• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

odisha
ଚକଡ଼ା ପୋକ ପାଇଁ ଜାଳିଦେଲେ ଚାଷ ଜମି

ସୁବର୍ଣ୍ଣପୁର: ଚକଡ଼ା ପୋକ ପାଇଁ ଚାଷ ଜମି ଜାଳିଲେ ଚାଷୀ। ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ୍‌ ଅନ୍ତର୍ଗତ ଅର୍ଡା ଗାଁରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି। ଗାଁର ସହଦେବ କର୍ମୀ ନାମକ ଜଣେ ଚାଷୀ ହାତ ଉଧାରି ଏବଂ ବ୍ୟାଙ୍କରୁ ଋଣ କରି ନିଜର ୫ ଏକର ଜମିରେ...

odisha
ଅଜଣା ରୋଗ ଆତଙ୍କ, ୧୫ ଦିନରେ ଗଲାଣି ୬ ଶିଶୁଙ୍କ ଜୀବନ

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲାରେ ଅଜଣା ରୋଗର ଆତଙ୍କ। କାଲିମେଳା ବ୍ଲକ୍‌ର ତାମନପାଲି ଗାଁରେ ଏହି ଅଜଣା ରୋଗର ଆତଙ୍କ ଦେଖା ଦେଇଛି। ଗତ ୧୫ ଦିନ ମଧ୍ୟରେ ଗାଁରେ ଅଜଣା ରୋଗରେ ୬ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆକ୍ରାନ୍ତ ହୋଇଛନ୍ତି।...

accident
ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ବସ୍‌

ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତାର ନାମ୍ପୋ ଠାରେ ଏକ ଦୁର୍ଘଟଣା ଘଟିଛି। ଏକ ବସ୍‌ ଏକ ଟ୍ରକ୍‌କୁ ପଛପଟରୁ ଧକ୍କା ଦେବାରୁ ୧୩ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆଜି ସକାଳ ପ୍ରାୟ ୯ଟା ବେଳେ ଏହି...

Transgenders
ଅନୁଭବଙ୍କ ଗିରଫ ଦାବି କଲେ ଟ୍ରାନ୍ସଜେଣ୍ଡର

ଭୁବନେଶ୍ୱର: ସାମ୍ବାଦିକଙ୍କ ସୁରକ୍ଷା ପ୍ରସଙ୍ଗରେ ଆଗକୁ ଆସିଛନ୍ତି ଟ୍ରାନ୍ସଜେଣ୍ଡର। ଓଟିଭି ପ୍ରତିନିଧିଙ୍କୁ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଦୁର୍ବ୍ୟବହାର ପ୍ରସଙ୍ଗରେ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ଆଜି ଟ୍ରାନ୍ସଜେଣ୍ଡର ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଟ୍ରାନ୍ସଜେଣ୍ଡର ସୁରକ୍ଷା ଟ୍ରଷ୍ଟର ସଭାପତି ମେନକା କିନ୍ନର କହିଛନ୍ତି, ‘ଅନୁଭବ ଯେଉଁଭଳି...

zomato delivery girl
ନିର୍ବାଚନ ଲଢ଼ିବେ ଜୋମାଟୋ ଗାର୍ଲ

ମାଙ୍ଗାଲୁରୁ: ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି ମାଙ୍ଗାଲୁରୁର ଜଣେ ଜୋମାଟୋ ଗାର୍ଲ। ତାଙ୍କ ନାଁ ମେଘନା ଦାସ। ମାନ୍ନାଗୁଡ୍ଡା ୱାର୍ଡରେ ହେବାକୁ ଥିବା ମାଙ୍ଗାଲୁରୁ ସିଟି କର୍ପୋରେସନ୍‌(ଏମ୍‌ସିସି) ନିର୍ବାଚନ ଲଢ଼ିବେ ମେଘନା। ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଜୋମାଟୋରେ ଡେଲିଭରୀ ଗର୍ଲ ଭାବେ କାମ କରୁଥିବା ମେଘନାଙ୍କୁ ନିର୍ବାଚନ...

odisha
ପୁଣିଥରେ 5Tକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କଲେ ଅପରାଜିତା

ସମ୍ବଲପୁର: 5Tକୁ ନେଇ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ପୁଣିଥରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। 5T ଏକ ଅଭିନବ ପଦକ୍ଷେପ ନୁହେଁ ବୋଲି ପୁଣିଥରେ ଅପରାଜିତା ଷଡ଼ଙ୍ଗୀ ତାଙ୍କ ପୂର୍ବ ମନ୍ତବ୍ୟକୁ ଦୋହରାଇଛନ୍ତି। ଆଜି ସମ୍ବଲପୁର ଗସ୍ତ ବେଳେ ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି, ‘5T ଏକ...

neha
ଷ୍ଟେଜ୍‌ରେ ଡାନ୍ସ କରୁଥିବାବେଳେ ତଳେ ପଡ଼ିଗଲେ ନେହା

ମୁମ୍ବାଇ: ଲୋକପ୍ରିୟ ଟେଲିଭିଜନ ସିଙ୍ଗିଙ୍ଗ୍‌ ରିୟଲିଟି ଶୋ’ ଇଣ୍ଡିଆନ୍‌ ଆଇଡଲ୍‌ କାର୍ଯ୍ୟକ୍ରମକୁ ଦର୍ଶକମାନେ ବେଶ୍‌ ପସନ୍ଦ କରୁଥିବା ଜଣାପଡ଼ିଛି। ଏହି ଶୋ’କୁ ଆସିଥିବା ଟାଲେଣ୍ଟେଡ୍‌ ସିଙ୍ଗର୍‌ମାନେ ଖାଲି ଯେ ଗୀତ ଗାଇ ଦର୍ଶକଙ୍କ ହୃଦୟ ଜିତିଛନ୍ତି ତା ନୁହେଁ ବରଂ ଏହି ଶୋ’ର ଷ୍ଟେଜ୍‌ରେ ଅନେକ ମଜାଦାର ଦୃଶ୍ୟ...

scb
ଶିଶୁ ମୃତ୍ୟୁକୁ ନେଇ କଟକ ବଡ଼ ଡାକ୍ତରଖାନାରେ ଉତ୍ତେଜନା

କଟକ: ଶିଶୁ ମୃତ୍ୟୁକୁ ନେଇ କଟକ ବଡ଼ ଡାକ୍ତରଖାନାରେ ଉତ୍ତେଜନା। ଏକ ଶିଶୁର ମୃତ୍ୟୁକୁ ନେଇ ଆଜି ଏସ୍‌ସିବି ମେଡିକାଲ୍‌ରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ଚିକିତ୍ସା ଅବହେଳାରୁ ଶିଶୁଟିର ମୃତ୍ୟୁ ହୋଇଥିବା ଅଭିଯୋଗ କରି ପରିବାର ଲୋକେ ମେଡିକାଲ୍‌ର କାଜୁଆଲିଟିରେ ତାଲା ପକାଇ ଦେଇଥିଲେ।...

bulbul
ଦୁର୍ବଳ ହୋଇ ସାମୁଦ୍ରିକ ଝଡ଼ରେ ପରିଣତ ହେଲା ‘ବୁଲ୍‌ବୁଲ୍‌’

ନୁଆଦିଲ୍ଲୀ: ଦୁର୍ବଳ ହୋଇ ସାମୁଦ୍ରିକ ଝଡ଼ରେ ପରିଣତ ହେଲା ବାତ୍ୟା ‘ବୁଲ୍‌ବୁଲ୍‌’। ଆଜି ଭୋର ୫ଟା ୩୦ରେ ଏହା ସିଭିୟର୍‌ ସାଇକ୍ଲୋନିକ୍‌ ଷ୍ଟର୍ମରୁ ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହୋଇଛି। ୬ ଘଣ୍ଟା ମଧ୍ୟରେ ‘ବୁଲ୍‌ବୁଲ୍‌’ ଡିପ୍‌ ଡିପ୍ରେସନ୍‌ରେ ପରିଣତ ହେବାର ସମ୍ଭାବନା ରହିଛି। Cyclonic Storm Bulbul lay...

odisha
ବାଘ ଆତଙ୍କ, ଗୁହାଳ ଭିତରେ ପଶି ମାରିଲା ଛେଳି

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ବୋଡ଼େନ୍ ବ୍ଲକ୍‌ ଅନ୍ତର୍ଗତ ବୋଇରଗାଁ ଲିମପଡ଼ା ଗାଁରେ ବାଘ ଆତଙ୍କ ଦେଖା ଦେଇଛି। ଶୁକ୍ରବାର ରାତିରେ ଏକ କଲରାପତରିଆ ବାଘ ଗାଁର ଜଣେ ବ୍ୟକ୍ତିଙ୍କ ଗୁହାଳରେ ପଶି ଗୋଟିଏ ଛେଳିକୁ ମାରି ଦେଇଥିବା ଅଭିଯୋଗ ହୋଇଛି। ଗୁହାଳରୁ ଜୋରରେ ଶବ୍ଦ ହେବାରୁ ଲୋକେ ଦୌଡ଼ି...

Sex-Racket
ସେକ୍ସ ରାକେଟ୍ ଠାବ, ରାଣୀ ମହୁମାଛି ସମେତ ୪ ଗିରଫ

ପଦ୍ମପୁର: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗୁରୁକୁଳ ଆଶ୍ରମ ନିକଟରେ ଥିବା ଏକ ଘରୁ ସେକ୍ସ ରାକେଟ୍ ଠାବ ହୋଇଛି। ଶନିବାର ସକାଳେ ପାଇକମାଳ ପୁଲିସ୍‌ ଏହି ଘର ଉପରେ ଚଢ଼ାଉ କରି ଏହି ସେକ୍ସ ରାକେଟ୍‌ର ଖୁଲାସା କରିଛି। ଏହି ଘଟଣାର ମାଷ୍ଟର ମାଇଣ୍ଡ ବା ରାଣୀ...

rain
ତାଣ୍ଡବ ରଚିଲା ‘ବୁଲ୍‌ବୁଲ୍‌’

ନୂଆଦିଲ୍ଲୀ/ଭୁବନେଶ୍ୱର: ବାତ୍ୟା ‘ବୁଲ୍‌ବୁଲ୍‌’ ଗତକାଲି ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟରେ ଲ୍ୟାଣ୍ଡ୍‌ଫଲ୍‌ କରିଛି। ସାଗରଦ୍ୱୀପ- ଖେପୁପରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିଥିବା ଜଣାପଡ଼ିଛି। ‘ବୁଲ୍‌ବୁଲ୍‌’  ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ୧୧୫ରୁ ୧୨୫ କି.ମି ରହିଥିଲା। ବେଳେବେଳେ ପବନର ବେଗ ବଢ଼ି ୧୩୦ କି.ମି ପର୍ଯ୍ୟନ୍ତ ଛୁଇଁଥିଲା। ତେବେ ଲ୍ୟାଣ୍ଡଫଲ୍...

odisha
ଅଯୋଧ୍ୟା ରାୟ: ଓଡ଼ିଶାରେ ଆଇନ ଶୃଙ୍ଖଳା କଡ଼ାକଡ଼ି

ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ଅଯୋଧ୍ୟା ମାମଲାରେ ଆଜି ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପାଇଛି। ବିଭିନ୍ନ ରାଜ୍ୟ ସମେତ ଓଡ଼ିଶାରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି। ବିଭିନ୍ନ ସ୍ଥାନରେ ପ୍ରତିଷେଧକମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ବରିଷ୍ଠ ଅଧିକାରୀମାନେ ସ୍ଥିତି ଉପରେ ନଜର ରଖିଥିବା ରାଜ୍ୟ ପୁଲିସ୍‌...

odisha
ବାତ୍ୟା ସମୟରେ ଗର୍ଭବତୀଙ୍କୁ ସାହା ହେଲେ ଅଗ୍ନିଶମ କର୍ମଚାରୀ

କେନ୍ଦ୍ରାପଡ଼ା: ବାତ୍ୟା ‘ବୁଲ୍‌ବୁଲ୍‌’ ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଓ ପବନ ଜାରି ରହିଛି। କେନ୍ଦ୍ରାପଡ଼ାରେ ବି ପ୍ରବଳ ବର୍ଷା ସାଙ୍ଗକୁ ଜୋରରେ ପବନ ବହୁଛି। ଏଭଳି ସମୟରେ ଜଣେ ଗର୍ଭବତୀଙ୍କୁ ଅଗ୍ନିଶମ କର୍ମଚାରୀ ସହାୟତାର ହାତ ବଢାଇଇଛନ୍ତି। ଗର୍ଭବତୀ ଜଣକ ହେଲେ ରାଜକନିକା ଅଞ୍ଚଳର ସୁଶ୍ରୀ ସଙ୍ଗିତା। ...

rain
‘ବୁଲ୍‌ବୁଲ୍‌’ ପ୍ରଭାବରେ ରାଜନଗରରେ ସର୍ବାଧିକ ବର୍ଷା

ଭୁବନେଶ୍ୱର: ‘ବୁଲ୍‌ବୁଲ୍‌’ ପ୍ରଭାବରେ ଜଗତସିଂହପୁର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ହୋଇଛି। ଧାମରାରେ ପବନର ବେଗ ଘଣ୍ଟାପ୍ରତି ୧୧୦ କି.ମି. ରେକର୍ଡ କରାଯାଇଛି। ରାଜନଗରରେ ସର୍ବାଧିକ ୧୮୦ ମିଲିମିଟର, ପାରାଦୀପରେ ୧୫୩ ମି.ମି., ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ୧୫୦ ମି.ମି., କେନ୍ଦ୍ରାପଡ଼ାରେ ୧୩୬ ମି.ମି. ଓ ତିର୍ତ୍ତୋଲରେ...

src
‘ଆଉ ୮/୯ ଘଣ୍ଟା ଯାଏ ବର୍ଷା ଓ ପବନର ପ୍ରକୋପ ରହିବ’

ଭୁବନେଶ୍ୱର: ବାତ୍ୟା ‘ବୁଲ୍‌ବୁଲ୍‌’ର ବେଗ କମିଛି। ଗତକାଲି ଏହା ଘଣ୍ଟାପ୍ରତି ୨୧ କି.ମି. ବେଗରେ ଗତି କରୁଥିବା ବେଳେ ଆଜି ଏହା ଘଣ୍ଟାପ୍ରତି ୭ କି.ମି. ବେଗରେ ଗତି କରୁଛି। ଏନେଇ ଆଜି ଏସ୍‌ଆର୍‌ସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ଏବେ ଏହା ପାରାଦୀପଠୁ ୧୧୦କି.ମି. ଦୂରରେ ଅଛି।...

supreme-court
ଆଜି ପ୍ରକାଶ ପାଇବ ଐତିହାସିକ ଅଯୋଧ୍ୟା ମାମଲାର ରାୟ

ନୂଆଦିଲ୍ଲୀ: ଐତିହାସିକ ଅଯୋଧ୍ୟା ମାମଲାର ରାୟ ଆଜି ପ୍ରକାଶ ପାଇବ। ଅଯୋଧ୍ୟା ରାୟ ଶୁଣାଇବାକୁଥିବା ଖଣ୍ଡପୀଠର ୫ ଜଣ ବିଚାରପତିଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଛି। ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ଏହି ଖଣ୍ଡପୀଠ ଗତ ଅକ୍ଟୋବର ୧୬ରୁ ଲଗାତାର ୪୦ ଦିନର ଶୁଣାଣି କରି...

odisha
ନ୍ୟୁ ଷ୍ଟିୱାର୍ଟ ସ୍କୁଲର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ପାଳିତ

କଟକ: କଟକ ମିଶନ ରୋଡ୍‌ ସ୍ଥିତ ନ୍ୟୁ ଷ୍ଟିୱାର୍ଟ ସ୍କୁଲର ୨୭ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତକାଲି ବିଦ୍ୟାଳୟରେ ଅଧ୍ୟକ୍ଷା ଏମ୍‌. ତୃପ୍ତିରାଣୀଙ୍କ ଅଧ୍ୟକ୍ଷତାରେ ଏହି ଉତ୍ସବ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ଚେୟାର୍‌ମ୍ୟାନ୍‌ ବିଶପ୍‌...

odisha
‘ପୁଅକୁ ନ ଛାଡ଼ିଲେ ଆମେ କେମିତି ବଞ୍ଚିବୁ’

ଆସିକା: ‘ପୁଅକୁ ନ ଛାଡ଼ିଲେ ଆମେ କେମିତି ବଞ୍ଚିବୁ। ବିଶ୍ୱାସ ହେଉନି ସେ ଏମିତି କରିଥିବ। ଆମ ପୁଅ ସେମିତି ନୁହଁ’ ଏମିତି କୋହଭରା କଣ୍ଠରେ କହିଛନ୍ତି ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇକୁ ଦେଶର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇ ଗିରଫ ହୋଇଥିବା ଓଡ଼ିଆ ଯବାନ ବିଚିତ୍ର ବେହେରାଙ୍କ ମା’।...

cyclone
ସୁନ୍ଦରବନରେ ଲ୍ୟାଣ୍ଡ୍‌ଫଲ୍‌ କରିବ ‘ବୁଲ୍‌ବୁଲ୍’

ନୂଆଦିଲ୍ଲୀ/ଭୁବନେଶ୍ୱର: ”ବାତ୍ୟା ‘ବୁଲ୍‌ବୁଲ୍’ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ଦେଇ ଅତିକ୍ରମ କରିବ। ଏହା ସାଗରଦ୍ୱୀପ (ପଶ୍ଚିମବଙ୍ଗ) ଓ ଖେପୁପରା (ବାଂଲାଦେଶ) ମଧ୍ୟରେ ସୁନ୍ଦରବନ ଉପରେ ହିଁ ଉପକୂଳ ଅତିକ୍ରମ କରିବ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୦ କି.ମି. ରୁ୧୨୦ କି.ମି. ରହିପାରେ।” ଭାରତୀୟ ପାଣିପାଗ...