ବାଲେଶ୍ୱର: ଚାକିରି ଛାଡ଼ି ଫୁଲ ବ୍ୟବସାୟ କରି ନିଜେ ରୋଜଗାରକ୍ଷମ ହେବା ସହ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ରୋଜଗାରର ପନ୍ଥା। ଏଭଳି ସ୍ୱାବଲମ୍ବି ହୋଇଛନ୍ତି ବାଲେଶ୍ୱର ଜିଲ୍ଲା ସିମୁଳିଆର ମଇତାପୁର ଅଞ୍ଚଳର ଅଭୟ କୁମାର ସେଠୀ। ଅଭୟ ହେଉଛନ୍ତି ଉଚ୍ଚ ଶିକ୍ଷିତ। ତାଙ୍କର ଶିକ୍ଷାଗତ ଯୋଗ୍ୟତା ଏମ୍ବିଏ। ଏବେ...
କଟକ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଓଡ଼ିଶାଗସ୍ତକୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରିଛି କଂଗ୍ରେସ। କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଏକ ଟିମ୍ ଶାହଙ୍କ ଗସ୍ତକୁ ବିରୋଧ କରି ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥିସହିତ ଶାହଙ୍କ କୁଶପୁତ୍ତଳିକା ମଧ୍ୟ ଦାହ...
ବାଲେଶ୍ୱର: ବାଲେଶ୍ୱର ସହରରେ ଥିବା ବିଭିନ୍ନ ପାଥୋଲାବ୍ ଉପରେ ଅଚାନକ ଚଢ଼ଉ ହୋଇଛି। ଜଣେ ମାଜିଷ୍ଟ୍ରେଟ୍, ଡିଏସ୍ପିଙ୍କ ସମେତ ଛଅ ଜଣିଆ ଟିମ୍ ମିଳିତ ଭାବେ ୩୦ଟି ଲାବ୍ରେ ଚଢ଼ଉ କରି ଯାଞ୍ଚ କରିଛନ୍ତି। ଲାବ୍ ଉପକରଣ ଦେଖିବା ସହ ବିଭିନ୍ନ ନିୟମାବଳୀକୁ ସେମାନେ ମାନୁଛନ୍ତି କି ନାହିଁ,...
ସାଲେପୁର: ଛେଳି ଚୋରି କରିବାକୁ ଆସି ଇଲ୍ରେକ୍ଟ୍ରି ଖୁଣ୍ଟରେ ବନ୍ଧା ହେଲା ଚୋର। ଆଉ ଉତ୍ତମ ମଧ୍ୟମ ଛେଚିଲେ ଗାଁ ଲୋକେ। ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ଧର୍ମାଗତପୁର ଗାଁରେ। ଗତକାଲି ବିଳମ୍ୱିତ ରାତିରେ ୫ରୁ ଅଧିକ ଚୋର ଗୋରୁ ଓ...
ନୂଆଦିଲ୍ଲୀ: ନୂଆଦିଲ୍ଲୀର ପରବର୍ତ୍ତୀ ପୁଲିସ କମିଶନର ହେବେ ଏସଏନ୍ ଶ୍ରୀବାସ୍ତବ। ବର୍ତ୍ତମାନର ପୁଲିସ କମିଶନର ଥିବା ଅମୂଲ୍ୟ ପଟ୍ଟନାୟକଙ୍କ କାର୍ଯ୍ୟକାଳ ଆସନ୍ତାକାଲି ଶେଷ ହେଉଛି। ଅମୂଲ୍ୟ ପଟ୍ଟନାୟକଙ୍କର କାର୍ଯ୍ୟକାଳ ଜାନୁଆରୀ ୩୧ରେ ଶେଷ ହୋଇଥିଲା। ହେଲେ କେନ୍ଦ୍ର ସରକାର ତାଙ୍କ କାର୍ଯ୍ୟକାଳ ଫେବୃଆରୀ ୨୯ ଯାଏ ବଢ଼ାଇ ଦେଇଥିଲେ।...
ମୁମ୍ୱାଇ: ପରଦାରେ ଏକାଠି ଦେଖିବାକୁ ମିଳିପାରେ ବଲିଉଡ୍ରେ ସର୍ବଦା ଲାଇମ୍ ଲାଇଟ୍ରେ ରହୁଥିବା କପୁର ସିଷ୍ଟର୍ସ କରୀନା କପୁର ଓ କରିସ୍ମା କପୁରଙ୍କୁ। ପରଦାରେ କେବେବି ଏକାଠି ନଜର ଆସି ନାହାନ୍ତି ଏହି କପୁର ସିଷ୍ଟର୍ସ। ମିଳିଥିବା ସୂଚନା ଅନୁସାରେ କରିସ୍ମା ଓ କରୀନା ୨୦୦୧ରେ ରିଲିଜ୍ ହୋଇଥିବା...
କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅଞ୍ଚଳର ଜଣେ କଲେଜ ଛାତ୍ରୀଙ୍କୁ ଅପହରଣ ଘଟଣାରେ ପୁଲିସ୍ ୩ ଜଣ ଯୁବକଙ୍କୁ ଅଟକ ରଖିଛି। ଏଥିସହ ଏକ କାର୍ ଜବତ କରିଛି। ସୂଚନା ଅନୁସାରେ, ଗତକାଲି ଛାତ୍ରୀ ଜଣକ ସାଇକେଲ ଯୋଗେ କଲେଜରୁ ଘରକୁ ଫେରୁଥିବା ବେଳେ ୪...
ଭୁବନେଶ୍ୱର: ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ମଧ୍ୟାହ୍ନ ଭୋଜନ କରିବେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ଖାଲି ଅମିତ ଶାହ ନୁହଁନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ନବୀନ ନିବାସରେ ଆଜି ମଧ୍ୟାହ୍ନ ଭୋଜନ କରିବେ। ଏଥିଲାଗି...
ନୂଆଦିଲ୍ଲୀ: ତୃତୀୟ ତ୍ରୈମାସିକ ଜିଡିପି ପ୍ରକାଶ ପାଇବା ପୂର୍ବରୁ ଶେଆର୍ ମାର୍କେଟରେ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍ସେକ୍ସ ୧୧ ଶହ ପଏଣ୍ଟରୁ ଅଧିକ ଖସିଛି। ବିଶେଷ କରି ବ୍ୟାଙ୍କିଙ୍ଗ୍, ଅଟୋମୋବାଇଲ୍, ମେଟାଲ, ତେଲ ଓ ଗ୍ୟାସ୍ ସେକ୍ଟର ବିଶେଷ ଭାବେ ପ୍ରଭାବିତ...
ଭୁବନେଶ୍ୱର: ପୂର୍ବାଞ୍ଚଳ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ସ୍ପେଶାଲ ଫୋକସ୍ ଷ୍ଟେଟ୍ ଦାବି କରିଛନ୍ତି। ଲଗାତର ଭାବେ ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଥିବାରୁ ଭିତ୍ତିଭୂମି ଉନ୍ନୟନ କ୍ଷେତ୍ରରେ ସ୍ୱତନ୍ତ୍ର ଅର୍ଥନୈତିକ ପ୍ୟାକେଜ୍ ପାଇଁ ମୁଖ୍ୟମନ୍ତ୍ରୀ ଏହି ଦାବି କରିଛନ୍ତି। ସ୍ପେଶାଲ ଫୋକସ୍ ଷ୍ଟେଟ୍ ବ୍ୟତୀତ...
ଭୁବନେଶ୍ୱର: ଗଞ୍ଜେଇ ଚାଲାଣର ଅଭିନବ ପନ୍ଥା। କଦଳୀ କାନ୍ଧି ଗାଡ଼ିରେ ହେଉଛି ଗଞ୍ଜେଇ ଚୋରା ଚାଲାଣ। ଏମିତି କିଛି ଘଟଣା ଏବେ ସାମ୍ନାକୁ ଆସିଛି। ପୁଲିସ୍ ନିକଟରୁ ବର୍ତ୍ତିବା ପାଇଁ ଦୁର୍ବୃତ୍ତମାନେ ଏଭଳି କିଛି ନୂଆ ପନ୍ଥା ଆପଣାଇଥିବା ଜଣାପଡ଼ିଛି। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ଭୁବନେଶ୍ୱରକୁ ଏକ ଟ୍ରକ୍ ଯୋଗେ...
ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଆଜିଠାରୁ ରାଉରକେଲା ଆର୍ଟିଓ କାର୍ଯ୍ୟାଳୟ ଭିତରରେ ପାନ, ଗୁଟଖା ଖାଇବାକୁ ବାରଣ କରାଯାଇଛି। ଆରଟିଓ କର୍ମଚାରୀଙ୍କ ସହିତ ସାଧାରଣ ଲୋକ ମଧ୍ୟ ଏହି ନିୟମ ପାଳନ କରିବାକୁ ରାଉରକେଲା ପରିବହନ ଅଧିକାରୀ କଟକଣା ଜାରି କରିଛନ୍ତି। ଏଣିକି ପାନ କିମ୍ୱା ଗୁଟଖା ଖାଇ କାର୍ଯ୍ୟାଳୟ ପରିସରରେ...