• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

rain
ଆସନ୍ତା ୪୮ ଘଣ୍ଟା ପାଇଁ ୧୩ ଜିଲ୍ଲାକୁ ସତର୍କ କରାଇଲା ପାଣିପାଗ ବିଭାଗ

ଭୁବନେଶ୍ୱର: ସାରା ରାଜ୍ୟରେ ଅଦିନିଆ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରାଇଛି। ପୁଣି ଆସନ୍ତା ୨ଦିନ ପାଇଁ ୧୩ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି। ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ଢେଙ୍କାନାଳ, ନୟାଗଡ଼, କଟକ, ଖୋର୍ଦ୍ଧା, ଜଗତସିଂହପୁର ଓ ଗଞ୍ଜାମ ପାଇଁ...

deadbody
ହେଲମେଟ୍ ଭାସୁଥିବା ଦେଖିବା ପରେ ପୋଖରୀରୁ ଉଦ୍ଧାର ହେଲା ମୃତଦେହ

ଯାଜପୁର: ଯାଜପୁର ସଦର ଥାନା କବୀରପୁର ନିକଟ ପୋଖରୀରୁ ଦୁଇ ଯୁବକଙ୍କ ମୃତଦେହ ମିଳିଛି।ଗତକାଲି ରାତିରେ ଯାଜପୁର ଟାଉନ୍ ଅଞ୍ଚଳର ଅଭିଜିତ୍ ଉପାଧ୍ୟାୟ ଓ ସୁଶୀଲ ରାୟ ଘରୁ କଟକ ଯାଉଥିଲେ। କିନ୍ତୁ କିଛି ସମୟ ପରେ ସେମାନେ କୁଆଡେ ଗଲେ ତାହା ଜଣାପଡ଼ିନଥିଲା। ପରେ ଆଜି ପୋଖରୀରେ...

bank-herpher
ବ୍ୟାଙ୍କ ମ୍ୟାନେଜରଙ୍କ ବଦଳି ପରେ ଖୋଲିଲା ବଡ଼ ଗୁମର

ଗଞ୍ଜାମ: ନକଲି ସୁନା କିନ୍ତୁ ଅସଲି ଠକେଇ। ନକଲି ସୁନା ରଖି ବ୍ୟାଙ୍କ କର୍ମଚାରୀ ଅନ୍ୟ ଜଣକ ନାଁରେ କୋଟି କୋଟି ଟଙ୍କା ଉଠାଇ ଆତ୍ମସାତ କରିଛନ୍ତି। ପୂର୍ବତନ ବ୍ୟାଙ୍କ ମ୍ୟାନେଜରଙ୍କ ବଦଳି ପରେ ଏବେ ଏହି ଗୁମର ଖୋଲିଛି। ଏଭଳି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ଭଂଜନଗର...

bolangir-rain
ବଞ୍ଚିବାକୁ ଆଶ୍ରୟ ନେଇଥିଲେ, ଆସିଲା ମରଣ

ବଲାଙ୍ଗିର: ବଲାଂଗିର ଜିଲ୍ଲା ଲୋଇସିଂହା ଥାନା ବୁର୍ଡା ଗାଁରେ ଅଘଟଣ। ବର୍ଷା ଓ ପବନ ହେବାରୁ ୫ଜଣ ଲୋକ ବାଉଁଶ ବୁଦା ତଳେ ଆଶ୍ରୟ ନେଇଥିଲେ। ହତାଠ୍ ବୁଦା ଉପୁ଼ଡି ପଡିବାରୁ ସମସ୍ତେ ଫସିଯାଇଥିଲେ। ଲୋଇସିଂହା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ବାଉଁଶ ବୁଦାକୁ ମେସିନ କଟରରେ କାଟି...

fake-note
୨ ଲକ୍ଷ ୬ ଶହ ନକଲି ନୋଟ୍ ଜବତ କଲା ଏସଟିଏଫ୍

ବରଗଡ଼: ବରଗଡ଼ରେ ଜବତ ହେଲା ନକଲି ଟଙ୍କା। ଶହେ କି ହଜାରେ ନୁହେଁ, ୨ ଲକ୍ଷ ୬୦୦ ଟଙ୍କାର ନକଲି ନୋଟ୍ ହୋଇଛି ଜବତ। ବରଗଡ଼ର ଭଟଲି ଛକରୁ ଏହି ନକଲି ନୋଟ୍ ଜବତ କରିଛି କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ(ଏସଟିଏଫ୍)। ଏହି ଘଟଣାରେ ୩ ଜଣଙ୍କୁ ଗିରଫ...

corona
ଝାରସୁଗୁଡାରେ କରୋନା ସନ୍ଦିଗ୍ଧ!

ଝାରସୁଗୁଡ଼ା: କରୋନାକୁ ନେଇ ସାରା ରାଜ୍ୟରେ ଏବେ କୋକୁଆ ଭୟ। ନିକଟ ଅତୀତରେ ପାରାଦୀପ ଅଞ୍ଚଳର ଦମ୍ପତି କରୋନା ଆକ୍ରାନ୍ତ ସନ୍ଦେହ କରି ମେଡିକାଲରେ ଭର୍ତ୍ତି ହୋଇଥିଲେ। ଆଜି ପୁଣି ଝାରସୁଗୁଡ଼ା ମେଡିକାଲରେ ଭର୍ତ୍ତି ହୋଇଛନ୍ତି ଆଉ ଜଣେ କରୋନା ସନ୍ଦିଗ୍ଧ। ଝାରସୁଗୁଡ଼ା ଜିଲ୍ଲାର ଜଣେ ବ୍ୟକ୍ତି ମାଲେସିଆରୁ...

odisha
ଫାଟିଲା ପାଇପ୍‌, ଘରେ ପଶିଲା ପାଉଁଶ ପାଣି

ଅନୁଗୁଳ(ବିରଜା ପ୍ରସାଦ ଦାଶ): ଅନୁଗୁଳ ଜିଲ୍ଲା ତାଳଚେର ସ୍ଥିତ TTPSର ଆସ୍‌ ପାଇପ୍‌ ଫାଟିବା ଯୋଗୁ ରାସ୍ତା, ଚାଷ ଜମି ଓ କିଛି ଘର ଭିତରେ ପାଉଁଶ ପାଣି ପଶିଯାଇଛି। ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଜଗନ୍ନାଥପୁର ଗାଁ ନିକଟରେ ଏହି ପାଇପ୍‌ ଫାଟି ଯାଇଛି। ଏନେଇ...

whale
ସମୁଦ୍ର କୂଳରୁ ବିଶାଳ ମୃତ ତିମି ଉଦ୍ଧାର

କୋଣାର୍କ(ସଞ୍ଜୟ ପତି): ପୁରୀ ଜିଲ୍ଲା ଅସ୍ତରଙ୍ଗର ଗୁଣ୍ଡଳବା ନିକଟ ସମୁଦ୍ର କୂଳରୁ ଏକ ବିଶାଳକାୟ ତିମି ମାଛର ମୃତଦେହ ଠାବ ହୋଇଛି। ଗତକାଲି ସନ୍ଧ୍ୟାରେ ମୃତଦେହ ଦେଖି ସ୍ଥାନୀୟ ଲୋକେ ବନବିଭାଗକୁ ଖବର ଦେଇଥିଲେ। ଆଜି ସକାଳୁ ଅସ୍ତରଙ୍ଗ ବନ କର୍ମଚାରୀ ପହଞ୍ଚି ଜେସିବି ମେସିନ୍ ସାହାଯ୍ୟରେ ତିମିକୁ...

care
କରୋନା ଭାଇରସ୍‌ରୁ ପିଲାଙ୍କୁ କିପରି ଦୂରେଇ ରଖିବେ ? ଜାଣନ୍ତୁ...

ଦିନକୁ ଦିନ ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ସଂକ୍ରମଣକୁ ରୋକିବା ସବୁ ଦେଶ ପାଇଁ ଏକ ବଡ ଚ୍ୟାଲେଞ୍ଜ ହୋଇଛି। ଭାରତରେ ୩୦ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବା ପରେ ଚିକିତ୍ସା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। କରୋନା ସଂକ୍ରମିତ ଦେଶରୁ ଆସିଥିବା...

odisha
ମୁମ୍ବାଇରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ

ଖଲ୍ଲିକୋଟ: ମୁମ୍ୱାଇରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ହେଲେ ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ରାଣିପଡ଼ା ଗାଁର ଗୌରାଙ୍ଗ ଗୌଡ଼। ସେ ୨ ମାସ ହେବ ମୁମ୍ୱାଇରେ ରହି ଏକ ଘରୋଇ ସଂସ୍ଥାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ।...

odisha
SCBରେ ଭର୍ତ୍ତି କରୋନା ସନ୍ଦିଗ୍ଧ ଦମ୍ପତିଙ୍କ ସାମ୍ପଲ୍ ନେଗେଟିଭ୍

କଟକ: କଟକ SCBରେ ଭର୍ତ୍ତି ହୋଇଥିବା କରୋନା ସନ୍ଦିଗ୍ଧ ଦମ୍ପତିଙ୍କ ସାମ୍ପଲ୍ ନେଗେଟିଭ୍ ଆସିଛି। ପୁନେ ଲ୍ୟାବରେ ଦମ୍ପତିଙ୍କ ରକ୍ତ ଓ ସ୍ୱାବ୍ ପରୀକ୍ଷା କରାଯାଇଥିଲା। ତେବେ ସେମାନଙ୍କର ସାମ୍ପଲ୍‌ ନେଗେଟିଭ୍‌ ଆସିଛି। ପାରାଦୀପରେ ଲାଗିଥିବା ଏକ ଜାହାଜରେ ଏହି ଦମ୍ପତି ଆସିଥିଲେ। ଉଭୟଙ୍କୁ SCBର ସ୍ୱତନ୍ତ୍ର ଆଇସୋଲେସନ୍...

parliament
ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ, ଓଡ଼ିଶାର ୪ ଆସନ ପାଇଁ ହେବ ନିର୍ବାଚନ

ନୂଆଦିଲ୍ଲୀ/ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ୧୭ଟି ରାଜ୍ୟର ୫୫ ଜଣ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଏପ୍ରିଲ ମାସରେ ଶେଷ ହେଉଛି। ଖାଲି ହେଉଥିବା ୫୫ଟି ଆସନ ମଧ୍ୟରୁ ଓଡ଼ିଶାର ୪ଟି ରାଜ୍ୟସଭା ଆସନ ରହିଛି। ଏହି ସବୁ ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ...

scb
କଟକ SCBରୁ ଚମ୍ପଟ୍ ମାରିଥିବା କରୋନା ସନ୍ଦିଗ୍ଧଙ୍କ ମିଳିଲା ପତ୍ତା

କଟକ: କଟକ SCB ମେଡିକାଲ୍‌ରୁ ଚମ୍ପଟ୍‌ ମାରିଥିବା କରୋନା ସନ୍ଦିଗ୍ଧଙ୍କ ପତ୍ତା ମିଳିଛି। ଭୁବନେଶ୍ୱରର ଏକ ହୋଟେଲରେ ସନ୍ଦିଗ୍ଧ ଆୟର୍ଲାଣ୍ଡ ନାଗରିକଙ୍କୁ ଠାବ କରାଯାଇଛି। ଗତକାଲି ରାତିରୁ ସମ୍ପୃକ୍ତ ବ୍ୟକ୍ତି ଜଣକ କେଉଁ ଆଡ଼େ ଚମ୍ପଟ ମାରିଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ସନ୍ଦିଗ୍ଧ ବ୍ୟକ୍ତି ଜଣକ ଭୁବନେଶ୍ୱରର...

odisha
ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ଜୟପୁର(ଟି.ଗୌରୀଶଙ୍କର): କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅନ୍ତର୍ଗତ ଚନ୍ଦ୍ରପୋଡ଼ା ସ୍ଥିତ ଆଦର୍ଶ ବିଦ୍ୟାଳୟ ହଷ୍ଟେଲରୁ ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଛାତ୍ରୀ ହେଲେ ରାମଗିରି ଗାଁର ବିଳାସିନୀ। ସେ ନବମ ଶ୍ରେଣୀର ଛାତ୍ରୀ ଥିଲେ। ଗତକାଲି ସକାଳେ ହଷ୍ଟେଲରେ ଖାଇବା ସମୟରେ ବିଳାସିନୀ ଅନୁପସ୍ଥିତ ଥିଲେ।...

rainfall
୩ ଦିନ ଯାଏ ଲାଗି ରହିବ ବର୍ଷା ! ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଘୂର୍ଣ୍ଣିବଳୟ ପ୍ରଭାବରେ ସାରା ରାଜ୍ୟରେ ୩ ଦିନ ଯାଏ ବର୍ଷା ଲାଗି ରହିବ ! ଆଜି ଓ ଆସନ୍ତାକାଲି ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଆଉ ୮ ତାରିଖରେ କେବଳ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହୋଇପାରେ। ଏହି ଜିଲ୍ଲାଗୁଡ଼ିକ ହେଲା-କୋରାପୁଟ,...

odisha
ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଆର୍‌ଟିଓ

ନବରଙ୍ଗପୁର: ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଆର୍‌ଟିଓ ଗଣେଶ୍ୱର କହଁର। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଣେଶ୍ୱର କହଁରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢଉ ଚାଲିଛି। ନବରଙ୍ଗପୁରରେ ଥିବା ଗଣେଶ୍ୱରଙ୍କ ଭଡ଼ା ଘର ସହ ଅଫିସ, ଫୁଲବାଣୀ, ଭୁବନେଶ୍ୱର, ପାରଳାଖେମୁଣ୍ଡିରେ ଥିବା ଘରେ ମଧ୍ୟ ଜୟପୁର ଭିଜିଲାନ୍ସ ଟିମ୍...

attack
ଭୁବନେଶ୍ୱରରେ ଯୁବକଙ୍କୁ ବୀଭତ୍ସ ଭାବେ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ଗଣ୍ଡଗୋଳ ସାଂଘାତିକ ରୂପ ଧାରଣ କରିଛି। ଗୋଟିଏ ଗୋଷ୍ଠୀର ମରଣାନ୍ତକ ଆକ୍ରମଣରେ ଅପର ଗୋଷ୍ଠୀର ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। IRC ଭିଲେଜ୍ ଅଞ୍ଚଳରେ ଜଣେ ଯୁବକଙ୍କୁ ଏଭଳି ଆକ୍ରମଣ କରାଯାଇଛି। ଦୁର୍ବୃତ୍ତମାନେ ଯୁବକଙ୍କୁ ଅତି ବୀଭତ୍ସ...

SCB
କଟକ SCBରୁ କରୋନା ସନ୍ଦିଗ୍ଧ ଚମ୍ପଟ୍

କଟକ: କଟକ SCB ମେଡିକାଲ୍‌ରୁ ଜଣେ କରୋନା ସନ୍ଦିଗ୍ଧ ଚମ୍ପଟ୍‌ ମାରିଥିବା ସୂଚନା ମିଳିଛି। ଚମ୍ପଟ୍ ମାରିଥିବା ବ୍ୟକ୍ତି ଜଣଙ୍କ ଆୟର୍ଲାଣ୍ଡର ନାଗରିକ। ଗତକାଲି ଭୁବନେଶ୍ୱର ବିମାନବନ୍ଦରରେ ଯାଞ୍ଚ ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ କରୋନା ସନ୍ଦେହରେ SCB ଅଣାଯାଇଥିଲା। ବ୍ୟକ୍ତି ଜଣଙ୍କ ଶରୀରରେ ତାପମାତ୍ରା ଥିବାରୁ ସନ୍ଦେହ ସୃଷ୍ଟି...