• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

fire
ଆଖଣ୍ଡଳମଣି ମନ୍ଦିରର ଭଣ୍ଡାର ଘରେ ଅଗ୍ନିକାଣ୍ଡ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଆରଡ଼ି ଆଖଣ୍ଡଳମଣି ମନ୍ଦିରର ଭଣ୍ଡାର ଘରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ବାବା ଆଖଣ୍ଡଳମଣିଙ୍କ ପୂଜା ସାମଗ୍ରୀ ସମେତ ଦୈନନ୍ଦିନ ପିନ୍ଧା ରୂପା ଅଳଙ୍କାର ଓ ଲକ୍ଷାଧିକ ଟଙ୍କାର ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି। ମନ୍ଦିରର ରାତି...

accident
ଟ୍ରକ୍‌କୁ ପଛପଟୁ ପିଟିଲା ତୀର୍ଥଯାତ୍ରୀ ଗାଡ଼ି

ସୋର: ବାଲେଶ୍ୱର ଜିଲ୍ଲା NH-୧୬ ସୋର ଥାନା ଅନ୍ତର୍ଗତ ତଳନଗର ନିକଟରେ ଏକ ତୀର୍ଥଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୯ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ସୋର ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବାଲେଶ୍ୱର ମେଡିକାଲ୍‌କୁ ସ୍ଥାନାନ୍ତର...

odisha
ଦୁଇ ମାସରେ ୧ କୋଟିରୁ ଅଧିକ ଟଙ୍କାର ଜରିମାନା ଆଦାୟ

ଭୁବନେଶ୍ୱର: ସଂଶୋଧିତ ମୋଟର ଯାନ ଆଇନ୍‌ ଲାଗୁ ହେବା ପରେ ୨ ମାସରେ ଏକ କୋଟିରୁ ଅଧିକ ଟଙ୍କା ଜରିମାନା ଆଦାୟ ହୋଇଛି। ଏନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ବିଧାନସଭାରେ ଜଣାଇଛନ୍ତି। ଡ୍ରାଇଭିଂ ଲାଇସେନ୍ସ ନ ଥିବାରୁ ୫୩୧୭ ଜଣଙ୍କ ଠାରୁ ୪୬ ଲକ୍ଷ...

odisha
ସିଡିପିଓଙ୍କ ଘରେ ରେଡ୍‌

ବରଗଡ଼(ଦୀପକ ଶର୍ମା): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରପାଲି ସିଡିପିଓ ସଂଯୁକ୍ତା ଲେଙ୍କାଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢଉ କରାଯାଇଛି। ସଂଯୁକ୍ତାଙ୍କ ବରଗଡ ସହର ସ୍ଥିତ କାଳୀମନ୍ଦିର ଛକ ପାଖ ବାସଭବନ ଓ ପ୍ରଧାନପାଲି ସ୍ଥିତ ବାସଭବନରେ ଏକକାଳୀନ ଚଢ଼ଉ ଚାଲିଛି। ବରଗଡ ଭିଜିଲାନ୍ସ...

odisha
ଗୃହରେ ସ୍ମିତାରାଣୀ ଝଡ଼

ଭୁବନେଶ୍ୱର: ପିଇଓ ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗକୁ ନେଇ ଆଜି ବିଧାନସଭାରେ ହଙ୍ଗାମା ଦେଖିବାକୁ ମିଳିଛି। ତେବେ ଏହି ହଙ୍ଗାମା ମଧ୍ୟରେ ଗୃହରେ ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ସେ ଗୃହକୁ ଜଣାଇଛନ୍ତି ଯେ, ବେକରେ ଦଉଡ଼ି ଲାଗି ଶ୍ୱାସରୁଦ୍ଧ ଯୋଗୁ ସ୍ମିତାରାଣୀଙ୍କ ମୃତ୍ୟୁ ହୋଇଛି। ମୃତଦେହ...

baliyatra
୧୯ରେ ନୁହେଁ ୨୦ରେ ସରିବ କଟକର ଐତିହାସିକ ବାଲିଯାତ୍ରା

କଟକ: ଜମୁଛି କଟକର ଐତିହାସିକ ବାଲିଯାତ୍ରା। ଯାତ୍ରା ବୁଲିବା ସହ ଖାଦ୍ୟର ମଜା ନେଉଛନ୍ତି ଲୋକେ। ଦିନକୁ ଦିନ ଲୋକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳୁଛି। ତେବେ ୧୯ ତାରିଖରେ ସରିବାକୁ ଥିବା ବାଲିଯାତ୍ରା ୨୦ ତାରିଖରେ ସରିବ। ଏନେଇ କଟକ ଜିଲ୍ଲାପାଳ ଆଜି ଏହି ସୂଚନା ଦେଇଛନ୍ତି।...

Turkmenistan 4
ସତରେ କ’ଣ ଏହା ନର୍କର ପ୍ରବେଶ ପଥ ?

ନୂଆଦିଲ୍ଲୀ: ଆମେ ଯେଉଁଠି ରହୁ ସେହି ସ୍ଥାନକୁ ହିଁ ଆମେ ଆମର ଦୁନିଆ ଓ ସଂସାର ବୋଲି ଭାବି ନେଉ। ହେଲେ  ଦୁନିଆ ଖାଲି ସେତିକିରେ ସୀମିତ ନୁହେଁ । ହେଲେ ଆମେ ଏଠି ଆପଣଙ୍କୁ ଦୁନିଆ ନୁହେଁ, ନର୍କର ପ୍ରବେଶ ପଥ ବିଷୟରେ କହିବାକୁ ଯାଉଛୁ। ହଁ,...

odisha
ଜଙ୍ଗଲରୁ ମିଳିଲା ବୃଦ୍ଧ ଦମ୍ପତିଙ୍କ ମୃତଦେହ

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଅନ୍ତର୍ଗତ କାଶିପାଳ ଜଙ୍ଗଲରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଠାବ କରାଯାଇଛି। ଜମିଜମା ବିବାଦରୁ ସେମାନଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ମୃତ ଦମ୍ପତି ହେଲେ ବୁଦ୍ଧଦେବ ମହାକୁଡ ଓ ମାଳତୀ ଦେବୀ। ଗତ ଶୁକ୍ରବାର ବୃଦ୍ଧ ଦମ୍ପତି...

odisha
‘ମଦ ବିକ୍ରି କରି କ’ଣ ରାଜ୍ୟ ଚଳା ଯିବକି ?’

ଭୁବନେଶ୍ୱର: ଅଧିକ ମଦ ଦୋକାନ ଖୋଲିବା ଲାଗି ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ତୀବ୍ର ବିରୋଧ କରାଯାଉଛି। ମଦ ଦୋକାନ ଖୋଲିବା ସହ ବିଭିନ୍ନ ମେଳା ମହୋତ୍ସବରେ ମଦ ବିକ୍ରି ପାଇଁ ଅସ୍ଥାୟୀ ଲାଇସେନ୍ସ ଦେବାକୁ ବି ଅବକାରୀ ବିଭାଗ, ଜିଲ୍ଲାପାଳମାନଙ୍କୁ ଚିଠି ଲେଖିବାପରେ ଏହାକୁ ଜୋରାଦାର ବିରୋଧ କରିଛନ୍ତି...

dutee
TIME 100 Next ତାଲିକାରେ ଓଡ଼ିଆ ଆଥ୍‌ଲେଟ୍ ଦୂତି ଚାନ୍ଦ

ଭୁବନେଶ୍ୱର: ଓଡ଼ିଆ ଆଥ୍‌ଲେଟ୍ ତଥା ଅଲିମ୍ପିଆନ୍‌ ଦୂତି ଚାନ୍ଦଙ୍କ ନାଁ TIME 100 Next 2019 ତାଲିକାରେ ସ୍ଥାନ ପାଇଛି। ଏହି ତାଲିକାରେ ବିଶ୍ୱର ୧୦୦ ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ଦୂତି ଚାନ୍ଦ ସ୍ଥାନ ପାଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ନଭେମ୍ବର ୨୫ରେ ଏହାର ସମ୍ପୂର୍ଣ୍ଣ ତାଲିକା...

odisha
ବାଲି ତଳୁ ମିଳିଲା କଟା ମୁଣ୍ଡ

ମୋହନା: ମୃତଦେହ ମିଳିବାର ଦିନକ ପରେ ମିଳିଲା କଟା ମୁଣ୍ଡ। ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଭାଲିଆସାହି ଗାଁରେ ଗୁଣିଗାରେଡ଼ି ସନ୍ଦେହରେ ମଙ୍ଗଳବାର ଦିନ ଜଣେ ବୃଦ୍ଧଙ୍କୁ ଅତି ନିର୍ମମ ଭାବେ ହତ୍ୟା କରଯାଇଥିଲା। ତାଙ୍କ ନାଁ ଦସୁ ମଲ୍ଲିକ। ଗତକାଲି ଦସୁଙ୍କର ମୁଣ୍ଡ ବିହୀନ ମୃତଦେହ...

odisha
ମହଙ୍ଗା ପଡ଼ିଲା ଭୂତ ଛଡ଼ାଇବା ପ୍ରୟାସ, ବନ୍ଧା ହେଲେ ଗୁଣିଆ ଦମ୍ପତି

ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ରାଣୀଗୁଡ଼ା ଗାଁରେ ଭୂତ ଛଡ଼ାଇବା ନାଁରେ ଜଣେ ବାଳକକୁ ଗୁଣିଆ ନିର୍ଘାତ ମାଡ଼ ମାରିବା ଘଟଣାରେ ପୁଲିସ୍ ତତ୍ପରତା ଦେଖାଇଛି। ଏହି ଘଟଣାରେ ଗୁଣିଆ ଦମ୍ପତିଙ୍କୁ କମର୍ଦ୍ଦା ପୋଲିସ୍ ଗିରଫ କରି ସେମାନଙ୍କୁ ପଚରାଉଚରା କରୁଛି। ଗତକାଲି ଭୂତ ଛଡ଼ାଇବା ନାଁରେ ସମ୍ପୃକ୍ତ ବାଳକକୁ...

accident
ଭୟଙ୍କର ସଡ଼କ ଦୁର୍ଘଟଣା, ଚାଲିଗଲା ୭ ଜୀବନ

ସିକର: ରାଜସ୍ଥାନର ସିକର ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୭ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ଜଣ ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ବୁଧବାର ରାତିରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ସମସ୍ତ ମୃତାହତ ମାନେ ଏକ ଗାଡ଼ିରେ ଖଟୁଶ୍ୟାମ୍‌ ମନ୍ଦିରରୁ...

odisha
ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଗ୍ୟାସ୍‌ ଲିକ୍‌ ଘଟଣା: ଫ୍ୟାକ୍ଟ୍ରି ସିଲ୍‌ କଲା ପୁଲିସ୍‌, ୭ ଅଟକ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଖନ୍ତପଡ଼ା ଥାନା ଅନ୍ତର୍ଗତ ପଣପଣାରେ ଥିବା ଫାଲ୍‌କନ୍‌ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଗ୍ୟାସ୍‌ ଲିକ୍‌ ଘଟଣାରେ କମ୍ପାନୀ ବିରୋଧରେ ମାମଲା ରୁଜୁ ହୋଇଛି। ଏହାସହ ଏହି ଘଟଣାରେ ଫ୍ୟାକ୍ଟ୍ରିର ୭ ଅଧିକାରୀଙ୍କୁ ଅଟକ ରଖାଯାଇ ପଚରାଉଚରା ଚାଲିଛି। ଗତକାଲି ରାତିରେ ଏହି ଚିଙ୍ଗୁଡ଼ି ପ୍ରୋସେସିଂ ଫ୍ୟାକ୍ଟ୍ରିରେ...

odisha
୪୫ ହଜାର ୯୬୫ଜଣ ଅଯୋଗ୍ୟଙ୍କୁ ମିଳିଛି ‘କାଳିଆ’ ଯୋଜନା ଟଙ୍କା

ଭୁବନେଶ୍ୱର: ସାମ୍ନାକୁ ଆସିଲା ‘କାଳିଆ’ ଯୋଜନା ଘୋଟାଲାର ଆଉ ଏକ ତଥ୍ୟ। ଅନୁଦାନ ପ୍ରଦାନରେ ବ୍ୟାପକ ହେରଫେର ହୋଇଥିବା କଥା ସାମ୍ନାକୁ ଆସିଛି। ପ୍ରାୟ ୪୫ ହଜାର ଅଯୋଗ୍ୟଙ୍କୁ ସରକାରୀ ରାଜକୋଷରୁ କାଳିଆ ଟଙ୍କା ଯାଇଛି।  ବିଧାନସଭାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଏହି ତଥ୍ୟ ଦେଇଛନ୍ତି...

odisha
ବିଜେଡି ବିଧାୟକଙ୍କ ଉପରେ ଦଳୀୟ ସୁପ୍ରିମୋଙ୍କ କଡ଼ା ନଜର

ଭୁବନେଶ୍ୱର: ବିଜେଡି ବିଧାୟକଙ୍କୁ ଦଳୀୟ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଡ଼ା ନିର୍ଦ୍ଦେଶ। ଦୈନିକ ବିଧାନସଭାରେ ଉପସ୍ଥିତ ରହିବାକୁ ବିଜେଡି ବିଧାୟକମାନଙ୍କୁ ମୁଖ୍ୟମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏଣିକି ୨ ଦିନରୁ ଅଧିକ ଦିନ ଛୁଟିରେ ରହିଲେ ବିଧାୟକଙ୍କୁ ନେବାକୁ ପଡ଼ିବ ମୁଖ୍ୟମନ୍ତ୍ରୀଙ୍କ ଅନୁମତି। ଆଜି ଆୟୋଜିତ...

odisha
ତାରା କହିଲେ- ଆପଣମାନେ ଖୁସି ତ ?

ଭୁବନେଶ୍ୱର: ବିଧାନସଭାର ଶୀତକାଳୀନ ଅଧିବେଶନ ଆଜି ଆରମ୍ଭ ହୋଇଛି। ହେଲେ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଗୃହ ଭିତରେ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଗୃହ ଭିତରେ ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କହିବା ଶୈଳୀରେ ସଦସ୍ୟମାନଙ୍କୁ ଆପଣମାନେ ଖୁସି ତ...

monkey 22
ମାଙ୍କଡ଼ କଲା ଅନ୍‌ଲାଇନ୍‌ ସପିଂ !

ବେଜିଂ: ଆଜିକାଲି ଅନ୍‌ଲାଇନ୍‌ ସପିଂ କରିବା ଏକ ସାଧାରଣ କଥା ହୋଇଗଲାଣି, ଯାହାକୁ ଦେଖ ସିଏ ଅନ୍‌ଲାଇନ୍‌ରେ ସପିଂ କରୁଛନ୍ତି। ହେଲେ ଆପଣ କେବେ ଶୁଣିଛନ୍ତି କି ମାଙ୍କଡ଼ମାନେ ଅନ୍‌ଲାଇନ୍‌ରେ ସପିଂ କରିବା ? କଥାଟା ଶୁଣିକି ଅଜବ ଲାଗୁଥିଲେ ବି ଏମିତି କିଛି ଘଟଣା ଘଟିଛି ଚୀନ୍‌ରେ।...

odisha
ରୋଗୀଙ୍କ ଜୀବନ ସହ ଖେଳ, ଅସଲି ସାଜି ରୋଗୀଙ୍କ ଚିକିତ୍ସା କରୁଥିଲେ ନକଲି ଡାକ୍ତର

ରାଉରକେଲା: ନକଲି ସାର୍ଟିଫିକେଟ୍ ଦେଇ ଡାକ୍ତର ସାଜିଥିବା ପଦ୍ମନାଭନ ମୁଖୀ କାରୁଆଙ୍କୁ ପୁଲିସ୍‌ ଗିରଫ କରିଛି। ଗତକାଲି ବିଳମ୍ବିତ ରାତିରେ ରାଉରକେଲା ସେକ୍ଟର-୧୫ ସ୍ଥିତ ଘରୁ ସୁନ୍ଦରଗଡ଼ ଟାଉନ୍‌ ଥାନା ପୁଲିସ୍‌ ଗିରଫ କରି ତାଙ୍କୁ ପଚରାଉଚରା ଚଳାଇଛି। ଏଥିସହ ତାଙ୍କ ସାର୍ଟିଫିକେଟ୍‌ର ସତ୍ୟାସତ୍ୟ ନେଇ ମଧ୍ୟ ଯାଞ୍ଚ...

baripada
ଦରମା ନ ମିଳିବାରୁ ତାତିଲେ ସଫେଇ କର୍ମଚାରୀ, ପୌରପାଳିକା ଅଫିସ୍‌ ଭିତରକୁ ଫିଙ୍ଗିଲେ ଅଳିଆ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ସଫେଇ କର୍ମଚାରୀଙ୍କ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଦୀର୍ଘଦିନ ହେଲା ଦରମା ନ ମିଳିବାରୁ ବାରିପଦା ପୌରପାଳିକାର ସଫେଇ କର୍ମଚାରୀମାନେ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସଫେଇ କର୍ମଚାରୀମାନେ ସହରରୁ ଅଳିଆ ସଫା କରି ଆଣି ପୌରପାଳିକା କାର୍ଯ୍ୟାଳୟ ଭିତରକୁ ଫିଙ୍ଗିବା ସହ ଆନ୍ଦୋଳନ...