• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

pak
ପାକିସ୍ତାନକୁ ଧକ୍କା: ସ୍ୱତନ୍ତ୍ର ବୁଡ଼ାଜାହାଜ ଦେବାକୁ ମନା କରିଦେଲା ଜର୍ମାନ

ବର୍ଲିନ: ଆତଙ୍କବାଦକୁ ନେଇ ପାକିସ୍ତାନ ନିଜର ଚେହେରା ଯେତେ ସଫା କରିବାକୁ ଚାହୁଁଥିଲେ ମଧ୍ୟ ସେଥିରେ ବିଫଳ ହେଉଛି। ଆତଙ୍କବାଦଙ୍କୁ ପ୍ରୋତ୍ସାହନ ଦେଉଥିବା କାରଣରୁ ପାକିସ୍ତାନକୁ ମିଳିଛି ପୁଣି ଏକ ଶକ୍ତ ଧକ୍କା। ଜର୍ମାନ ଚାନ୍‌ସେଲର ଆଞ୍ଜଲା ମେର୍କେଲ ପାକିସ୍ତାନ ନାଭିକୁ ସ୍ୱତନ୍ତ୍ର ବୁଡ଼ାଜାହାଜ AIP ( Air-Independent...

kim jong
ପୁଣି କୋମାରେ ଉତ୍ତର କୋରିଆ ମୁଖ୍ୟ କିମ୍‌ ଜୋଙ୍ଗ ଉନ୍ ?

ନୂଆଦିଲ୍ଲୀ: ଉତ୍ତର କୋରିଆ ମୁଖ୍ୟ କିମ୍‌ ଜୋଙ୍ଗ ଉନ୍‌(Kim Jong-un)ଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ଗୁରୁତର ହୋଇଥିବା ଶୁଣିବାକୁ ମିଳିଛି। ଦକ୍ଷିଣ କୋରିଆ ପୂର୍ବତନ ରାଷ୍ଟ୍ରପତିଙ୍କର ଜଣେ ସହାୟକ ଚାଙ୍ଗ ସଙ୍ଗ-ମିନ୍‌ ଏ ନେଇ ସୂଚନା ଦେଇଛନ୍ତି। ସେ ଦାବି କରିଛନ୍ତି, କିମ୍‌ ଜୋଙ୍ଗ କୋମାରେ ଅଛନ୍ତି ଏବଂ ସେଥିପାଇଁ...

cinbd
Corona Death in Odisha: ରାଜ୍ୟରେ ୨୪ ଘଣ୍ଟାରେ ଆଖି ବୁଜିଲେ ୯ କରୋନା ରୋଗୀ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୯ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪୨୮ ସୂଚନାଥାଉ କି, ରାଜ୍ୟରେ ଗତ ୨୪...

coronsaviryd
ରାଜ୍ୟରୁ ଚିହ୍ନଟ ହେଲେ ୨, ୭୫୨ କରୋନା ରୋଗୀ, ଖୋର୍ଦ୍ଧାରୁ ସର୍ବାଧିକ ୪୨୩

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୦ ଜିଲ୍ଲାରୁ ଚିହ୍ନଟ ହେଲେ ୨, ୭୫୨ କରୋନା ରୋଗୀ।  ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ  ସୂଚନା ଦିଆଯାଇଛି। କ୍ୱରେଣ୍ଟିନ୍‌ରୁ ୧, ୭୦୮ ଏବଂ ଲୋକାଲ କେସ ୧୦୪୪ । ଖୋର୍ଦ୍ଧାରୁ ସବାଧିକ...

Corona Vaccine Update
Corona Vaccine Update: କରୋନାକୁ ମାତ୍‌ ଦେବ ଆମେରିକାର ନାଜାଲ ଭାକ୍ସିନ

ନୂଆଦିଲ୍ଲୀ: କରୋନା ଭ୍ୟାକ୍ସିନ୍ ପାଇଁ ବିଭିନ୍ନ ଦେଶ ପକ୍ଷରୁ ଟିକା ପ୍ରସ୍ତୁତ କରାଯାଉଥିବାବେଳେ ଆମେରିକାର ନାଜାଲ ଭ୍ୟାକସିନକୁ (Nasal Vaccine)  ନେଇ ଏବେ ସବୁଆଡେ ଚର୍ଚ୍ଚା । ପ୍ରାଥମିକ ପର୍ଯ୍ୟାୟରେ ମୂଷା ଠାରେ ଏହି ଟିକା ସଫଳତାର ସହ ପରୀକ୍ଷା ପରେ ଏହା ଶକ୍ତିଶାଳୀ କରୋନା ପ୍ରତିରୋଧୀ କ୍ଷମତା...

jammu
ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣା: ଆଜି ଦାଖଲ ହେବ ଚାର୍ଜସିଟ୍

ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଏନଆଇଏ ପକ୍ଷରୁ ଆଜି ଚାର୍ଜସିଟ୍ ଦାଖଲ କରାଯିବ । ଏ ନେଇ ଆଜି ଏନଆଇଏ ଟିମ୍ ଜମ୍ମୁକୋର୍ଟରେ ପହଞ୍ଚିଛନ୍ତି । ଜୈସ ଏ ମହମ୍ମଦ ଆତଙ୍କବାଦୀ ସଂଗଠନ ମୁଖ୍ୟ ମାସୁଦ ଆଝାର ଓ ତାର ଭାଇ ଏହି ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା...

Untitled-2
ଦିଲ୍ଲୀରୁ ଲଣ୍ଡନ ଗଡ଼ିବ ବସ୍‌; ଭଡ଼ା କେତେ ଜାଣନ୍ତି ?

ନୂଆଦିଲ୍ଲୀ: ବସ୍‌ରେ ଲଣ୍ଡନ ଯିବାକୁ ଚାହୁଁଛନ୍ତି କି ? ଏଣିକି ଏପରି ସୁବିଧା ଆପଣଙ୍କୁ ମିଳି ପାରିବ।  କାରଣ ଖୁବ୍‌ଶୀଘ୍ର ଦିଲ୍ଲୀରୁ ଲଣ୍ଡନ ଗଡ଼ିବ ବସ୍‌। ଖାଲି ଲଣ୍ଡନ ନୁହେଁ,  ୧୮ଟି ଦେଶ  ଅତିକ୍ରମ କରି ଆପଣ ଲଣ୍ଡନରେ ପହଞ୍ଚବେ। ଯାତ୍ରାର ଅବଧି ୭୦ ଦିନ । ଏହି...

journalist
ପୁଣି ଜଣେ ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ପୁଣି ଜଣେ ସାମ୍ବାଦିକଙ୍କୁ ହତ୍ୟା।  ବଲିଆ ଅଂଚଳରେ ଜଣେ ଟିଭି ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ।  ସାମ୍ବାଦିକଙ୍କ ନାମ ରତନ ସିଂ(୪୨ ବର୍ଷ) ଓ ସେ ଏକ ଘରୋଇ ନ୍ୟୁଜ୍ ଚ୍ୟାନେଲରେ ସାମ୍ବାଦିକ ଭାବେ କାର୍ଯ୍ୟ  କରୁଥିଲେ।   ଜମି ବିବାଦକୁ କେନ୍ଦ୍ରକରି ଏହି...

0000
ଶବ ସତ୍କାର ପୂର୍ବରୁ ଉଠି ବସିଲା ୧୨ ବର୍ଷର ଝିଅ, କଥା କହିଲା ଆଉ ତା’ ପରେ...

ଜାକର୍ତା: ଇଣ୍ଡୋନେସିଆର ଇଷ୍ଟ ଜାଭାରେ ଘଟିଛି ଏକ ଅଜବ ଘଟଣା ଯାହା ସ୍ଥାନୀୟ ମିଡିଆରେ ପ୍ରମୁଖ ଖବରର ସ୍ଥାନ ପାଇଛି। ଆପଣ ଶୁଣିଲେ ବି ଆଶ୍ଚର୍ଯ୍ୟ ହୋଇଯିବେ। ୧୨ ବର୍ଷର ଏକ ଝିଅର କୌଣସି କାରଣରୁ ମୃତ୍ୟୁ ଘଟିଥିଲା। ତେବେ ଆଶ୍ଚର୍ଯ୍ୟର କଥା, ସତ୍କାର ପୂର୍ବରୁ ଯେତେବେଳେ ଶିଶୁର...

rain
କଟକ, ଭୁବନେଶ୍ୱରରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଜାରି ରହିଛି ବର୍ଷା । ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି । ଏ ନେଇ ୯ଟି ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ୱେଲ ମାର୍କଡ ଲୋ ପ୍ରେସରରେ...

neet
ଧାର୍ଯ୍ୟ ତାରିଖରେ ହେବ JEE ମେନ୍, NEET

ନୂଆଦିଲ୍ଲୀ: ଧାର୍ଯ୍ୟ ତାରିଖରେ ଅନୁଷ୍ଠିତ ହେବ JEE ମେନ୍ ଓ NEET। ଏ ନେଇ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି NTA । JEE (ମେନ୍) ସେପ୍ଟେମ୍ବର ୧ରୁ ୬ ତାରିଖ ଓ NEET (ୟୁଜି) ପରୀକ୍ଷା ସେପ୍ଟେମ୍ବର ୧୩ ତାରିଖରେ ହେବାକୁ...

baripada-1
ଉତ୍ତର ଓଡ଼ିଶାରେ ବନ୍ୟା; ରାସ୍ତା ଉପରେ ଆଣ୍ଠୁଏ ପାଣିର ସୁଅ

ବାରିପଦା: ଲଘୁଚାପର ଲଗାଣ ବର୍ଷା ଯୋଗୁଁ ଉତ୍ତର ଓଡ଼ିଶାର ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ବଢ଼ିବାରେ ଲାଗିଛି । ଫଳରେ ୩ ଜିଲ୍ଲା ବାଲେଶ୍ୱର, ମୟୂରଭଞ୍ଜ ଓ ଭଦ୍ରକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।  ବାରିପଦାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।  ସହର ମଧ୍ୟସ୍ଥ ଜରାଳି ଓ ସରାଳି ନଦୀର...

Capture
କୋଭିଡ୍‌ ଯୋଦ୍ଧାଙ୍କ ମୃତ୍ୟୁ ପରେ ଅନୁକମ୍ପା ରାଶି ପାଇବାକୁ ଦୁଇ ପତ୍ନୀଙ୍କ ମଧ୍ୟରେ ଟଣାଟଣି, କୋର୍ଟକୁ ଗଲା ମାମଲା

ମୁମ୍ବାଇ: ସ୍ୱାମୀର ଟଙ୍କା ପାଇବେ ପ୍ରଥମ ସ୍ତ୍ରୀ । ଏକାଧିକ ବିବାହ କରିଥିବା ବ୍ୟକ୍ତିଙ୍କ ପତ୍ନୀମାନଙ୍କ ମଧ୍ୟରେ କେବଳ ପ୍ରଥମ ପତ୍ନୀ ହିଁ ତାଙ୍କର ଟଙ୍କା ପାଇବାକୁ ଯୋଗ୍ୟ । ମହାରାଷ୍ଟ୍ରରେ ଏକ ମାମଲାର ଶୁଣାଣି କରି ଏହା କହିଛନ୍ତି ବମ୍ବେ ହାଇକୋର୍ଟ। ତେବେ ଉଭୟ ପତ୍ନୀଙ୍କ ଗର୍ଭରୁ...

bonai
ପାଣି ସୁଅରେ ଭାସିଗଲା କାର

ବଣାଇ: ସାରା ରାଜ୍ୟରେ ଲାଗି ରହିଛି ପ୍ରବଳ ବର୍ଷା। ଅଧିକାଂଶ ସ୍ଥାନରେ ରାସ୍ତା ଉପରେ ଆଣ୍ଠୁଏ ପାଣି। ରାସ୍ତା, ନାଳ,ଜୋର ସବୁ ଏକାକାର ହୋଇଯାଇଛନ୍ତି। ଏପରି ସ୍ଥିତିରେ ଏକ କାର ଆସୁଥିବାବେଳେ  ପାଣି ସ୍ରୋତରେ  ଭାସିଯାଇଛି। ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ବଣାଇ ଅଞ୍ଚଳରେ। ଲଗାଣ ବର୍ଷା ଯୋଗୁଁ...

sonia
JEE ମେନ୍ ଓ NEET ପରୀକ୍ଷା ସ୍ଥଗିତ ରଖିବା ପାଇଁ ସୋନିଆ ଡାକିଲେ ବୈଠକ

ନୂଆଦିଲ୍ଲୀ: ନାଶନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ନିର୍ଦ୍ଧାରିତ ସମୟରେ ଜେଇଇ ମେନ୍ ଓ NEET ପରୀକ୍ଷା ହେବା ପାଇଁ ଘୋଷଣା କରାଯିବା ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ଆଜି କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ବୈଠକ ଡାକିଛନ୍ତି। ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ...

anup
ପୂର୍ବତନ ବିଧାୟକ ଅନୁପ ସାଏ ଡାକ୍ତରଖାନାରେ ଭର୍ତ୍ତି

ଭୁବନେଶ୍ୱର: ମାଆ ଝିଅ ହତ୍ୟା ମାମଲାରେ ସଂପୃକ୍ତ ଥିବା ଅଭିଯୋଗରେ ଗିରଫ ହୋଇ ଛତିଶଗଡ ଜେଲରେ ଥିବା  ପୂର୍ବତନ ବ୍ରଜରାଜନଗର ବିଧାୟକ ଅନୁପ ସାଏ ଅସୁସ୍ଥ ହୋଇପଡ଼ିଛନ୍ତି।  ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ପ୍ରଥମେ ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟ ଓ ପରେ ତାଙ୍କୁ...

Corona Vaccine Update
Corona Updates in Odisha: ଓଡ଼ିଶାରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୩୭୧ କରୋନା ରୋଗୀ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୦ ଜିଲ୍ଲାରୁ ଚିହ୍ନଟ ହେଲେ ୩,୩୭୧ କରୋନା ରୋଗୀ।  ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ  ସୂଚନା ଦିଆଯାଇଛି। କ୍ୱରେଣ୍ଟିନ୍‌ରୁ ୨, ୯୫୩ ଏବଂ ଲୋକାଲ କେସ ୧,୩୧୮ ଅଛନ୍ତି। ଏହାକୁ ମିଶାଇ ରାଜ୍ୟରେ...

cinbd
Corona Death in Odisha: ରାଜ୍ୟରେ ୨୪ ଘଣ୍ଟାରେ ଆଖି ବୁଜିଲେ ୧୩ କରୋନା ରୋଗୀ

ଭୁବନେଶ୍ୱର: ଓଡ଼ିଶାରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୩୭୧ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଆଉ ୧୩ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା...

abhipsa
‘ଅଭିପ୍ସା’କୁ ମିଳିଲା ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର ପୁରସ୍କାର

ବ୍ରହ୍ମପୁର: ଅଭିପ୍ସାକୁ  ମିଳିଛି  ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର ପୁରସ୍କାର। Vocal for Local ଫିଲ୍ମ ଫେଷ୍ଟିଭାଲ୍ ୨୦୨୦ରେ କୃଷ୍ଣଚନ୍ଦ୍ର ସାହୁଙ୍କ କ୍ଷୁଦ୍ର ଚଳଚ୍ଚିତ୍ର ଅଭିପ୍ସାକୁ ମିଳିଛି ଏହି ସମ୍ମାନ । ସ୍ୱାଧୀନତା ଦିବସରେ ଏହି କ୍ଷୁଦ୍ର ଫିଲ୍ମ ପ୍ରଦର୍ଶିତ ହୋଇଥିଲା । ଅଭିପ୍‌ସାକୁ ଏହି ସମ୍ମାନ ମିଳିବା ପରେ...

12111
କଟକରେ ହେବ ଦୁର୍ଗାପୂଜା, ବିନା ଶ୍ରଦ୍ଧାଳୁରେ ପୂଜା ପାଇବେ ମା’

କଟକ: କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି କଟକରେ ଦୁର୍ଗାପୂଜା କଟକଣା ଜାରି କରାଯାଇଥିଲା । ଚଳିତ ବର୍ଷ କୌଣସି ମଣ୍ଡପରେ ହେବନି ଦୁର୍ଗା ପୂଜା ବୋଲି କୁହାଯାଇଥିଲା। ହେଲେ ନିଜ ଘର ଭିତରେ ଦୁର୍ଗା ପୂଜା କରିପାରିବେ ବୋଲି କଟକ ଜିଲ୍ଲାପାଳ କହିଥିଲେ। ଏହାକୁ ନେଇ କଟକବାସୀଙ୍କ ମଧ୍ୟରେ...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।