• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

salman-khan-02
ସଲମାନ୍‌ଙ୍କୁ କରୋନା ଭୟ !

ମୁମ୍ବାଇ: ସାରା ଦେଶରେ ଏବେ କରୋନା ଭାଇରସ୍‌ର ଭୟ। ଏହି ଆତଙ୍କରୁ ଫିଲ୍ମ ଇଣ୍ଡଷ୍ଟ୍ରି ବି ବର୍ତ୍ତିପାରିନାହିଁ। ଏହି ପ୍ରାଣଘାତୀ ରୋଗ ଭୟରେ ବହୁ ଫିଲ୍ମଷ୍ଟାର ନିଜର ଶୋ’ ଓ ଟୁର୍‌ କ୍ୟାନସ୍‌ଲ୍‌ କରି ସରିଲେଣି। ଦବଙ୍ଗ ଖାନ୍ ସଲମାନ୍‌ ଖାନ୍‌ ବି କରୋନା ଭାଇରସ୍‌କୁ ନେଇ ଭୟଭୀତ...

LOKA-SABHA
୭ କଂଗ୍ରେସ ସାଂସଦଙ୍କୁ ନିଲମ୍ୱନ କଲେ ବାଚସ୍ପତି

ନୂଆଦିଲ୍ଲୀ: ଲୋକସଭାରେ ଆଜି ବାରମ୍ବାର ହଙ୍ଗାମା କରିବା ପରେ ବାଚସ୍ପତି ଓମ୍ ବିର୍ଲା କଂଗ୍ରେସର ୭ ଜଣ ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ୭ ଜଣ ସାଂସଦଙ୍କୁ ବାଚସ୍ପତି ଓମ୍ ବିର୍ଲା ଆଜି ନିଲମ୍ବନ କରିଛନ୍ତି। ଚଳିତ ବଜେଟ ଅଧିବେଶନ ଶେଷ ହେବା ଯାଏ ଏହି...

whatsapp
ଆସିବ ହ୍ୱାଟ୍ସଆପ୍‌ର ନୂଆ ଫିଚର ! ମିଳିବ ଏମିତି ସୁବିଧା...

ନୂଆଦିଲ୍ଲୀ: ହ୍ୱାଟ୍ସଆପ୍‌ (WhatsApp) ଏହାର ୟୁଜର୍ସଙ୍କ ସିକ୍ୟୁରିଟିକୁ ଦୃଷ୍ଟିରେ ରଖି ଏକ ନୂଆ ଫିଚର ଆଣିବା ପାଇଁ ଯୋଜନା କରୁଛି। ଏହି ନୂଆ ଫିଚରରେ ଆପଣଙ୍କ ଚାଟିଂ ଅର୍ଥାତ୍‌ ଚାଟ୍‌ ବ୍ୟାକ୍‌ ଅପ୍‌ ପୂର୍ବ ଅପେକ୍ଷା ଆହୁରି ଅଧିକ ସୁରକ୍ଷିତ ରହିବ। WABetaInfo ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ,...

money
ହୋଲି ପୂର୍ବରୁ ୬ କୋଟି କର୍ମଚାରୀଙ୍କୁ ମୋଦି ସରକାରଙ୍କ ଝଟ୍‌କା

ନୂଆଦିଲ୍ଲୀ: ହୋଲି ପୂର୍ବରୁ ବେତନଭୋଗୀଙ୍କୁ ମୋଦି ସରକାରଙ୍କ ଝଟ୍‌କା। କାହିଁକି ନା କେନ୍ଦ୍ର ସରକାର EPFO (Employees’ Provident Fund Organisation) ସୁଧ ହାର ହ୍ରାସ କରିଛନ୍ତି। EPFO ସୁଧ ହାର ୦.୧୫ ପ୍ରତିଶତ ପଏଣ୍ଟ୍‌ ହ୍ରାସ ହୋଇଛି। ଅର୍ଥାତ୍‌ ସୁଧ ହାର ୮.୬୫%ରୁ ୮.୫୦%କୁ ହ୍ରାସ ହୋଇଛି।...

team india
ମହିଳା ଟି-୨୦ ବିଶ୍ୱକପ୍ ଫାଇନାଲ୍‌ରେ ଭାରତ

ସିଡନୀ: ସେମି ଫାଇନାଲ ମ୍ୟାଚ୍‌ ନ ଖେଳିବି ଅଷ୍ଟ୍ରେଲିଆରେ ଚାଲିଥିବା ମହିଳା-ଟି୨୦ ବିଶ୍ୱକପ୍‌ ଫାଇନାଲରେ ପହଞ୍ଚି ଯାଇଛି ଭାରତ। ଆଜି ଇଂଲଣ୍ଡ ବିପକ୍ଷରେ ଟିମ୍‌ ଇଣ୍ଡିଆ ସେମି ଫାଇନାଲ ମ୍ୟାଚ୍‌ ଖେଳିବାର ଥିଲା। ହେଲେ ପ୍ରବଳ ବର୍ଷା ଲାଗି ରହିବାରୁ ମ୍ୟାଚ୍‌କୁ ବାତିଲ କରାଯାଇଥିଲା। କିନ୍ତୁ ଟିମ୍‌ ଇଣ୍ଡିଆ...

Coronavirus
ଭାରତବାସୀଙ୍କୁ ଭୟଭୀତ ହେବାର ଆବଶ୍ୟକତା ନାହିଁ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ: କରୋନା ଭାଇରସ୍‌ ପାଇଁ ଭାରତବାସୀଙ୍କୁ ଆତଙ୍କିତ ହେବାର ଆବଶ୍ୟକତା ନାହିଁ। ବିଦେଶ ଭ୍ରମଣ ହେତୁ ଭାରତୀୟ ନାଗରିକଙ୍କଠାରେ କରୋନା ପଜିଟିଭ୍‌ ବାହାରିଛି। ବିଦେଶ ମାଟିରେ ହିଁ ସେମାନଙ୍କ ଶରୀରରେ ଏହି ଭୂତାଣୁ ପ୍ରବେଶ କରିଛି। ତେବେ ଏଥିପାଇଁ ଭାରତବାସୀଙ୍କୁ ଏତେ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି...

coronavirus 1
କରୋନା ଭୟ: ପତ୍ନୀଙ୍କୁ ବାଥରୁମ୍‌ ଭିତରେ ବନ୍ଦ କଲେ ସ୍ୱାମୀ

ଭିଲ୍‌ନିୟସ୍‌: ପ୍ରାଣଘାତୀ କରୋନା ଭାଇରସ୍‌କୁ ନେଇ ସାରା ବିଶ୍ୱ ଏବେ ଚିନ୍ତାରେ। ପ୍ରତିଦିନ ବିଶ୍ୱର ବିଭିନ୍ନ ସ୍ଥାନରେ ଲୋକେ କରୋନା ଭାଇରସ୍‌ରେ ଆକ୍ରାନ୍ତ ହେଉଥିବା ଘଟଣା ସାମ୍ନାକୁ ଆସୁଛି। ବର୍ତ୍ତମାନ ସୁଦ୍ଧା ୪୦ଟି ଦେଶ କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। କେବଳ ଚୀନ୍‌ରେ କରୋନା ଭାଇରସ୍‌ରେ ୩୦୦୦ରୁ...

bankl-1
ଏପ୍ରିଲ୍‌ ୧ରୁ ବ୍ୟାଙ୍କିଙ୍ଗ ସେକ୍ଟରରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ ୧ ତାରିଖରୁ ବ୍ୟାଙ୍କିଙ୍ଗ ସେକ୍ଟରରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆସନ୍ତା ୧ ତାରିଖରୁ ଦେଶକୁ ୪ଟି ନୂଆ ଓ ବଡ଼ ସରକାରୀ ବ୍ୟାଙ୍କ ମିଳିବ। ଏହି ନିଷ୍ପତ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ଅନୁମୋଦନ ଦେଇଛି। ଗତବର୍ଷ ଅଗଷ୍ଟ...

Coronavirus
ପାରାଦୀପରେ କରୋନା ସନ୍ଦିଗ୍ଧ !

ପାରାଦୀପ(ରମାକାନ୍ତ ନାୟକ): ପାରାଦୀପରେ ଦୁଇ ଜଣ ‘କରୋନା’ ସନ୍ଦିଗ୍ଧ ଚିହ୍ନଟ ହୋଇଛନ୍ତି। ସିଙ୍ଗାପୁରରୁ ଆସି ପାରାଦୀପ ବନ୍ଦରରେ ଲାଗିଥିବା ଏକ ଜାହାଜରେ ଥିବା ଉଭୟ ସ୍ୱାମୀ ଓ ସ୍ତ୍ରୀ ନିକଟରେ କରୋନା ଭାଇରସ୍‌ର କିଛିଟା ଲକ୍ଷଣ ଦେଖାଦେଇଛି। ଏନେଇ ସୂଚନା ପାଇବା ପରେ ଡାକ୍ତରୀ ଟିମ୍ ଜାହାଜରେ ପହଞ୍ଚି...

pm modi
ସୋଶାଲ୍‌ ମିଡିଆରୁ ସନ୍ନ୍ୟାସ ନେଇ ସସ୍‌ପେନ୍ସ ଦୂର କଲେ ମୋଦି, ଟ୍ୱିଟ୍‌ କରି ଦେଲେ ଏମିତି ସୂଚନା

ନୂଆଦିଲ୍ଲୀ: ସୋଶାଲ ମିଡିଆରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସନ୍ନ୍ୟାସ ନେଇ ଲାଗି ରହିଥିବା ସସ୍‌ପେନ୍ସ ଶେଷରେ ଦୂର ହୋଇଛି। ଗତକାଲି ପ୍ରଧାନମନ୍ତ୍ରୀଙ୍କ ଏକ ଟ୍ୱିଟ୍‌ ସମସ୍ତଙ୍କୁ ଅଡ଼ୁଆରେ ପକାଇ ଦେଇଥିଲା। ଆଉ ଏହି ଟ୍ୱିଟ୍‌ ପରେ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା ଯେ ସୋଶାଲ୍‌ ମିଡିଆରୁ ମୋଦି ବିଦାୟ ନେଇପାରନ୍ତି।...

BMC vehicle
ନିୟମ ଭାଙ୍ଗିଲା BMC ଗାଡ଼ି, ପଡ଼ିଲା ୩୨ ହଜାର ଟଙ୍କା ଫାଇନ୍‌

ଭୁବନେଶ୍ୱର: ମାର୍ଚ୍ଚ ୧ରୁ ନୂଆ ଟ୍ରାଫିକ ନିୟମ କଡ଼ାକଡ଼ି ହେବାପରେ ନିୟମ ଉଲ୍ଲଂଘନକାରୀଙ୍କୁ ଆଉ କୌଣସି ନିସ୍ତାର ନାହିଁ। ଯେଉଁମାନେ ନିୟମ ଭାଙ୍ଗୁଛନ୍ତି ସେମାନଙ୍କ ନିକଟରୁ ଜରିମାନା ଆଦାୟ ହେଉଛି। ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ର ୨ଟି ଅଳିଆ ବୁହା ଡମ୍ପର ଗାଡ଼ିକୁ ୩୨ ହଜାର ୫୦୦ ଟଙ୍କା ଜରିମାନା...

auto
ନିୟମ ଭାଙ୍ଗି ୩୦ ହଜାର ଟଙ୍କା ଗଣିଲେ ଅଟୋ ଚାଳକ

ସମ୍ୱଲପୁର(ସଞ୍ଜୟ ଜେନା): ମାର୍ଚ୍ଚ ୧ ତାରିଖରୁ ସାରା ରାଜ୍ୟରେ ଟ୍ରାଫିକ ନିୟମ କଡ଼ାକଡ଼ି ହୋଇଛି। ଆଜି ସମ୍ୱଲପୁର ସହର ସ୍ଥିତ ଲକ୍ଷ୍ମୀ ଟକିଜ୍‌ ଛକରେ ଜଣେ ଅଟୋ ଚାଳକ ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ପରିବହନ ବିଭାଗ ୩୦ ହଜାର ୫ ଶହ ଟଙ୍କା ଚାଲାଣ କାଟିଛି।...

Superintendent Engineer
ଭିଜିଲାନ୍ସ ଜାଲରେ ସୁପରିଣ୍ଟେଣ୍ଡ୍‌ଣ୍ଟ୍‌ ଇଞ୍ଜିନିୟର

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଭିଜିଲାନ୍ସ ଜାଲରେ ଅଧୀକ୍ଷଣ ଯନ୍ତ୍ରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ରୋଡ୍ ଆଣ୍ଡ ବିଲ୍ଡିଂର ସର୍କଲ ଅଧୀକ୍ଷଣ ଯନ୍ତ୍ରୀ ବିନୋଦ ପାଢ଼ୀଙ୍କ ସରକାରୀ ବାସଭବନରେ ଆଜି ସକାଳେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି। ବିନୋଦଙ୍କ ଗଞ୍ଜାମ ବ୍ଲକରେ ଥିବା ମାର୍କେଟ କମ୍ପଲେକ୍ସ ଓ ଖଲ୍ଲିକୋଟରେ...

odisha
ସ୍କୁଲ୍‌ରେ ଶୋଇ ପଡ଼ିଲେ ଦିଦି, ଭିଡିଓ ଭାଇରାଲ

ବ୍ରହ୍ମପୁର: ମଧ୍ୟାହ୍ନ ଭୋଜନ ସମୟରେ ଛାତ୍ରଛାତ୍ରୀ ଖାଇବାକୁ ବସିଥିବାବେଳେ ଜଣେ ଶିକ୍ଷୟିତ୍ରୀ ସ୍କୁଲ ଭିତରେ ଆରାମ୍‌ରେ ଶୋଇଥିବା ଦେଖିବାକୁ ମିଳିଛି। ସେହିପରି ମେଡିକାଲ୍‌ ଭିତରେ ଜଣେ କର୍ମଚାରୀ ଚେୟାର ଉପରେ ଗୋଡ଼ ରଖି ଶୋଇଥିବା ଦୃଶ୍ୟ ଏବେ ସାମ୍ନାକୁ ଆସିଛି। ଯାହାର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ ହୋଇଛି।...

explosion
ଖେଳୁଥିବା ବେଳେ ଫାଟିଲା ବ୍ୟାଟେରୀ, ୩ ନାବାଳକ ଗୁରୁତର

ବ୍ରହ୍ମପୁର: ଏକ ପରିତ୍ୟକ୍ତ ସ୍ଥାନରୁ ବ୍ୟାଟେରୀ ପାଇ ଖେଳୁଥିବା ବେଳେ ତାହା ଫାଟିଯିବାରୁ ୩ ନାବାଳକ ଗୁରୁତର ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ସୋମପୁର ଗାଁରେ ଆଜି ଏହି ଅଘଟଣ  ଘଟିଛି। ଗୁରୁତର ୩ ନାବାଳକଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି। ଆଜି ସକାଳ...

odisha
ପୁଅକୁ ନିସ୍ତୁକ ପିଟିଲା ପୁଲିସ୍‌, ପ୍ରତିବାଦରେ ସମର୍ଥକଙ୍କ ସହ ଧାରଣାରେ ବସିଲେ ବିଧାୟକ

ରାଉରକେଲା: “ମୋ ପୁଅ ଓ ତା’ର ସାଙ୍ଗମାନେ ଏକ ବିବାହ ମଣ୍ଡପ ଗେଟ୍‌ ପାଖରେ ଛିଡ଼ା ହୋଇଥିଲେ। ହଠାତ୍‌ ପିସିଆର ଭ୍ୟାନ୍‌ ସେଠାରେ ପହଞ୍ଚି ବିନା କାରଣରେ ସେମାନଙ୍କୁ ନିସ୍ତୁକ ପିଟିଥିଲେ।।” ଏଭଳି କିଛି ଅଭିଯୋଗ ଆଣି ରଘୁନାଥପାଲି ଥାନା ସମ୍ମୁଖରେ ଗତକାଲି ବିଳମ୍ୱିତ ରାତିରୁ ଧାରଣାରେ ବସିଥିଲେ...

puri accident
ହଠାତ୍‌ ଡିଭାଇଡର ଉପରେ ଚଢ଼ିଗଲା କାର୍‌, ଭୟଭୀତ ହୋଇ ଗାଡ଼ି ଛାଡ଼ି ପଳାଇଲେ ଲୋକେ

ପୁରୀ: ଦ୍ରୁତ ଗତିରେ ଯାଉଥିଲା କାର୍‌। ହଠାତ୍‌ ଡ୍ରାଇଭର ଜଣକ ଭାରସାମ୍ୟ ହରାଇବାରୁ ଗାଡ଼ିଟି ରାସ୍ତାରେ ଥିବା ଡିଭାଇଡର୍‌ ଉପରକୁ ଚଢ଼ି ଯାଇଥିଲା। ହଠାତ୍‌ ଏଭଳି ଘଟଣା ଦେଖି ରାସ୍ତାରେ ଯାଉଥିବା ଅନ୍ୟ ଲୋକମାନେ ଆଶ୍ଚର୍ଯ୍ୟ ଓ ଭୟଭୀତ ହୋଇଯାଇଥିଲେ। ଏପରିକି ବାଇକ୍‌ ଆରୋହୀମାନେ ଦୁର୍ଘଟଣା ଆଶଙ୍କାରେ ଭୟଭୀତ...

plus two exam
ଆଜିଠୁ ଯୁକ୍ତ ୨ ପରୀକ୍ଷା

ଭୁବନେଶ୍ୱର: ଯୁକ୍ତ ଦୁଇ ପରୀକ୍ଷା ଆଜିଠୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଦେଉଛନ୍ତି ବିଜ୍ଞାନ ଛାତ୍ରଛାତ୍ରୀ। ଆଜି ଦିନ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇଥିଲା। ଦିନ ଗୋଟାଏ ଯାଏ ଚାଲିବ। ସମୁଦାୟ ୧,୧୪୩ ଟି ପରୀକ୍ଷା କେନ୍ଦ୍ରରେ ସାଢ଼େ ୩ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା...

traffic-1
ଟ୍ରାଫିକ୍‌ ନିୟମ ଭାଙ୍ଗିଲେ ପୁଅ, ୮୦ ହଜାର ଟଙ୍କା ଫାଇନ୍‌ ଦେଲେ ବାପା

ସମ୍ବଲପୁର: ୬ ମାସର ଅବଧି ଶେଷ ହେବାପରେ ମାର୍ଚ୍ଚ ୧ରୁ ରାଜ୍ୟରେ ନୂଆ ଟ୍ରାଫିକ୍ ନିୟମ କଡ଼ାକଡ଼ି ଭାବେ ଲାଗୁ ହେବାସହ ଜୋରଦାର ଧରପଗଡ଼ ଚାଲିଛି। ଯେଉଁମାନେ ନିୟମ ଭାଙ୍ଗୁଛନ୍ତି ସେମାନଙ୍କ ନିକଟରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଛି। ଫାଇନକୁ ନେଇ କିିଛି ସ୍ଥାନରେ ଗାଡ଼ି ଚାଳକ...

traffic checking
୨୪ ଘଣ୍ଟାରେ କୋଟିଏ ଟଙ୍କାର ଜରିମାନା

ଭୁବନେଶ୍ୱର: ଗତକାଲିଠୁ ସାରା ରାଜ୍ୟରେ ଟ୍ରାଫିକ ନିୟମ ଉଲଂଘନକାରୀଙ୍କ ବିରୋଧରେ ଜୋରଦାର ଧରପଗଡ଼ ଆରମ୍ଭ ହୋଇଛି। ୨୪ ଘଣ୍ଟା ଭିତରେ ଟ୍ରାଫିକ ନିୟମ ଧରପଗଡ଼ରୁ ୧ କୋଟି ୬ ଲକ୍ଷ ଟଙ୍କା ଜରିମାନା ଆଦାୟ ହୋଇଛି। ୩ ହଜାର ୮୭୦ ଲୋକଙ୍କଠାରୁ ଏହି ଫାଇନ ଆଦାୟ ହୋଇଛି। ଏହାବ୍ୟତୀତ...