• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

parliament
ଧାର୍ଯ୍ୟ ସମୟ ଆଗରୁ ଶେଷ ହୋଇପାରେ ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ଧାର୍ଯ୍ୟ ସମୟର ଯଥେଷ୍ଟ ଆଗରୁ ଶେଷ ହୋଇପାରେ ସଂସଦର ମୌସୁମୀ ଅଧିବେଶନ । ଅକଟୋବର ୧ ତାରିଖରେ ସରିବାକୁ ଥିଲେ ବି କରୋନା ସଂକ୍ରମଣ କାରଣରୁ ଆସନ୍ତା ବୁଧବାର ହିଁ ସଂସଦର ସତ୍ର ଶେଷ କରିବାକୁ ବିଜ୍ନେସ୍ ଆଡ୍ଭାଇଜରି କମିଟି ବୈଠକରେ ଆଲୋଚନା ହୋଇଥିବା ଜାତୀୟ ଗଣମାଧ୍ୟମରେ...

strecher
ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ଢେଙ୍କାନାଳ: ଡାକ୍ତରଖାନାର ଷ୍ଟ୍ରେଚରରେ ରୋଗୀଙ୍କୁ ରଖି ଢେଙ୍କାନାଳ ସହର ବୁଲିଲେ ସଂପର୍କୀୟ । ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣା ଘଟିଛି ସ୍ଥାନୀୟ ନିହଲ ପ୍ରସାଦ ଥାନା ଅନ୍ତର୍ଗତ ପିଙ୍ଗୁଆ ଇଛାପୁର ଗାଁରେ। ଏହି ଗାଁର ଜଣେ ମହିଳାଙ୍କୁ ଚିକିତ୍ସା ପାଇଁ ପରିବାର ଲୋକେ ଢେଙ୍କାନାଳ...

tiktok
ଆମେରିକାରେ ଚୀନ୍ କମ୍ପାନୀ Tiktokକୁ କିଣିବ Oracle

ୱାଶିଂଟନ୍‌‌: ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଆମେରିକାର ସଫ୍ଟୱେର କମ୍ପାନୀ ଓରାକଲକୁ ଭିଡିଓ ଶେୟାରିଂ ଆପ୍‌ କମ୍ପାନୀ ବାଇଟ୍‌‌ଡାନ୍ସ (ByteDance) କୁ କିଣିବା ପାଇଁ ମଞ୍ଜୁରୀ ଦେଇଛନ୍ତି। ଟ୍ରମ୍ପ ରବିବାର ସାମ୍ବାଦିକମାନଙ୍କୁ କହିଛନ୍ତି, ୱାଲମାର୍ଟ ବି ଏହି ବୁଝାମଣାରେ ଏକ ଅଂଶୀଦାର ରହିଛି। ଏହା ଟେକ୍ସାସରେ ଥିବା ନୂଆ...

nabaz
ରାଜନୀତିକୁ ଫେରୁଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନବାଜ ସରିଫ !

ନୂଆଦିଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନବାଜ ସରିଫ ଦୀର୍ଘ ଏକ ବର୍ଷ ଅନ୍ତର୍ଦ୍ଧାନ ରହିବା ପରେ ଦେଶର ରାଜନୀତିକୁ ଫେରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ପିପିପି ଅଧ୍ୟକ୍ଷ ବିଲାବଲ ଭୁଟ୍ଟୋ ଜର୍ଦ୍ଦାରୀ ଇମ୍ରାନ ଖାଁ ସରକାର ବିରୋଧରେ ଆନ୍ଦୋଳନ କରିବା ପାଇଁ ରବିବାର ଡିଜିଟାଲ ସମ୍ମେଳନର ଅୟୋଜନ...

darbar move
ବନ୍ଦ ହେଲା କାଶ୍ମୀରର ୧୫୦ ବର୍ଷର ‘ଦରବାର ମୁଭ୍’ ପ୍ରଥା

ଶ୍ରୀନଗର: ଜାମ୍ମୁକାଶ୍ମୀରରେ ବଦଳି ଯିବ ୧୫୦ ବର୍ଷ ଧରି  ଚାଲି ଆସୁଥିବା ପ୍ରଥା।  ଆଉ ପ୍ରତି ୬ ମାସରେ ଜମ୍ମୁ କାଶ୍ମୀରରେ  ହେବନି ଦରବାର ସ୍ଥାନାନ୍ତର। ପ୍ରଶାସନିକ ବ୍ୟବସ୍ଥାରେ ସୁଧାର ଆଣିବାକୁ ଯାଇ  ବୁଧବାର ଏହି ପ୍ରଥାକୁ ବନ୍ଦ କରି ଦିଆଯାଇଛି।…

12312
ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ନୂଆଦିଲ୍ଲୀ: ନିକଟରେ ଏକ ଗବେଷଣା କରି ବୈଜ୍ଞାନିକମାନେ ଭାରତୀୟଙ୍କ ବ୍ରେନ ଆଟଲାସ ପ୍ରସ୍ତୁତ କରିଛନ୍ତି । ମସ୍ତିଷ୍କର ଏହି ଡିଜିଟାଲ ଇମେଜ ଚୀନ୍‌ ଲୋକଙ୍କ ବ୍ରେନ ସହ ତୁଳନା କରାଯାଇଥିଲା । ଯାହା ଫଳାଫଳ ଆସିଥିଲା ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଗବେଷଣା ଅନୁଯାୟୀ,...

navy
ଇତିିହାସରେ ପ୍ରଥମ: ଭାରତୀୟ ନୌସେନାରେ ନିଯୁକ୍ତି ପାଇଲେ ଦୁଇ ମହିଳା ଅଫିସର

ନୂଆଦିଲ୍ଲୀ: ଭାରତୀୟ ସେନାରେ ମହିଳାମାନଙ୍କ ଗୁରୁତ୍ୱ ଦିନକୁ ଦିନ ବଢିବାରେ ଲାଗିଛି। ଏହି କ୍ରମରେ ଏବେ ଆଉ ଏକ ସଫଳତା ଯୋଡ଼ି ହୋଇଛି। ଭାରତୀୟ ନୌସେନାରେ ୨ ଜଣ ମହିଳା ଅଧିକାରୀ ଯୋଗ ଦେଇଛନ୍ତି। ଏହି ଦୁଇ ଅଧିକାରୀଙ୍କୁ ନୌସେନାର ହେଲିକପ୍ଟର ବିଭାଗରେ ଅବଜର୍ଭର ଭାବେ ନିଯୁକ୍ତି ଦିଆଯାଇଛି।...

12233
ଆମେରିକାକୁ ଧମକ ଦେଇ ଚୀନ କହିଲା-ଉଡାଇ ଦେବୁ

ବେଜିଂ:ପୁଣି ଆମେରିକାକୁ ଧମକ ଦେଇଛି ଚୀନ । ଚୀନ ବାୟୁସେନା (China Air Force) ପକ୍ଷରୁ ଏକ ଭିଡିଓ ଜାରି କରି ଧମକ ଦେଇଛି । ଏହି ଭିଡିଓରେ ଏଚ-୬ ବୋମାବର୍ଷୀ ଏୟାରକ୍ରାଫ୍ଟ ଦ୍‌:ାରା ଏକ ଆକ୍ରମଣ କରାଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏହି ସ୍ଥାନ ଗୁଆମର...

namrata
ମହିଳା କମିଶନ ଉଚିତ୍ ଆଭିମୁଖ୍ୟ ପୋଷଣ କରି ନାହାନ୍ତି-ନମ୍ରତା ଚଢ଼ା

ଭୁବନେଶ୍ୱର: ଭୁବନେଶ୍ୱର  ନାବାଳିକା ଗଣଦୁଷ୍କର୍ମ ଘଟଣାର ତଦନ୍ତରେ ରାଜ୍ୟ ମହିଳା କମିଶନ ଉଚିତ ଆଭିମୁଖ୍ୟ ପୋଷଣ କରିନାହାନ୍ତି । ମହିଳା କମିଶନ ଏକତରଫା ତାଙ୍କର ରାୟ ଶୁଣାଇଛନ୍ତି ବୋଲି କହି ପୂର୍ବତନ ରାଜ୍ୟ ମହିଳା କମିଶନ ସଦସ୍ୟା ତଥା ବିଶିଷ୍ଟ ସମାଜସେବୀ ନମ୍ରତା ଚଢା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି...

oas
ବରିଷ୍ଠ ଓଏଏସ୍ ଅଫିସର ସ୍ତରରେ ବଦଳି

ଭୁବନେଶ୍ୱର: ରାଜ୍ୟ ସରକାର ବରିଷ୍ଠ ଓଏଏସ ଅଫିସରସ୍ତରରେ ଛୋଟଧରଣର ବଦଳି କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗତକାଲି ଜାରି ବିଜ୍ଞପ୍ତି ଅନୁସାରେ ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟର ପୂର୍ବତନ ରେଜିଷ୍ଟ୍ରାର ବରିଷ୍ଠ ଓଏଏସ୍ କିଶୋର ଚନ୍ଦ୍ର ଦାସଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି...

collage
ଆଜିଠୁ ଯୁକ୍ତ ତିନି, ପିଜି ଶେଷ ସେମିଷ୍ଟର ପରୀକ୍ଷା

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରେ ଯୁକ୍ତ ତିନି ଏବଂ ପିଜି ଶେଷ ସେମିଷ୍ଟର ପରୀକ୍ଷା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାର ପରୀକ୍ଷା ପରିଚାଳନା କରିବେ । କିଛି ଶିକ୍ଷାନୁଷ୍ଠାନ ଅନଲାଇନ୍ ଯୋଗେ ପରୀକ୍ଷା କରୁଥିବା ବେଳେ କିଛି ଅଫ୍...

ଦିନ ଦ୍ୱି ପ୍ରହରରେ ଖଣ୍ଡା ଦେଖାଇ ଦୋକାନ ଲୁଟିଲେ ଦୁର୍ବୃତ୍ତ

ଆସିକା:ଦିନ ଦ୍ୱି ପ୍ରହରରେ ଲୁଟେରାଙ୍କ ଦୈ।ରମ୍ୟ। ଖଣ୍ଡା ଦେଖାଇ ଦୋକାନରୁ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଘଟଣା ଘଟିଛି ଗଞ୍ଜାମ କବିସୂର୍ଯ୍ୟନଗର ଥାନା ଭେଙ୍କଟେଶ୍ୱର ସାହିରେ।ଏଠାରେ ଥିବା ଏକ ଲୁଗା ଦୋକାନରୁ ଦେଢ଼ ଲକ୍ଷ ଲୁଟି ନେଇଛନ୍ତି ଦୁର୍ବୃତ୍ତ।  ଗତକାଲି ଦିନ ପ୍ରାୟ ସାଢ଼େ ୩ଟା ବେଳର ଘଟଣା।...

newly married
ଚିକିତ୍ସାରେ ଅବହେଳା; ବାହାଘର ୧୦ ଦିନ ପରେ ଆଖି ବୁଜିଲେ ନବବିବାହିତା

ଭୁବନେଶ୍ୱର: ପାଦରୁ ଲିଭିନି ଅଳତା କି ହାତରୁ ଛାଡ଼ିନି ମେହେନ୍ଦିର ରଙ୍ଗ। ଯାହା ହାତ ଧରି ନୂଆ ସଂସାରରେ ପାଦ ରଖିଥିଲେ, ସେ ହାତ ଛାଡ଼ି ଚାଲିଗଲେ ଅଫେରା ରାଜ୍ୟକୁ। ଏମିତି ଜଣେ  ନବ ବିବାହିତ ମହିଳାଙ୍କ ମୃତ୍ୟୁକୁ ନେଇ ଭୁବନେଶ୍ୱର…

rhea 11
ଅକ୍ଟୋବର ୬ ଯାଏ ଜେଲ୍‌ରେ ରହିବେ ରିୟା

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମାମଲାରେ ଜଡିତ ରହି ଡ୍ରଗ୍‌ସ ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ରିୟା ଚକ୍ରବର୍ତ୍ତୀ ଅକ୍ଟୋବର ୬ ତାରିଖ ଯାଏ ଜେଲ୍‌‌ରେ ରହିବେ । କୋର୍ଟ ଏହି ଅବଧି ବଢାଇଥିବା ଆଜି ଘୋଷଣା କରିଛନ୍ତି । ସୂଚନା ଥାଉ କି, ସୁଶାନ୍ତ ସିଂ...

registan
ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ନୂଆଦିଲ୍ଲୀ:  ଦୁବାଇର ମରୁଭୂମି ଶସ୍ୟଶ୍ୟାମଳା ହୋଇଉଠିବ । ସବୁଜିମାରେ ପରିପୂର୍ଣ୍ଣ ହୋଇ ହସି ଉଠିବ ଏହାର ପରିବେଶ । ଟେକନିକ୍‌ ସାହାଯ୍ୟରେ ଏବେ ସମ୍ଭବ ହୋଇପାରିବ ଏହି ଅସମ୍ଭବ କାମ । ନରୱେର ଏକ କମ୍ପାନୀ ଦୁବାଇର ଏହି ଶୁଷ୍କ ଅଞ୍ଚଳରେ ଏହି ଟେକନିକର ପ୍ରୟୋଗ କରି ସାରିଲାଣି...

ravina
ଡ୍ରଗ୍ସ ଲିଙ୍କ ମାମଲାରେ ମୁହଁ ଖୋଲିଲେ ଅଭିନେତ୍ରୀ ରବିନା; କହିଲେ ‘ସଫା କରିବାର ଏହା ଠିକ୍‌ ସମୟ’

ମୁୁମ୍ବଇ: ବଲିଉଡ ଆକ୍ଟର ସୁଶାନ୍ତ ସିଂହ ରାଜପୁତ୍‌‌ଙ୍କ ମୃତ୍ୟୁ ମାମଲା ସହ ଜଡିତ ଡ୍ରଗସ ଲଙ୍କ ଯାଞ୍ଚ କରୁଛି ଏନସିବି । ଡ୍ରଗ୍ସ ଲିଙ୍କ ମାମଲାରେ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସୌଭିକଙ୍କୁ ଏନସିବି ଗିରଫ କରିବା ପରେ ଏହି ଲିଙ୍କରେ ଯୋଡ଼ି ହେଉଛି ଗୋଟିଏ ପରେ...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।