Advertisment

ଗତ ୨୪ ଘଣ୍ଟାରେ ୪୪୩ ପଜେଟିଭ୍ ଚିହ୍ନଟ, ୩ ମୃତ

ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୪୩ ପଜେଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିରୁ ୭୫ ଜଣ ୧୮ ବର୍ଷରୁ କମ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ଆଜି ବି ସର୍ବାଧିକ ୨୪୩ ଜଣ ଚିହ୍ନଟ ହୋଇଛନ୍ତି । ୩ ଜଣଙ୍କ ମୃତ୍ୟୁ ହୋଇଛି । ସୁନ୍ଦରଗଡ , ଜଗସିଂହପୁର ଓ କଟକରୁ ଜଣେ ଲେଖାଏଁ ମୃତ୍ୟୁ ହୋଇଥିବା ସୂଚନା

author-image
Otv Khabar Bureau

ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୪୩ ପଜେଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିରୁ ୭୫ ଜଣ ୧୮ ବର୍ଷରୁ କମ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ଆଜି ବି ସର୍ବାଧିକ ୨୪୩ ଜଣ ଚିହ୍ନଟ ହୋଇଛନ୍ତି ।  ୩ ଜଣଙ୍କ ମୃତ୍ୟୁ ହୋଇଛି ।  ସୁନ୍ଦରଗଡ , ଜଗସିଂହପୁର ଓ କଟକରୁ ଜଣେ ଲେଖାଏଁ ମୃତ୍ୟୁ ହୋଇଥିବା ସୂଚନା

Advertisment
Odisha COVID-19
Advertisment
Advertisment