ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇର ମାରାଥନ୍ ଜେରା ଚାଲିଛି। ଆଜି ପୁଣି ଥରେ ସିବିଆଇ ପାଖରେ ହାଜର ହୋଇ ଜେରାର ସମ୍ମଖୀନ ହୋଇଛନ୍ତି ସୁଶାନ୍ତଙ୍କ ଗାଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ। ଦ୍ୱିତୀୟ ଥର ପାଇଁ ତାଙ୍କୁ ପଚରାଉଚରା କରୁଛି ତଦନ୍ତକାରୀ ସଂସ୍ଥା। ରିୟାଙ୍କ ହାଜିରାକୁ ନେଇ...
ନୂଆଦିଲ୍ଲୀ: ସେପ୍ଟେମ୍ବର ୧୪ରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ । ହେଲେ ତା ପୂର୍ବରୁ ସବୁ ସାଂସଦଙ୍କର କରୋନା ଟେଷ୍ଟ କରାଯିବ ବୋଲି କୁହାଯାଇଛି । ଅଧିବେଶନ ଆରମ୍ଭର ୭୨ ଘଣ୍ଟା ପୂର୍ବରୁ ଏହି ଟେଷ୍ଟ କରାଯିବ। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ମଧ୍ୟ କରୋନା ଟେଷ୍ଟ...
ନୂଆଦିଲ୍ଲୀ: ମାଇକ୍ରୋବ୍ଲଗିଂ ୱେବସାଇଟ୍ ଟ୍ୱିଟର ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଥିବା ବିବାଦ ବଢି ବଢି ଚାଲିଛି। ଦିଲ୍ଲୀ ପୋଲିସର ସାଇବର ସେଲରେ ଟ୍ୱିଟର ଏବଂ ଏହାର ଏମ୍ଡି ମନୀଶ ମାହେଶ୍ୱରୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଓକିଲ ଆଦିତ୍ୟ ସିଂହ ଦେଶୱାଲ।…
ନୂଆଦିଲ୍ଲୀ: କରୋନାକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏବେ ଡେଲ୍ଟା ଭାରିଏଣ୍ଟ ବିଶ୍ୱରେ ଆତଙ୍କ ସୃଷ୍ଟି କରୁଥିବାବେଳେ ଏହାର ପରିବର୍ତ୍ତିତ ଲକ୍ଷଣ ଚିନ୍ତା ବଢାଉଛି। ତେବେ ଏହା ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଏକ ନୂଆ…
ଭୋପାଳ:ମଧ୍ୟପ୍ରଦେଶର ଦେବାସ ଅଞ୍ଚଳରେ ଜଣଙ୍କ ଘର ଛାତ ଉପରେ ଉଡ଼ୁଥିଲା ପାକିସ୍ତାନ ପତାକା । ଏହି ଘଟଣା ଜଣାପଡ଼ିବା ପରେ ପୋଲିସ ଘର ମାଲିକଙ୍କୁ ଗିରଫ କରିଛି। ଘର ମାଲିକଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ପୋଲିସ ତାଙ୍କୁ ଜେରା କରୁଛି। ମିଳିଥିବା ସୂଚନା ଅନୁଯାୟୀ, ମଧ୍ୟପ୍ରଦେଶ...
ନୂଆଦିଲ୍ଲୀ: ଭାରତ -ଚୀନ ମଧ୍ୟରେ ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ସୀମାନ୍ତର ପରିସ୍ଥିତି ଦେଖିଲେ ଲାଗୁଛି ଯେ କୌଣସି ମୁହୂର୍ତ୍ତରେ ଯୁଦ୍ଧ ହୋଇପାରେ। ଦେଶରେ ଚାଇନା ସାମଗ୍ରୀ ବର୍ଜନର ଏକ ନାରା ସୃଷ୍ଟି ହୋଇଛି। କାହିଁକି ଏ ଶତ୍ରୁତା ? ଏମିତି ସମ୍ପର୍କ କ’ଣ ଆରମ୍ଭରୁ ଥିଲା...
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୦ କରୋନା ରୋଗୀ ଆଖି ବୁଜିଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୪୯୨ ହୋଇଛି। Corona Deaths Update in Odisha ଆଜି...
ନୂଆଦିଲ୍ଲୀ: ଡେଲ୍ଟା ଭାରିଏଣ୍ଟ ଏବେ ସାରା ପୃଥିବୀରେ ଆତଙ୍କ ଖେଳାଇ ଦେଇଛି। କରୋନାର ଏହି ନୂଆ ଭାରିଏଣ୍ଟ କେବଳ ଦ୍ରୁତ ଗତିରେ ସଂକ୍ରମିତ ହେଉନି ବରଂ ଏହାର ଲକ୍ଷଣ ବି ଅନ୍ୟ ଭାରିଏଣ୍ଟଠାରୁ ଭିନ୍ନ ଥିବା ଦେଖିବାକୁ ମିଳୁଛି । ଏବେ…
ନୂଆଦିଲ୍ଲୀ: ଦେଶରେ ଆଜି ବି ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରବିବାର ଦେଶର କରୋନା ପଜିଟିଭଙ୍କ ସଂଖ୍ୟା ୩୬ ଲକ୍ଷ ଟପିଛି। ୨୪ ଘଣ୍ଟାରେ ସବୁଠାରୁ ଅଧିକ କରୋନା ରୋଗୀ ଚିହ୍ନଟ ଦେଶ ତାଲିକାରେ ଭାରତର ନାମ ଏବେ ଆମେରିକାକୁ କାଟି ଉପରେ ରହିଛି। worldometer...
ନୂଆଦିଲ୍ଲୀ: ପୁଣି LACରେ ମୁହାଁମୁହିଁ ହୋଇଛନ୍ତି ଭାରତ-ଚୀନ ସେନା। ପୂର୍ବ ଲଦାଖ ସୀମାରେ ଚୀନ ସେନା ଉତ୍ତେଜନା ସୃଷ୍ଟି କରିବାରୁ ପୁଣି ଥରେ ମୁହାଁ ମୁହିଁ ହୋଇଛନ୍ତି ଦୁଇ ଦେଶ। ଲଦାଖ ନିକଟ ପାଙ୍ଗୋଙ୍ଗ ହଦ୍ର ନିକଟରେ ଗତ ୨୯-୩୦ ତାରିଖ ମଧ୍ୟରାତ୍ରୀରେ ଏହି ସଂଘର୍ଷ ହୋଇଛି। ଦକ୍ଷିଣ...
ନୂଆଦିଲ୍ଲୀ: ଅଦାଲତ ଅବମାନନା ମାମଲାରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ଜରିମାନା ଆଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଅଦାଲତ ଅବମାନନା କରିବା ଅଭିଯୋଗରେ ପ୍ରଶାନ୍ତ ଭୂଷଣଙ୍କୁ ୧ ଟଙ୍କା ଜରିମାନା କରାଯାଇଛି। ଜରିମାନା ଅର୍ଥ ନଦେଲେ କଡ଼ା ଦଣ୍ଡରେ ଦଣ୍ଡିତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅର୍ଥ ନ...
ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ୍ଙ୍କ ମୃତ୍ୟୁକୁ ନେଇ ପ୍ରତିଦିନ କିଛି ନ କିଛି ରୋଚକ ତଥ୍ୟ ସାମ୍ନାକୁ ଆସୁଛି। ଏବେ ଫିଲ୍ମ ମେକର ବିବେକ ଅଗ୍ନିହୋତ୍ରୀ ସାମ୍ନାକୁ ଆସିଛନ୍ତି। ସେ କହିଛନ୍ତି, ରିୟା ଚକ୍ରବର୍ତ୍ତୀ କେବଳ ମୋହରା। ଏହାମାଧ୍ୟମରେ ମୁମ୍ବାଇ ପୋଲିସ ମହରାଷ୍ଟ୍ର ସରକାରର କୌଣସି କ୍ଷମତାଶାଳୀ ଲୋକଙ୍କୁ...
ଯାଜପୁର: ଯାଜପୁର ଜିଲ୍ଲା ରମାପୁର ଓ ବୁଦ୍ଧ ଲିଙ୍ଗ ଗାଁ ମଧ୍ୟରେ କେଲୁଅ ନଦୀରେ ୨ ଦିନ ତଳେ ଘାଇ ସୃଷ୍ଟି ହୋଇଥିଲା। ହେଲେ ଏହି ଘାଇ ପ୍ରାକୃତିକ ନ ଥିଲା। ଏଠାରେ ଘାଇ ସୃଷ୍ଟି କରାଯାଇଥିଲା। ଘାଇ ସୃଷ୍ଟି ପାଇଁ ସାଂଘାତିକ ଷଡ଼ଯନ୍ତ୍ର କରାଯାଇଥିଲା। ଏପରି ଅଭିଯୋଗ...
ଭୁବନେଶ୍ୱର: ୪ ମାସର ଅଗ୍ରୀମ ମଧୁବାବୁ ପେନସନ୍ ଟଙ୍କା ପାଇବେ ହିତାଧିକାରୀ। ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ଟଙ୍କା ଆଗୁଆ ହିତାଧିକାରୀଙ୍କୁ ମିଳିବ। ସେପ୍ଟେମ୍ବରରେ ଏକକାଳୀନ ୪ ମାସର ଟଙ୍କା ଦିଆଯିବାକୁ ନିଷ୍ପତ୍ତି ହୋଇଛି। ସାମାଜିକ ସୁରକ୍ଷା ଓ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ପଣ୍ଡାଏ ନେଇ ସୂଚନା...
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତ୍ ମୃତ୍ୟୁ ମାମଲାରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ମାରାଥନ ଜେରା କରାଯାଉଛି। ଅନ୍ୟପକ୍ଷେ ରିୟା ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କାଙ୍କ ବିରୋଧରେ ମାମଲା ଦାଏର କରିଛନ୍ତି। ରିୟାଙ୍କ ଓକିଲଙ୍କ କହିବା ଅନୁଯାୟୀ, ପ୍ରିୟଙ୍କା ସିଂହ, ରାମ ମନୋହର ଲୋହିଆ ଡାକ୍ତରଖାନାର ଡାକ୍ତର ତରୁଣ...
ୱାଶିଂଟନ: କ୍ୟାନସର ପରି ବିପଜ୍ଜନକ ରୋଗରୁ ଏ ପର୍ଯ୍ୟନ୍ତ ମଣିଷକୁ ମୁକ୍ତି ମିଳିନି। ପ୍ରାରମ୍ଭିକ ପର୍ଯ୍ୟାୟରେ ଯଦି ଜଣା ପଡି ଯାଏ ତେବେ ଭଲ ହୋଇଯିବାର ସମ୍ଭାବନା ରହିଛି। ନଚେତ୍ ଏହା ମାରାତ୍ମକ ହୋଇପାରେ। କ୍ୟାନସର ପରି ରୋଗ ଯେ କୌଣସି ବ୍ୟକ୍ତିଙ୍କୁ ହୋଇପାରେ। କାରଣ ଏହା ଜଣେ...
ନୂଆଦିଲ୍ଲୀ:ଭାରତ ଏବଂ ଚୀନ ମଧ୍ୟରେ ଦେଖା ଦେଇଥିବା ସୀମା ବିବାଦକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ଜାତୀୟ ରାଜପଥ ଅଧିକାରୀ (National Highway Authority of India) ଚୀନର ଏକ କମ୍ପାନୀକୁ ଅଯୋଗ୍ୟ ଘୋଷିତ କରି ଦେଇଛନ୍ତି । ପଶ୍ଚିମବଙ୍ଗର ଗଙ୍ଗା ନଦୀ ଉପରେ ନିର୍ମାଣାଧୀନ ଏକ ପୋଲର...
ଭୁବନେଶ୍ୱର:ଆଜି ଭୁବନେଶ୍ୱର ୩୭୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିରୁ କ୍ୱାରେଣ୍ଟିନ୍ ସେଣ୍ଟରରୁ ୧୪୫ ଏବଂ ଲୋକାଲ କେସ୍ ୨୩୧ । ଏ ନେଇ ଭୁବନେଶ୍ୱର ମହାନଗର ନିଗମ ଟ୍:ିଟ କରି ସୂଚନା ଦେଇଛି । ମିଳିଥିବା ଖବର ଅନୁଯାୟୀ ଆଜି ୯ ଜଣ ପୋଲିସ କର୍ମଚାରୀଙ୍କର...
ଶ୍ରୀନଗର: ଲକ୍ ଡାଉନ୍ ହଟିବା ପରେ ସ୍ବାଭାବିକ ହେଉଛି ଜୀବନଯାତ୍ରା। ଜାମ୍ମୁ ଓ କାଶ୍ମୀରରେ ଥିବା ମୋଗଲ ଗର୍ଡେନକୁ ଏବେ ସୁନ୍ଦର ଭାବେ ସଜା ଗଲାଣି ପର୍ଯ୍ୟଟକଙ୍କ ପାଇଁ। ପ୍ରଶାସନ ପକ୍ଷରୁ ଚାଲିଛି ଜୋରଦାର ପ୍ରସ୍ତୁତି । ତା ଛଡ଼ା ବିଶ୍ୱ ଐତିହ୍ୟରେ କିପରି ମୋଗଲ ଗାର୍ଡେନ ସ୍ଥାନ...