି ହେବ। ହେଲେ ଆରଟିଓ ଅଫିସ ଆଗରୁ ଏଯାଏ ଲୋକଙ୍କ ଭିଡ଼ କମୁନି। ବରଂ ଡେଡ୍ଲାଇନ ଯେତିକି ପାଖେଇ ଆସୁଛି, ଭିଡ଼ ସେତିକି ବଢୁଛି।...
ଭଦ୍ରକ: ଅସ୍ତ୍ରୋପଚାର ସମୟରେ ରୋଗୀ ମୃତ୍ୟୁକୁ ନେଇ ଭଦ୍ରକର ଏକ ଘରୋଇ ନର୍ସିଂହୋମରେ ଉତ୍ତେଜନା ପ୍ରକାଶ ପାଇଛି। ଡାକ୍ତରଙ୍କ ଅବହେଳା ଯୋଗୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ମୃତା ମହିଳା ହେଲେ ଯାଜପୁର ଜ଼ିଲ୍ଲା କୋଳଥା ଗାଁର ସ୍ୱର୍ଣ୍ଣଲତା ମହାପାତ୍ର। ପରିବାର ଲୋକଙ୍କ କହିବାନୁଯାୟୀ,...
ଭୁବନେଶ୍ୱର: ‘ମୁଁ ବି ଦେଖିବି ତମେ ଆଉ କାହା ହାତ ଧରି କେମିତି ଚାଲି ଯିବ। ମୋ ସ୍ତ୍ରୀକୁ ମୁଁ ଘରକୁ ନେବି, କିଛି ଶୁଣିବାର ନାହିଁ। ବାସ୍ ମୋ ସ୍ତ୍ରୀ ଆସୁ ଆଉ ମୁଁ ତାକୁ ନେଇକି ଯିବି’। ଏପରି କହି ଧାରଣାରେ ବସିଲେ ଯୁବତୀଙ୍କୁ ବିବାହ...
ବ୍ରହ୍ମପୁର(ଜଗନ୍ନାଥ ସାହୁ): ମୋବାଇଲ୍ରେ ଲୁଡୁ ଖେଳକୁ ନେଇ ପ୍ରଥମେ ବଚସା, ତା’ପରେ ଜଣେ ଅନ୍ୟ ଜଣଙ୍କ ପେଟରେ ଭୁସି ଦେଲା ଛୁରୀ। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ଝାଡକୁଦା ଗାଁରେ। ସୂଚନା ଅନୁସାରେ, ମଙ୍ଗଳବାର ସନ୍ଧ୍ୟାରେ ଗାଁର ରାଧାକୃଷ୍ଣ ମନ୍ଦିର ପାଖରେ କେ. ଦୁର୍ଯ୍ୟୋଧନ...
ଭୁବନେଶ୍ୱର: ରାଜ୍ୟରେ ମାଳ ମାଳ ନକଲି ଶିକ୍ଷକ / ଶିକ୍ଷୟିତ୍ରୀ। ଆଜି ବିଧାନସଭାରେ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ଦେଇଥିବା ଉତ୍ତରରୁ ଏହା ସ୍ପଷ୍ଟ ହୋଇଛି। ପ୍ରାଥମିକ ସ୍ତରରେ ୧୫, ମାଧ୍ୟମିକ ସ୍ତରରେ ୭୬ ଏବଂ ୧୨୫ ଜଣ ଶିକ୍ଷା ସହାୟକ ଏବଂ କନିଷ୍ଠ ଶିକ୍ଷକ ଜାଲ୍...
ମୁମ୍ବାଇ: ବଲିଉଡ୍ର ଏମିତି ଜଣେ ଅଭିନେତ୍ରୀ ଯିଏକି ମଦ ଓ ଡ୍ରଗ୍ସ ଭଳି ନିଶାସେବନ କରି ପୂରାପୂରି ବର୍ବାଦ୍ ହୋଇଯାଇଛନ୍ତି। ସେ ଅଭିନେତା ବରୁଣ ଧୱନ୍ଙ୍କ ସହ ବି କାମ କରି ସାରିଛନ୍ତି। ଆପଣ ଭାବୁଥିବେ ଆମେ କେଉଁ ଅଭିନେତ୍ରୀଙ୍କ କଥା କହୁଛୁ, ଆମେ ଏଠି ଆଉ କାହା...
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନାଁରେ ଫେକ୍ ଆକାଉଣ୍ଟ୍। କେହି ଦୁବୃର୍ତ୍ତ ଜିଲ୍ଲାପାଳଙ୍କ ନାଁରେ ଫେସ୍ବୁକ୍ରେ ଏହି ଫେକ୍ ଆକାଉଣ୍ଟ୍ ଖୋଲି ଏହାକୁ ପରିଚାଳନା କରୁଥିବା ଅଭିଯୋଗ ହୋଇଛି। ତେବେ ଏହି ଆକାଉଣ୍ଟ୍ରେ ପ୍ରୋଫାଇଲ୍ ପିକ୍ଚର୍ରେ ସମର୍ଥ ବର୍ମାଙ୍କ ଏକ ଫଟୋ ଥିବା ଦେଖିବାକୁ ମିଳିଛି। ଦୁର୍ବୃତ୍ତ...
ରାୟଗଡ଼ା: ମଦ ପିଇଲେ ଗଣିବେ ଟଙ୍କା। ଖାଲି ଟଙ୍କା ଗଣିବେ ନାହିଁ ଏହାସହ ମଦ ପିଇ ଥିବା ବ୍ୟକ୍ତିଙ୍କୁ ପୁଲିସ୍ ଜିମାରେ ମଧ୍ୟ ଦିଆଯିବ। ମଦୁଆଙ୍କୁ ସାବାଡ୍ କରିବା ପାଇଁ ରାୟଗଡ଼ା ଜିଲ୍ଲା ଉପକଣ୍ଠ ଦୁମାଗୁଡା ଓ ମାରିଗୁଡା ଗାଁର ମହିଳା ଅଣ୍ଟା ଭିଡ଼ିଛନ୍ତି। ଯେଉଁ ବ୍ୟକ୍ତି ମଦ...
ବ୍ରହ୍ମପୁର: ଘରୋଇ ବସ୍ ମାଲିକ ସଂଘ ଆଜି ଗଞ୍ଜାମ ଜିଲ୍ଲାରେ ବସ୍ ଚଳାଚଳ ବନ୍ଦ ରଖିଛି। ବ୍ରହ୍ମପୁର ହଳଦିଆପଦର ବସ୍ ଟର୍ମିନାଲ୍ରୁ ବସ୍ ଚଳାଚଳକୁ ବିରୋଧ କରି ସଂଘ ଆନ୍ଦୋଳନ ଜାରି ରଖିଛି। ଆଜିଠୁ ଅନିର୍ଦ୍ଦିଷ୍ଟକାଳ ଯାଏ ପୂରା ଗଞ୍ଜାମ ଜିଲ୍ଲାରେ ବସ୍ ଚଳାଚଳ ବନ୍ଦ ରଖିଛି ସଂଘ।...
ନୂଆଦିଲ୍ଲୀ: ବଦଳିବ ସିବିଏସ୍ଇ ପ୍ରଶ୍ନପତ୍ର ଢାଞ୍ଚା। CBSE ପ୍ରଶ୍ନପତ୍ର ଢାଞ୍ଚାରେ ବ୍ୟାପକ ପରିବର୍ତ୍ତନ କରାଯିବ ବୋଲି CBSE ସମ୍ପାଦକ ଅନୁରାଗ ତ୍ରିପାଠୀ ସୂଚନା ଦେଇଛନ୍ତ। ୨୦୨୩ ସୁଦ୍ଧା ଦଶମ, ଦ୍ୱାଦଶ ପ୍ରଶ୍ନପତ୍ର ଢାଞ୍ଚାରେ ପରିବର୍ତ୍ତନ ହେବ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ସିବିଏସ୍ଇ କର୍ତ୍ତୃପକ୍ଷ ଏଭଳି...
କଟକ: ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଦେଢ଼ ଲକ୍ଷର ଦୁଇ ଜାମିନଦାରଙ୍କ ବଦଳରେ କୋର୍ଟ ତାଙ୍କୁ ଏହି ଜାମିନ୍ ପ୍ରଦାନ କରିଛନ୍ତି। ଏହାସହ ସେ ପାସ୍ପୋର୍ଟ ଜମା କରିବେ ବୋଲି ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।...
ନୂଆଦିଲ୍ଲୀ: ଟ୍ରାଇ ଦ୍ୱାରା ପ୍ରକାଶିତ ଆର୍ଥିକ ରିପୋର୍ଟରୁ ଜଣାପଡ଼ିଛି, ରିଲାଏନ୍ସ ଜିଓ ଓଡ଼ିଶାରେ ନିଜ ସ୍ଥିତିକୁ ଆହୁରି ସୁଦୃଢ଼ କରିଛି। ମୋଟ ରାଜସ୍ୱରେ ୨୦୧୯ ଜୁଲାଇରୁ ସେପ୍ଟେମ୍ୱର ତ୍ରୟମାସରେ ଓଡ଼ିଶାରେ ଜିଓ ୪୮.୧% ବଜାର ଅଂଶ ହାସଲ କରିଛି। ଯାହା ଯାହା ନିକଟତମ ଅପରେଟରମାନଙ୍କ ତୁଳନାରେ ୧୨% ଅଧିକ।...
ଭୁବନେଶ୍ୱର: ବିଜେପି ଆଣିଥିବା ୧୦୦ କୋଟିର ଜମି ଦୁର୍ନୀତି ଅଭିଯୋଗର ଜବାବ ରଖିଛନ୍ତି ପିପିଲିର ବିଜେଡି ବିଧାୟକ ପ୍ରଦୀପ ମହାରଥୀ। ସେ କହିଛନ୍ତି, ବିଜେପି ଆଣିଥିବା ଅଭିଯୋଗ ସମ୍ପୂର୍ଣ୍ଣ ଅସତ୍ୟ ଓ କପଳକଳ୍ପିତ। ଯଦି ମୁଁ ଗୋଟିଏ ଟଙ୍କାର ସରକାରୀ, ଅନାବାଦି, ଗୋଚର, ସ୍ଥିତିବାନ୍ ଜମିକୁ ହଡ଼ପ କରିଥିବାର...
ଭୁବନେଶ୍ୱର: ଏବେ ରତ୍ନଭଣ୍ଡାର ଖୋଲିବା ପାଇଁ କୌଣସି ପ୍ରସ୍ତାବ ନାହିଁ। ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗରେ ଆଜି ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଏହା କହିଛନ୍ତି। ରତ୍ନ ଭଣ୍ଡାର ଖୋଲାହେବା ସମ୍ପର୍କରେ ବିଧାୟକ ସୁରେଶ କୁମାର ରାଉତରାୟ ଆଜି ବିଧାନସଭାରେ ପ୍ରଶ୍ନ...
ଅନୁଗୁଳ(ବିରଜା ଦାଶ): ଅଭିନୟ ଯାଦୁରେ ଦର୍ଶକଙ୍କ ହୃଦୟ ଜିତି ପାରିଥିବା ଓଲିଉଡ୍ ଅଭିନେତା ଅଶୋକ ଦାସ ଆଜି ଜଣେ ସଫଳ ଦୁଗ୍ଧ ଚାଷୀ। ବଳିଷ୍ଠ ଅଭିନୟ ଜରିଆରେ ସେ ଅଭିନୟ ଜଗତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଅଭିନୟ ଓ ଗୋପାଳନକୁ ନିଶାରୂପେ ଗ୍ରହଣ କରିଥିବା...