• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

jhilik
ବିବାହ କଲେ ଝିଲିକ୍‌ !

ଭୁବନେଶ୍ୱର: ବାହା ହୋଇଗଲେ କି ଓଲିଉଡ୍‌ ଅଭିନେତ୍ରୀ ଝିଲିକ୍‌ ଭଟ୍ଟାଚାର୍ଯ୍ୟ ? ଓଲିଉଡ୍‌ର ଏହି ଚୁଲ୍‌ବୁଲି ନାୟିକା ଜଣେ ରାଜନେତାଙ୍କୁ ନିଜ ଜୀବନସାଥୀ ଭାବେ ବାଛିଥିବା ଶୁଣିବାକୁ ମିଳୁଛି। ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇଙ୍କୁ ଅଭିନେତ୍ରୀ ଝିଲିକ୍‌ ବିବାହ କରିଥିବା ନେଇ କିଛି ଫଟୋ ସୋଶାଲ୍‌ ମିଡିଆରେ ଭାଇରାଲ...

odisha
ବାହା ବେଦୀରୁ ବରକୁ ଉଠାଇ ନେଲା ପୁଲିସ୍‌

ଖୋର୍ଦ୍ଧା: ତୃତୀୟ ବିବାହ କରିବାକୁ ଯାଇ ହଟହଟା ହେଲା ବର। ଦ୍ୱିତୀୟ ପତ୍ନୀଙ୍କ ଅଭିଯୋଗ ଆଧାରରେ ବାହା ବେଦୀରୁ ଉଠାଇ ନେଲା ପୁଲିସ୍‌। ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଧଳାପଥର ଅଞ୍ଚଳରେ। ସୂଚନା ଅନୁସାରେ, ବୋଲଗଡ଼ ଥାନା ଅଞ୍ଚଳର ଶିବ ପ୍ରସାଦ ମଙ୍ଗରାଜ ନାମକ ଜଣେ ବ୍ୟକ୍ତି...

health minister
କରୋନାରେ ଆକ୍ରାନ୍ତ ବ୍ରିଟେନର ସ୍ୱାସ୍ଥ୍ୟମନ୍ତ୍ରୀ, ରହୁଛନ୍ତି ଅଲଗା

ଲଣ୍ଡନ: ଚୀନର ଉହାନରୁ ବ୍ୟାପିଥିବା ପ୍ରାଣଘାତୀ କରୋନା ଭାଇରସ୍‌ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର ବିଷୟ ପାଲଟିଛି। ସାରା ବିଶ୍ୱରେ ୪ ହଜାରରୁ ଅଧିକ ଲୋକ ଏହି କରୋନା ଭାଇରସରେ ମୃତ୍ୟୁବରଣ କରିଥିବା ବେଳେ ଲକ୍ଷେରୁ ଅଧିକ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ‌ଅଛନ୍ତି। ଏବେ ବ୍ରିଟେନର ସ୍ୱାସ୍ଥ୍ୟମନ୍ତ୍ରୀ...

temple
ମନ୍ଦିରରେ ଶିବଲିଙ୍ଗଙ୍କୁ ପିନ୍ଧାଗଲା ମାସ୍କ, ପୁରୋହିତ କହିଲେ....

ବାରଣାସୀ: ଚୀନରେ ମହାମାରୀ ରୂପ ନେଇଥିବା କରୋନା ସାରା ବିଶ୍ୱରେ ଆତଙ୍କ ଖେଳାଇଛି। ଦିନକୁ ଦିନ ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।  କରୋନାଠାରୁ ଦୂରେଇ ରହିବାକୁ ହେଲେ ସବୁଠାରୁ ବଡ ଏବଂ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେଉଛି ସଚେତନତା। ସଂକ୍ରମଣରୁ ବର୍ତ୍ତିବା ପାଇଁ ଲୋକଙ୍କୁ ବିଭିନ୍ନ...

congees
ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ୍‌- “ଆପଣ କଂଗ୍ରେସ ସରକାରରେ ଅସ୍ଥିରତା ସୃଷ୍ଟି ପାଇଁ ବ୍ୟସ୍ତ, ସେପଟେ...”

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ ଏକ ନିର୍ବାଚିତ କଂଗ୍ରେସ ସରକାରରେ ଅସ୍ଥିରତା ସୃଷ୍ଟି ପାଇଁ ଉଦ୍ୟମ କରୁଥିବାବେଳେ ଆନ୍ତର୍ଜାତିକ ବଜାରରେ ତୈଳଦର ୩୫ ପ୍ରତିଶତ ହ୍ରାସ ପାଇବା ଘଟଣାକୁ ଅଣଦେଖା କରିଛନ୍ତି...

Jyotiraditya Scindia's Son
“କ୍ଷମତା ପାଇଁ ମୋ ପରିବାର ଲାଳାୟିତ ନୁହଁନ୍ତି”

ଭୋପାଳ: ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡ଼ିବା ନିଷ୍ପତ୍ତିକୁ ତାଙ୍କର ପୁଅ ମହାନଆର୍ଯ୍ୟମନ୍‌ ସିନ୍ଧିଆ ସ୍ୱାଗତ ଜଣାଇଛନ୍ତି। ତାଙ୍କ ପରିବାର କେବେବି କ୍ଷମତା ପାଇଁ ଲୋଭ କରି ନାହାନ୍ତି ବୋଲି ଆର୍ଯ୍ୟମନ୍‌ କହିଛନ୍ତି। ଜ୍ୟୋତିରାଦିତ୍ୟ କଂଗ୍ରେସ ଛାଡ଼ିବା ନିଷ୍ପତ୍ତିକୁ ଆର୍ଯ୍ୟମନ୍‌ ସ୍ୱାଗତ ଜଣାଇବା ସହ ଟ୍ୱିଟ୍‌ କରି...

petrol pump
କମିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ମୂଲ୍ୟରେ ହ୍ରାସର ପ୍ରଭାବ ଏବେ ଭାରତୀୟ ବଜାରରେ ପଡ଼ିଛି। ଆଜି ଭାରତୀୟ ବଜାରରେ ପେଟ୍ରୋଲ ଓ ଡିଜେଲ ଦରରେ ଏକ ବଡ଼ ଧରଣର ହ୍ରାସ ଘଟିଥିବା ରେକର୍ଡ କରାଯାଇଛି। ପେଟ୍ରୋଲ ଓ ଡିଜେଲ ଦର ଲିଟର ପ୍ରତି ୨ଟଙ୍କାରୁ ଅଧିକ ହ୍ରାସ...

tea
ଚା’ ପତି ବଦଳରେ ଚା’ରେ ପଡ଼ିଲା କୀଟନାଶକ

ଜଳେଶ୍ୱର(ଅଜିତ ଦାସ): ଚା’ ପ୍ରସ୍ତୁତ ବେଳେ ଅଜାଣତରେ ସେଥିରେ ଚା’ ପତି ବଦଳରେ ପଡ଼ିଗଲା କୀଟନାଶକ। ଏହି ବିଷାକ୍ତ ଚା’ ପିଇ ୧୫ ଜଣ ଗୁରୁତର ହୋଇଛନ୍ତି। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ ଅନ୍ତର୍ଗତ ରଣସିଂହ ଗାଁରେ ଏଭଳି ଅଭାବନୀୟ ଘଟିଛି। ଗୁରୁତରଙ୍କ ମଧ୍ୟରୁ ୧୧ଜଣଙ୍କ ଅବସ୍ଥା ସଙ୍କଟାପନ୍ନ...

corona
କରୋନା ଆତଙ୍କ: ଭାରତରେ ପୁଣି ୧୮ଜଣଙ୍କ ରକ୍ତ ନମୁନା ପଜିଟିଭ

ନୂଆଦିଲ୍ଲୀ/କଟକ: ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା ପ୍ରାଣଘାତୀ କରୋନା ଭାଇରସ୍‌ ଏବେ ଭାରତ ପାଇଁ ଚିନ୍ତା ବଢ଼ାଇ ଦେଇଛି। କାହିଁକି ନା ପୁଣି ୧୮ଜଣଙ୍କ ରକ୍ତ ନମୁନା ପଜିଟିଭ ଆସିବା ପରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୬୨ରେ ପହଞ୍ଚିଛି। ପୁଣି କେରଳରେ ୮ଟି, ମହାରାଷ୍ଟ୍ରର ୫ଟି, କର୍ଣ୍ଣାଟକରେ ୪ଟି...

mp
ମଧ୍ୟପ୍ରଦେଶରେ ରାଜନୈତିକ ସଙ୍କଟ: ବିଧାୟକଙ୍କୁ ଅନ୍ୟତ୍ର ସିଫ୍ଟ କଲା ବିଜେପି

ଭୋପାଳ: ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ୨୧ ଜଣ ବିଧାୟକ କଂଗ୍ରେସରୁ ଇସ୍ତଫା ଦେବାପରେ କଂଗ୍ରେସ ନେତୃତ୍ୱାଧୀନ କମଲନାଥ ସରକାରଙ୍କ ପ୍ରତି ଅଡ଼ୁଆ ବଢ଼ିଛି। ଯାହାକି ଏବେ ମଧ୍ୟପ୍ରଦେଶ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। କଂଗ୍ରେସରୁ ଇସ୍ତଫା ଦେବାପରେ ଜ୍ୟୋତିରାଦିତ୍ୟ ଏବେ ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା...

train
କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ଷ୍ଟେସନ ମାଷ୍ଟର ନିଲମ୍ବିତ

ରାଉରକେଲା/ରାଜଗାଙ୍ଗପୁର: ରାଜଗାଙ୍ଗପୁର ଷ୍ଟେସନରେ ସୁପରଫାଷ୍ଟ ଟ୍ରେନ୍ ନ ଅଟକିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ରାଜଗାଙ୍ଗପୁର ଷ୍ଟେସନ ମାଷ୍ଟର ନିଲମ୍ବିତ ହୋଇଛନ୍ତି। ଚକ୍ରଧରପୁର DRM ଷ୍ଟେସନ ମାଷ୍ଟରଙ୍କୁ ନିଲମ୍ବିତ କରିଛନ୍ତି। ଗତକାଲି ପାଟନା-ବିଳାସପୁର ସାପ୍ତାହିକ ସୁପରଫାଷ୍ଟ ଟ୍ରେନ୍ ରାଜଗାଙ୍ଗପୁର ଷ୍ଟେସନରେ ଅଟକି ନ ଥିଲା।...

chicken
କୁକୁଡ଼ା ଗୋଟାକ ୧୦ ଟଙ୍କା !

କୋଣାର୍କ: କୁକୁଡ଼ା ଗୋଟାକ ୧୦ ଟଙ୍କା। ପ୍ରଥମେ କୁକୁଡ଼ା ଗୋଟାକ ୪୦ ଟଙ୍କା ଓ ୩ଟାକୁ ଶହେ ଟଙ୍କାରେ ବିକ୍ରି ପାଇଁ ମାଇକ୍‌ ମାଧ୍ୟମରେ ଘୋଷଣା ହୋଇଥିଲେ ମଧ୍ୟ ଏହାକୁ କିଣିବା ପାଇଁ ଲୋକେ ଆଗ୍ରହ ପ୍ରକାଶ କରିନଥିଲେ। ଶେଷରେ କୁକୁଡ଼ା ଗୋଟାକ ୧୦ ଟଙ୍କାରେ ବିକ୍ରି କରିବାକୁ...

5g-dmartphone
ଶସ୍ତାରେ କିଣନ୍ତୁ ଏହି ନୂଆ 5G ସ୍ମାର୍ଟଫୋନ୍‌

ନୂଆଦିଲ୍ଲୀ: ଭାରତରେ ଶସ୍ତାରେ ମିଳୁଛି 5G ସ୍ମାର୍ଟଫୋନ୍‌ IQOO 3। ଅନ୍‌ଲାଇନ୍‌ ସପିଂ ସାଇଟ୍‌ flipkartରେ ଆପଣ ଏହି ସୁବିଧା ପାଇପାରିବେ। କମ୍ପାନୀ ପକ୍ଷରୁ ଏହି 5G ସ୍ମାର୍ଟଫୋନ୍‌ 8GB+128GB Variant ର ମୂଲ୍ୟ ୩୬,୯୯୦ଟଙ୍କା, 8GB+256GB Variant ର ମୂଲ୍ୟ ୩୯,୯୯୦ ଟଙ୍କା, 12GB+256GB Variant ର...

sensex
ଷ୍ଟକ୍‌ ମାର୍କେଟରେ କରୋନା ଭୟ

ନୂଆଦିଲ୍ଲୀ: କରୋନା ଭୟ ଯୋଗୁ ଷ୍ଟକ୍‌ ମାର୍କେଟରେ କାରବାର ପ୍ରଭାବିତ ହୋଇଛି। ଆଜି କାରବାର ଆରମ୍ଭରୁ ଷ୍ଟକ୍‌ ମାର୍କେଟ ପ୍ରାୟ ୪ ପ୍ରତିଶତରୁ ଅଧିକ ହ୍ରାସ ପାଇଥିଲା। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ସୂଚକାଙ୍କ ୧୭୧୮ ପଏଣ୍ଟ ଖସି ୩୫ ହଜାର ୮୫୭ ପଏଣ୍ଟରେ ପହଞ୍ଚିଥିଲା। ସେହିପରି Nifty ସୂଚକାଙ୍କ...

holi
କିପରି ଖେଳିବେ ହୋଲି ? ସ୍ୱାସ୍ଥ୍ୟ ବିଭାଗ କଲା ସଚେତନ

ରାତି ପାହିଲେ ରଙ୍ଗର ପର୍ବ ହୋଲି। ଏଥିପାଇଁ ସବୁଠି ଉତ୍ସବର ପରିବେଶ। ତେବେ କରୋନା ଭାଇରସ୍‌ ଭୟରେ ହୋଲି ପାଇଁ ଖାଁ ଖାଁ ବଜାର।  ରଙ୍ଗ ବଜାରରେ ବ୍ୟବସାୟ ଆରମ୍ଭ ହୋଇ ନ ଥିବା କହିଛନ୍ତି ବ୍ୟବସାୟୀ। ରାସ୍ତା କଡ଼ରେ ମିଳୁଛି ରଙ୍ଗ ବେରଙ୍ଗର ହୋଲି ସାଙ୍ଗକୁ ବିଭିନ୍ନ ଡିଜାଏନର...

radha
ଦୋଳ ମଣ୍ଡପରେ ରାଧାକୃଷ୍ଣଙ୍କୁ ଦର୍ଶନ କରନ୍ତୁ

ଆଜି ୨୦୨୦ ମସିହା, ମାର୍ଚ୍ଚ ମାସ ୯ ତାରିଖ, ସୋମବାର। ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…

odisha
ବିଜୁ ବାବୁଙ୍କ ଘନିଷ୍ଠ ସହଯୋଗୀ ପ୍ରହ୍ଲାଦ ବେହେରାଙ୍କ ପରଲୋକ

ବୌଦ୍ଧ : ଅବିଭକ୍ତ ଫୁଲବାଣୀର ପୂର୍ବତନ ବିଧାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସାରଥୀ ଭାବେ ଜଣାଶୁଣା ପ୍ରହ୍ଲାଦ ବେହେରାଙ୍କର ଆଜି ସକାଳେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ‍‍‍ବୟସ ହୋଇଥିଲା। ଦୀର୍ଘ ବର୍ଷ ହେବ ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ...

cloudy
ହୋଲିକୁ ଫିକା କରିପାରେ ବର୍ଷା; ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ତେବେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଆଜି ମଧ୍ୟାହ୍ନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଆସନ୍ତାକାଲି ରାଜ୍ୟର ୧୪ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ...

loot-0
ବନ୍ଧୁକ ମୁନରେ ୪ଲକ୍ଷ ୬୦ହଜାର ଟଙ୍କା ଲୁଟ୍‌

ନରସିଂହପୁର(ଦିଲୀପ ପଣ୍ଡା): ବନ୍ଧୁକ ମୁନରେ ମଦ ଦୋକାନ କର୍ମଚାରୀଙ୍କ ନିକଟରୁ ୪ଲକ୍ଷ ୬୦ହଜାର ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। କଟକରୁ ଏଭଳି ଅଭିଯୋଗ ଆସିଛି। ଗତକାଲି ବିଳମ୍ବିତ ରାତିରେ କାନପୁର ଥାନା ଅନ୍ତର୍ଗତ ରିଷିପଡ଼ା ଛକ ନିକଟରେ ଥିବା ଏକ ବିଦେଶୀ ମଦ ଦୋକାନର ଦୁଇ ଜଣ...

tipper
୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଲା ଟିପ୍ପର, ଚାଲିଗଲା ଡ୍ରାଇଭରଙ୍କ ଜୀବନ

ମୁନିଗୁଡ଼ା(ନନ୍ଦକିଶୋର ପଟ୍ଟନାୟକ): ରାୟଗଡ଼ା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ଦେଓକୁପୁଲିଠାରେ ଥିବା ଏକ କ୍ରସର ପରିସରରେ ଏକ ଅଘଟଣ ଘଟିଛି। ପାର୍କିଂ ବେଳେ ଏକ ଟିପ୍ପର ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବାରୁ ଗାଡ଼ି ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ଗତକାଲି ସନ୍ଧ୍ୟାରେ କ୍ରସର ପରିସରରେ ଟିପ୍ପରଟି ପାର୍କିଂ...