ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ଆଜି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ତାଙ୍କର ସମର୍ଥକ ଏବଂ ଦଳୀୟ କାର୍ଯ୍ୟକର୍ତ୍ତାମାନେ ସେବା ସପ୍ତାହ ପାଳନ କରୁଛନ୍ତି । ଅନ୍ୟ ଦେଶର ରାଷ୍ଟ୍ରାଧ୍ୟକ୍ଷମାନେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି । ଏହି ଅବସରରେ ଆସନ୍ତୁ ଦେଖିବା ଏମିତି କିଛି ଫଟୋ...
ନୂଆଦିଲ୍ଲୀ: ବିଶ୍ବରେ ୧୮୦ରୁ ଅଧିକ ଦେଶରେ କରୋନା ଭୟଙ୍କର ରୂପ ନେଇଛି। ବର୍ତ୍ତମାନ ସୁଦ୍ଧା୨.୯୮କୋଟି ଲୋକ କରୋନା କଵଜାରେ। ଭାରତରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଦେଶରେ ୫୧ ଲକ୍ଷ ପାର କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ୯୭ ହଜାର ୮୯୪...
ସୋନିପତ୍: ଦିଲ୍ଲୀର ନାରାୟଣା ସ୍ଥିତ ୱାର୍ଡର ନମ୍ବର ୨ର ଜଣେ ଆମ୍ ଆଦମୀ ପାର୍ଟି ନେତା ନିଶାନ୍ତ ତମ୍ବର ଦିଲ୍ଲୀ-ପାନିପତ୍ ହାଇୱେରେ ବହାଲଗଡ ନିକଟରେ ନିଜ କାର୍ ଅଟକାଇ ବିଷ ପିଇ ଦେଇଛନ୍ତି। ଏହି ଘଟଣାରେ ତାଙ୍କ ଭାଇ ପଡୋଶୀ ସନ୍ଦୀପ ତମ୍ବରଙ୍କୁ ଦୋଷ ଦେଇଛନ୍ତି। ସେ ତାଙ୍କ...
ନୂଆଦିଲ୍ଲୀ: ଭାରତ-ଚୀନ ମଧ୍ୟରେ ପାଙ୍ଗଙ୍ଘ ଲେକ୍ ପାଖରେ ହୋଇଥିବା ଠେଲାପେଲା ଘଟଣା ପରେ ସୀମାନ୍ତରେ ସ୍ଥିତି ସୁଧାରିବା ପାଇଁ ଉଚ୍ଚସ୍ତରୀୟ ବୈଠକ ଜାରି ରହିଛି। ତାହାସତ୍ତ୍ୱେ ଲଦାଖରେ ଏପରି ଅନେକ ଅଞ୍ଚଳ ରହିଛି ଯେଉଁଠି ଭାରତ-ଚୀନ ସେନା ସାମ୍ନାସାମ୍ନି ଅବସ୍ଥାରେ ଅଛନ୍ତି। ତେବେ ଭାରତୀୟ ସେନା ଅନେକ ଉଚ୍ଚରେ...
ମୁମ୍ବାଇ: ମହାରାଷ୍ଟ୍ର ସବୁଠାରୁ ଅଧିକ କରୋନା ପ୍ରଭାବିତ ରାଷ୍ଟ୍ର ହୋଇଥିବାବେଳେ ମୁମ୍ବାଇର ସ୍ଥିତି ଗମ୍ଭୀର ରହିଛି। ଏହାକୁ ଦୃଷ୍ଟିରେ ରଖି ମୁମ୍ବାଇ ପୋଲିସ କଡା ପଦକ୍ଷେପ ସ୍ୱରୂପ ସହରରେ ୧୪୪ ଧାରା ଜାରି କରିଛି। ଏହି ଧାରାକୁ ତତ୍କାଳ ଲାଗୁ କରାଯାଇଛି। ଏହା ସେପ୍ଟେମ୍ବର ୩୦ ତାରିଖ ଯାଏ...
ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଆସିଛି ଯୌନ ନିର୍ଯାତନା ଅଭିଯୋଗ। ଏପରି ଅଭିଯୋଗ ଆଣିଛନ୍ତି ଜଣେ ପୂର୍ବତନ ମଡେଲ। ଏମି ଡୋରିସ୍ (Ami Dorris) ନାମ୍ନୀ ଏହି ମଡେଲ ଜଣକ ଅଭିଯୋଗ କରିଛନ୍ତି ଯେ, ୨୩ ବର୍ଷ ପୂର୍ବେ ତାଙ୍କର ଟେନିସ୍ ଚାମ୍ପିୟନସିପ୍ ସମୟରେ ଟ୍ରମ୍ପ...
ନୂଆଦିଲ୍ଲୀ: ଦେଶରେ ଦିନକରେ ୯୬ହଜାର ୪୨୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ହଜାରେ ୧,୧୭୪ ଜଣଙ୍କ ମୃତ୍ଯୁ ହୋଇଛି । ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ଯୁ ସଂଖ୍ୟା ୮୪,ହଜାର ୩୭୨ରେ ପହଞ୍ଚିଛି । ଦିନକରେ ୮୭, ୭୭୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।...
ନୂଆଦିଲ୍ଲୀ: ମୋଦି ସରକାର କୃଷି ସମ୍ବନ୍ଧିତ ବିଲ୍ ଗୁରୁବାର ଲୋକସଭାରେ ପାରିତ କରିଦେଲେ। ତେବେ ଏହି କୃଷି ବିଲ୍କୁ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ନେତାମାନେ ବିରୋଧ କରିଛନ୍ତି। ଏପରିକି ଏନ୍ଡିଏର ସହଯୋଗୀ ଦଳ ଶିରୋମଣି ଅକାଳି ଦଳ ମଧ୍ୟ ଏହାକୁ ବିରୋଧ କରିଛି। ଏହାକୁ ବିରୋଧ...
ଭୁବନେଶ୍ୱର: ମେ ୨୦୧୪ରୁ ସି’ ସୋର ଚିଟଫଣ୍ଡ ଠକେଇ ମାମଲାର ତଦନ୍ତ ସିବିଆଇ ଆରମ୍ଭ କରି ଆସୁଛି । ଦୀର୍ଘ ୬ ବର୍ଷ ଧରି ମାମଲାର ତଦନ୍ତ ଚାଲିଛି । ମହାନଦୀ ବୋଟିଂ ପ୍ରକଳ୍ପ ଓ ଅଟ୍ରି ଗେଷ୍ଟହାଉସ୍ ପ୍ରକଳ୍ପ ମାମଲାରେ ତତ୍କାଳୀନ ପର୍ଯ୍ୟଟନ ମନ୍ତ୍ରୀ ଦେବୀ ମିଶ୍ର...
ନୟାଗଡ଼: ମରିଗଲା ମାନବିକତା। ବଞ୍ଚିଥିବା ବେଳେ ଗାଁ ରୁ ଏକଘରକିଆ କରି ଦେଇଥିଲେ। ଏବେ ମଲା ପରେ କେହି ଆସିଲେନି ଶବକୁ କାନ୍ଧ ଦେବାଲାଗି । ଆଉ ଗତକାଲି ରାତିରୁ ଗାଁ ମୁଣ୍ଡରେ ପଡିରହିଛି ଶବ। ନୟାଗଡ଼ ଜିଲ୍ଲା ଶରଣକୂଳ ଥାନା ଅନ୍ତର୍ଗତ ପାଣିଭଣ୍ଡାର ଗାଁ ଦେଖିବାକୁ ମିଳିଛି...
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଚିନ୍ତା କମିବାର ନାଁ ନେଉନାହିଁ। ଗତ ୨୪ ଘଣ୍ଟାରେ ଦେଶରେ ୯୩ ହଜାର ୩୩୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଦିନକରେ କରୋନା ନେଇଛି ୧ ହଜାର ୨୪୭ ଜୀବନ । ଏହାକୁ ମିଶାଇ ଦେଶରେ କରୋନା ମୃତ୍ୟୁ ସଂଖ୍ୟା...
ସୁନ୍ଦରଗଡ: ମହିଳା ପୋଲିସ ଇନ୍ସପେକ୍ଟରଙ୍କୁ ନିର୍ଯାତନା। ଅଧ୍ୟାପକ ସ୍ୱାମୀଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି ସୁନ୍ଦରଗଡ ବୀରମିତ୍ରପୁର ଥାନା IIC। ବିବାହ ପରଠୁ ଆଇଆଇସିଙ୍କ ସ୍ୱାମୀ ତାଙ୍କୁ ଶାରୀରିକ, ମାନସିକ ନିର୍ଯାତନା ଦେବା ସହ ହତ୍ୟା ଉଦ୍ୟମ କରିବା ଭଳି ଅଭିଯୋଗ ଆଣିଛନ୍ତି ମହିଳା ଆଇଆଇସି। ରଘୁନାଥପାଲି ଥାନାରେ...
ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ଭାଇରସ୍ ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି। କରୋନାର ଭୟାବହ ରୂପ ଦେଖି ବୈଜ୍ଞାନିକମାନେ ଚିନ୍ତାରେ ପଡିଲେଣି। ଏପରି ସ୍ଥିତିରେ କରୋନାରୁ ସୁସ୍ଥ ହୋଇଥିବା ରୋଗୀ ପୁଣି ଥରେ ଆକ୍ରାନ୍ତ ହେଉଥିବା ନୂଆ ଖବର ଆସିଛି। କରୋନାରେ ଦ୍ୱିତୀୟ ଥର ପାଇଁ ସଂକ୍ରମିତ...
ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଜଣେ ସାମ୍ବାଦିକଙ୍କ ସହ ଜଣେ ଚୀନ ମହିଳା ଓ ଜଣେ ନେପାଳ ନାଗରିକଙ୍କୁ ଗିରଫ କରିଛି । ଗିରପ ସାମ୍ବାଦିକଙ୍କ ନାମ ରାଜୀବ ଶର୍ମା । ରାଜୀବ ଚୀନ ଇନ୍ଟେଲିଜେନ୍ସକୁ ଗୁଇନ୍ଦା ତଥ୍ୟ ପ୍ରଦାନ କରୁଥିବା ଅଭିଯୋଗ ହୋଇଛି । ଚୀନ...
ନୂଆଦିଲ୍ଲ: ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ରେ ୯୭ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା କେନ୍ଦ୍ର ସରକାର ପ୍ରଥମ ଥର ପାଇଁ ସ୍ୱୀକାର କରିଛନ୍ତି। କୋଭିଡ-୧୯ ସଙ୍କଟକୁ ଦୃଷ୍ଟିରେ ରଖି ହୋଇଥିବା ଲକ୍ଡାଉନ ସମୟରେ ପ୍ରବାସୀ ଶ୍ରମିକଙ୍କ ପାଇଁ ଚାଲ କରାଯାଇଥିଲା ସ୍ୱତନ୍ତ୍ର ଟ୍ରେନ। ଲକ୍ଷ୍ୟଥିଲା ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ...
ନୂଆଦିଲ୍ଲୀ: କରୋନା ସଂକ୍ରମଣରୁ ସୁସ୍ଥ ହେବାରେ ଭାରତ ବିଶ୍ୱସ୍ତରରେ ରେକର୍ଡ କରିଛି । ଏପରିକି ବ୍ରାଜିଲ, ଆମେରିକାକୁ ପଛରେ ପକାଇଛି ଭାରତ । ଏ ନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଶନିବାର ସୂଚନା ଦେଇଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିିଳିଥିବା ସୂଚନା ଅନୁସାରେ, ଦେଶରେ ବର୍ତ୍ତମାନ ସୁଦ୍ଧା ୪୨,...
ନୂଆଦିଲ୍ଲୀ/ଭୁବନେଶ୍ୱର: ରାଜ୍ୟସଭାରେ କୃଷି ବିଲ୍ ଆଗତ କଲେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର। ବିଲ୍ ସପକ୍ଷରେ ରାଜ୍ୟସଭାରେ ଯୁକ୍ତି ଉପସ୍ଥାପନ କଲେ। ଏହି ୨ଟି ବିଲ୍ ଐତିହାସିକ ଏବଂ ଏହା ଚାଷୀଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିବ ବୋଲି ସେ କହିଛନ୍ତି। ଏପରିକି ଚାଷୀ ନିଜ ଫସଲ...