• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Other Videos

ଓକାକ୍ ସିଇଓ ତଥା ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ପଟ୍ଟନାୟକଙ୍କ ହ୍ୱାଟସ୍ଆପ୍ ହ୍ୟାକ୍ ସମସ୍ତଙ୍କୁ ଚକିତ କରିଦେଇଛି.. ସେ କହିଛନ୍ତି ସେ କୌଣସି ଲିଙ୍କ୍ କ୍ଲିକ୍ କରି ନଥିଲେ.. ତଥାପି ତାଙ୍କ ହ୍ୱାଟସ୍ ଆପ୍ ନମ୍ବର ହ୍ୟାକ୍ କରି ୭ ଲକ୍ଷର ଚୂନ ଲଗେଇଦେଇଛନ୍ତି ସାଇବର ଲୁଟେରା..

whatsapp hack