Petrol Price Continues To Rise In Rourkela
ରାଉରକେଲାରେ ଆଜି ପୁଣି ବଢିଲା ତୈଳ ଦର । ରାଉରକେଲାରେ ପେଟ୍ରୋଲ ମୂଲ୍ୟ ୧୦୭ ଟଙ୍କା ୮୮ ପଇସାରେ ପହଞ୍ଚିଛି । ସେହିପରି ସ୍ପିଡ୍ ପେଟ୍ରୋଲର ମୂଲ୍ୟ ୧୧୨ ଟଙ୍କା ୮ ପଇସାରେ ପହଞ୍ଚିଛି । ଡିଜେଲ୍ ଦର ୧୦୪ ଟଙ୍କା ୨୪ ପଇସା ବୃଦ୍ଧି ପାଇଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)