Kerala | Bride, Groom Reach Temple In Cooking Vessel For Marriage
ତିଥି ଫିଟିଥିଲା..ନିଷ୍ପତ୍ତି ସରିଥିଲା.. ହେଲେ ଏ ବର୍ଷା ସବୁ ବିଗାଡ଼ିଦେଲା..ପ୍ରବଳ ବର୍ଷା ସାଙ୍ଗକୁ ଜଳାର୍ଣ୍ଣବ ପରିସ୍ଥିତି.. ହେଲେ ବାହା ତ ହେବାର ଅଛି.. ଯେଣ ତେଣ ପ୍ରକାରେଣ ମନ୍ଦିରରେ ବାହାଘର ସରିଲା... ଆଣ୍ଟାଏ ପାଣିରେ ଝିଅ ବିଦା ହେବ କେମିତି ! ଏଣୁ ଭୋଜି ହଣ୍ଡାରେ ବସେଇ ବର କନିଆଙ୍କୁ ନେଇଗଲେ ଶାଶୁଘରକୁ.. କେରଳର ଅଲପ୍ପୁଝାରେ ଏଭଳି ଏକ ଝିଅ ବିଦାୟୀ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି..ଦେଖନ୍ତୁ..
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)