• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

amit saha
ଏମ୍‌ସରେ ଭର୍ତ୍ତି ହେଲେ ଗୃହମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହ ସ୍ୱାସ୍ଥ୍ୟାବସ୍ଥା ପୁଣି ଖରାପ ହୋଇଯାଇଛି। ତାଙ୍କୁ ମଙ୍ଗଳବାର ରାଜଧାନୀ ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (AIIMS)ରେ ଭର୍ତ୍ତ କରାଯାଇଛି। ଏ ନେଇ ଜାତୀୟ ଗଣ ମାଧ୍ୟମରେ ପ୍ରକାଶ ପାଇଛି। ସୂଚନାଥାଉ କି, ଅଗଷ୍ଟ ୨ ତାରିଖ ଅମିତ ଶାହ କରୋନା...

ଓଡ଼ିଶାରେ କରୋନାରେ ଆଖି ବୁଜିଲେ ପୁଣି ୯

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ କରୋନାରେ ପୁଣି ଆଖି ବୁଜିଲେ ୯ଜଣ। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୬୨ରେ ପହଞ୍ଚିଛି  । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ...

petrol-111
ବଢିଲା ପେଟ୍ରୋଲ ଦର

ନୂଆଦିଲ୍ଲୀ: ଗତକିଛି ଦିନ ଧରି ପେଟ୍ରୋଲ ଦର ସ୍ଥିର ରହିବା ପରେ ପୁଣି ବଢିବା ଆରମ୍ଭ କରିଛି। ଗତ ୩ ଦିନ ଧରି ବୃଦ୍ଧି ପାଉଛି ପେଟ୍ରୋଲ ଦର। ଆଜି ୨ୟ ଦିନରେ ଅର୍ଥାତ୍‌ ମଙ୍ଗଳବାର ପେଟ୍ରୋଲ ଦର ରାଜଧାନୀ ଦିଲ୍ଲୀରେ ୧୭ ପଇସା ବୃଦ୍ଧି ପାଇଛି। ସୋମବାର...

satyapal mallik
ବଦଳିଲେ ଗୋଆ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ

ନୂଆଦିଲ୍ଲୀ: ବଦଳିଲେ ଗୋଆ ରାଜ୍ୟପାଳ। ଗୋଆ ରାଜ୍ୟପାଳ ଥିବା ସତ୍ୟପାଲ ମଲ୍ଲିକଙ୍କୁ ମେଘାଳୟ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିର୍ଦ୍ଦେଶ କ୍ରମେ ଏପରି ବଦଳି କରାଯାଇଛି। ମଲ୍ଲିକଙ୍କ ସ୍ଥାନରେ ମହାରାଷ୍ଟ୍ର ଗଭର୍ଣ୍ଣର ଭଗତ ସିଂହ କୋଶିୟାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ସେ ନିଜ ଦାୟିତ୍ୱ ସହ...

scholarship
ଏଇ ଜିଲ୍ଲାର ମେଧାବୀ ଛାତ୍ରଛାତ୍ରୀଙ୍କୁ ମିଳିବ DMF ଛାତ୍ରବୃତ୍ତି

ଭୁବନେଶ୍ୱର: ରାଜ୍ୟର ପ୍ରଥମ ଜିଲ୍ଲା ଭାବେ କେନ୍ଦୁଝର ଜିଲ୍ଲାରେ DMF ଛାତ୍ରବୃତ୍ତି ପ୍ରଦାନ କରାଯାଇଛି।  ମାଟ୍ରିକ୍‌ରେ  ୬୦%ରୁ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ଏହି DMF ବୃତ୍ତି ପ୍ରଦାନ କରାଯିବ। କେନ୍ଦୁଝର ଜିଲ୍ଲାର ୧୩୮୨ ପିଲାଙ୍କୁ ଏହି ବୃତ୍ତି ଦିଆଯାଇଥିବା ଜିଲ୍ଲାପାଳ ସୂଚନା ଦେଇ କହିଛନ୍ତି। ଏହି ଯୋଜନାରେ...

123
ବୁଡ଼ି ଯାଉଥିଲେ ଦୁଇ ମହିଳା; ପାଣିକୁ ଡେଇଁ ଉଦ୍ଧାର କଲେ ଏଇ ଦେଶର ରାଷ୍ଟ୍ରପତି

ଲିସ୍‌ବନ୍‌: ପର୍ତ୍ତୁଗାଲର ଆଲଗର୍ଭ ବିଚ୍‌ରେ ଘଟିଥିବା ଏକ ହୃଦୟସ୍ପର୍ଶୀ ଘଟଣାକୁ ନେଇ ସବୁଆଡେ ଏବେ ଚର୍ଚ୍ଚା ଚାଲିଛି । ସମୁଦ୍ର କୂଳରେ ବୁଡି ଯାଉଥିଲେ ୨ ଜଣ ମହିଳା। ହଠାତ୍‌ ଜଣେ ବ୍ୟକ୍ତି ପାଣିକୁ ଡେଇଁ ପଡ଼ିଲେ। ନିଜ ଜୀବନକୁ ବାଜି ଲଗାଇ ମହିଳା ଦୁଇଜଣଙ୍କୁ ଉଦ୍ଧାର କରିଥିଲେ।...

sushant
ଆଦିତ୍ୟ ଠାକ୍‌ରେଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ରିୟା ଚକ୍ରବର୍ତ୍ତୀ, କହିଲେ...

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ୍‌ଙ୍କ ମୃତ୍ୟୁ ମାମଲା  ଦିନକୁ ଦିନ ଯେତିକି ଜଟିଳ ହେଉଛି ସେତିକି ନୂଆ ନୂଆ ତଥ୍ୟ ମଧ୍ୟ ସାମ୍ନାକୁ ଆସୁଛି। ଏହି ଘଟଣାରେ ମୁମ୍ବାଇ ପୋଲିସର ଭୂମିକାକୁ ନେଇ ସନ୍ଦେହ ପ୍ରକାଶ ପାଉଥିବାବେଳେ ଉଦ୍ଧବ ଠାକ୍‌ରେଙ୍କ ପ୍ରଶଂସା, ସିବିଆଇ ତଦନ୍ତକୁ ଉଦ୍ଧବ ସରକାରଙ୍କ ବିରୋଧ,...

sush
ସୁଶାନ୍ତ‌ଙ୍କ ବିଷୟରେ ରୋଚକ ତଥ୍ୟ ଦେଲେ କୋ-ଆକ୍ଟର ନରେଶ ଦିବାକର

ନୂଆଦିଲ୍ଲୀ: ସୁଶାନ୍ତ ସିଂ ମୃତ୍ୟୁ ଦୁଇମାସରୁ ଅଧିକ ହୋଇଗଲାଣି। ଏ ପର୍ଯ୍ୟନ୍ତ ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟର ଉନ୍ମୋଚନ ହୋଇପାରି ନାହିଁ। ମାତ୍ର ୩୪ ବର୍ଷ ବୟସରେ ସିନା ଚାଲିଗଲେ ସୁଶାନ୍ତ ହେଲେ ତାଙ୍କର ଅଭିନୟ, ବ୍ୟକ୍ତିତ୍ୱ ପାଇଁ ସମସ୍ତଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ଯାଇଛନ୍ତି।...

444
ଭୂମିକମ୍ପରେ ଭଶୁଡ଼ି ପଡ଼ିଲା ୩ ମହଲା ଘର

ନୂଆଦିଲ୍ଲୀ:ଫିଲିପିନ୍ସରେ ମଙ୍ଗଳବାର ଏକ ବଡ ଧରଣର ଭୂମିକମ୍ପ ହୋଇଯାଇଛି। ରିଚର ସ୍କେଲରେ ଏହାର ତୀବ୍ରତା ୬.୫ ଥିବା ଜଣାଯାଇଛି। ଭୂମିକମ୍ପ ପରେ ଏଠାରେ ବ୍ୟାପକ କ୍ଷୟକ୍ଷତି ହୋଯାଇଛି। ବଡ ବଡ କୋଠାଘର ମାଟିରେ ମିଶି ଯାଇଛି। ଧ୍ୱଂସସ୍ତୁପ ଭିତରେ ଅନେକ ଲୋକ ଫସି ରହିଛନ୍ତି। ହଜାର ହଜାର ଲୋକ...

priyanka
କଂଗ୍ରେସ ଅଧ୍ୟକ୍ଷ ପଦ ଗାନ୍ଧି ପରିବାର ହାତରୁ ଖସାଇବା ନେଇ ମୁହଁ ଖୋଲିଲେ ପ୍ରିୟଙ୍କା ଗାନ୍ଧି

ନୂଆଦିଲ୍ଲୀ: କଂଗ୍ରେସ ଦଳର ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ନେତୃତ୍ୱ ବଦଳାଇବା ଦାବି ଜୋର ଧରିଥିବାବେଳେ ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ମୁହଁ ଖୋଲିଛନ୍ତି।  ଦଳର ମଙ୍ଗ ଗାନ୍ଧି ପରିବାର ବାହାର ଲୋକ କେହି ସମ୍ଭାଳିବା ପାଇଁ ରାହୁଲ ଗାନ୍ଧି ଦେଇଥିବା ମନ୍ତବ୍ୟକୁ ସମର୍ଥନ କରି ପ୍ରିୟଙ୍କା କହିଛନ୍ତି,...

mali
ମାଲିରେ ସାମରିକ ବିଦ୍ରୋହ: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ବନ୍ଦୀ

ବାମାକୋ (ମାଲି): ଆଫ୍ରିକୀୟ ରାଷ୍ଟ୍ର ମାଲିରେ ସାମରିକ ବିଦ୍ରୋହ ଉଗ୍ର ରୂପ ନେଇଛି। ବିଦ୍ରୋହୀମାନେ ସେନା ରାଷ୍ଟ୍ରପତି Ibrahim Boubacar Keita ଓ ପ୍ରଧାନମନ୍ତ୍ରୀ Boubou Cisseଙ୍କୁ ବନ୍ଦୀ କରିଛନ୍ତି ।  ବନ୍ଧୁକ ମୁନରେ ଉଭୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ  ବନ୍ଦୀ କରାଯାଇଥିବା ସୂଚନା ମିଳିଛି। ଦୁଇ ରାଷ୍ଟ୍ରମୁଖ୍ୟ...

satapuri
ଆଜି  ସପ୍ତପୁରୀ ଅମାବାସ୍ୟା, ମହାପ୍ରଭୁଙ୍କୁ ଲାଗି କରାଯିବ ସାତପୁରୀ ପିଠା

ପୁରୀ: ଆଜି  ସପ୍ତପୁରୀ ଆମାବସ୍ୟା। ସପ୍ତପୁରୀ ଅମାବାସ୍ୟାରେ ମହାପ୍ରଭୁଙ୍କୁ ସାତ ପୁର ଦିଆ ସପ୍ତପୁରୀ ଲାଗି କରାଯାଇଥାଏ।  ମଧ୍ୟାହ୍ନ ଧୂପ ପରେ ଶ୍ରୀମନ୍ଦିରରୁ କୁମ୍ଭକାରଙ୍କ ସହ ଘଣ୍ଟୁଆ, ଲେଙ୍କା ସେବକ, ପ୍ରତିନିଧି ଦଳ ସତପୁରୀ ତାଡ଼ ନେଇ ମା ଅଲାମଚଣ୍ଡୀ ମନ୍ଦିରରୁ ବାହାରିଥିଲେ। ନୂଆ ଲୁଗା ଲାଗି ପରେ...

1-1
ଜଣେ ପୁଅ ନେତା, ଅନ୍ୟ ଜଣେ ଅଫିସର, ହେଲେ ରାସ୍ତା ଉପରେ ଚାଲିଗଲା ବୃଦ୍ଧାଙ୍କ ଜୀବନ

ଚଣ୍ଡିଗଡ଼: ସନ୍ତାନକୁ ନେଇ ପ୍ରତ୍ୟେକ ବାପା-ମା’ଙ୍କ ମନରେ ଅନେକ ଆଶା, ସ୍ୱପ୍ନ। ତାଙ୍କର ପିଲା ଭଲ ପାଠ ପଢିବ, ଭଲ ଚାକିରୀ କରିବ, ଭଲ ମଣିଷ ହେବ ଆଉ  ବାର୍ଦ୍ଧକ୍ୟର ତାଙ୍କର ସହାରା ହେବ…ଏମିତି ଅନେକ। ନିଜର ଅପୂରଣୀୟ ସ୍ୱପ୍ନ ସନ୍ତାନ ଆଖିରେ ଦେଖିବାକୁ ଚାହାନ୍ତି ପ୍ରତ୍ୟେକ ବାପା-ମା’।...

cinbd
ଓଡ଼ିଶାରେ କରୋନା ମୃତ୍ୟୁ: ୨୪ ଘଣ୍ଟାରେ ଆଖି ବୁଜିଲେ ପୁଣି ୧୦

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୧୦ କରୋନା ରୋଗୀ ଆଖି ବୁଜିଲେ। ଏ ନେଇ ଆଜି ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏହାକୁ ମିଶାଇ ରାଜ୍ୟରେ ମୃତକଙ୍କ ସଂଖ୍ୟା ୩୭୨ ଛୁଇଁଛି। ମୃତକଙ୍କ ମଧ୍ୟରୁ ସର୍ବାଧିକ ୪...

sanjaya
ଡାକ୍ତରଖାନାରେ ଭର୍ତ୍ତି ହେଲେ ସଞ୍ଜୁ ବାବା, କହିଲେ-‘ମୋ ପାଇଁ ପ୍ରାର୍ଥନା କର’

ମୁମ୍ବାଇ: ଚିକିତ୍ସା ପାଇଁ ମୁମ୍ବାଇର କୋକିଳାବେନ୍ ହସ୍ପିଟାଲ ଗଲେ କର୍କଟ ରୋଗରେ ଆକ୍ରାନ୍ତ ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ।ଆଜି ପତ୍ନୀ ମାନ୍ୟତା, ଦୁଇ ଭଉଣୀ ପ୍ରିୟା ଓ ନମ୍ରତା ତଥା ପରିବାରର ଅନ୍ୟ କିଛି ସଦସ୍ୟଙ୍କ ସହ ହସ୍ପିଟାଲ ଯାଇଛନ୍ତି । ସଞ୍ଜୁ ବାବା ଫୁସ୍‌ଫୁସ୍ କ୍ୟାନସରରେ...

Pranab Mukharjee
Pranab Mukharjee Health Update: ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ

ନୂଆଦିଲ୍ଲୀ: ଗତ ସୋମବାରଠାରୁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ (Pranab Mukharjee) ସ୍ୱାସ୍ଥ୍ୟାବସ୍ଥା ପୁଣି ବିଗିଡ଼ି ଯାଇଛି। ବ୍ରେନ ସର୍ଜରୀ ଏବଂ କରୋନା ଆକ୍ରାନ୍ତ ହେବା ପରେ ପ୍ରଣବ ଦା’ଙ୍କ ଫୁସଫୁସରେ ସଂକ୍ରମଣ ହୋଇଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ତାଙ୍କୁ ଏବେ ବି  ଭେଣ୍ଟିଲେଟରରେ ରଖା ଯାଇଛି।...

art
ଦେଶରେ କରୋନା ସ୍ଥିତି: ୨୪ ଘଣ୍ଟାରେ ୬୪ ହଜାର ୫୩୧ ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ବଢିଚାଲିଛି କରୋନା ଆକ୍ରାନ୍ତ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ୬୪ ହଜାର ୫୩୧ ନୂଆ ମାମଲା ସାମ୍ନାକୁ ଆସିଛି।  ସେହିପରି ୨୪ ଘଣ୍ଟାରେ ୧୦୯୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାକୁ ମିଶାଇ ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା ୫୨ ହଜାର...

sushant-sing
ସୁଶାନ୍ତ ସିଂ ମୃତ୍ୟୁ ମାମଲା: CBI ତଦନ୍ତକୁ ବୈଜୟନ୍ତଙ୍କ ସ୍ୱାଗତ

ଭୁବନେଶ୍ୱର:  ସୁଶାନ୍ତ ସିଂ ରାଜପୁତ ମାମଲାରେ ସିବିଆଇ ତଦନ୍ତ ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ମହଲରେ ଏହାକୁ ସ୍ୱାଗତ କରାଯାଇଛି। ଏ ନେଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଜାତୀୟ ମୁଖପାତ୍ର ବୈଜୟନ୍ତ ପଣ୍ଡା ମଧ୍ୟ ଟୁଇଟ୍ କରି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି,...

sushant 11
ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା; ବିହାରରେ ହୋଇଥିବା ମାମଲା ଠିକ୍

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।  ଏହି ନିର୍ଦ୍ଦେଶ ପରେ ସୁଶାନ୍ତ ସିଂ ମୃତ୍ୟୁ ମାମଲା ନୂଆ ମୋଡ ନେବାକୁ ଯାଉଛି। ସୁଶାନ୍ତ ମୃତ୍ୟୁ ମାମଲାର ତଦନ୍ତରେ...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।