Advertisment

Panchang Today 24th March 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୨୪ ତାରିଖ ସୋମବାର। ଚନ୍ଦ୍ର- ଧନୁ ଦିବା ୧୦.୨୩ ଗତେ ମକର। ତିଥି- ୧୦ମୀ ନିଶାନ୍ତ ୦୫.୦୫ ଗତେ ୧୧ଶୀ।ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର, ଦିବା ୧୦.୨୩ ଗତେ ସିଂହ ରାଶିର। ଘାତବାର- ମିଥୁନ ରାଶିର। ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ରାତ୍ରି ୦୪.୨୬ ପର୍ଯ୍ୟନ୍ତ।

author-image
Deepak Acharya
ଅଦ୍ୟତନ ହୋଇଛି
undefined

Panchang

ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୨୪ ତାରିଖ ସୋମବାର। ଚନ୍ଦ୍ର- ଧନୁ ଦିବା ୧୦.୨୩ ଗତେ ମକର। ତିଥି- ୧୦ମୀ ନିଶାନ୍ତ ୦୫.୦୫ ଗତେ ୧୧ଶୀ।ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର, ଦିବା ୧୦.୨୩ ଗତେ ସିଂହ ରାଶିର। ଘାତବାର- ମିଥୁନ ରାଶିର। ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ରାତ୍ରି ୦୪.୨୬ ପର୍ଯ୍ୟନ୍ତ।

Advertisment

ଶୁଭସମୟ-

ପ୍ରାତଃ- ୦୫.୫୦ ରୁ ୦୭.୨୧

ଦିବା- ୧୦.୪୦ ରୁ ୦୧.୦୫

ଦିବା- ୦୪.୨୪ ରୁ ୦୫.୦୬

ସନ୍ଧ୍ୟା- ୦୬.୪୨ ରୁ ୦୯.୦୫

ରାତ୍ରି- ୧୧.୫୨ ରୁ ୦୨.୩୯

ଅଶୁଭସମୟ-

ରାହୁକାଳ- ପ୍ରାତଃ ୦୭.୨୧ ରୁ ୦୮.୫୧

କାଳବେଳା- ପ୍ରାତଃ ୦୭.୨୧ ରୁ ୦୮.୫୧

ବାରବେଳା- ଦିବା ୦୨.୫୪ ରୁ ୦୪.୨୪

କାଳରାତ୍ରି- ରାତ୍ରି ୧୦.୨୩ ରୁ ୧୧.୫୨

Astrology
Advertisment
Advertisment