ଉଦଳା: “ମାର୍ଚ୍ଚ ୫ ସନ୍ଧ୍ୟା ସାଢ଼େ ୬ଟାରୁ ମୋ ସ୍ୱାମୀଙ୍କୁ କିଏ ଅପହରଣ କରି ନେଇଛନ୍ତି। ଉଦଳା ବସ୍ ଷ୍ଟାଣ୍ଡ୍ରେ ଓହ୍ଲାଇ ଫୋନ୍ କରି ମୋତେ ଆକାଉଣ୍ଟ୍ ନମ୍ବର ମାଗିଥିଲେ। ତା’ପରଠୁ ଫୋନ୍ ସ୍ୱିଚ୍ ଅଫ୍ ଆସିଥିଲା”। ଏଭଳି କିଛି ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ୧୧...
ନୟାଗଡ଼: ପୁଣି ଓକିଲଙ୍କ ଦବଙ୍ଗଗିରି। ବିଚ୍ ରାସ୍ତାରେ ଜଣେ ଓକିଲ ନିଜ ମହକିଲଙ୍କୁ ମାଡ଼ ମାରୁଥିବା ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ ହୋଇଛି। ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍ ଅନ୍ତର୍ଗତ ଫତେଗଡ଼ ଥାନା ଅଞ୍ଚଳରେ। ଓକିଲଙ୍କ ଆକ୍ରୋଶର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ସ୍ଥାନୀୟ...
ବଣାଇ: ରେଗୁଲାର ଜାଗାରେ ଏକ୍ସ ରେଗୁଲାର ପ୍ରଶ୍ନପତ୍ରରେ ପରୀକ୍ଷା ଦେଲେ ଦୁଇ ଛାତ୍ରୀ। ଏଭଳି ଅଭିଯୋଗ ଆସିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ କେନା ଭେଟା କଲେଜରୁ। ମିଳିଥିବା ସୂଚନା ଅନୁସାରେ, ଗତ ୪ ତାରିଖରେ ଯୁକ୍ତ ଦୁଇ କଳାର ଦୁଇ ଛାତ୍ରୀ ପିଙ୍କି କିଷାନ ଏବଂ ଖିରେଶ୍ୱରୀ ଭଗତ...
ଭୁବନେଶ୍ୱର: ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ରାଜ୍ୟସଭା ନିର୍ବାଚନ ଲାଗି ଆଜି ବିଜେଡି ପ୍ରାର୍ଥୀ ଘୋଷଣା କରିଛନ୍ତି। ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ସୁବାସ ସିଂ, ବିଜେଡି ସଂଖ୍ୟାଲଂଘୁ ସେଲ୍ର ପରାମର୍ଶଦାତା ମୁନା ଖାଁ, ସ୍ପେସାଲ...
ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଓଡ଼ିଆ ସରକାରୀ ସ୍କୁଲରେ ପିଲାଙ୍କ ସଂଖ୍ୟା ବଢ଼ାଇବାକୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି। ଶନିବାର ଦିନ ପ୍ରଥମରୁ ପଞ୍ଚମ ଶ୍ରେଣୀର ପିଲାମାନେ ବିନା ବ୍ୟାଗରେ ସ୍କୁଲ ଆସିବେ ବୋଲି ନିୟମ କରାଯାଇଛି। ଏହାସହ ସ୍କୁଲରେ ସେମାନଙ୍କୁ ପାଠପଢ଼ା ଉପକରଣ ଓ ସମସ୍ତ...
ବାଲେଶ୍ୱର: ଟ୍ୟାକ୍ସ ଓ ପେନାଲ୍ଟି ବାବଦକୁ ଲକ୍ଷାଧିକ ଟଙ୍କା ଟିକସ ଦେଲେନି ବସ୍ ମାଲିକ। ଫଳରେ ମାଲିକଙ୍କ ଅନ୍ୟ ଏକ ବସ୍କୁ ଅଟକାଇ ସିଜ୍ କଲେ ଆର୍ଟିଓ। ଏଭଳି କିଛି ଘଟଣା ଘଟିଛି ବାଲେଶ୍ୱରରେ। ଆଜି ବାଲେଶ୍ୱର ଆର୍ଟିଓ ଅଫିସ ସାମ୍ନାରେ ‘ଶ୍ରୀ ଲୋକନାଥ’ ନାମକ ଏହି ଘରୋଇ...
ଭୁବନେଶ୍ୱର: ରାଜ୍ୟର ୫ଟି ଜିଲ୍ଲାରେ ଆଜି ବର୍ଷା ସହିତ ଝଡ଼ ତୋଫାନ ହେବାର ସମ୍ଭାବନା ରହିଛି। ଏହାସହ ଘଡ଼ଘଡ଼ି ମଧ୍ୟ ମାରିପାରେ। ଏଥିପାଇଁ ଦିନ ୧ଟା ୩୦ ପର୍ଯ୍ୟନ୍ତ ୫ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଜାରି...
ଭୁବନେଶ୍ୱରର: କରୋନା ସନ୍ଦେହରେ କଟକ SCB ଯାଇ ସେଠାରୁ ଫେରି ଆସି ଭୁବନେଶ୍ୱରର ଏକ ହୋଟେଲରେ ଆଇସୋଲେସନ୍ରେ ରହିଥିବା ବିଦେଶୀ ନାଗରିକଙ୍କୁ ଶେଷରେ କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଆୟର୍ଲାଣ୍ଡର ଏହି ନାଗରିକ ଓ ତାଙ୍କର ଜଣେ ସ୍ଥାନୀୟ ସହଯୋଗୀଙ୍କୁ ଆଇସୋଲେସନ୍ ଓ୍ୱାର୍ଡରେ ରଖାଯିବା ସହ ଡାକ୍ତରୀ ଟିମ୍...
ନୂଆଦିଲ୍ଲୀ: ପୁଲ୍ୱାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍ଆଇଏ) ଗତକାଲି ଆଉ ୨ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି। ଏମାନଙ୍କୁ ଗିରଫ ପରେ ଏକ ବଡ଼ ଖୁଲାସା ହୋଇଛି। ସେମାନଙ୍କ ମଧ୍ୟରୁ ଜଣେ ବିସ୍ଫୋରଣରେ ବ୍ୟବହୃତ ଆଇଡି ତିଆରି କରିବା ପାଇଁ ଆବଶ୍ୟକ କେମିକାଲ ଅନ୍ଲାଇନ୍ରେ ଆମାଜନ୍ରୁ କିଣିଥିଲେ...
ଆଜି ୨୦୨୦ ମସିହା, ମାର୍ଚ୍ଚ ମାସ ୭ ତାରିଖ, ଶନିବାର। ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…
ମୁଜାଫରପୁର: ବିହାରର ମୁଜାଫରପୁର ନିକଟ ଜାତୀୟ ରାଜପଥ-୨୮ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ସ୍କର୍ପିଓ ଓ ଟ୍ରାକ୍ଟର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। କାଣ୍ଟି ପୁଲିସ୍...
ଚୀନରେ ମହାମାରୀ ରୂପ ନେଇଥିବା କରୋନା ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଛି। ଦିନକୁ ଦିନ ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କରୋନାଠାରୁ ଦୂରେଇ ରହିବାକୁ ହେଲେ ସବୁଠାରୁ ବଡ ଏବଂ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେଉଛି ସଚେତନତା। କରୋନା ପ୍ରତି କିପରି ସତର୍କ...
ଭୁବନେଶ୍ୱର: କମିଲା ବସ୍ ଭଡ଼ା। ଗତକାଲି ବସ୍ ଭଡ଼ା କମାଇଛନ୍ତି ରାଜ୍ୟ ସରକାର। ଅର୍ଡିନାରୀ (ସାଧାରଣ) ଓ ଏକ୍ସପ୍ରେସ୍ ବସ୍ ଭଡ଼ା କିଲୋମିଟର ପିଛା ୧ ପଇସା ହ୍ରାସ ପାଇଛି। ସେହିପରି ଡିଲକ୍ସ ଓ ଏସି ଡିଲକ୍ସ କିଲୋମିଟର ପିଛା ୨ ପଇସା କମିଛି। ଅର୍ଡିନାରୀ ବସ୍ ଭଡ଼ା...
ଭୁବନେଶ୍ୱର: ଆସନ୍ତାକାଲି ଅନ୍ତର୍ଜାତୀୟ ମହିଳା ଦିବସ। ଏହି ଅବସରରେ ‘ମୋ ବସ୍’ରେ ଆସନ୍ତାକାଲି ମହିଳାମାନେ ମାଗଣାରେ ଯାତ୍ରା କରିପାରିବେ। ଏନେଇ ମୋ ବସ୍ ପରିଚାଳନା କରୁଥିବା କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (CRUT)ର ଜେନେରାଲ ମ୍ୟାନେଜର ଦିପ୍ତୀ ମହାପାତ୍ର ଏହି ସୂଚନା ଦେଇଛନ୍ତି। ଆସନ୍ତାକାଲି ଅନ୍ତର୍ଜାତୀୟ ମହିଳା ଦିବସ ଥିବାରୁ...
ଭୁବନେଶ୍ୱର: ବିଶ୍ୱବ୍ୟାପୀ ମହାମାରୀ ରୂପ ଧାରଣ କରିଥିବା କରୋନାକୁ ନେଇ ଏବେ ଓଡ଼ିଶା ଆଲର୍ଟ ହୋଇଛି। ତେବେ ପ୍ରାଣଘାତୀ କରୋନାସଂକ୍ରମଣକୁ ଆଖି ଆଗରେ ରାଜ୍ୟପାଳ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଚଳିତବର୍ଷ ହୋଲି ନଖେଳିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏନେଇ ରାଜଭବନ ପକ୍ଷରୁ ସୂଚନା ଜାରି ହୋଇଛି। ସୂଚନା ଅନୁସାରେ,...