• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

LPG
କମିଲା ଏଲ୍‌ପିଜି ସିଲିଣ୍ଡରର ଦାମ; ଆଜିଠୁ ନୂଆ ଦର ଲାଗୁ

ନୂଆଦିଲ୍ଲୀ: କମିଲା ଏଲ୍‌ପିଜି ସିଲିଣ୍ଡରର ଦାମ। ମାର୍ଚ୍ଚ ଆରମ୍ଭରୁ  ଅଣ ସବସିଡିଯୁକ୍ତ ୧୪.୨ କିଲୋଗ୍ରାମ ଏଲ୍‌ପିଜି ସିଲିଣ୍ଡର ୫୩ ଟଙ୍କା ଶସ୍ତା ହୋଇଛି। ଆଜିଠୁ ନୂଆ ଦର ଲାଗୁ ହୋଇଥିବା ଜଣାପଡ଼ିଛି। ରାଜଧାନୀ ଦିଲ୍ଲୀରେ ଏଲ୍‌ପିଜି ଗ୍ୟାସର ଦାମ ୮୫୮.୫୦ ଟଙ୍କା ରହିଥିବା ବେଳେ ଆଜିଠାରୁ ଏହା ୮୦୫.୫୦...

SCB
କଟକ SCBରେ ବିରଳ ଅସ୍ତ୍ରୋପଚାର

କଟକ: କଟକ ବଡ଼ ଡାକ୍ତରଖାନାରେ ଏକ ବିରଳ ଅସ୍ତ୍ରୋପଚାର ହୋଇଛି। ଦେବଗଡ଼ ଜିଲ୍ଲା ଛତାବର ଅଞ୍ଚଳର ସୁରେନ୍ଦ୍ର କୁମାର ପ୍ରଧାନଙ୍କ ଝିଅ ସ୍ମୃତିରେଖାଙ୍କ ହାତରେ ଏହି ଅପରେସନ କରାଯାଇଛି। ସ୍ମୃତିରେଖାଙ୍କ ଡାହାଣ ହାତର ବୁଢ଼ା ଆଙ୍ଗୁଠି ଭଲ ଭାବେ ବିକଶିତ ହୋଇ ନଥିବାରୁ ତାହା ଠିକ୍ ଭାବେ କାମ...

odisha
ଶ୍ରମିକ ସାଜିଲେ ବିଡିଓ; ବୋହିଲେ ବାଲି, ସିମେଣ୍ଟ

ଉମରକୋଟ: ବିଡିଓ ହୋଇ ମଧ୍ୟ ଶ୍ରମିକଙ୍କ ପରି କାମ କରିଲେ। ଏପରିକି ହାତରେ କୋଦାଳ ଧରି ବାଲି-ସିମେଣ୍ଟ ମିଶାଇବା ସହ ମେଟାଲ ପଥର ବୋହୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଶୁଣିକି ଟିକେ ଅଜବ ଲାଗୁଥିଲେ ମଧ୍ୟ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାରେ। ସୁଚନା ଅନୁସାରେ,...

lord lingaraj
ହୋଇପାରିଲାନି ‘ହାଣ୍ଡିଭଙ୍ଗା’ ଯାତ୍ରା, ଉପାସରେ ରହିଲେ ପ୍ରଭୁ ଲିଙ୍ଗରାଜ

ଭୁବନେଶ୍ୱର: ଏ ବର୍ଷ ମଧ୍ୟ ପ୍ରଭୁ ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା ହୋଇପାରିଲା ନାହିଁ। ଆଉ ଗତକାଲି ପ୍ରଭୁ ଲିଙ୍ଗରାଜ ଉପାସରେ ରହିଲେ। କପିଳନାଥ ମନ୍ଦିରର ଦୁଇ ସେବାୟତ ଗୋଷ୍ଠୀ ମଧ୍ୟରେ ବିବାଦ ଯୋଗୁ ଏପରି ଅଭାବନୀୟ ଘଟଣା ସୃଷ୍ଟି ହୋଇଛି। ପ୍ରଶାସନର ଘନ ଘନ ବୈଠକ ଓ ଆଲୋଚନା...

arrest
ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲେ ଯୁବ ବିଜେଡି ସଭାପତି

ଯାଜପୁର: ନାବାଳିକାଙ୍କୁ ଦୁର୍ଷ୍କମ ଅଭିଯୋଗରେ ରସୁଲପୁର ଯୁବ ବିଜେଡି ସଭାପତି ସୁବାସ ଖୁଣ୍ଟିଆଙ୍କୁ ପୁଲିସ୍‌ ଗିରଫ କରିଛି। ଯାଜପୁର କୁଆଖିଆ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁର୍ଷ୍କମ ଅଭିଯୋଗରେ ପୁଲିସ୍‌ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଗତ ୨୩ ତାରିଖରେ ଜଣେ ୧୧ ବର୍ଷର ଜଣେ...

bus accident
ଓଲଟିଲା ଯାତ୍ରୀବାହୀ ବସ୍‌, ଡ୍ରାଇଭର ଫେରାର

ସୋର (ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଭଗିଆ ଛକ ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିବାରୁ ୨୦ରୁ ଅଧିକ ଆହତ ହୋଇଛନ୍ତି।ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତରମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଆଜି...

Pigeon
ଫ୍ଲାଇଟ୍‌ ଭିତରେ ପାରା

ନୂଆଦିଲ୍ଲୀ: ବିମାନ ଭିତରେ ପାରା। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଅହମ୍ମଦାବାଦରୁ ରାଜସ୍ଥାନର ଜୟପୁର ଅଭିମୁଖେ ଯାତ୍ରା ପାଇଁ ବାହାରିଥିବା ଗୋ ଏୟାରର ଏକ ବିମାନ ଭିତରେ। ଶୁକ୍ରବାର ଦିନ ଗୋ ଏୟାରର ଏକ ବିମାନ ଉଡ଼ାଣ ଆରମ୍ଭ କରିବା...

Representational Image
କୋଲାବ ନଦୀରେ ବୁଡ଼ିଗଲେ ୩ କଲେଜ ଛାତ୍ର

କୋରାପୁଟ: ଫିକା ପଡ଼ିଗଲା ବାର୍ଥ ଡେ’ ପାର୍ଟି। ଜଣେ ବନ୍ଧୁଙ୍କ ଜନ୍ମଦିନ ପାଳନ କରିବାକୁ ୭ ଜଣ ସାଙ୍ଗ କୋଲାବ ଡ୍ୟାମ୍ ନିକଟକୁ ଯାଇଥିଲେ। ହେଲେ ସେଠାରେ ସେମାନଙ୍କ ମଧ୍ୟରୁ ୩ଜଣ ପାଣି ବୁଡ଼ି ଯିବା ଫଳରେ ସେମାନଙ୍କର ମୃତ୍ୟୁ ଘଟିଛି। କୋରାପୁଟ ଜିଲ୍ଲାରେ ଆଜି ଏହି ଅଭାବନୀୟ...

odisha 11
ବରିଷ୍ଠ IAS ସ୍ତରରେ ଅଦଳ ବଦଳ

ଭୁବନେଶ୍ୱର: ବରିଷ୍ଠ IAS ସ୍ତରରେ ଛୋଟ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। ରାଜ୍ୟପାଳଙ୍କ ସଚିବ ଭାବେ ପରିବହନ ସଚିବ ପ୍ରମୋଦ ମେହେର୍ଦ୍ଦାଙ୍କୁ ଦାୟିତ୍ୱ ମିଳିଛି। ସେହିପରି ରାଜ୍ୟପାଳଙ୍କ ସଚିବ ଥିବା ମଧୁସୂଦନ ପାଢୀଙ୍କୁ ଚକବନ୍ଦୀ କମିଶନର ଭାବେ ଦାୟିତ୍ୱ ମିଳିଛି।

dog
ମଣିଷ ପରେ ଏବେ କୁକୁରକୁ ଡେଇଁଲା କରୋନା ଭାଇରସ୍‌

ହଙ୍ଗକଙ୍ଗ: କରୋନା ଭାଇରସ୍‌ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ମଣିଷ ପରେ ଏବେ କୁକୁରଙ୍କୁ ଏହି ଘାତକ ଭାଇରସ୍‌ ଡେଇଁଛି। ହଙ୍ଗକଙ୍ଗର ଏକ ପୋମେରାନିଅନ ପ୍ରଜାତିର କୁକୁର କରୋନାରେ ଆକ୍ରାନ୍ତ ହୋଇଥିବା ଡାକ୍ତର ସ୍ପଷ୍ଟ କରିଛନ୍ତି। ଏଠାରେ ରହୁଥିବା ଜଣେ ବ୍ୟକ୍ତି ତାଙ୍କ ପାଳିତ...

odisha
ରାଜ୍ୟସଭା ଟିକେଟ୍‌ ପାଇଁ ବିଜେଡି-ବିଜେପି ମଧ୍ୟରେ ବୋଧେ ଆଲୋଚନା ହୋଇଛି: ସୁର ରାଉତରାୟ

ଭୁବନେଶ୍ୱର: ବିଜେପି-ବିଜେଡି ମଧ୍ୟରେ ହୋଇଛି କି ରାଜ୍ୟସଭା ସିଟ୍ ପାଇଁ ଡିଲ୍ ? ନବୀନଙ୍କ ସହ ଆଲୋଚନା ପାଇଁ ଆସିଛନ୍ତି କି ଅମିତ ଶାହ ? ଏଭଳି କିିଛି ପ୍ରଶ୍ନକୁ ନେଇ ଆଜି ବିଜେପି ଏବଂ ବିଜେଡିକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର...

puri
ଶ୍ରୀଜିଉ ଓ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ କଲେ କେନ୍ଦ୍ର ସ୍ୱରାଷ୍ଟ ମନ୍ତ୍ରୀ

ପୁରୀ/ଭୁବନେଶ୍ୱର: ଗତକାଲିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ସ୍ୱରାଷ୍ଟ ମନ୍ତ୍ରୀ ଅମିତ ଶାହ ଆଜି ପୁରୀ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି। ଏହାସହ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମଧ୍ୟ ଦର୍ଶନ କରିଛନ୍ତି ଶ୍ରୀ ଶାହ। ପୁରୀରେ ଶ୍ରୀଜିଉଙ୍କ ଆଶୀର୍ବାଦ ପରେ ଭୁବନେଶ୍ୱରରେ ପ୍ରଭୁ ଶ୍ରୀ...

odisha
ବାଇକ୍‌ ଡିକି ଭାଙ୍ଗି ଲୁଟି ନେଲେ ୭ଲକ୍ଷ ଟଙ୍କା

ଭଦ୍ରକ(ପାର୍ଥସାରଥୀ ନାୟକ): ବାଇକ୍‌ ଡିକି ଭାଙ୍ଗି ୭ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ଗତକାଲି ଭଦ୍ରକ ଜିଲ୍ଲା ତିହିଡି ଥାନା ଅଧିନ ପୀରହାଟ ହାଇସ୍କୁଲ ନିକଟରେ ଏପରି ଏକ ଲୁଟ୍‌ ଘଟଣା ଘଟିଛି। ତିହିଡ଼ି ପୁଲିସ୍‌ ପହଞ୍ଚି ଘଟଣାର ଖୋଳତାଡ଼ ଆରମ୍ଭ କରିଛି। ଅଭିଯୋଗ ଅନୁଯାୟୀ, ଚାନ୍ଦବାଲି ଥାନା ଖେରଙ୍ଗ...

odisha
ମାଟ୍ରିକ୍‌ ପରୀକ୍ଷା ଦେଇ ଘରକୁ ଫେରୁଥିଲେ, ଓଲଟି ପଡ଼ିଲା ଅଟୋ

ଉମରକୋଟ(କାର୍ତ୍ତିକ ମଲ୍ଲିକ): ମାଟ୍ରିକ୍‌ ପରୀକ୍ଷା ଦେଇ ଅଟୋରେ ପରୀକ୍ଷା କେନ୍ଦ୍ରରୁ ଘରକୁ ଫେରୁଥିବାବେଳେ ଦୁର୍ଘଟଣା ଘଟି ୮ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୭ ଜଣ ଛାତ୍ରୀ ଥିବାବେଳେ ଜଣେ ଛାତ୍ର ଅଛନ୍ତି। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍‌ ଅନ୍ତର୍ଗତ ଜୁନାପାଣି ଗାଁ ନିକଟରେ ଏହି...

odisha
ନିଆଁ ଆଁରେ ଜଳିଗଲା ଝିଅ ବାହାଘର ପାଇଁ ରଖାଯାଇଥିବା ଆସବାବ ପତ୍ର

କାମାକ୍ଷାନଗର: ନିଆଁରେ ଜଳି ପୋଡ଼ି ପାଉଁଶ ହୋଇଗଲା ଝିଅ ବାହାଘର ପାଇଁ ରଖାଯାଇଥିବା ଆସବାବ ପତ୍ର। ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍‌ ଅନ୍ତର୍ଗତ ବାଉଁଶକଣ ମାଟିଆ ସାହିରେ ଭୟାବହ ଅଗ୍ନିକାଣ୍ଡରେ ୧୩ ବଖରା ଘର ଜଳି ଯାଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି। ଖବର ପାଇ...

bank
୮ ଦିନ ବନ୍ଦ ରହିବ ବ୍ୟାଙ୍କ !

ନୂଆଦିଲ୍ଲୀ: ଆପଣଙ୍କ ପାଇଁ ଏହା ନିଶ୍ଚୟ ଏକ ଜରୁରୀ ଖବର ହୋଇପାରେ। ଆସନ୍ତା ମାର୍ଚ୍ଚ ମାସରେ ଯଦି ଆପଣଙ୍କର କିଛି ବ୍ୟାଙ୍କ ସମ୍ବନ୍ଧୀୟ ଜରୁରୀ କାମ ରହିଛି, ତା’ହେଲେ ଶୀଘ୍ର ଶେଷ କରି ଦିଅନ୍ତୁ। କାରଣ ସମୟ ଆଗରୁ ଯଦି ଏହା ନ କରନ୍ତି ହୁଏତ ଆପଣ ଅସୁବିଧାରେ...

Untitled-1
ପାଣିରେ ଭାସୁଥିଲା ନିଖୋଜ ନାବାଳକଙ୍କ ମୃତଦେହ

ଜଗତସିଂହପୁର: ଦୁଇ ଦିନ ପରେ ମିଳିଲା ନିଖୋଜ ନାବାଳକଙ୍କ ମୃତଦେହ। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ମହାନଦୀର କୋଟକଣା ଘାଟରେ ଗାଧୋଉଥିବା ବେଳେ ନାବାଳକ ଜଣକ ଗତ ଗୁରୁବାର ଦିନଠୁ ନିଖୋଜ ହୋଇଯାଇଥିଲେ। ଏହାପରେ ତାଙ୍କୁ ବହୁ ଖୋଜାଖୋଜି କରାଯାଇଥିଲେ ମଧ୍ୟ କିଛି ପତ୍ତା ମିଳିପାରିନଥିଲା। ଆଜି...

fish
ମାଛ ଭାଜିଲା ବେଳେ ବାହାରିଲା ପୋକ, ତା’ପରେ...

ସମ୍ବଲପୁର: ମାଛ ଭାଜିଲା ବେଳେ ପୋକ ବାହାରିବାରୁ ତୁମୁଳ କାଣ୍ଡ। ଏମିତି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଅଇଁଠାପାଲିରେ। ଶଙ୍କର ପ୍ରସାଦ ନାମକ ଜଣେ ବ୍ୟକ୍ତି ଗତକାଲି ସକାଳେ ଅଇଁଠାପାଲିର ଜଣେ ମାଛ ବିକାଳିଙ୍କ ପାଖରୁ ରୋହି ମାଛ କିଣିଥିଲେ। ମାଛକୁ ନେଇ ଘରେ ଭାଜିବାବେଳେ ସେଥିରୁ ପୋକ...

flight
ଆଜିଠୁ ଭୁବନେଶ୍ୱରରୁ ବାରାଣସୀକୁ ଉଡ଼ିବ ବିମାନ

ଭୁବନେଶ୍ୱର: ଭୁବନେଶ୍ୱରରୁ ବାରାଣସୀକୁ ଆଜିଠାରୁ ସିଧାସଳଖ ବିମାନ ଚଳାଚଳ ଆରମ୍ଭ କରିବ। ଇଣ୍ଡିଗୋ ଏଟିଆର-୭୨ ଆଜି ରାତି ୯ଟା ୨୫ରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚି ୯ଟା ୪୫ରୁ ଉଡ଼ାଣ ଆରମ୍ଭ କରିବ। ରାତି ୧୧ଟା ୪୦ରେ ବାରାଣସୀରେ ପହଞ୍ଚିବ। ଏହି ବିମାନରେ ମୋଟ୍ ୭୨...

odisha
ବାହା ବେଦୀ ପାଲଟିଗଲା ବ୍ରତ ବେଦୀ !

ଆଠଗଡ଼: ବାହା ବେଦୀ ପାଲଟିଗଲା ବ୍ରତ ବେଦୀ। ଆଉ ବିବାହ ପାଇଁ ସଜା ଯାଇଥିବା ବେଦୀ ସାଙ୍ଗେସାଙ୍ଗେ ହୋଇଗଲା ବ୍ରତ ବେଦୀ। ହଠାତ୍‌ ବଦଳିଗଲା ଚିତ୍ର ଓ ଚରିତ୍ର। ହେଲେ କ’ଣ ପାଇଁ କ୍ଷଣକ ଭିତରେ ବଦଳିଗଲା ସବୁକିଛି?  ହୁଏତ ଆପଣଙ୍କୁ ଏହା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିବ, ହେଲେ...