• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Monday, 03 January 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Otv Khabar Bureau
  • 3 years ago

ଋତପର୍ଣ୍ଣା ପଣ୍ଡାଙ୍କୁ ଏକଲବ୍ୟ ପୁରସ୍କାର

ଆନ୍ତର୍ଜାତିକ ମହିଳା ବ୍ୟାଡମିଣ୍ଟନ ଖେଳାଳି ଋତପର୍ଣ୍ଣା ପଣ୍ଡାଙ୍କୁ ସମ୍ମାନଜନକ ଏକଲବ୍ୟ ପୁରସ୍କାର ମିଳିଲା । ପୁରସ୍କାର ବାବଦକୁ ନଗଦ ୫ଲକ୍ଷ ଟଙ୍କା ଅର୍ଥ ରାଶି ସାଙ୍ଗକୁ ଟ୍ରଫି ପ୍ରଦାନ କରାଯାଇଛି । ଭୁବନେଶ୍ୱରରେ ଏହି ସମ୍ମାନଜନକ କ୍ରୀଡା ପୁରସ୍କାରର ୨୯ତମ ସଂସ୍କରଣର ସମାରୋହରେ ଏହି ସମ୍ମାନ ପ୍ରଦାନ କରାଯାଇଛି । More
  • Sarbeswar
  • 3 years ago

ନୂଆବର୍ଷରେ ଜଗା ଦର୍ଶନ ପାଇଁ ଆତୁର ହେଲା ଭକ୍ତ

ନୂଆବର୍ଷରେ ଶ୍ରୀଜିଉଙ୍କ ପାଖରେ ଲାଗିଲା ଭକ୍ତଙ୍କ ଗହଳି, ଜଗା ଦର୍ଶନ ପାଇଁ ପାଗଳ ହେଲେ ଭକ୍ତ More
  • Sarbeswar
  • 3 years ago

ପଞ୍ଚାୟତ ସଂରକ୍ଷଣ ଚିଠା ତାଲିକାକୁ ନେଇ ବଢୁଛି ଅସନ୍ତୋଷ

ସଂରକ୍ଷଣକୁ ନେଇ ବଢୁଛି ଅସନ୍ତୋଷ, ଆଇନ ଅନୁସାରେ ସଂରକ୍ଷଣ କରାଯାଇଥିବା ଶାସକ ଦଳ ପ୍ରତିକ୍ରିୟା ଦେଇ କହିଛି More
  • Otv Khabar Bureau
  • 3 years ago

ଚାଉଳ ଦେବା ନାଁରେ ୫ ଜିଲ୍ଲାରେ ପ୍ରାୟ ୨୪ କୋଟି ଚଳୁ

ଧାନ ନେଇଗଲେ କିନ୍ତୁ ଚାଉଳ ଦେଲାବେଳକୁ କୁନ୍ଥୁ କୁନ୍ଥୁ । ମିଲର୍ସ ଆଉ ଅଧିକାରୀଙ୍କ ମିଲି ଭଗତରେ ଚଳୁ ହୋଇଗଲା ପ୍ରାୟ ୨୪ କୋଟି ଟଙ୍କା । ଧାନ ବଦଳରେ ଚାଉଳ ଯୋଗାଣ ନାଁରେ ମିଲ୍ ମାଲିକଙ୍କ ସହ ମିଶି ହଡ଼ପ କୋଟି କୋଟି ଟଙ୍କା କରିଦେଇଛନ୍ତି । More
  • Sarbeswar
  • 3 years ago

ମାଆ ନା ପିଶାଚ? ନିଜ ଛୁଆଂର ତଣ୍ଟି ଚିପି କଲା ହତ୍ୟା

କେନ୍ଦ୍ରାପଡା ମାର୍ଶାଘାଇରେ ଅଭାବନୀୟ ଘଟଣା। ଦୁଇ ମାସର ପୁଅକୁ ତଣ୍ଟି ଚିପି ହତ୍ୟା କଲା ପରେ ଅଖାରେ ବାନ୍ଧି କୂଅରେ ପକାଇଦେଲା ମାଆ। ପୋଲିସ ଆଗରେ ମାନିଲା ସତ... ସେପଟେ କଳାହାଣ୍ଡି କୋକସରାରେ କୂଅରୁ ନବଜାତ ଉଦ୍ଧାର More
  • Prangyan Parimita
  • 3 years ago

ଭାରତୀୟ ଟେନିସର ନୂଆ ସମ୍ଭାବନା ସୋହିନୀ ମହାନ୍ତି , ଓଡ଼ିଶାର ପ୍ରଥମ ମହିଳା ଭାବେ WTA ଖେଳିବା ପାଇଁ ଆଶା

୮ ବର୍ଷ ବୟସରୁ ଟେନିସର ABCD ଶିଖିଥିବା ସୋହିନୀଙ୍କ ପାଇଁ ବର୍ଷ ୨୦୨୧ ଥିଲା ସଂଘର୍ଷ ଆଉ ସଫଳତାର ବର୍ଷ । ଚଳିତ ବର୍ଷ ସେ ୧୪ ବର୍ଷରୁ କମ ବୟସ ବର୍ଗର ଏସିଆନ ଚାମ୍ପିୟାନସିପରେ ଟାଇଟଲ ଜିଣିଥିବା ବେଳେ ଅନେକ AITA ସୁପର ସିରିଜ, ଚାମ୍ପିୟାନସିପ ସିରିଜ ଜିଣିଛନ୍ତି । More
  • Chandan Shishu
  • 3 years ago

ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢିଲେ ରାଜ୍ୟରେ ଅକ୍ସିଜେନ୍ ଅଭାବ ହେବ କି?

ଭିଡ଼ କମାଇବା ପାଇଁ ନିଜ ନିଜର ପନ୍ଥା ଆପଣେଇଛନ୍ତି ବିଭିନ୍ନ ରାଜ୍ୟର ସରକାର। ତେବେ ଓଡ଼ିଶାରେ ବି କରୋନା ଗ୍ରାଫ୍ ଏବେ ଉପରମୁହାଁ। More
  • Otv Khabar Bureau
  • 3 years ago

ପୌର ନିର୍ବାଚନ: ସଂଶୋଧନ ହେବ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ବ୍ୟବସ୍ଥା !

ପୌର ନିର୍ବାଚନ ପାଇଁ ଆଉ ଥରେ ଓ୍ୱାର୍ଡ ସୀମା ନିର୍ଦ୍ଧାରଣ ଏବଂ ସଂରକ୍ଷଣ ବ୍ୟବସ୍ଥା କରିବାକୁ ଯାଉଛନ୍ତି ରାଜ୍ୟ ସରକାର । ଏ ନେଇ ଜିଲ୍ଲାପାଳ ଏବଂ ମ୍ୟୁନିସିପାଲ କର୍ପୋରେସନର କମିଶନରକୁ ଚିଠି କରିଛନ୍ତି ନଗର ଉନ୍ନୟନ ବିଭାଗ । କୋର୍ଟର ଅର୍ଡର ପରେ ରାଜ୍ୟ ସରକାର ପୌର ଆଇନ ଓ ମହାନଗର ଆଇନରେ ଅର୍ଡିନାନ୍ସ ଆଣି ସଂଶୋଧନ କରିଛନ୍ତି । More
  • Sarbeswar
  • 3 years ago

ଗରିବଙ୍କୁ ଖାଇବା ଯୋଗାଇବ ରୁଟି ବ୍ୟାଙ୍କ୍‌

ଆଉ ଉପାସରେ ରହିବେନି ଗରିବ ଲୋକ। ସେମାନଙ୍କୁ ଖାଦ୍ୟ ଯୋଗାଇବାକୁ ଆରମ୍ଭ ହେଲା ରୁଟି ବ୍ୟାଙ୍କ୍‌ More
  • Sarbeswar
  • 3 years ago

କିଏ କରୁଛି ତପସ୍ୱିନୀଙ୍କୁ କଲ୍ ?

ପୁଣି ଚର୍ଚ୍ଚାରେ ତପସ୍ୱିନୀ-ସୁମିତ୍ ବିବାଦ.. କିଛି ଦିନ ହେଲା ଢେଙ୍କାନାଳରୁ ରୀତିମତ ତପସ୍ୱିନୀଙ୍କୁ କଲ୍ ଆସୁଥିବା ସେ କହିଛନ୍ତି.. ତେବେ କିଏ କରୁଛି ତପସ୍ୱିନୀଙ୍କୁ କଲ୍? କଲ୍ କରି କଣ ସବୁ କହୁଛି ? More
  • Sarbeswar
  • 3 years ago

ନୂଆବର୍ଷରେ ଗରିବ ଲୋକଙ୍କୁ ରେସ୍ତେରାଁରେ ଖୁଆଇ ଚର୍ଚ୍ଚାରେ ଯୁବକ

ଭିନ୍ନ ଢଙ୍ଗରେ ନୂଆ ବର୍ଷ ପାଳନ କରି ଚର୍ଚ୍ଚାରେ ବରଗଡ଼ ଯୁବକ, ଗରିବ ଲୋକଙ୍କୁ ରେସ୍ତୋରାଁରେ ମାଗଣାରେ ଖୁଆଇଲେ ଡିନର More
  • Rajalaxmi Sahoo
  • 3 years ago

ସିଟ୍‌ ସଂରକ୍ଷଣ ନିଷ୍ପତ୍ତିକୁ ବିରୋଧ: ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ ଆସି ବଲାଙ୍ଗିରରେ ମହାମେଳି କଲେ ଆଦିବାସୀ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସିଟ୍ ସଂରକ୍ଷଣକୁ ନେଇ ଆପତ୍ତି ଉଠାଇଛି ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ସଂଘ। ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆଦିବାସୀମାନେ ମହାମେଳି କରିଛନ୍ତି। More
  • Prangyan Parimita
  • 3 years ago

‘ପୋଲ ନେହେଲେ ଭୋଟ ଦେବୁନି ’ ! ସାନନ୍ଦପୁର ଗାଁ ଲୋକଙ୍କ ପାଇଁ ଦୁଃଖ ସାଜିଛି ମନ୍ତେଇ ନଦୀ

ନିର୍ବାଚନ ପାଖେଇ ଆସିଲେ ପୋଲ ତିଆରି କରାଇଦେବାକୁ କହି ଲୋକଙ୍କୁ ସ୍ୱପ୍ନ ଦେଖାନ୍ତି ନେତା । ହେଲେ ଜିତିଗଲା ପରେ କଥା ଶେଷ । ଆଉ ଗାଁରେ ନେତାଙ୍କ ପାଦ ପଡ଼େନି । ହେଲେ ଏଥର ପୋଲ ନେହେଲ ଭୋଟ୍‌ ବି ନାହିଁ ବୋଲି କହିଛନ୍ତି ଲୋକେ । More
  • Rajalaxmi Sahoo
  • 3 years ago

୫୦% ବଢ଼ିଲା କନିଷ୍ଠ ଶିକ୍ଷକଙ୍କ ଦରମା

କନିଷ୍ଠ ଶିକ୍ଷକଙ୍କ ଦରମାରେ ୫୦% ବୃଦ୍ଧି କରାଯାଇଛି। ଚୁକ୍ତି ଭିତ୍ତିକ କନିଷ୍ଠ ଶିକ୍ଷକଙ୍କ ଦରମା ୭,୪୦୦ରୁ ୧୧ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। More
  • Pallipuspa Samal
  • 3 years ago

କେବେ ଖାଇନଥିବେ ଛତୁର ଏହି ସୁଆଦିଆ ରେସିପି

ଆପଣ କେବେ ‘ଦହି ବାମ୍ଫ ଛତୁ’ର ରେସିପି ଖାଇଛନ୍ତି କି । ଯଦି ଖାଇନାହାଁନ୍ତି । ଆଜି ହି ଘରେ ବନାନ୍ତୁ ‘ଦହି ବାମ୍ଫ ଛତୁ’ ରେସିପି । ଏହି ରେସିପିକୁ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ । More
  • Chandan Shishu
  • 3 years ago

ଯଦି ଲୋକଙ୍କ କଥା ଶୁଣିଥାନ୍ତି, ବୋଧହୁଏ ଆଜି ମୁଁ ଏଠି ନଥାନ୍ତି: ତପସ୍ୱିନୀ

ମୁଁ ଏ ଘରୁ ଯେତିକି ନିର୍ଯାତନା ପାଇଛି, ମୁଁ ଆଦୌ ଭୁଲିପାରୁନି।  କେବଳ ଗର୍ଭପାତକୁ ଛାଡିଦେଲେ ମୋ ସ୍ୱାମୀ କେବେ ହାତ ଉଠାଇ ମାରିନାହନ୍ତି କି କଷ୍ଟ ଦେଇନାହାନ୍ତି।  More
  • Rajalaxmi Sahoo
  • 3 years ago

ହାଇକୋର୍ଟରେ ବିଚାରପତିଙ୍କୁ ‘MY LORD’ ସମ୍ବୋଧନ କରାଯିବନି

ଏଣିକି ହାଇକୋର୍ଟରେ ବିଚାରପତିଙ୍କୁ ଆଇନଜୀବୀମାନେ ଆଉ ‘MY LORD’, ‘YOUR LORDSHIP’, ‘YOUR HONOUR’ ସମ୍ବୋଧନ କରିପାରିବେନି। ଏନେଇ ହାଇକୋର୍ଟ ମୁଖ୍ୟବିଚାରପତିଙ୍କ ପକ୍ଷରୁ ଅନୁରୋଧ କରାଯାଇଛି। More
  • Chandan Shishu
  • 3 years ago

୨ ବର୍ଷର କୁନି ପିଲା କଣ୍ଠରେ ଜାତୀୟ ସଙ୍ଗୀତ, ମହାମୃତ୍ୟୁଞ୍ଜୟ ମନ୍ତ୍ର

ଓମ୍‌ ମାତ୍ର ଦେଢ ବର୍ଷର ହୋଇଥିବା ବେଳେ ଘରେ ରହିଥିବା ଘରକରଣା ସାମଗ୍ରୀକୁ ମନେ ରଖିଦେଉଥିଲା। ତାର ସ୍ମରଣ ଶକ୍ତି ଅଧିକ ରହିଛି ବୋଲି ଆମେ ଜାଣିଲୁ। More
  • Chandan Shishu
  • 3 years ago

ଓମିକ୍ରନ ସଂକ୍ରମଣ କରିବ କିନ୍ତୁ ଗୁରୁତର କରିବନି: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦୦କୁ ବୃଦ୍ଧି ହୋଇଛି। ମହାରାଷ୍ଟ୍ରରେ ସର୍ବାଧିକ ୫୧୦, ଦିଲ୍ଲୀରେ ୩୫୧ ଚିହ୍ନଟ ହୋଇଛନ୍ତି। More
  • Chandan Shishu
  • 3 years ago

ଜଗନ୍ନାଥ ଜମିରୁ କିଏ ଲୁଟିଛି ପଥର? ଟାକ୍ସଫୋର୍ସ ଗଠନ କରିବାକୁ ଏନଜିଟିଙ୍କ ନିର୍ଦ୍ଦେଶ

ଖଣି ଖନନ କେମିତି ବନ୍ଦ ହେବ ଓ ଏବେ ବେଆଇନ ଭାବେ ଚଳାଉଥିବା ବ୍ୟକ୍ତିଙ୍କୁ ଚିହ୍ନଟ ସହ ସେମାନଙ୍କୁ ଠାରୁ କ୍ଷତି ଆଦାୟ ହେବ More
  • Rajalaxmi Sahoo
  • 3 years ago

ମା’ ସାଜିଲା ଯମ, ୨ ମାସର ପୁଅକୁ ମାରି କୂଅକୁ ଫିଙ୍ଗି ଦେଲା !

ଘରୋଇ କଳହକୁ କେନ୍ଦ୍ର କରି ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏନେଇ ମହିଳା ଜଣକ ନିଜ ୨ ମାସର ଶିଶୁକୁ ହତ୍ୟା କରି କୂଅକୁ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। More
  • Chandan Shishu
  • 3 years ago

୧୫ରୁ ୧୮ ବର୍ଷ ବୟସର ପିଲାଙ୍କୁ କରୋନା ଟିକାକରଣ ଆରମ୍ଭ

୧୫ରୁ ୧୮ ବର୍ଷର ପିଲାଙ୍କୁ କରୋନା ଟିକା ନେଇ ପ୍ରସ୍ତୁତି ବୈଠକ ହୋଇଛି। ୨୦୦୭ ଡିସେମ୍ବର ୩୧ ସୁଦ୍ଧା ଜନ୍ମିତ ସବୁ ପିଲା ଟିକା ନେଇପାରିବେ। More
  • Rajalaxmi Sahoo
  • 3 years ago

ବାଇକ୍‌ରେ ଆସି କିଡ୍‌ନାପ୍‌ କରି ନେଇଗଲେ, ଧମକ ଦେଲେ- ‘୧୦ ଲକ୍ଷ ଟଙ୍କା ଦିଅ, ପୁଅକୁ ନିଅ’

ଅପହରଣର ୫ ଘଣ୍ଟା ପରେ ଉଦ୍ଧାର ହେଲା ୯ ବର୍ଷର ଶିଶୁ ପୁତ୍ର। ଶିଶୁପୁତ୍ରକୁ ଏକ ସ୍କୁଲ୍‌ ନିକଟରୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି। ବରଗଡ଼ରେ ୯ ବର୍ଷର ଶିଶୁ ପୁତ୍ରକୁ ଅପହରଣ ନେଇ ଅଭିଯୋଗ ହୋଇଥିଲା।  More
  • Otv Khabar Bureau
  • 3 years ago

ଦୁଇଟି ମା’ର ଅନନ୍ୟ କାହାଣୀ: ଗୋଟେ ପଟେ ସ୍ୱାର୍ଥ ଅନ୍ୟପଟେ ମାନବିକତା

ଏ ଦୁନିଆ ସତରେ ବିଚିତ୍ର । ସ୍ୱାର୍ଥ ପାଇଁ ମଣିଷ କେଉଁଠି ରକ୍ତର ସଂପର୍କକୁ ଭୁଲିଯାଉଛି, ପୁଣି କେଉଁଠି ରକ୍ତର ସଂପର୍କ ନଥାଇ ବି ମାନବିକତାର ସଂପର୍କ ଯୋଡ଼ୁଛି । More
  • Otv Khabar Bureau
  • 3 years ago

ପେଟ ପାଇଁ ନାଟ; ଚାଖଣ୍ତେ ପେଟ ପାଇଁ ଦାଦନ ଖଟୁଛନ୍ତି ବ୍ଲକ୍ ଉପାଧ୍ୟକ୍ଷ

ଦିନେ ଯିଏ ସରକାରୀ ଯୋଜନା ବାଣ୍ଟୁଥିଲେ, ସିଏ ଆଜି ଚାଖଣ୍ଡେ ପେଟ ପାଇଁ ସଂଘର୍ଷ କରୁଛନ୍ତି । ଦିନେ ଯିଏ କାଳିଆ ଯୋଜନାର ଆବଣ୍ଟନ କରୁଥିଲେ, ଆଜି ନିଜେ ସିଏ ଦାଦନ ଖଟୁଛନ୍ତି । ଆମେ କହୁଛୁ, ବଲାଙ୍ଗିର ଦେଓଗାଁ ବ୍ଲକ ଉପାଧ୍ୟକ୍ଷଙ୍କ କଥା, ରାଜୁ ବାଗ୍‌ଙ୍କ ଅସହାୟତାର କାହାଣୀ । ୨୦୧୭ ପଞ୍ଚାୟତ ନିର୍ବାଚନ ପରେ ବ୍ଳକ୍ ଉପାଧ୍ୟକ୍ଷ ହୋଇଥିଲେ ରାଜୁ ବାଗ୍ । More
  • Chandan Shishu
  • 3 years ago

ବିଳମ୍ବରେ କରୋନା ଟିକା ନେବେ ଦଶମ, ଦ୍ୱାଦଶ ଛାତ୍ରଛାତ୍ରୀ

ଆସନ୍ତାକାଲିଠାରୁ ଆରମ୍ଭ ହେବ କିଶୋରଙ୍କ ଟୀକାକରଣ। ଏଥିପାଇଁ ଶେଷ ହୋଇଛି ପ୍ରସ୍ତୁତି। ଟିକା ନେବାକୁ ଉତ୍ସାହିତ ହୋଇ ଜାନୁଆରୀ ପହିଲାରୁ ନାମ ପଞ୍ଜିକରଣ ସହ ସ୍ଲଟ୍ ବୁକିଂ ଆରମ୍ଭ କରିଦେଲେଣି କିଶୋର କିଶୋରୀ। More
  • Otv Khabar Bureau
  • 3 years ago

ଖାଲି ନାଁକୁ ସ୍ମାର୍ଟ କାର୍ଡ, ହେଲେ କାମ ଶୂନ!

ଜିଲ୍ଲାକୁ ଜିଲ୍ଲା ବୁଲି ଖୋଦ୍ ମୁଖ୍ୟମନ୍ତ୍ରୀ ବାଂଟିଥିଲେ ବିଜୁ ସ୍ମାର୍ଟ ହେଲ୍ଥ କାର୍ଡ । ହେଲେ କାମ କରୁନି ଏହି କାର୍ଡ । ହଇରାଣ ରାଜ୍ୟବାସୀ। ମାଳ ମାଳ ଯୋଜନା ହେଲେ କାମ ଶୂନ । ଏହି କାର୍ଡ କାମ ନଦେବା, ସରକାରଙ୍କ ଯୋଜନାକୁ ଏବେ ପଦାରେ ପକାଇଛି । More
  • Chandan Shishu
  • 3 years ago

ବିଜେଡି ସଭାରେ କରୋନାକୁ କଟକଣାକୁ ଶକ୍ତ ଚଟକଣା ! ଗୁଆଘିଅ ଡ୍ୟାନ୍ସରେ ଦୋହଲିଲା ମଞ୍ଚ

କାର୍ଯ୍ୟକ୍ରମରେ ସାମାଜିକ ଦୂରତା ନଥିବା ସହ କାହାରି ମୁହଁରେ ମାସ୍କ ନଥିବା ଦେଖିବାକୁ ମିଳିଥିଲା। ଏହି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। More