This show is the most challenging show as it focuses on resolving real life issues of the people. It looks into family complications, misunderstanding
News Fuse- Flashback 2021 | Watch Special Entertaining Visuals OdishaTV is Odisha\'s no 1 News Channel. OTV being the first private satellite TV channel
OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves
News Fuse | Ollywood Comedians To Tickle Your Funny Bones OdishaTV is Odisha\'s no 1 News Channel. OTV being the first private satellite TV channel in
Mo Sarkar Only Farce - Man\'s Painful Words On Medical Negligence In Anandpur Hospital OdishaTV is Odisha\'s no 1 News Channel. OTV being the first private
ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଟିଏମସି ନେତା ବାବୁଲ ସୁପ୍ରିୟୋ ତୃତୀୟ ଥର ପାଇଁ କୋଭିଡଙ୍କ ପଜିଟିଭ୍ ହୋଇଥିବା ନେଇ ନିଜେ ସ୍ପଷ୍ଟ କରିଛନ୍ତି । ମହାମାରୀ ଦେଶରେ ପ୍ରବେଶ କରିବା ଦିନ ଠାରୁ ବାବୁଲ ସୁପ୍ରିୟୋ ବାରମ୍ୱାର କରୋନାରେ ଆକ୍ରାନ୍ତ ହୋଇଛନ୍ତି ।
ଶିକାରୀ ଫାଶରେ ପଡ଼ି ବାଘର ମୃତ୍ୟୁ । ଏଭଳି କିଛି ଘଟଣା କଟକ ତିଗିରିଆ ଅଞ୍ଚଳରେ ଘଟିଛି । ଶିକାରୀ ଫାଶରେ ପଡ଼ି କଲରାପତରିଆ ବାଘର ମୃତ୍ୟୁ ହୋଇଛି । ତିଗିରିଆ ବନାଞ୍ଚଳ ଭିରୁଡ଼ା ଜଙ୍ଗଲରେ ବାଘର ମୃତଦେହ ମିଳିଛି । ଫାଶରେ ପଡ଼ି ବାଘର ମୃତ୍ୟୁ ନେଇ...
ଜଣେ ୨୦୨୧ରେ ଜନ୍ମ ଅନ୍ୟ ଜଣେ ୨୦୨୨ରେ, ତଥାପି ଏମାନେ ଯାଁଆଳା । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣା ସମ୍ପୂର୍ଣ୍ଣ ଭବେ ସତ । ଏଭଳି ଘଟଣା ଦେଖିବାକୁ ମିଳିଛି କାଲିଫର୍ଣ୍ଣିଆରେ ।
ହୁସିଆର୍ ! ହିରୋଗିରି ଦେଖେଇବାକୁ ଯଦି ଡନ୍ ପରି ଭିଡିଓ ସୁଟିଂ କରୁଛ, ତେବେ ଫସିବ। ଦେଖନ୍ତୁ ବାଇକ୍ ଉପରେ ଡନ୍ ପରି ବନ୍ଧୁକ ଧରି, ସିଗାରେଟ୍ ଟାଣି କେମିତି ଭିଡିଓ କରିଥିଲେ ଏ ଦୁଇ ଯୁବକ। ତେବେ ତା ପରେ କେମିତି ହେଲା ଅବସ୍ଥା ଦେଖନ୍ତୁ।
ସେନା ବାହିନୀରେ ୨୦ ବର୍ଷର ଚାକିରି ପରେ ଗାଁକୁ ଫେରିଲା ଗାଁ ପୁଅ। ଏହା କିଛି କମ୍ ଗର୍ବର କଥା ନୁହେଁ। ଦେଶର ସୀମାରେ ୨୦ ବର୍ଷ ଧରି ସେବା କରିବା କାହା ଭାଗ୍ଯରେ ଯୁଟେ। ତେଣୁ ଗାଁ ପୁଅକୁ ସ୍ୱାଗତ କରିବାକୁ ଏକାଠି ହେଲେ ଗ୍ରାମବାସୀ। ଆଉ...
ସମସ୍ତେ ଚାହାଁନ୍ତି ସ୍ଲିମ ହୋଇ ଦର୍ଶକଙ୍କ ଆଗକୁ ଆସିବେ। ହେଲେ ଏଥି ପାଇଁ କାହାକୁ କଣ କରିବାକୁ ହୁଏ। କିଏ କଣ ଖାଆନ୍ତି। ଏ ସବୁ ଜାଣିବା ପାଇଁ ଚାହୁଁଥିଲେ ଷ୍ଟାରଙ୍କ ମୁହଁରୁ ଶୁଣନ୍ତୁ ଫିଟନେସ୍ ଫଣ୍ଡା...
ହେ ପ୍ରଭୁ !! ମତେ କେବେ ଦବୁ? ମୋରି ଆଗରେ ୪୦ ଫଗୁଣ ପାର୍ ହେଲାଣି କିନ୍ତୁ ମୋ ବସାରେ କୁଆଁ କୁଆଁ ଶୁଭିଲା ନାହିଁ ...ବଗିଚାର ନାଁ ତିନିକୋଣିଆ ଏଠି ରାତିରେ ଖାଲି.....କେତେ ଦୁଃଖ ବି ତାଙ୍କ ଭିତରେ ଅଛି...ଜାଣିବା ପାଇଁ ଦେଖନ୍ତୁ ଏହି ଭିଡ଼ିଓ
ଚର୍ଚ୍ଚାରେ ସୁବ୍ରତ। ନୂଆବର୍ଷରେ ଗରିବ ଭୋକିଲାଙ୍କୁ ରେସ୍ତୋରାଁକୁ ନେଇ ଦେଲେ ମାଗଣା ଖାଇବା....କେକ୍ କାଟିବା ସହ ସୁସ୍ୱାଦୁ ଖାଇବା ଖାଇ ବିଭୋର ହେଲେ ଅନେକ ଭୋକିଲା, ଦେଖନ୍ତୁ ସେହି ଭିଡ଼ିଓ
ପୁରୀ ସମୁଦ୍ରକୂଳ ନିକଟ ଏକ ହୋଟେଲ୍ରୁ ୩ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେବା ପରେ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ହୋଟେଲ୍ ସଲଗ୍ନ ଅଞ୍ଚଳକୁ ଜିଲ୍ଲା ପ୍ରଶାସନ ସଟ୍ଡାଉନ୍ ଘୋଷଣା କରିଛି।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ କରୋନାରେ ସଂକ୍ରମିତ ହୋଇଛନ୍ତି। କରୋନା ପଜିଟିଭ୍ ହୋଇଥିବା ନେଇ ଟ୍ୱିଟ୍ କରିଛନ୍ତି ଅରବିନ୍ଦ କେଜରିଓ୍ୱାଲ। ସ୍ୱଳ୍ପ ଲକ୍ଷଣ ଥିବାରୁ ଘରେ ଆଇସୋଲେସନରେ ରହିଛନ୍ତି। ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଆଇସୋଲେସନରେ ରହିବାକୁ ପରାମର୍ଶ ଦେଇଛନ୍ତି।
ଦେଶରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ପୁଣି ଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି । ଗତ ୨୪ ଘଣ୍ଟାରେ ଦେଶରେ ୩୭ ହଜାର ୩୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଆଜି ୨୦୨୨ ମସିହା, ଜାନୁଆରୀ ତା ୪ତାରିଖ, ମଙ୍ଗଳବାର, ଧନୁ ୨୦ଦିନ, ପୌଷ ମାସ, ଶୁଳ୍କପକ୍ଷ, ଦ୍ୱିତୀୟା ତିଥି, ଉତ୍ତରାଷାଢା ନକ୍ଷତ୍ର, ମକର ଚନ୍ଦ୍ର । ଆଜି ମକର ରାଶିର ଘାତବାର ଓ ସିଂହ ରାଶି ପୁରୁଷଙ୍କର ଘାତଚନ୍ଦ୍ର । ଆଜି ବୋଇତି କଖାରୁ ଖାଇବା ନିଷେଧ ।...
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
Taste Of Odisha | How To Prepare Mati Handi Khasi Mansa Rasa OdishaTV is Odisha\'s no 1 News Channel. OTV being the first private satellite TV channel
ଆନ୍ତର୍ଜାତିକ ମହିଳା ବ୍ୟାଡମିଣ୍ଟନ ଖେଳାଳି ଋତପର୍ଣ୍ଣା ପଣ୍ଡାଙ୍କୁ ସମ୍ମାନଜନକ ଏକଲବ୍ୟ ପୁରସ୍କାର ମିଳିଲା । ପୁରସ୍କାର ବାବଦକୁ ନଗଦ ୫ଲକ୍ଷ ଟଙ୍କା ଅର୍ଥ ରାଶି ସାଙ୍ଗକୁ ଟ୍ରଫି ପ୍ରଦାନ କରାଯାଇଛି । ଭୁବନେଶ୍ୱରରେ ଏହି ସମ୍ମାନଜନକ କ୍ରୀଡା ପୁରସ୍କାରର ୨୯ତମ ସଂସ୍କରଣର ସମାରୋହରେ ଏହି ସମ୍ମାନ ପ୍ରଦାନ କରାଯାଇଛି...