• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

Untitled-1
ତାସ୍‌ ଘର ପରି ଭୁଷୁଡି ପଡ଼ିଲା ଦୁଇ ମହଲା କୋଠା, ଦେଖନ୍ତୁ ଭିଡିଓ

ବାରିପଦା: ସମସ୍ତେ ଚାହିଁଛନ୍ତି, ଆଖି ଆଗରେ ତାସ୍ ଘର ପରି ଭୁଷୁଡ଼ି ପଡ଼ିଲା ଦୁଇ ମହଲା କୋଠା।  ଘରଟି ପୁରା ମାଟିରେ ମିଶି ଯାଇଛି। ଅଳ୍ପକେ ବର୍ତ୍ତି ଯାଇଛନ୍ତି ଲୋକେ। ଏମିତି ଏକ  ଅଘଟଣ ଘଟିଛି ବାରିପଦାରେ ମଧୁବନ ତାଳ ସାହିରେ। ମୟୂରଭଞ୍ଜ ଜିଲ୍ଲାରେ ଗତକାଲିଠାରୁ ଲାଗି ରହିଛି...

Odisha School Syllabus slashed
Odisha School Syllabus Slashed by 30% For Class 1-12 for 2020-21: ୩୦% ସିଲାବସ୍ ହ୍ରାସ ପାଇଲା

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖାଯାଇଛି। ଅନ୍‌ ଲାଇନ କ୍ଲାସ ଚାଲିଥିଲେ ମଧ୍ୟ ପିଲାଙ୍କ ପାଠପଢା ବ୍ୟାହତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ସ୍କୁଲ ଛାତ୍ରଛାତ୍ରୀଙ୍କ ସିଲାବସ୍‌ କମାଇ ଦିଆଯାଇଛି। Odisha School Syllabus Slashed ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସବୁ...

flood
ବର୍ଷା ସତ୍ତ୍ୱେ ଓଡ଼ିଶାକୁ ବନ୍ୟା ଭୟ ନାହିଁ

ଭୁବନେଶ୍ୱର: ଗତ ଦୁଇ ଦିନ ଧରି ଲଗାଣ ବର୍ଷା ହୋଇଥିଲେ ମଧ୍ୟ ରାଜ୍ୟରେ ବଡ ଧରଣର ବନ୍ୟା ଆଶଙ୍କା ନାହିଁ ।ଏପରି ଆଶ୍ୱାସନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ । ତେବେ ବୈତରଣୀରେ ମଧ୍ୟମ ଧରଣର ବନ୍ୟା ଆସିପାରେ । ଆଖୁଆପଦାଠାରେ ବିପଦ...

anup-sai
ଆସିଲା ପୂର୍ବତନ ବିଧାୟକ ଅନୁପ ସାଏଙ୍କ  କରୋନା ରିପୋର୍ଟ

ଭୁବନେଶ୍ୱର: ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କ  କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଛତିଶଗଡ଼ ଜେଲ୍‌ରେ ଥିବା ବେଳେ ତାଙ୍କୁ କରୋନା ହୋଇଥିବା ଜଣାପଡ଼ିଛି । ଅନୁପ ସାଏଙ୍କ ନିକଟରେ କରୋନା ଲକ୍ଷଣ ପ୍ରକାଶ ପାଇଥିଲା । ଏହା ପରେ ତାଙ୍କର ସ୍ୱାବ ଟେଷ୍ଟ କରାଯାଇଥିଲା ।ସ୍ୱାବ୍...

Untitled-1
ଫୁସ୍‌ଫୁସ୍‌ ସହ ଶରୀରର ଅନ୍ୟ ଅଙ୍ଗକୁ ବି ପ୍ରଭାବିତ କରିପାରେ କରୋନା ଭାଇରସ୍‌

ନୂଆଦିଲ୍ଲୀ: କରୋନା ସଂକ୍ରମିତ ରୋଗୀ ସୁସ୍ଥ ହେଉଛନ୍ତି । ଦେଶରେ ସୁସ୍ଥ ହାର ଦ୍ରୁତ ଗତିରେ ବଢିଚାଲିଛି।  ହେଲେ ଏହି ଭାଇରସ୍‌ ପ୍ରଭାବରେ କେବଳ ଫୁସ୍‌ଫୁସ୍‌ ଖରାପ ହେଉନି, ଶରୀରର ଅନ୍ୟାନ୍ୟ ଅଙ୍ଗ  ପ୍ରଭାବିତ ହେଉଛି। ଏପରି ଦାବି କରିଛନ୍ତି ଦିଲ୍ଲୀ ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନ (AIIMS)ର...

jeje bapa
୪୭ ବର୍ଷରେ ଜେଜେ ହେବେ ଜନ ଆବ୍ରାହମ୍ !

ମୁମ୍ବଇ: ଜେଜେ ହେବେ ଜନ୍।  ବିଶ୍ୱାସ ହେଉନି? ଆମେ କିନ୍ତୁ କହୁଛୁ ଏକଦମ୍‌ ସତକଥା । ଜନ ଆବ୍ରାହମ୍ ଜେଜେବାପା ହେବାକୁ ଯାଉଛନ୍ତି । ତେବେ ଏହି ୪୭ ବର୍ଷୀୟ ବଲିଉଡ୍ ଅଭିନେତା କେମିତି ଜେଜେ ବାପା ହେବାକୁ ଯାଉଛନ୍ତି ଜାଣନ୍ତି ! ରିୟଲ ଲାଇଫରେ ନୁହେଁ, ରିଲ୍‌...

corona updates in odisha
୨୪ ଘଣ୍ଟାରେ ଚିହ୍ନଟ ହେଲେ ୩, ୩୮୪ କରୋନା ପଜିଟିଭ; କମୁଛି ଗଞ୍ଜାମ, ବଢୁଛି ଖୋର୍ଦ୍ଧା

ଭୁବନେଶ୍ୱର:  ରାଜ୍ୟରେ ୨୪ ଘଣ୍ଟାରେ ୩୦ ଜିଲ୍ଲାରୁ ଚିହ୍ନଟ ହେଲେ ୩, ୩୮୪ କରୋନା ରୋଗୀ।  କ୍ୱାରେଣ୍ଟିନ ସେଣ୍ଟରରୁ ୨, ୧୨୮ ଓ ଲୋକାଲ କେସ୍‌ ୧, ୨୫୬ ବୋଲି ସୂଚନା ଦେଲେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ...

cinbd
ଆଖି ବୁଜିଲେ ୭ କରୋନା ରୋଗୀ

ଭୁବନେଶ୍ୱର:  ରାଜ୍ୟରେ ୨୪ ଘଣ୍ଟାରେ ଆଖି ବୁଜିଲେ ୭ କରୋନା ରୋଗୀ। ଏ ନେଇ ସୂଚନା ଦେଲେ ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ।  ବିଭାଗ। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୪୮ ଛୁଇଁଛି। ସମ୍ବଲପୁରରୁ ସର୍ବାଧିକ ୩ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବାବେଳେ...

rhea-murderer
ରିୟାଙ୍କ ବିରୋଧରେ ବିସ୍ଫୋରକ ଅଭିଯୋଗ ଆଣିଲେ ସୁଶାନ୍ତଙ୍କ ବାପା

ମୁମ୍ବଇ: ବଲିଉଡ ଷ୍ଟାର ସୁଶାନ୍ତ ସିଂହ ମୃତ୍ୟୁ ମାମଲା ଦିନକୁ ନିଦ ନୂଆ ମୋଡ ନେଉଛି। CBI ମାମଲାର ତଦନ୍ତ କରୁଥିବାବେଳେ ଗତକାଲି ସୁଶାନ୍ତଙ୍କ ବାପା ଏକ ବିସ୍ଫୋରକ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ରିୟା  ଚକ୍ରବର୍ତ୍ତୀ ବିଷ ଦେଇ ସୁଶାନ୍ତଙ୍କୁ ହତ୍ୟା କରିଛନ୍ତି।  ତେଣୁ ରିୟାଙ୍କୁ  ତୁରନ୍ତ...

anuska
ମା’ ହେବେ ଅନୁଷ୍କା

ମୁମ୍ବାଇ:ଭାରତୀୟ କ୍ରିକେଟ ଟିମ୍‌ କ୍ୟାପ୍‌ଟେନ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ଘରକୁ ଆସନ୍ତା ବର୍ଷ ନୂଆ ଅତିଥିଙ୍କ ଆଗମନ ହେଉଛି।  ଖୁବ୍‌ ଶୀଘ୍ର ବିରାଟ-ଅନୁଷ୍କା ବାପା଼-ମା’ ହେବାର ସୌଭାଗ୍ୟ ଲାଭ କରିବେ। ଷ୍ଟାର ଇଣ୍ଡିଆନ କ୍ରିକେଟର ସୋଶାଲ ମିଡିଆରେ ଗୁରୁବାର ସକାଳେ ସୂଚନା ଦେଇଛନ୍ତି ଅନୁଷ୍କା ମା’...

china-america
୨୪ ଚାଇନିଜ୍‌ କମ୍ପାନୀକୁ ବ୍ୟାନ୍‌ କଲା ଆମେରିକା

ୱାଶିଂଟନ୍‌:ଆମେରିକା ଏବଂ ଚୀନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା କମ୍‌ ହେବାର ନାଁ ଧରୁନି। ଯଦିଓ ଦ୍ୱିପାକ୍ଷିକ କଥାବାର୍ତ୍ତା ଭଲ ଚାଲିଛି ବୋଲି ଉଭୟ ଦେଶ ଦାବି କରୁଛନ୍ତି ତେବେ ଆମେରିକାର କେତେକ କଡ଼ା ପଦକ୍ଷେପକୁ ଦେଖିଲେ ଏହି କଥାକୁ ବିଶ୍ୱାସ କରି ହେଉନି। ସାଉଥ ଚାଇନା ସି, ...

bihar flood
ବିହାରର ଚିନ୍ତା ବଢାଇଲା ନେପାଳ ନଦୀ; ଅନେକ ଜିଲ୍ଲାରେ ଜଳ ପ୍ରଳୟ

ପାଟନା: ବନ୍ୟାରେ ଭାସୁଛି ବିହାର । ଏହି ବନ୍ୟାରେ ୧୦ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ଜଣାପଡ଼ିଛି । ପ୍ରାୟ ୧ ଲକ୍ଷ ଲୋକଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରିଛନ୍ତି ସରକାର । ବିଶେଷ କରି ଦରଭଙ୍ଗା ଜିଲ୍ଲାରେ ସ୍ଥିତି ସଂଗୀନ …

virus
ଦେଶରେ କରୋନା ସ୍ଥିତି: ଦିନକରେ ୭୫ ହଜାରରୁ ଅଧିକ ଚିହ୍ନଟ

ନୂଆଦିଲ୍ଲୀ: ସାରା ଦେଶରେ ବଢିବାରେ ଲାଗିଛି କରୋନା ପ୍ରକୋପ। ଗତ ୨୪ ଘଣ୍ଟା ମଧ୍ୟରେ ୭୫ ହଜାର ୭୬୦ ଜଣ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଦେଶରେ ଗୋଟିଏ ଦିନରେ ୧୦୨୩ ଜଣଙ୍କର ମୃତ୍ୟୁ ଘଟିଛି। ଆଜିର ସଂଖ୍ୟାକୁ ମିଶାଇ ଦେଶରେ  କରୋନା ଜନିତ ମୃତ୍ୟୁସଂଖ୍ୟା ୬୦,୪୭୨ରେ ପହଞ୍ଚିଛି। ସେହିପରି...

rhea-11111
ରିୟାଙ୍କ ଘରେ CBI ଟିମ୍‌

ମୁମ୍ବାଇ: ରିୟା ଚକ୍ରବର୍ତ୍ତୀଙ୍କ ଘରେ ପହଞ୍ଚିଛି  ସିବିଆଇ ଟିମ୍।  ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ କରୁଥିବା ସିବିଆଇ ରିୟାଙ୍କ ବାସଭବନରେ ପହଞ୍ଚି  ଭାଇ ସୌଭିକଙ୍କୁ ପଚରାଉଚରା କରିଛି । ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ବାପା କେକେ ସିଂ ଲଗାଇଥିବା ଅଭିଯୋଗ ଆଧାରରେ ଏହି ଜେରା କରାଯାଉଛି।...

pregnant lady
ଆସି ପାରିଲାନି ଆମ୍ବୁଲାନ୍ସ; ବନ୍ୟା ପାଣିରେ ୩ କିମି ଚାଲି ଚାଲି ଆସିଲେ ଗର୍ଭବତୀ

ବାଲେଶ୍ୱର: ବନ୍ୟା ପରିସ୍ଥିତି ବାଲେଶ୍ୱର ଜିଲ୍ଲାରେ ଭୟଙ୍କର ରୂପ ନେଇଛି। ଦୁର୍ଦ୍ଦଶା ଭିତରେ ରହିଛନ୍ତି ଲୋକେ। ଏହି ଦୁର୍ଦ୍ଦଶା ମଧ୍ୟରେ ସବୁଠାରୁ ସଙ୍ଗୀନ ସ୍ଥିତି ହୋଇଛି ଗାଁ ଗହଳିରେ ଥିବା ଲୋକଙ୍କର ।  ବାଲେଶ୍ୱର ସଦର ବ୍ଲକ ସାରେଙ୍ଗା ଗାଁରେ ଜଣେ ଆସନ୍ନ ପ୍ରସବାଙ୍କ ଗର୍ଭ ଯନ୍ତ୍ରଣା ଅସହ୍ୟ...

cong
ବିଜେପି ବିରୋଧୀ କମିଟିରୁ ଗୁଲାମ ନବି ଓ ଆନନ୍ଦ ଶର୍ମାଙ୍କୁ ବାଦ ଦେଲା କଂଗ୍ରେସ

ନୂଆଦିଲ୍ଲୀ: ମୋଦି ସରକାର ପକ୍ଷରୁ ଜାରି ଅଧ୍ୟାଦେଶ ଉପରେ ବିଚାରବିମର୍ଷ କରିବା ପାଇଁ କଂଗ୍ରେସ ଏକ କମିଟି ଗଠନ କରିଛି। ଏହି କମିଟିରେ ଦଳ ସେଇ ନେତାମାନଙ୍କୁ ସାମିଲ କରିଛି ଯେଉଁମାନେ ଗାନ୍ଧୀ ପରିବାରର ନିକଟତର। ଅନ୍ୟପକ୍ଷେ ଗୁଲାମ ନବି ଆଜାଦ ଏବଂ ଆନନ୍ଦ ଶର୍ମାଙ୍କ ପରି ବରିଷ୍ଠ...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।