• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

china-1
ବିବାଦୀୟ ଲିପୁଲେଖରେ ସେନା ମୁତୟନ କଲା ଚୀନ

ଡେରାଡୁନ୍‌: ଉତ୍ତରାଖଣ୍ଡ ଲିପୁଲେଖ ବିବାଦକୁ ନେଇ ଭାରତ-ନେପାଳ ମଧ୍ୟରେ ଉତ୍ତେଜନା ଲାଗି ରହିଥିବାବେଳେ ଏହି ଅଞ୍ଚଳରେ ଚୀନ ଏବେ ଅଧିକ ସଂଖ୍ୟକ ସୈନ୍ୟ ମୁତୟନ କରିଥିବା ଦେଖିବାକୁ ମିଳିଛି। ସ୍ଥିତି ଉପରେ ଭାରତ ତୀକ୍ଷ୍‌ଣ ନଜର ରଖିଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ଅଞ୍ଚଳରେ ଚୀନ ୧୫୦ ଲାଇଟ୍‌...

Untitled-1
ପ୍ରଧାନମନ୍ତ୍ରୀଙ୍କୁ କୁନି ଝିଅର ଶେଷ ଚିଠି; ଏ ଦୁନିଆ ମୋତେ ଆଉ ଭଲ ଲାଗୁନି....

ନୂଆଦିଲ୍ଲୀ:  ‘ମୋ ନାଁ ଆଞ୍ଚଲ ଗୋସ୍ୱାମୀ। ଏ ଦୁନିଆ ଆଉ ମୋତେ ଭଲ ଲାଗୁନି। ଏଠାରେ ଲୋକେ ପରସ୍ପର ସହ ଝଗଡ଼ା କରୁଛନ୍ତି। ମା’ ବାପାଙ୍କୁ ବୃଦ୍ଧାଶ୍ରମରେ ଛାଡ଼ି ଦେଉଛନ୍ତି। ଗାଳିଗୁଲଜ କରୁଛନ୍ତି, ମାରପିଟ୍‌ ବି କରୁଛନ୍ତି। ଲୋକେ ନିଜ ସୁବିଧା ପାଇଁ ଗଛ କାଟି ଦେଉଛନ୍ତି। ଜୀବଜନ୍ତୁଙ୍କ...

neem
କରୋନା ଭାଇରସକୁ ରୋକି ପାରିବ କି ନିମ୍ବ ? ଭାରତରେ ହେବ ହ୍ୟୁମାନ ଟ୍ରାଏଲ

ନୂଆଦିଲ୍ଲୀ: ନିମ୍ବର ସ୍ୱାଦରେ ମଧୁରତା ନାହିଁ ସତ, ହେଲେ ଏହାର ଉପକାର ଅମୃତ ପରି ମଧୁର। ଏବେ ବୈଜ୍ଞାନିକ ଏବଂ ଡାକ୍ତରୀ ଟିମ୍‌ ଜାଣିବାକୁ ପାଇଛନ୍ତି କରୋନା ମୁକାବିଲା କ୍ଷେତ୍ରରେ ନିମ୍ବର ବ୍ୟବହାର ବେଶ ଉପଯୋଗୀ ହୋଇପାରିବ। ଏ ନେଇ ଗବେଷଣା ଆରମ୍ଭ ହୋଇଛି। ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ...

corona-test
ଦେଶରେ ରେକର୍ଡ ଭାଙ୍ଗିଲା କରୋନା: ୨୪ ଘଣ୍ଟାରେ ୭୦ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ:  ଦେଶରେ ସବୁ ପୁରୁଣା ରେକର୍ଡ ଭାଙ୍ଗିଲା କରୋନା। ଦିନକରେ ବାହାରିଲେ ପାଖାପାଖି ୭୦ ହଜାର କରୋନା ପଜିଟିଭ। ଏହା ପରେ କରୋନାକୁ ନେଇ ଦେଶରେ ଚିନ୍ତା ବଢି ଯାଇଛି। ଗତ ୨୪ ଘଣ୍ଟାରେ ଭାରତରେ ସର୍ବାଧିକ ୬୯ ହଜାର ୬୫୨ କରୋନା ପଜିଟିଭ୍ କେସ୍ ସାମ୍ନାକୁ ଆସିଛି...

NRA
ଜାତୀୟ ନିଯୁକ୍ତି ସଂସ୍ଥାକୁ ମିଳିଲା କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଧୀନ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଏକ ସ୍ୱତନ୍ତ୍ର ସଂସ୍ଥା ଗଠନ କରାଯିବ । ଏହାର ନାଁ ରଖାଯାଇଛି ଜାତୀୟ ନିଯୁକ୍ତି ସଂସ୍ଥା ବା NRA (National Recruitment Agency))। ଏହି ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇଛି। କେନ୍ଦ୍ର ସରକାରଙ୍କ ଅଧିନରେ ଥିବା...

rain-2
ଦିଲ୍ଲୀରେ ପ୍ରବଳ ବର୍ଷା: ଧସିଗଲା ରାସ୍ତା

ନୂଆଦିଲ୍ଲୀ: ଲଗାଣ ବର୍ଷା ଯୋଗୁଁ ଦିଲ୍ଲୀରେ ସୃଷ୍ଟି ହୋଇଛି ଜଳବନ୍ଦୀ ପରିସ୍ଥିତି । ବିଭିନ୍ନ ସ୍ଥାନରେ ରାସ୍ତାରେ ପାଣି ଜମି ରହିଛି।  ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯାତ୍ରୀ। ଦିଲ୍ଲୀ ମୟୂରବିହାର ଓ ଗୌତମବୁଦ୍ଧ ନଗରରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରବଳ ବର୍ଷା...

sushant singh
ସୁଶାନ୍ତ ସିଂ ମୃତ୍ୟୁ ମାମଲା: ଏହି ୧୪ଟି ପ୍ରଶ୍ନର ଉତ୍ତର ଖୋଜିପାରେ CBI

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁର ତଦନ୍ତ ଦାୟିତ୍ୱ ସିବିଆଇ ହାତକୁ ଯାଇଛି । ଏହି ନିର୍ଦ୍ଦେଶ ପରେ ସୁଶାନ୍ତ ସିଂ ମୃତ୍ୟୁ ମାମଲା ନୂଆ ମୋଡ଼ ନେବାକୁ ଯାଉଛି। ସିବିଆଇର ଏକ ସ୍ୱତନ୍ତ୍ର SIT ଟିମ୍‌ ତଦନ୍ତ ପାଇଁ ମୁମ୍ବାଇ ଯିବ । ଏହି ତଦନ୍ତକାରୀ...

rhea
ରିୟାଙ୍କ ସମ୍ପର୍କରେ ଆଉ ଏକ ରାଜ୍‌ର ଖୁଲାସା କଲେ ସୁଶାନ୍ତଙ୍କ ସାଙ୍ଗ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ୍‌ ମୃତ୍ୟୁର ତଦନ୍ତ ଭାର ସିବିଆଇ ହାତକୁ ଆସିଛି।  ପ୍ରମାଣ ସଂଗ୍ରହ ପାଇଁ ସିବିଆଇ ଲଗାତାର ପଚରାଉଚରା କରିଚାଲିଛି। ଜେରାରୁ ଅନେକ କିଛି ତଥ୍ୟ ମଧ୍ୟ ସାମ୍ନାକୁ ଆସିଲାଣି। ତେବେ ଏହି ତଦନ୍ତ ମଝିରେ ସୁଶାନ୍ତ ଏବଂ ରିଆଙ୍କ ସମ୍ପର୍କକୁ ନେଇ ଏକ ଚମକାଇ...

rahul-priyanka
ଦଳର ମଙ୍ଗ ଧରିବାକୁ ଅନିଚ୍ଛୁକ ରାହୁଲ, ପ୍ରିୟଙ୍କା: ଗାନ୍ଧି ପରିବାର ହାତରୁ ଚାଲିଯିବ କି ଅଧ୍ୟକ୍ଷ ପଦ ?

ନୂଆଦିଲ୍ଲୀ: ବଦଳିବେ କି କଂଗ୍ରେସ ମଙ୍ଗୁଆଳ ପଦବୀ ? ପଦବୀ ଛାଡ଼ିବେ କି ସୋନିଆ ଗାନ୍ଧି ? ଏଭଳି କିଛି କଳ୍ପନାଜଳ୍ପନା ଓ ପ୍ରଶ୍ନ ଜୋର ଧରିଛି ସାରା ଦେଶରେ।  ଅଖିଳ ଭାରତୀୟ କଂଗ୍ରେସ କମିଟିର ଅନ୍ତରୀଣ ଅଧ୍ୟକ୍ଷା ପଦକୁ ଛାଡ଼ିବା ପାଇଁ ସୋନିଆ ଗାନ୍ଧି ଆଗ୍ରହ ପ୍ରକାଶ...

petrol
୫ମ ଦିନରେ ବଢିଲା ପେଟ୍ରୋଲ ଦର

ନୂଆଦିଲ୍ଲୀ: ଆଜି ୫ମ ଦିନରେ ବି ପେଟ୍ରୋଲ ଦର ବୃଦ୍ଧି ଜାରି ରହିଛି। ସରକାରୀ ତୈଳ କମ୍ପାନୀ ଇଣ୍ଡିଆନ ଅଏଲ(IOC) , ଭାରତ ପେଟ୍ରୋଲିୟମ କର୍ପୋରେଶନ ଲି.(BPCL) ଏବଂ ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେଶନ ଲି. (HPCL) ସୋମବାର ପଞ୍ଚମ ଦିନ ପାଇଁ ପୁଣି ପେଟ୍ରୋଲ ଦରରେ ବୃଦ୍ଧି ଘଟିଥିବା...

covid-medical
ଦେଶରେ ୨୪ ଘଣ୍ଟାରେ ଆଖି ବୁଜିଲେ ୮୩୬ କରୋନା ରୋଗୀ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ଗୋଟିଏ ଦିନରେ ୮୩୬ ଜଣଙ୍କ ମୃତ୍ୟୁ ଘଟିବା ପରେ ଦେଶରେ ବର୍ତ୍ତମାନ ଏହି ସଂଖ୍ୟା ୫୭,୫୪୨ ଛୁଇଁଛି। ମହାରାଷ୍ଟ୍ରରେ ସର୍ବାଧିକ ୨୨ ହଜାର ୨୫୩ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।...

obeshi
NEET-JEE Exam 2020: ଛାତ୍ରଛାତ୍ରୀଙ୍କୁ ଏମିତି ଏକ ସମୟ ପାଇଁ ପ୍ରସ୍ତୁତ ରହିବାକୁ କହିଲେ ଓୱେସି

ନୂଆଦିଲ୍ଲୀ: ନିଟ୍‌-ଜେଇଇ ପରୀକ୍ଷା (NEET Exam 2020)କୁ ନେଇ ଚାଲିଥିବା ବିବାଦ ଏବେ ରାଜନୈତିକ ରୂପ ନେଉଛି। ରାଜ୍ୟସଭା ସାଂସଦଙ୍କଠାରୁ ଆରମ୍ଭ କରି ବହୁ ବଡ ବଡ ରାଜନୈତିକ ହସ୍ତି NEET Exam ନ କରିବାକୁ ଦାବି କରିଛନ୍ତି। ଏହି ଧାରାରେ ସାମିଲ ହୋଇଛନ୍ତି AIMIMର ମୁଖ୍ୟ ଅସଦୁଦ୍ଦିନ...

ram-bilash
କେନ୍ଦ୍ରମନ୍ତ୍ରୀ ରାମବିଳାସ ପାସୱାନ ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ:କେନ୍ଦ୍ର ମନ୍ତ୍ରୀ ରାମବିଳାସ ପାସୱାନ୍‌ ଦିଲ୍ଲୀ ଫ‍‌ର୍ଟିସ ଏସ୍କାର୍ଟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମିଡିଆ ରିପୋର୍ଟ ଅନୁସାରେ ତାଙ୍କର ଫୁସ୍‌ଫୁସ୍‌ ଏବଂ କୀଡ୍‌ନି ଜନିତ ସମସ୍ୟା ଦେଖାଦେବାରୁ ପାସ୍‌ୱାନଙ୍କୁ ରବିବାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡାକ୍ତରଙ୍କ କହିବା ଅନୁଯାୟୀ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ହୋଇଛି। ସୂଚନାଥାଉ, ତାଙ୍କର ଆରମ୍ଭରୁ...

Capture
ଚିଠିକୁ ନେଇ CWC ବୈଠକରେ ବର୍ଷିଲେ ରାହୁଲ; କହିଲେ ‘ବିଜେପି ସହ ହାତ ମିଳାଇଛନ୍ତି’

ନୂଆଦିଲ୍ଲୀ: ଗୋଟିଏ ଚିଠିକୁ ନେଇ  କଂଗ୍ରେସରେ ଲାଗିଯାଇଛି ଗୃହଯୁଦ୍ଧ। ଫୁଲ୍ ଟାଇମ୍ ଓ ଦୃଢ଼ ନେତୃତ୍ୱ ପାଇଁ ବରିଷ୍ଠ ନେତା ଲେଖିଥିବା ଚିଠି ଏବେ କଂଗ୍ରେସରେ ନିଆଁ ଲଗାଇଛି । ଚିଠି ପଛରେ ବିଜେପିର ଷଡ଼ଯନ୍ତ୍ର ଥିବା ଖୋଦ୍ ରାହୁଲ ଗାନ୍ଧିଙ୍କ ଅଭିଯୋଗ ପୁରୁଖା ନେତାଙ୍କ ମରମକୁ ଖୁବ୍...

kapil
ରାହୁଲ୍‌ଙ୍କ ଉପରେ ରାଗି ଟ୍ୱିଟ କରି ପୁଣି ଡିଲିଟ କଲେ କପିଲ ସିବଲ

ନୂଆଦିଲ୍ଲୀ: ଦଳୀୟ ନେତୃତ୍ୱ ପରିବର୍ତ୍ତନ ନେଇ ବରିଷ୍ଠ ନେତାଙ୍କ ଚିଠି ପରେ କଂଗ୍ରେସରେ ସୃଷ୍ଟି ହୋଇଛି ହଟଚମଟ । ଦଳର ୨୦ରୁ ଅଧିକ ନେତାଙ୍କ ଚିଠି ପାଇବା ପରେ ସଭାପତି ପଦ ଛାଡ଼ିବାକୁ ସୋନିଆ ଗାନ୍ଧି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି । କଂଗ୍ରେସରେ ଜଣେ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ...

murder
ଦିଅରର ଟାଙ୍ଗିଆ ଚୋଟରେ ଭାଉଜ ମୃତ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଭୁବନ ଥାନା ଅସୁରବନ୍ଧ ଗାଁରେ ଏକ ହତ୍ୟାକାଣ୍ଡ ଘଟିଯାଇଛି। ଗତକାଲି ରାତିରେ ଦିଅରର ଟାଙ୍ଗିଆ ଚୋଟରେ ଭାଉଜ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ ସେହି ଗ୍ରାମର ଅଭିମନ୍ୟୁ ମଲ୍ଲିକଙ୍କ ପତ୍ନୀ ଲିଲି। ଗତକାଲି ରାତିରେ ଖାଇସାରି ବିଲକୁ ଯାଇଥିଲେ। ସେଠାରେ...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।