Advertisment

ବର୍ଷିଲା ବିଜେପି, ଅସଲ ଅଭିଯୁକ୍ତକୁ ଧରିପାରିଲାନି କ୍ରାଇମ ବ୍ରାଞ୍ଚ

ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାକୁ ନେଇ ତଦନ୍ତ ବ୍ୟବସ୍ଥା ଉପରେ ବର୍ଷିଲା ବିଜେପି।

author-image
Otv Khabar Bureau

ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାକୁ ନେଇ ତଦନ୍ତ ବ୍ୟବସ୍ଥା ଉପରେ ବର୍ଷିଲା ବିଜେପି। ଘଟଣାରେ କ୍ରାଇମବ୍ରାଞ୍ଚ ମାସେ ଧରି ତଦନ୍ତ କରିବା ପରେ ବି ଅସଲ ଅଭିଯୁକ୍ତଙ୍କୁ ଧରିପାରିନଥିବା ବିଜେପି ଅଭିଯୋଗ କରିଛି।

Advertisment
Paralakhemundi ACF Death BJP Press Meet
Advertisment
Advertisment