• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

jaga-kalia
ଓଡ଼ିଶା ଫେରିଲେ କଟକ ବଡ ଡାକ୍ତରଖାନାରେ ରହିବେ ଜଗା-କାଳିଆ

ଭୁବନେଶ୍ୱର: କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା କାଳିଆ ଅଲଗା ହେବା ପରେ ଶୀଘ୍ର ଓଡ଼ିଶା ଫେରିବେ । ଓଡ଼ିଶା ଆସିବା ପରେ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାରେ ରଖାଯିବ । ଏଥିଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ। ଜଗା କାଳିଆଙ୍କ ପାଇଁ କ୍ୟାବିନ...

trafic
ଭାବିଚିନ୍ତି ଗାଡ଼ି ଚଲାନ୍ତୁ, ଏଣିକି ଭୁଲ୍‌ରେ ବି ନିୟମ ଭାଙ୍ଗିଲେ ଗଣିବେ ତଣ୍ଡ

ଭୁବନେଶ୍ୱର: ଆଉ ଚଳିବନି ଜିଗ୍ ଜାଗ୍ ଡ୍ରାଇଭିଂ। ଆସନ୍ତା ୧ ତାରିଖ ଅର୍ଥାତ୍‌ ରବିବାରଠୁ ରାଜଧାନୀରେ ଲାଗୁ ହେବ ନୂଆ ଟ୍ରାଫିକ୍ ନିୟମ ।  ଟ୍ରାଫିକ୍ ନିୟମ ଖିଲାଫକାରୀଙ୍କୁ ଡ୍ରୋନ୍ ସହାୟତାରେ ଧରିବ କମିଶନରେଟ୍ ପୁଲିସ୍।  ସେମାନଙ୍କଠାରୁ କଡ଼ା ଜରିମାନା ଆଦାୟ କରାଯିବ।  ବାଇକ୍ ହେଉ କି କାର୍...

kota-rani...
ତିଆରି ହେବ କାଶ୍ମୀରର ଶେଷ ହିନ୍ଦୁ ରାଣୀ ‘କୋଟା ରାଣୀ’ଙ୍କ ବାୟୋପିକ୍‌

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ଶେଷ ହିନ୍ଦୁ ରାଜା ହରି ସିଂ। ହେଲେ କାଶ୍ମୀରର ଶେଷ ହିନ୍ଦୁ ରାଣୀ କିଏ ? ବୋଧହୁଏ କେହି ଜାଣି ନ ଥିବେ। ଖୁବ୍‌ ଶୀଘ୍ର ପ୍ରସ୍ତୁତ ହେବାକୁ ଯାଉଛି କାଶ୍ମୀରରେ ଶାସନ କରୁଥିବା ଶେଷ ରାଣୀଙ୍କ ଉପରେ ଫିଲ୍ମ । ଏହି ଫିଲ୍ମକୁ  ରିଲାଏନ୍ସ ...

Capture1
ଟ୍ରମ୍ପଙ୍କ ହାତକୁ ଏମିତି ବାଡେଇଲେ ମୋଦି.... ଫଟୋକୁ ନେଇ ସୋଶାଲ ମିଡିଆରେ ମଜାକ୍‌

ନୂଆଦିଲ୍ଲୀ: ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଫ୍ରାନ୍ସ ଜି-୭ରେ ସମ୍ମିଳନୀରେ ସାକ୍ଷାତ ହୋଇଥିଲା।  ଦୁଇ ନେତାଙ୍କର ଏହି ସାକ୍ଷାତକାର ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ବେଶ୍‌ ଗୁରୁତ୍ୱ ବହନ କରୁଥିଲା। ବିଶେଷ କରି ଭାରତ-ପାକିସ୍ତାନ ପାଇଁ। କାରଣ ଏହି ସାକ୍ଷାତ ସମୟରେ...

file photo
ପାକିସ୍ତାନର ହରକତ୍‌: ଗୁଳିମାଡ କରି ଆତଙ୍କୀ ଅନୁପ୍ରବେଶ କରାଉଛି

ପୁଞ୍ଚ: ଭାରତରେ ହିଂସା ସୃଷ୍ଟି କରିବାକୁ ପାକିସ୍ତାନ ଏବେ ଫୁଲ ଦମରେ ଲାଗିପଡ଼ିଛି। ସୋମବାର ବିଳମ୍ବିତ ରାତିରେ ପାକିସ୍ତାନ ସେନା ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ପ୍ରବଳ ଗୁଳିମାଡ଼ କରିଛି। ଦୁଇ ଜଣ ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବା ପାଇଁ ପାକିସ୍ତାନ ସେନା ପୁଞ୍ଚ ଜିଲ୍ଲାର ଅନ୍ତର୍ଜାତୀୟ ନିୟନ୍ତ୍ରଣ...

jetly
ବିଦେଶ ଗସ୍ତରୁ ଫେରି ଜେଟଲୀଙ୍କ ପରିବାରକୁ ଭେଟିଲେ ମୋଦି

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କ ଦେହାନ୍ତ ବେଳେ ବିଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସ୍ୱଦେଶ ଫେରିଛନ୍ତି। ସେ ଭାରତରେ ପହଞ୍ଚିବା କ୍ଷଣି ବନ୍ଧୁ ଜେଟଲୀଙ୍କ ଘରକୁ ଯାଇ ତାଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ମୋଦି ଦିଲ୍ଲୀଠାରେ ଥିବା ଜେଟଲୀଙ୍କ ବାସଭବନରେ ପହଞ୍ଚିବା...

mahasweta-ray
୩୧ ବର୍ଷ ପରେ ଫେରୁଛି ‘ଲାଲ୍‌ପାନ୍‌ ବିବି’

ଭୁବନେଶ୍ୱର: ୧୯୮୮ ମସିହରେ ରିଲିଜ୍ ହୋଇଥିଲା ଓଡ଼ିଆ ଫିଲ୍ମ ‘ଲାଲ୍‌ପାନ୍ ବିବି’। ଏହି ଫିଲ୍ମ ସେତେବେଳେ ସାରା ରାଜ୍ୟରେ ଚହଳ ପକାଇ ଦେଇଥିଲା। ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଚିରସବୁଜ ଅଭିନେତ୍ରୀ ମହେଶ୍ୱତା। ତାଙ୍କୁ ଏଥିରେ ଡବଲ୍‌ ରୋଲ୍‌ ବା ଜାଆଁଳା ଭୂମିକାରେ ଦେଖିବାକୁ ମିଳିଥିଲା। ଏହି...

heart4
କାହିଁକି ହୁଏ ହାର୍ଟ ଆଟାକ୍‌ ? କେମିତି ତା’ଠାରୁ ଦୂରେଇ ରହିବେ ? ଜାଣନ୍ତୁ ଉପାୟ

ଭୁବନେଶ୍ୱର: ଅଫିସ୍‌ କାମର ପ୍ରେସର, ଅଧିକ ମାତ୍ରାରେ ଫାଷ୍ଟ୍‌ଫୁଡ୍‌ ଖାଇବା, ଧୂମପାନ କରିବା ଓ ମଦ ପିଇବା ଯୋଗୁ ଆଜିର ଯୁବପିଢ଼ି ମାରାତ୍ମକ ହୃଦରୋଗର ଶିକାର ହେଉଛନ୍ତି। ଯୁବାବସ୍ଥାରେ ଏହି ମାରାତ୍ମକ ରୋଗଠାରୁ ଦୂରେଇ ରହିବା ଆବଶ୍ୟକ। ତେବେ ଏଥିପାଇଁ କେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେବେ...

Capture1
ଜମ୍ମୁକାଶ୍ମୀର ପ୍ରସଙ୍ଗରେ ଟ୍ରମ୍ପଙ୍କ ୟୁ ଟର୍ଣ୍ଣ: କହିଲେ ଏହା ଦ୍ୱିପାକ୍ଷିକ ସମସ୍ୟା

ବିଏରିଜ୍‌: ଫ୍ରାନ୍ସରେ ଆୟୋଜିତ ଜି-୭ ସମ୍ମିଳନୀରେ ଅତିଥି ଭାବେ ଯୋଗ ଦେଇ ଭାରତର ପ୍ରତିନିଧିତ୍ୱ କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତଙ୍କ ହୃଦୟ ଜିତିବାରେ ସକ୍ଷମ ହୋଇଛନ୍ତି। ପାକିସ୍ତାନ ଜମ୍ମୁ-କାଶ୍ମୀର ପ୍ରସଙ୍ଗକୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ଯେଉଁ ଅପପ୍ରୟାସ କରୁଥିଲା, ତା’କୁ ଜବରଦସ୍ତ ଝଟ୍‌କା ଲାଗିଛି। ଆଜି ଜି-୭...

drying-clothes1
ବର୍ଷା ଦିନେ ଲୁଗାପଟାରୁ ଦୁର୍ଗନ୍ଧ ବାହାରୁଛି ? ଆପଣାନ୍ତୁ ଏହି ଉପାୟ

ଭୁବନେଶ୍ୱର : ବର୍ଷା ଦିନେ ଭଲ ଖରା ନ ହେଲେ ଲୁଗାପଟା ଭଲ ଭାବେ ଶୁଖି ପାରେ ନାହିଁ। ବର୍ଷା ଲାଗି ରହିଲେ ପ୍ରାୟ ସମସ୍ତେ ଘର ଭିତରେ ଲୁଗାପଟା ଶୁଖାଇ ଥା’ନ୍ତି। ତେବେ ଫ୍ୟାନ୍‌ ଦେଲେ ବି ବାୟୁମଣ୍ଡଳରେ ଅଧିକ ଆର୍ଦ୍ରତା ଯୋଗୁ ଲୁଗାପଟା ଏତେ ଶୀଘ୍ର...

34566
ଜମ୍ମୁ କାଶ୍ମୀର ସମସ୍ୟା ବାବଦରେ ପାକିସ୍ତାନବାସୀଙ୍କୁ ମନର କଥା କହିବେ ଇମ୍ରାନ୍

ନୂଆଦିଲ୍ଲୀ: ଫ୍ରାନ୍ସରେ ଚାଲିଥିବା ଜି-୭ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଆଜି ଭେଟଘାଟ ହୋଇଛି। ଏହି ଭେଟଘାଟକୁ ନେଇ ଅସୁରକ୍ଷିତ ମନେ କରିଛି ପାକିସ୍ତାନ। ଏଥିପାଇଁ ଏବେ କଶ୍ମୀର ପ୍ରସଙ୍ଗରେ ପାକିସ୍ତାନବାସୀଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ଇମ୍ରାନ୍...

123
ଇସ୍ରାଏଲକୁ ଖୋଲା ଧମକ ଦେଲା ଆତଙ୍କୀ ସଂଗଠନ, ‘ଆଜି ରାତିକୁ ଅପେକ୍ଷା କର..’

ବିରୁଟ୍‌: ଆମେରିକା ଓ ଇସ୍ରାଏଲ ଦ୍ୱାରା ଆତଙ୍କୀ ସଂଗଠନ ଘୋଷିତ ହୋଇଥିବା ହେଜବୋଲା ଖୋଲାଖୋଲି ଆକ୍ରମଣ ପାଇଁ ଧମକ ଦେଇଛି। ସିରିଆର ଇହୁଦି ପ୍ରଦେଶରେ ଇରାନ ଆକ୍ରମଣ କରିବ ବୋଲି ଇସ୍ରାଏଲ ଆଶଙ୍କା କରିଥିଲା। ଏହାକୁ ପ୍ରତିରୋଧ କରିବା ପାଇଁ ଇସ୍ରାଏଲ ପକ୍ଷରୁ ଏୟାର ଷ୍ଟ୍ରାଇକ୍‌ କରାଯାଇଥିଲା। ତେବେ...

aaykarbig2
ଆହୁରି ୨୨ ବରିଷ୍ଠ ଟ୍ୟାକ୍ସ ଅଧିକାରୀ ବିଦା: ବାଧ୍ୟତାମୂଳକ ଅବସର ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ୨୨ ବରିଷ୍ଠ ଟ୍ୟାକ୍ସ ଅଧିକାରୀଙ୍କୁ କେନ୍ଦ୍ର ସରକାର ବିଦା କରିଛନ୍ତି। ଦୁର୍ନୀତି ଏବଂ କେତେକ ମାମଲାକୁ ଜାଣିଶୁଣି ଭୁଲ ଢ଼ଙ୍ଗରେ ନେବା ଅଭିଯୋଗରେ ୨୨ ଜଣ ବରିଷ୍ଠ ଟ୍ୟାକ୍ସ ଅଧିକାରୀଙ୍କୁ ଧାରା ୫୬(J) ଅନୁଯାୟୀ ବାଧ୍ୟତାମୂଳକ ଅବସର ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ସମାନ ଅଭିଯୋଗରେ...

trafic
ସେପ୍ଟେମ୍ବରରୁ ନୂଆ ଟ୍ରାଫିକ ନିୟମ: ଲାଇସେନ୍ସ ନଥିଲେ ୫ହଜାର ଜରିମାନା

ଭୁବନେଶ୍ୱର: ସାବଧାନ ! ଏଣିକି ଟ୍ରାଫିକ୍‌ ନିୟମ ହେବ କଡ଼ାକଡି । ଏହି ନିୟମ ନ ମାନିଲେ ଜରିମାନା ତ ନିଶ୍ଚୟ ଦେବାକୁ ପଡ଼ିବ । ହେଲେ କେତେ ଦେବାକୁ ପଡ଼ିବ ଜାଣିଲେ ହୋଶ ଉଡ଼ିଯିବ। କାରଣ ଜରିମାନା ପରିମାଣ ପୂର୍ବଠାରୁ କାହିଁ କେତେ ଗୁଣ ଅଧିକ।  ସେପ୍ଟେମ୍ବର...

p-chidambaram-
ପୁଣି ଚିଦାମ୍ୱରମଙ୍କୁ ଝଟକା: ଅଗ୍ରୀମ ଜାମିନ ଆବେଦନକୁ ଖାରଜ୍ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ୱରମଙ୍କୁ ଆଜି ଜୋରଦାର ଝଟକା ଦେଇଛନ୍ତି ସୁପ୍ରିମକୋର୍ଟ। ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଦାୟର ହୋଇଥିବା ଅଗ୍ରୀମ୍ ଜାମିନ ଆବେଦନକୁ ଖାରଜ୍ କରି ଦେଇଛନ୍ତି ସୁପ୍ରିମକୋର୍ଟ। ଯେହେତୁ ସେ ସିବିଆଇ ଦ୍ୱାରା ଗିରଫ ହୋଇସାରିଛନ୍ତି, ସେ କ୍ଷେତ୍ରରେ ଆଗୁଆ ଜାମିନ ଆବେଦନର...

manmohan-1
ଢିଲା ହେଲା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସୁରକ୍ଷା ବ୍ୟବସ୍ଥା: ହଟିଲା ଏସ୍‌ପିଜି

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ମନମୋହନ ସିଂହଙ୍କ ସୁରକ୍ଷା ବ୍ୟବସ୍ଥା ଢ଼ିଲା କରାଯାଇଛି। ତାଙ୍କର ସୁରକ୍ଷାରେ ନିୟୋଜିତ ଥିବା ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ ବା ଏସପିଜିକୁ ହଟାଇଛନ୍ତି କେନ୍ଦ୍ର ସରକାର। ତାଙ୍କ ଜୀବନ ପ୍ରତି ସେତେଟା ବିପଦ ନଥିବା ଦର୍ଶାଇ କେନ୍ଦ୍ର ସରକାର ସୁରକ୍ଷା ବ୍ୟବସ୍ଥାକୁ...

mumbai-actors-sanjay-upcoming-launch-kalank-teaser_
ରାଜନୀତି କରିବେ ସଞ୍ଜୟ ଦତ୍ତ !

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ପୁଣିଥରେ ରାଜନୀତିରେ ପାଦ ଥାପିବାକୁ ଯାଉଛନ୍ତି। ପାଖାପାଖି ୧୦ ବର୍ଷ ପରେ ସେ ପୁଣିଥରେ ରାଜନିତୀରେ ମନ ବଳାଇଛନ୍ତି। ମହାରାଷ୍ଟ୍ରର ଜଣେ ମନ୍ତ୍ରୀ ଏହି ସମ୍ବନ୍ଧୀୟ ସୂଚନା ଦେଇଛନ୍ତି। ରାଷ୍ଟ୍ରୀୟ ସମାଜ ପକ୍ଷ (ଆର୍‌ଏସ୍‌ପି)ର ପ୍ରତିଷ୍ଠାତା ତଥା କ୍ୟାବିନେଟ୍ ମନ୍ତ୍ରୀ ମହାଦେବ...

theft
ଦୋକାନରୁ ଗାଡ଼ି ଚୋରି କରି ଚାଲିଆସିଲେ ହେଲେ ଛୁଆକୁ ଆଣିବାକୁ ଭୁଲି ଗଲେ ମହିଳା

ନୂଆଦିଲ୍ଲୀ: ଭଦ୍ର ବେଶରେ ଦୋକାନକୁ ଯାଇ ଦୋକାନୀଙ୍କ ଅନ୍ୟମନସ୍କତାରେ ଜିନିଷ ଚୋରି କରିଲେ। ଚୋରି ଜିନିଷ ଧରି ତରତର ହୋଇ ଦୋକାନ ବାହାରକୁ ଚାଲି ଗଲେ। ହେଲେ ଭୁଲିଗଲେ ଛୁଆ କଥା।…ଏମିତି ଏକ ମଜାଦାର ଘଟଣା ଘଟିଛି ନିଉଜର୍ସିରେ। ତିନିଜଣ ଭଦ୍ର ମହିଳା ନିଉଜର୍ସିର ‘ବାମ୍ବି ବେବି’ ନାମକ...

Untitled-1
ମହାକାଶରେ ପ୍ରଥମ ଅପରାଧ: ତଦନ୍ତ କଲା ନାସା

ୱାଶିଂଟନ୍‌:ଅପରାଧ ତା’ର କାୟା ବିସ୍ତାର କରି ଚାଲିଛି। ଏହାର ପରିବ୍ୟାପ୍ତି ଏବେ ପୃଥିବୀରୁ ମହାକାଶଯାଏ ବିସ୍ତାରିତ ।  ଏଠାରେ କହିବାର ଅର୍ଥ ମହାକାଶରେ ବି ଘଟୁଛି ଅପରାଧ। ଏମିତି ଅଭିଯୋଗ ପ୍ରଥମ ଥର ପାଇଁ ଆସିଛି ଆମେରିକାରେ। ଆମେରିକାର ମହାକାଶଯାତ୍ରୀ ଏନି ମ୍ୟାକଲେନଙ୍କ ବିରୋଧରେ ଏପରି ଅଭିଯୋଗ ଆସିଛି।...

sushama-jaitley-vajpayee
୧୨ ମାସରେ ୧୨ରୁ ଅଧିକ ପ୍ରମୁଖ ନେତାଙ୍କୁ ହରାଇଲା ଦେଶ

ନୂଆଦିଲ୍ଲୀ: ୯ ଅଗଷ୍ଟରେ ଅସୁସ୍ଥତା ପାଇଁ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିବା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ଗତ ୨୪ ତାରିଖ ପରଲୋକ ହୋଇ ଯାଇଛି। ତାଙ୍କ ବିୟୋଗରେ ସାରା ଦେଶରେ ଖେଳି ଯାଇଛି ଶୋକର ଲହରୀ । ନିକଟରେ ପୂର୍ବତନ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କର...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।