କୁନି ଝିଅଟିଏ। ସବୁବେଳେ ଗାଁ ସାରା ଏପଟ ସେପଟ ହେଉଥାଏ ଏବଂ ଭଙ୍ଗା ହାଣ୍ଡି ମାଠିଆର ଖପରାକୁ ଆଣି ନିଜ ମନ ମୁତାବକ ସଜୋଉଥାଏ। ହେଲେ ତାର ଏହି ପିଲାଦିନର ଖେଳ ଏବେ ତାକୁ ଓ ତା ଗାଁକୁ ଦେଇଛି ନୂଆ ପରିଚୟ। ଏ ଗାଁକୁ ଏବେ ଲୋକେ କହୁଛନ୍ତି ଖପରା କଳାର ଗାଁ। ଆଉ କୁନିଝିଅ ସିଲିକୁ ନେଇ ତିଆରି ଏକ ସର୍ଟ ଫିଲ୍ମ ଏବେ ଜାତୀୟ ସ୍ତରରେ ଚର୍ଚ୍ଚାକୁ ଆସିଛି। ଆସନ୍ତୁ ଭେଟିବା ଏହି ଝିଅଟିକୁ।
Published: Otv Khabar Bureau
Last updated: 17 October 2021, 09:54 AM IST
ଆଜିଠୁ ଆରମ୍ଭ ହେଉଛି ଫଟାଫଟ କ୍ରିକେଟ ମହାକୁମ୍ଭ। କୋଭିଡ ଯୋଗୁଁ ଭାରତରୁ ସ୍ଥାନାନ୍ତରିତ ହୋଇ UAEରେ ଖେଳା ଯାଉଛି ଟି ୨୦ ବିଶ୍ୱକପ ।