• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

odisha
ଟୋକନ୍‌ ବିରୋଧରେ ତେଜୁଛି ଅସନ୍ତୋଷ

ଭୁବନେଶ୍ୱର: ଧାନ କିଣାରେ ଟୋକନ୍ ବ୍ୟବସ୍ଥା ପ୍ରଚଳନ ବିରୋଧରେ ଅସନ୍ତୋଷ ତେଜିବାରେ ଲାଗିଛି। ଏହି ବ୍ୟବସ୍ଥା ପ୍ରତ୍ୟାହାରର ଡେଡ୍ ଲାଇନ୍ ଆଜି ଦିନ ୧୨ଟାରେ ସରିବା ପରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶତାଧିକ ଚାଷୀ। ଚାଷୀମାନେ ୩ ଟ୍ରାକ୍ଟର ଧାନ ନେଇ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପ୍ରବେଶ କରିବା ପାଇଁ ବିରାଟ...

child
ବାପା ନା ପିଶାଚ ! ମାସକର ଝିଅକୁ ମାରିଦେଲା !

ଟିଟିଲାଗଡ଼: ବାପା ନା ପିଶାଚ ! ଜନ୍ମଦାତା ବାପା ଯଦି ନିଜ ଛୁଆର ହତ୍ୟାକାରୀ ସାଜେ, ତା’ ହେଲେ ତାକୁ କ’ଣ କୁହାଯାଇ ପାରିବ?  ପିଶାଚ କିମ୍ବା ସଇତାନ । ଏପରି ଲୋମଟାଙ୍କୁରା ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ମନିଗାଁରେ । ଏଠାରେ ବାପା ନିଜର ମାସକର...

odisha
ଏଣିକି ଡ୍ୟୁଟି ସମୟରେ ସରକାରୀ ଅଧିକାରୀମାନେ ସିନିଅର୍‌ଙ୍କୁ ‘ଭାଇ’ ଡାକିପାରିବେ ନାହିଁ

ଭୁବନେଶ୍ୱର: ଦେଖାଯାଏ ଯେ ଅନେକ ପ୍ରାଇଭେଟ୍‌ କମ୍ପାନୀରେ କର୍ମଚାରୀମାନେ ତାଙ୍କ ସିନିଅର୍‌ଙ୍କୁ ଭାଇ ଡାକନ୍ତି। ଆଉ କେହି କେହି ତ କାର୍ଯ୍ୟକ୍ଷେତ୍ରରେ ସେମାନଙ୍କର ସହଯୋଗୀ ହେଉ କି ବସ୍‌ଙ୍କୁ ସେମାନଙ୍କର ନାଁ ଧରି ଡାକିଥାନ୍ତି। ହେଲେ ଏହି ସରକାରୀ କାର୍ଯ୍ୟାଳୟରେ ଏସବୁ ବାରଣ କରାଯାଇଛି। ଅଫିସ୍‌ରେ ଡ୍ୟୁଟି ସମୟରେ...

mahanadi water dispute
ମହାନଦୀକୁ ଡେଇଁ ନାବାଳିକାଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ: କଟକ ସ୍ଥିତ ଯୋବ୍ରା ବ୍ୟାରେଜ୍‌ରୁ ଆଜି ସକାଳେ ଜଣେ ନାବାଳିକା ମହାନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଛନ୍ତି। ଏବେ ସେ ସୁସ୍ଥ ଅଛନ୍ତି। ନାବାଳିକାଙ୍କ ଘର ଖୋର୍ଦ୍ଧା ଅଞ୍ଚଳରେ ବୋଲି ସୂଚନା ମିଳିଛି। କଟକର ଶିଖରପୁରରେ ରହୁଥିବା ଏହି...

puri
୪ଘଣ୍ଟା ପାଇଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

ପୁରୀ: ପୁରୀ ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ପଇତା ଲାଗି ସେବା ଅନୁଷ୍ଠିତ ହେବ। ଏହା ଅତ୍ୟନ୍ତ ଗୁପ୍ତ ସେବା। ଦଇତାପତିମାନେ ସମୂହ ଭାବେ ଆସି ମହାପ୍ରଭୁଙ୍କ ଏହି ସେବା କରିଥା’ନ୍ତି। ଏଥିପାଇଁ ଆଜି ମହାପ୍ରଭୁଙ୍କ ଦର୍ଶନ ୪ଘଣ୍ଟା ବନ୍ଦ ରହିବ। ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଦର୍ଶନ...

railway
ମାଟ୍ରିକ୍‌ ପାସ୍‌ ପିଲାଙ୍କ ପାଇଁ ରେଲ୍‌ୱେରେ ଚାକିରି ଅଫର୍‌, ହେବନି କୌଣସି ପରୀକ୍ଷା

ନୂଆଦିଲ୍ଲୀ: ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର। ଏହା କେବଳ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର ନୁହେଁ ବରଂ ଏହା ଏକ ସୁବର୍ଣ୍ଣ ସୁଯୋଗ ମଧ୍ୟ। ସାଉଥ୍‌ ସେଣ୍ଟ୍ରାଲ୍‌ ରେଲ୍‌ୱେ ୪୧୦୩ ପଦ ପାଇଁ ଦରଖାସ୍ତ ଆହ୍ୱାନ କରୁଛି।...

goutam
ଗୌତମ ଗମ୍ଭୀର ନି‌ଖୋଜ ! ଲାଗିଲା ଏମତି ପୋଷ୍ଟର

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କ ନି‌ଖୋଜ ନେଇ ନୂଆଦିଲ୍ଲୀରେ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ଗଛ ଓ କାନ୍ଥରେ ଏହିସବୁ ପୋଷ୍ଟର ଲାଗିଥିବା ନଜର ଆସିଛି। ପୋଷ୍ଟରରେ ଲେଖା ଯାଇଛି, ‘କ’ଣ ଆପଣ ଗୌତମ ଗମ୍ଭୀରଙ୍କୁ କେଉଁଠି ଦେଖିଛନ୍ତି କି ?...

odisha
ବୁଢ଼ୀ ମା’ ଆଖିରେ ଲୁହ, କହିଲେ- ପୁଅବୋହୂ ଖାଇବାକୁ ଦେଉ ନାହାନ୍ତି, ମାଡ଼ ମାରୁଛନ୍ତି

ସୋର(ଶଶିକାନ୍ତ ବେହେରା): ପରିଣତ ବୟସରେ ପିଲାମାନେ ଆଶ୍ରା ହେବେ, ଭଲମନ୍ଦ ବୁଝିବେ ବୋଲି ସବୁ ବାପାମା’ଙ୍କ ଆଶା ଥାଏ। ହେଲେ ଆଜିର ସ୍ୱାର୍ଥପର ଦୁନିଆରେ ବାପାମା’ଙ୍କୁ ପର କରିଦେଉଛନ୍ତି ବହୁ ପିଲା। ଏପରିକି ବାପାମା’ଙ୍କ ଉପରକୁ ହାତ ଉଠାଇବାକୁ ବି ପଛାଉ ନାହାନ୍ତି। ବାଲେଶ୍ୱର ଜିଲ୍ଲା ସୋର ପୌରପାଳିକା...

accident
ଘାଟିରୁ ୫୦ ଫୁଟ୍‌ ତଳକୁ ଖସିଲା ଟ୍ରକ୍‌

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ଏକ ଟ୍ରକ୍‌ ଭାରସାମ୍ୟ ହରାଇ ପ୍ରାୟ ୫୦ ଫୁଟ୍ ତଳକୁ ଖସି ପଡିବା ଯୋଗୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ତେବେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ କୌଣସି...

pak leader
ଭାରତରେ ଶରଣ ଦେବା ପାଇଁ ମୋଦିଙ୍କୁ ନିବେଦନ କଲେ ପାକିସ୍ତାନୀ ନେତା

ଲଣ୍ଡନ: ପାକିସ୍ତାନର ପ୍ରମୁଖ ରାଜନୈତିକ ଦଳ ମୁତ୍ତାହିଦା କ୍ୱାମି ମୁଭ୍‌ମେଣ୍ଟ(ଏମ୍‌କ୍ୱିଏମ୍‌)ର ପ୍ରତିଷ୍ଠାତା ଅଲ୍‌ତାଫ୍ ହୁସେନ୍‌, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ନିବେଦନ କରିଛନ୍ତି। ତାଙ୍କୁ ଓ ତାଙ୍କର ସହଯୋଗୀଙ୍କୁ ଭାରତରେ ଶରଣ ଦେବାସହ ଆର୍ଥିକ ସହାୟତା କରିବା ପାଇଁ ଅଲ୍‌ତାଫ୍‌ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିବେଦନ କରିଛନ୍ତି। ୧୯୯୨...

odisha
ଉଦ୍ଧାର ହେଲା ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ

ଜୟପୁର: କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅନ୍ତର୍ଗତ କୁନ୍ଦ୍ରଗୁଡ଼ା ନିକଟରୁ ଜଣେ ନାବାଳକ ଓ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି। କୁନ୍ଦ୍ରଗୁଡ଼ା ନିକଟରେ ଥିବା କାଜୁ ମିଲ୍‌ ପଛ ପଟେ ଥିବା ଏକ ଗଛରେ ବେକରେ ଓଢଣୀ ଦେଇ ଦୁଇ ଜଣ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଏହା ପ୍ରେମଜନିତ...

odisha
‘ଓଡ଼ିଆ ଲୋକଙ୍କ ପାଇଁ ମାଗଣାରେ ଗାଇବି’

କଟକ: ଜମୁଛି ଐତିହାସିକ କଟକ ବାଲିଯାତ୍ରା। ଯାତ୍ରା ବୁଲିବା ସହ ଖାଦ୍ୟର ମଜା ନେଉଛନ୍ତି ଲୋକେ। ଦିନକୁ ଦିନ ଲୋକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳୁଛି। ଗତକାଲି ସନ୍ଧ୍ୟା ଥିଲା ଭରପୁର୍‌ ଏଣ୍ଟରଟେନ୍‌ମେଣ୍ଟ। କାରଣ ମଞ୍ଚ ଉପରେ ଥିଲେ ବଲିଉଡ୍‌ର ପ୍ରସିଦ୍ଧ କଣ୍ଠଶିଳ୍ପୀ ଦଲେର୍‌ ମେହେନ୍ଦୀ। ଗଣକବି ବୈଷ୍ଣବ...

pearl
କେବଳ ସମୁଦ୍ର ନୁହେଁ, ପୋଖରୀରୁ ବି ଉତ୍ପାଦନ ହୋଇପାରିବ ମୁକ୍ତା

ଜଳେଶ୍ୱର: ମୁକ୍ତା କେବଳ ସମୁଦ୍ରରୁ ନୁହେଁ, ପୋଖରୀରୁ ମଧ୍ୟ ଉତ୍ପାଦନ କରିବା ସମ୍ଭବ। କଥାଟି ଶୁଣିକି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। କଠିନ ପରିଶ୍ରମ ଓ ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି ପୋଖରୀରୁ ମୁକ୍ତା ଉତ୍ପାଦନ କରୁଛନ୍ତି ବାଲେଶ୍ୱର ଜିଲ୍ଲା ଗୁନାପୁର ଗାଁର ଅରୁଣ ଓ ଜଗନ୍ନାଥ।...

representational image
ଗାଁ ଦାଣ୍ଡରେ ତଣ୍ଟିରେ ଗୋଡ଼ ପକାଇ ବୃଦ୍ଧଙ୍କୁ ହତ୍ୟା

ଫୁଲବାଣୀ(ତ୍ରିନାଥ ସାହୁ): ଜମି ବିବାଦକୁ କେନ୍ଦ୍ର କରି ଗାଁ ଦାଣ୍ଡରେ ଜଣେ ବୃଦ୍ଧଙ୍କ ତଣ୍ଟିକୁ ଗୋଡ଼ରେ ଚାପି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ଥାନା ଅନ୍ତର୍ଗତ ପିପଳ ପଙ୍ଗା ଗାଁରେ ଏହି ନିର୍ମମ ହତ୍ୟାକାଣ୍ଡ ହୋଇଛି। ମୃତକ ହେଲେ ଯୋଗେଶ୍ୱର ପ୍ରଧାନ। ଏନେଇ ମୃତକଙ୍କ ...

rakhi
ସ୍ୱାମୀଙ୍କ ପରେ ଏବେ ସାମ୍ନାକୁ ଆସିଲେ ରାକ୍ଷୀଙ୍କ ଝିଅ ! ଫ୍ୟାନ୍ସ କହିଲେ...

ମୁମ୍ବାଇ: ସବୁବେଳେ ନିଜର ଅଜବ ପ୍ରକାରର କାରନାମାକୁ ନେଇ ଚର୍ଚ୍ଚାରେ ରହୁଥିବା ବଲିଉଡ୍‌ ଡ୍ରାମା କୁଇନ୍‌ ରାକ୍ଷୀ ସାୱନ୍ତ ପୁଣି ଏବେ ଚର୍ଚ୍ଚାରେ। ରାକ୍ଷୀଙ୍କର ହଠାତ୍ ବିବାହ ସମସ୍ତଙ୍କୁ ଆଚମ୍ବିତ କରି ଦେଇଥିବା ବେଳେ ପୁଣି ଏବେ ତାଙ୍କର ଝିଅକୁ ନେଇ ସମସ୍ତେ ଟିକେ ଦ୍ୱନ୍ଦ୍ୱରେ ପଡ଼ି ଯାଇଛନ୍ତି।...

aditi
ଦିନେ ରାହୁଲଙ୍କ ସହ ଏହି ବିଧାୟିକାଙ୍କ ନାଁ ଯୋଡ଼ା ହୋଇଥିଲା, ହେଲେ ଏବେ....

ରାୟବରେଲି: ଦିନେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନାଁ ସହ କଂଗ୍ରେସର ଏହି ବିଧାୟିକାଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଏପରିକି ଉଭୟ ବିବାହ କରିବାକୁ ଯାଉଛନ୍ତି ବୋଲି ମଧ୍ୟ ସୋସିଆଲ୍‌ ମିଡିଆରେ ଗୁଜବ ପ୍ରଚାର ହୋଇଥିଲା। ଶେଷରେ କଂଗ୍ରେସର ଏହି ବିଧାୟିକା ତାଙ୍କର ଜୀବନ...

sudarshan
ଇଟାଲିରେ ସମ୍ମାନିତ ହେଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ଭୁବନେଶ୍ୱର: ଇଟାଲିର ରୋମ୍‌ରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ‘ଇଟାଲିଆନ୍‌ ଗୋଲ୍‌ଡେନ ସ୍ୟାଣ୍ଡ ଆର୍ଟ ଆଓ୍ୱାର୍ଡ-୨୦୧୯’ ରେ ସମ୍ମାନିତ କରାଯାଇଛି। ରୋମ୍‌ରେ ଆୟୋଜିତ ‘ଅନ୍ତର୍ଜାତୀୟ ସ୍କୋରାନା ନେଟିଭିଟି’ ଇଭେଣ୍ଟ୍‌ରେ ଭାରତ ପକ୍ଷରୁ ସୁଦର୍ଶନ ଏହି ଇଭେଣ୍ଟ୍‌ରେ ଭାଗ ନେଇଥିଲେ। ଇଭେଣ୍ଟ୍‌ରେ ଭାରତୀୟ ହାଇକମିଶନ୍‌ର ଉପମୁଖ୍ୟ ନିହାରିକା ସିଂହ ମଧ୍ୟ...

selfie
କାଳ ହେଲା ସେଲ୍‌ଫି ନିଶା, ବ୍ରେକ୍‌ ଡ୍ୟାନ୍ସ ମେସିନ୍‌ରେ ଫସିଗଲେ ଯୁବକ

ବିଶାଖାପାଟନମ୍‌: ସେଲ୍‌ଫି ଉଠାଇ ସୋସିଆଲ୍‌ ମିଡିଆରେ ପୋଷ୍ଟ କରିବା ନିଶା ପ୍ରାୟ ସମସ୍ତଙ୍କର ରହିଛି। ହେଲେ ସେଲ୍‌ଫି ନେବା ନିଶାରେ ବେଳେବେଳେ ଆମେ ଏମିତି ଭୁଲ୍‌ କରିଥାଉ, ଯାହା ଆମ ପାଇଁ ବିପଦ ହୋଇଥାଏ। ଏଭଳି ଏକ ଅଘଟଣ ଘଟିଛି ତେଲାଙ୍ଗାନର ନିଜାମାବାଦ୍‌ ଜିଲ୍ଲାରେ। ସୂଚନା ଅନୁସାରେ, ନିଜାମାବାଦ୍‌...

odisha
ଡିସେମ୍ବର ୨୨ରେ ବାରବାଟୀରେ ଭାରତ-ୱେଷ୍ଟ୍‌ଇଣ୍ଡିଜ୍ ଦିନିକିଆ ମ୍ୟାଚ୍‌

କଟକ: ଆସନ୍ତା ଡିସେମ୍ବର ୨୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମ୍‌ରେ ହେବ ଭାରତ-ୱେଷ୍ଟ୍‌ଇଣ୍ଡିଜ୍ ମଧ୍ୟରେ ଦିନିକିଆ ମ୍ୟାଚ୍‌। ମ୍ୟାଚ୍‌ ସମୟରେ ସୁରକ୍ଷା ବନ୍ଦୋବସ୍ତକୁ ନେଇ ଆଜି ପୁଲିସ୍‌ କମିଶନରଙ୍କ ସହ ଓସିଏ ସମ୍ପାଦକ ଆଲୋଚନ କରିଛନ୍ତି। ଡିସେମ୍ବର ୧୯ ତାରିଖରେ ଉଭୟ ଟିମ୍ ଭୁବନେଶ୍ୱରରେ ପହଞ୍ଚିବେ। କଡ଼ା ସୁରକ୍ଷା...

odisha
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନଶିକ୍ଷକ ନିଲମ୍ବିତ

କେନ୍ଦୁଝର(ପ୍ରଣୟ ପାଣି): ପୁଣି ଗୁରୁ ଶିଷ୍ୟ ପବିତ୍ର ବନ୍ଧନରେ ଲାଗିଲା କଳଙ୍କ। ଜଣେ ପ୍ରଧାନଶିକ୍ଷକ ହୋଇ ଛୋଟ ଛୋଟ ଝିଅଙ୍କୁ ଅସଦାଚରଣ କରିବା ଅଭିଯୋଗରେ କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍‌ ଅନ୍ତର୍ଗତ ବେଲଦା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବାଣେଶ୍ଵର ପାତ୍ର ନିଲମ୍ବିତ ହୋଇଛନ୍ତି। କେନ୍ଦୁଝର ଜିଲ୍ଲା...