ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ସହ ଜଡ଼ିତ ସମସ୍ତ ଆବେଦନର ଶୁଣାଣି ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠରେ ହିଁ ହେବ। ଏହି ସମ୍ବେଦନଶୀଳ ମାମଲାକୁ ୭ ଜଣିଆ ସାମ୍ବିଧାନିକ ଖଣ୍ଡପୀଠକୁ ପଠାଇବା ପାଇଁ ଏକାଧିକ ଆବେଦନ ହୋଇଥିଲା। ହେଲେ ସୁପ୍ରିମକୋର୍ଟ ଏହାକୁ ଖାରଜ କରି ଦେଇଛନ୍ତି। ପୂର୍ବଭଳି...
ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଦୋଷୀଙ୍କୁ କାଲି ମିଳିବ କି ଫାଶୀ ? କାହିଁକି ନା ଫାଶୀ ତାରିଖ ଘୁଞ୍ଚାଇବାକୁ ହୋଇଥିବା ଆବେଦନକୁ ପଟିଆଲା ହାଉସ୍ କୋର୍ଟ ଖାରଜ କରି ଦେଇଛନ୍ତି। ଆସନ୍ତାକାଲି ୪ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ଧାର୍ଯ୍ୟ ହୋଇଥିବା ସମୟ କିମ୍ବା...
କଟକ: ଆସନ୍ତା ମାର୍ଚ୍ଚ ୧୮ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ପ୍ରକ୍ରିୟା।ଏଥିପାଇଁ ୬୧ଟି ଖାତା ଦେଖା କେନ୍ଦ୍ର କରାଯାଇଛି। ଏହାସହ ଖାତା ଦେଖାରେ ୧୫ ହଜାର ଶିକ୍ଷକ ନିୟୋଜିତ ହେବେ। ଆଜି ମାଟ୍ରିକ ପରୀକ୍ଷା ସରିବା ପରେ ବୋର୍ଡ ପକ୍ଷରୁ ଏହି ସୂଚନା ଦିଆଯାଇଛି।...
ନରସିଂହପୁର: କଟକ ଜିଲ୍ଲା ନରସିଂହପୁରର ନୂଆଗଡ଼ ପଞ୍ଚାୟତ ଭୁସ୍କା ଗାଁରେ ଆଜି ଏକ ଦୁଃଖଦ ଘଟଣା ଘଟିଛି। ପାଣିରେ ବୁଡ଼ି ଦୁଇ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ପୂଜାରାଣୀ ସାହୁ ଓ ଶ୍ରଦ୍ଧା ପ୍ରଧାନ। ସେମାନେ ଚତୁର୍ଥ ଶ୍ରେଣୀରେ ପଢ଼ୁଥିଲେ। ଆଜି ସକାଳେ ପୂଜାରାଣୀ ଓ ଶ୍ରଦ୍ଧା...
ନୂଆଦିଲ୍ଲୀ: ଫାଶୀ ଦଣ୍ଡରୁ ବର୍ତ୍ତିବା ପାଇଁ ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୋଷୀ ପବନ ଗୁପ୍ତା ସୁପ୍ରିମକୋର୍ଟରେ ଆବେଦନ କରିଥିବା କ୍ୟୁରେଟିଭ ପିଟିସନ ଖାରଜ ହୋଇଯାଇଛି। ୨୦୧୨ ନିର୍ଭୟା ମାମଲାରେ ପବନ ସହ ଅନ୍ୟ ୩ ଜଣଙ୍କୁ ଫାଶୀ ଦଣ୍ଡ ମିଳିଛି। ପୂର୍ବରୁ ୩ ଜଣ ଦୋଷୀ କ୍ୟୁରେଟିଭ ଓ...
ପୁରୀ: ପୁରୀ ସହର ହେବ ଭିକାରି ମୁକ୍ତ ! ପୁରୀ ସହର ତଥା ଏହାର ଆଖପାଖ ଅଞ୍ଚଳକୁ ଭିକାରି ମୁକ୍ତ କରିବା ସହ ସେମାନଙ୍କର ପୁନର୍ବାସ କରିବାକୁ ନୀଳାଦ୍ରି ନିଳୟ ନାମକ ଏକ ଯୋଜନା ଆରମ୍ଭ ହୋଇଛି। ଏହି ଯୋଜନାରେ ସହରକୁ ଭିକାରି ମୁକ୍ତ କରାଯାଇ ଭିକ୍ଷାବୃତ୍ତି କରୁଥିବା...
ଭୁବନେଶ୍ୱର: ୬ ମାସର ଅବଧି ଶେଷ ହେବାପରେ ଗତକାଲିଠୁ ରାଜ୍ୟରେ ନୂଆ ଟ୍ରାଫିକ୍ ନିୟମ କଡ଼ାକଡ଼ି ଭାବେ ଲାଗୁ ହେବାସହ ଜୋରଦାର ଧରପଗଡ଼ ଚାଲିଛି। ଆଜି ଭୁବନେଶ୍ୱରରେ ଏକ ଘରୋଇ ଶିକ୍ଷାନୁଷ୍ଠାନର ୨ଟି ବସ୍କୁ ପରିବହନ ବିଭାଗ ସିଜ୍ କରିଛି। ଫିଟ୍ନେସ୍ ନ ଥାଇ ରାସ୍ତାରେ ଗଡ଼ିବା, ବୈଧ...
କୋଲକାତା/ଜଳେଶ୍ୱର: ଦୀଘା ମୁହାଣରୁ ମାଛ ଧରୁଥିବାବେଳେ ମତ୍ସଜୀବୀଙ୍କ ଜାଲରେ ପଡ଼ିଲା ୯୦୦ କିଲୋଗ୍ରାମର ମାଛ। ପଶ୍ଚିମବଙ୍ଗ ପୂର୍ବ ମେଦିନିପୁର ଜିଲ୍ଲାର ଦୀଘା ମୁହାଣରେ ଆଜି ମତ୍ସଜୀବୀମାନେ ମାଛ ଧରୁଥିବାବେଳେ ଜାଲରେ ଏହି ବିଶାଳ ମାଛଟି ପଡ଼ି ଯାଇଥିଲା। ଏହି ମାଛକୁ ମଗର ମାଛ ବୋଲି କୁହାଯାଉଥିବାବେଳେ ଏହାର ଓଜନ...
ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଧାମରା ବନ୍ଦରର ନୂଆ ଟର୍ମିନାଲରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଯିବା ଫଳରେ ଗଚ୍ଛିତ ସ୍ଲାବ୍ ଓ ଅନ୍ୟାନ୍ୟ ସାମଗ୍ରୀ ଜଳିଯାଇଛି। ଖବର ପାଇ ୨ଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ଅଗ୍ନିକାଣ୍ଡର ପ୍ରକୃତ...
ଭୁବନେଶ୍ୱର: ରାଜ୍ୟରେ କାଲିଠୁ ପୁଣି ଆରମ୍ଭ ହେବ ଅଦିନିଆ ବର୍ଷା। ଆସନ୍ତାକାଲିଠୁ ୮ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ...
କ୍ରାଇଷ୍ଟଚର୍ଚ୍ଚ: ତିନି ଦିନରେ ଶେଷ ହୋଇଯାଇଛି ଭାରତ-ନ୍ୟୁଜିଲ୍ୟାଣ୍ଡ ଦ୍ୱିତୀୟ ଟେଷ୍ଟ୍। ଆଉ ଏଥିରେ ହାରିଯାଇଛି ଭାରତ। ନ୍ୟୁଜିଲ୍ୟାଣ୍ଡ ଠାରୁ ୭ ୱିକେଟ୍ରେ ଏହି ମ୍ୟାଚ୍ ହାରିଯାଇଛି ଦଳ। ଏହା ସହିତ ଘରୋଇ ଦଳ ଏହି ସିରିଜ୍କୁ ୨-୦ରେ ଜିତି ଯାଇଛି। କାଇଲ ଜେମିସନ୍ଙ୍କୁ ‘ମ୍ୟାନ୍ ଅଫ୍ ଦ ମ୍ୟାଚ୍’...
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ସମୟରେ ଟ୍ରାଫିକ୍ ସମସ୍ୟା ଯୋଗୁ ଆମ୍ବୁଲାନ୍ସ ଫସି ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାରକେଡ୍ ଅଟକିଯିବା ସାଧାରଣ ଜନତାଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି। ଗତକାଲି ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା। ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ୪୫...
ଭୁବନେଶ୍ୱର: ୬ ମାସର ଅବଧି ଶେଷ ହେବାପରେ ଗତକାଲିଠୁ ରାଜ୍ୟରେ ନୂଆ ଟ୍ରାଫିକ୍ ନିୟମ କଡ଼ାକଡ଼ି ଭାବେ ଲାଗୁ ହୋଇଛି। ତଥାପି ସୁଧୁରି ନାହାନ୍ତି ବହୁ ବେପରୁଆ ଗାଡ଼ି ଚାଳକ। ଫାଇନକୁ ନେଇ କିିଛି ସ୍ଥାନରେ ଗାଡ଼ି ଚାଳକ ପୁଲିସ୍ ସହ ଯୁକ୍ତିତର୍କ କରିଥିବାବେଳେ ଆଉ କିଛି ସ୍ଥାନରେ...
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ଅନ୍ତର୍ଗତ ସୁନାପୁର ବେଳାଭୂମିରେ ଏକ ବିରାଟ ହ୍ୱେଲ୍ ସାର୍କର ମୃତ୍ୟୁ ଘଟିଛି। ୧୫ ଫୁଟିଆ ଏହି ସାର୍କଟି ଜୀବନ୍ତ ଅବସ୍ଥାରେ ଗତକାଲି ସମୁଦ୍ର କୂଳରେ ଲାଗିଥିଲା। ଏହାଦେଖି ସ୍ଥାନୀୟ ମତ୍ସ୍ୟଜୀବୀ ଓ ପିଲାମାନେ ସାର୍କଟିକୁ ସମୁଦ୍ର ଭିତରକୁ ଛାଡ଼ିବାକୁ ଚେଷ୍ଟା କରିଥିଲେ।...
ଭୁବନେଶ୍ୱର: ଆଜିଠୁ ଆହୁରି କଡ଼ାକଡ଼ି ହୋଇଛି ଟ୍ରାଫିକ ନିୟମ। ଯେଉଁମାନେ ନିୟମ ଖିଲାପ କରୁଛନ୍ତି ସେମାନଙ୍କ ନିକଟରୁ ଜରିମାନା ଆଦାୟ ହେଉଛି। ଡେଡ୍ ଲାଇନ ସରିବା ପରେ ଗାଡ଼ିର ସମସ୍ତ କାଗଜପତ୍ର କଡ଼ାକଡ଼ି ଯାଞ୍ଚ ହେଉଛି। ତେବେ ଆଜିଠୁ ଟ୍ରାଫିକ ନିୟମ ଅଧିକ କଡ଼ାକଡ଼ି ହେବାପରେ ରାଜଧାନୀ ଭୁବନେଶ୍ୱର...
ଭୋପାଳ: ମଧ୍ୟପ୍ରଦେଶରେ ଦୁଇ କାର୍ଗୋ ଟ୍ରେନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୩ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ୨ ଜଣ ଟ୍ରେନ୍ ଡ୍ରାଇଭର ବୋଲି କୁହାଯାଉଛି। ମଧ୍ୟପ୍ରଦେଶର ସିଙ୍ଗ୍ରାଉଲି ଜିଲ୍ଲାରେ ଆଜି ସକାଳ ୫ଟାରେ NTPCର ଏହି ଦୁଇ ଟ୍ରେନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା।...
ନୂଆଦିଲ୍ଲୀ/ଭୁବନେଶ୍ୱର: ଦିଲ୍ଲୀ ହିଂସାରେ କ୍ଷତିଗ୍ରସ୍ତ ହୋଇଥିବା ବିଏସ୍ଏଫ କନଷ୍ଟେବଲ ମହମ୍ମଦ ଆନିସ୍ଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଦିଲ୍ଲୀରେ ହିଂସା ବେଳେ ଦୁର୍ବୃତ୍ତମାନେ କନଷ୍ଟେବଲ ଆନିସଙ୍କ ଘର ପୋଡ଼ି ଦେଇଥିଲେ। ଆନିସ୍ ଓଡ଼ିଶାରେ ମୁତୟନ BSF...
ସୋର (ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ସୋରରେ ବାର୍ଡଫ୍ଲୁ ଆତଙ୍କ ଦେଖାଦେଇଛି। ଆଜି ସହରରେ ବହୁ ସଂଖ୍ୟକ କୁକୁଡ଼ା ମରିଯାଇଥିବା ଦେଖିବାକୁ ମିଳିଛି। ତେବେ କେମିତି ଏତେ ସଂଖ୍ୟାରେ କୁକୁଡାଙ୍କ ମୃତ୍ୟୁ ହେଲା, ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ କୁକୁଡ଼ା ମଡ଼କକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।...
ଭୁବନେଶ୍ୱର: ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସ ବର୍ମାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ଦାୟିତ୍ୱ ଦେଇଛନ୍ତି। ତାଙ୍କୁ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ତେବେ ନୂଆ ଦାୟିତ୍ୱ ସହ ସଞ୍ଜୟ ଦାସଙ୍କୁ କ୍ୟାବିନେଟ୍ ପାହ୍ୟା ମଧ୍ୟ ମିଳିଛି। ତେବେ ଯୋଜନା ବୋର୍ଡ ଉପାଧ୍ୟକ୍ଷ...
ଆସିକା: ଜାଲ୍ ସାର୍ଟିଫିକେଟର ପର୍ଦ୍ଦାଫାସ୍ କଲା ଆସିକା ପୁଲିସ୍। ଏଥିରେ ସମ୍ପୃକ୍ତ ଜଣେ ନକଲି ଶିକ୍ଷକଙ୍କ ସମେତ ୫ଜଣଙ୍କୁ ଗିରଫ କରିଛି ପୁଲିସ୍। ଗିରଫ ଅଭିଯୁକ୍ତ ହେଲେ ଗୌରୀଶଙ୍କର ଜେନା, ପ୍ରକାଶ ପଲାଇ, ଏ.ଧୀରେନ ଦୋରା, ରଞ୍ଜିତ ପାଲଟ ଓ ଦୁର୍ଗା ମିଶ୍ର। ସେମାନଙ୍କ ନିକଟରୁ ୫ଶହରୁ ଅଧିକ...