ହାଇଦ୍ରାବାଦ: ଯେ କୌଣସି ଗାଣିତିକ ହିସାବ କରିବା ବେଳେ ଖୋଜାପଡ଼େ କାଲ୍କୁଲେଟର। ହେଲେ ସେ ଜଣେ ଜୀବନ୍ତ କାଲ୍କୁଲେଟର। ତାଙ୍କୁ କାଲ୍କୁଲେଟର କହିଲେ ବି ଭୁଲ୍ ହେବ । କାରଣ ତାଠାରୁ ବି ଅଧିକ ସ୍ପିଡ୍ରେ ହିସାବ କରି ପାରୁଥିବା ଏକ ଜୀବନ୍ତ ମେସିନ ସିଏ। ସେ ହେଉଛନ୍ତି...
ନୂଆଦିଲ୍ଲୀ: ପୁଣି ମିଛ କହିଲା ପାକିସ୍ତାନ। ଗୋଟିଏ ସପ୍ତାହରେ ୩ଟି ମିଛ। ତା’ ପୁଣି ଆତଙ୍କବାଦକୁ ନେଇ। ପାକିସ୍ତାନର ଏହି ମିଛକୁ ପଦାରେ ପକାଇଛି United Nations Security Council (UNSC)। ଆତଙ୍କବାଦକୁ ନେଇ ପାକିସ୍ତାନର ସମସ୍ତ ମିଛ ଏବଂ ଧୋକ୍କାବାଜିକୁ ଗତ ସପ୍ତାହରେ ଲୋକଲୋଚନକୁ ଆଣିଛି ।...
ନୂଆଦିଲ୍ଲୀ: ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ଯେପରି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ତାହା ଚିନ୍ତାର କାରଣ ହୋଇଛି। ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଆଜି ଦେଶରେ ୭୫ ହଜାରରୁ ଅଧିକ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଗୁରୁବାର ୭୭ ହଜାର ୨୬୬ କରୋନା...
ନୂଆଦିଲ୍ଲୀ: JEE-NEETକୁ ନେଇ ଦେଖା ଦେଇଥିବା ବିବାଦ ଟଳି ନ ଥିବାବେଳେ ଛାତ୍ରଛାତ୍ରୀଙ୍କ ପରୀକ୍ଷାକୁ ନେଇ ସୁପ୍ରମକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। UG ଓ PG ପରୀକ୍ଷା କରାଯିବ ବୋଲି ସୁପ୍ରିମ କୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି। ସୁପ୍ରିମକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ...
ନୂଆଦିଲ୍ଲୀ: ଡ୍ରାଇଭିଂ ଲାଇସେନ୍ସ ବାହାର କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର। ଲାଇସେନ୍ସ ବାହାର କରିବାକୁ ହେଲେ ଏଣିକି ସେମାନଙ୍କୁ ଆଉ ପରୀକ୍ଷା ଦେବା ଦରକାର ପଡ଼ିବନି। କାରଣ ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ ଡ୍ରାଇଭିଂ ଲାଇସେନ୍ସ ନିୟମ…
ମିଶିଗନ୍: ଆମେରିକାର ମିଶିଗନରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ୨୦ ବର୍ଷର ଜଣେ ଦିବ୍ୟାଙ୍ଗ ଯୁବତୀଙ୍କ ମୃତ୍ୟୁ ପରେ ଅନ୍ତିମ ସଂସ୍କାର ପାଇଁ ଆୟୋଜନ ଚାଲିଥିଲା। ହଠାତ୍ ଯୁବତୀ ଜଣକ ଆଖି ଖୋଲିଥିଲେ। ନିଃଶ୍ୱାସ ପ୍ରଶ୍ୱାସ ମଧ୍ୟ ନେବା ଆରମ୍ଭ କରିଥିଲେ। ଏହି ଘଟଣା ଦେଖି ସେଠାରେ ଉପସ୍ଥିତ...
ଭୁବନେଶ୍ୱର: ଜଗତର ଠାକୁର ସେ ଜଗନ୍ନାଥ। ସାରା ବିଶ୍ୱରେ ତାଙ୍କର ଭକ୍ତ। ସବୁଠୁ ହୁଏ ତାଙ୍କର ପୂଜା। ସବୁଠି ତାଙ୍କ ମନ୍ଦିର। ସାତ ଦରିଆ ପାରି ହୋଇ ଭକ୍ତ ଛୁଟି ଆସନ୍ତି ତାଙ୍କର ଟିକିଏ ଦର୍ଶନ ପାଇବା ପାଇଁ। କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ଏବେ ପୂଜା...
ମୁମ୍ବଇ: ସୁଶାନ୍ତ ସିଂହ ମୃତ୍ୟୁ ମାମଲା ଦିନକୁ ଦିନ ରହସ୍ୟ ଘେରାକୁ ଚାଲିଗଲାଣି। ସେପଟେ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ରିୟାଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତୀଙ୍କୁ ୧୪ ଘଣ୍ଟା ଜେରା କରିଛି ସିବିଆଇ। ସିବିଆଇର ୫ ଜଣିଆ ଟିମ୍ ସୌଭିକଙ୍କୁ ସୁଶାନ୍ତଙ୍କ ସହ ଥିବା ୨ଟି କମ୍ପାନୀର ଅଂଶଧନ...
ମୁମ୍ବଇ(ସୁରେଶ ଦାଶ):ସୁଶାନ୍ତ ସିଂହ ମୃତ୍ୟୁର ତଦନ୍ତ ଭାର CBI ହାତକୁ ନେବା ପରେ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କୁ ଜେରା ସରିଲାଣି। ତେବେ ଏମାନଙ୍କ ମଧ୍ୟରୁ ସୁଶାନ୍ତଙ୍କ କେୟାରଟେକର ଦୀପେଶ ସାୱନ୍ତ ଉପରେ CBI ଅଧିକ ଗୁରୁତ୍ୱପୂଣ୍ଣ ବୋଲି କୁହାଯାଉଛି। ବିଶ୍ୱାସ କରାଯାଉଛି ଦୀପେଶ CBIକୁ ଠିକ୍ ଦିଗ...
ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲାରେ ଅଭିନେତ୍ରୀ ତଥା ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀ ଆଜି CBI ନିକଟରେ ହାଜର ହୋଇଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ରିୟା ହୋଇଥିବାରୁ ସିବିଆଇ ତାଙ୍କୁ ତନାଘନା ଜେରା କରିଛି। ଗତକାଲି ରିୟା ବିଭିନ୍ନ ଗଣମାଧ୍ୟକୁ...
ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ପୁଲୱାମାରେ ପୁଣି ଏନକାଉଣ୍ଟର ହୋଇଛି। ସୁରକ୍ଷାକର୍ମୀଙ୍କ ଅପରେସନରେ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ତେବେ ସେମାନଙ୍କ ପରିଚୟ ମିଳିପାରିନି। ଜମ୍ମୁ-କାଶ୍ମୀରରେ ୨୪ ଘଣ୍ଟା ମଧ୍ୟରେ ଏହା ଦ୍ୱୀତିୟ ଏନକାଉଣ୍ଟର। ଆତଙ୍କବାଦୀମାନେ ଲୁଚିଥିବା ଖବର ପାଇ ଜାଦୁରା ଅଂଚଳରେ ଜମ୍ମୁ କାଶ୍ମୀର...
ନୂଆଦିଲ୍ଲୀ: ଆତଙ୍କୀ ସଂଗଠନ ଅଲକାଏଦା ଇଣ୍ଡିଆନ ସବ୍ କାର୍ଡିନାନ୍ସ (AQIS )ର ଆତଙ୍କୀ ତଥା ଇଂଲଣ୍ଡର ଗ୍ଲାସଗୋ ଏୟାରପୋର୍ଟ ଉପରେ ଆକ୍ରମଣ କରିଥିବା ଅଭିଯୁକ୍ତ ଡା.ସବିଲ ଅହମ୍ମଦଙ୍କୁ ଗିରଫ କରାଯାଇଛି। କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସ (NIA) ତାକୁ ଗିରଫ କରିବା ପରେ ପଚରାଉଚରା କରୁଛି। କିଏ ଏହି ଆତଙ୍କୀ...
ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ୩୦ ଜିଲ୍ଲାରୁ ୩,୨୫୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନ୍ ସେଣ୍ଟରରୁ ୧, ୯୮୭ ଏବଂ ଲୋକାଲ କଣ୍ଟାକ୍ଟ ୧, ୨୬୫ ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା ଦେଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୭୬୨ ପଜିଟିଭ ଚିହ୍ନଟ...
ନୂଆଦିଲ୍ଲୀ: ଦେଶରେ ମାଡ଼ି ଚାଲିଛି କରୋନା । ଦିନକରେ ୧୦୨୧ ଜଣ କରୋନା ରୋଗୀ ଆଖି ବୁଜିଥିବାବେଳେ ୭୬ ହଜାର ୪୭୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ତଥ୍ୟକୁ ମିଶାଇ ଦେଶରେ କରୋନାଜନିତ ମୃତ୍ୟୁ ସଖ୍ୟା ୬୨ ହଜାର ୫୫୦ରେ ପହଞ୍ଚିଛି। ସେହିପରି ଦେଶରେ ମୋଟ କରୋନା...
ହାଇଦ୍ରାବାଦ୍: ଯିବା ଆସିବାବେଳେ ଯଦି ଲିଫ୍ଟ ବ୍ୟବହାର କରୁଥାନ୍ତି ତେବେ ସାବାଧାନ ! କାରଣ କରୋନା ସଂକ୍ରମଣ ବ୍ୟାପିବାର ଏକ ମାଧ୍ୟମ ପାଲଟିଛି ଲିଫ୍ଟ । ଲିଫ୍ଟ ଯୋଗୁ ଏଠାରେ ୨୦ରୁ ଅଧିକ ଲୋକ ଏଠାରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଘଟଣା ଘଟିଛି ତେଲେଙ୍ଗାନାର ଖମ୍ମମ ଜିଲ୍ଲା...
ପାରଳାଖେମୁଣ୍ଡି : ଅରୁଣାଚଳ ପ୍ରଦେଶର ଏକ ଜଙ୍ଗଲରେ ଫସିରହିଥିବା ଗଜପତି ଜିାର ଜଗପତି କାର୍ଜି ଓଡ଼ିଶା ଫେରିଛନ୍ତି। ଜିଲ୍ଲା ପ୍ରଶାସନ ଏବଂ କିଛି ଅନୁଷ୍ଠାନର ସଦସ୍ୟଙ୍କ ଉଦ୍ୟମରେ ୩୫ ବର୍ଷ ପରେ ସେ ଗତକାଲି ରାତିରେ ଓଡ଼ିଶା ବାହୁଡ଼ିଛନ୍ତି। ଗଜପତି ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜଣେ ଆସିଷ୍ଟାଣ୍ଟ ଲେବର ଅଫିସର...
ଅଗରତାଲା: ତ୍ରିପୁରା ରାଜଧାନୀ ଅଗରତାଲା ନିକଟରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଜଣେ ମହିଳା ନିଜ ସ୍ୱାମୀଙ୍କୁ ହତ୍ୟା କରିବା ପରେ ଶବକୁ ବେଡ୍ରୁମ୍ରେ ପୋତି ଦେଇଛନ୍ତି। ତେବେ ଏହି ଘଟଣା ପରେ ପତ୍ନୀ ନିଜ ସନ୍ତାନ ସହ ପୋଲିସ ଷ୍ଟେସନକୁ ଯାଇ ଆତ୍ମସମର୍ପଣ କରିଛନ୍ତି । ପୋଲିସ...
ନୂଆଦିଲ୍ଲୀ: କରୋନା ଭାଇରସ୍ ସଂକ୍ରମଣ ଭିତରେ ଇଣ୍ଡିଆନ ପ୍ରିମିୟର ଲିଗ୍ (IPL 2020) ଆୟୋଜନ କରାଯାଉଛି। ତେବେ ଅଇପିଏଲ ପାଇଁ ଏକ ଅଶୁଭ ଖବର । ଚେନ୍ନାଇ ସୁପର କିଙ୍ଗସ (CSK) ଦମ୍ଦାର ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା ବ୍ୟକ୍ତିଗତ କାରଣରୁ ଫେରି ଆସିଛନ୍ତି। ରାଇନା ଫେରିବାର ପ୍ରକୃତ କାରଣ...