• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

122
ବିକ୍ରମ ଲ୍ୟାଣ୍ଡର ସହ ଯୋଗାଯୋଗ କାହିଁକି ବିଚ୍ଛିନ୍ନ ହେଲା କହିଲେ ଓଡ଼ିଆ ବୈଜ୍ଞାନିକ

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ ବେଳେ ବିକ୍ରମ ଲ୍ୟାଣ୍ଡର ସହ ଯୋଗାଯୋଗ କେମିତି ବିଚ୍ଛିନ୍ନ ହୋଇଥିଲା ସେନେଇ ମତ ରଖିଛନ୍ତି ଇସ୍ରୋରେ କାର୍ଯ୍ୟରତ ଓଡ଼ିଆ ବୈଜ୍ଞାନିକ ଡକ୍ଟର ଶରତ ଦାସ । ସେ କହିଛନ୍ତି ବିକ୍ରମ ଲ୍ୟାଣ୍ଡର ଅବତରଣ ବେଳେ ସେଥିରେ ଥିବା ୪ଟି ଥ୍ରଷ୍ଟର ଅନ କରାଯାଇଥିଲା...

Capture-3
କାହିଁକି ବିକ୍ରମ ସହ ଯୋଗାଯୋଗ ବିଚ୍ଛିନ୍ନ ହେଲା ? ତିନି ଦିନ ମଧ୍ୟରେ ହେବ ରହସ୍ୟର ପର୍ଦ୍ଦାଫାଶ

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ସପ୍ଟ ଲାଣ୍ଡିଂ କରିବାର କେଇ କ୍ଷଣ ପୂର୍ବରୁ ଲାଣ୍ଡର ବିକ୍ରମ ସହ ଯଦିଓ ଯୋଗାଯୋଗ ଚ୍ଛିନ୍ନ ହୋଇ ଯାଇଛି ତେବେ ଚନ୍ଦ୍ରଯାନ-୨ ଅଭିଯାନ ଆମ ସଫଳତାର ଏକ ମାଇଲଖୁଣ୍ଟ ନିଶ୍ଚୟ। ଲାଣ୍ଡର ବିକ୍ରମ ଚନ୍ଦ୍ରଠାରୁ ଆଉ ମାତ୍ର ୨.୧ କିମି ଦୂରରେ ଥିଲା। ତେବେ ବିକ୍ରମ...

n1-1
ଛୋଟ ପିଲାଙ୍କ ହାତରେ କେଉଁ ନେଲ୍‌ ପଲିସ୍‌ ସୁରକ୍ଷିତ !

ନୂଆଦିଲ୍ଲୀ: ଅନେକ ସମୟରେ ଆପଣ ଛୋଟ ପିଲାଙ୍କ ହାତରେ ନେଲ୍‌ ପଲିସ୍‌ ଲାଗିଥିବା ଦେଖିଥିବେ। ଛୋଟ ପିଲା ଜିଦି କଲେ ମା’ମାନେ ତାଙ୍କ ହାତରେ ନେଲପଲିସ୍‌ ଲଗାଇ ଦେଇଥାନ୍ତି। ତେବେ କ’ଣ ଆପଣ ଜାଣିଛନ୍ତି କି ଛୋଟ ଛୁଆଙ୍କ ହାତରେ ନେଲ ପଲିସ୍‌ ଲଗାଇବା କେତେ ସୁରକ୍ଷିତ ?...

ରନସୀମଳମେଂଂ
ବରିଷ୍ଠ ଆଇନଜୀବୀ ରାମ ଜେଠମଲାନୀଙ୍କ ପରଲୋକ

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ବରିଷ୍ଠ ଆଇନଜୀବୀ ରାମ ଜେଠମଲାନୀଙ୍କର ରବିବାର ସକାଳେ ପରଲୋକ ହୋଇ ଯାଇଛି। ମୃତ୍ୟୁ ବେଳଙ୍କୁ ତାଙ୍କୁ ୯୫ ବର୍ଷ ହୋଇଥିଲା। ଦିଲ୍ଲୀସ୍ଥିତ ବାସଭବନରେ ତାଙ୍କ ପରଲୋକ ହୋଇଛି। ସୁପ୍ରିମକୋର୍ଟରେ ବହୁ ଗୁରୁତ୍ୱପୂର୍ଣ୍ଣ ମାମଲା ଲଢ଼ି ସେ ଖ୍ୟାତି ଅର୍ଜନ...

salu
ବର୍ଷାକୁ ବେଖାତିର ! ସାଇକେଲ ଚଲେଇ ଶୁଟିଂ ସେଟ୍‌ରେ ପହଞ୍ଚିଲେ ସଲମାନ୍

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନ୍‌ ଏବେ ନିଜ ଅପକମିଂ ଫିଲ୍ମ ‘ଦବଙ୍ଗ-୩’ର ଶୁଟିଂକୁ ନେଇ ବ୍ୟସ୍ତ। ନିକଟରେ ସଲମାନ ଜୟପୁରରୁ ଶୁଟିଂ ସାରି ଫେରିଛନ୍ତି। ଏବେ ଏହାର ଶୁଟିଂ ମୁମ୍ବାଇରେ ହେଉଛି। ବର୍ତ୍ତମାନ ଲଗାଣ ବର୍ଷା ଯୋଗୁ ପୂରା ମୁମ୍ବାଇ ବେହାଲ ହୋଇପଡ଼ିଛି ଓ ଚାରିଆଡ଼େ ଆଣ୍ଠୁଏ...

bus
ବସ୍‌ ଭିତରୁ ମିଳିଲା ଏସିଡ୍‌

ବାଲେଶ୍ୱର:ଯାତ୍ରୀବାହୀ ବସ୍‌ରୁ ଜବତ ହୋଇଛି ବିପୁଳ ପରିମାଣର ଏସିଡ । ଗତକାଲି ବିଳମ୍ବିତ ରାତିରେ ଏହି ଏସିଡ଼କୁ ଜବତ କରିଛି ବାଲେଶ୍ୱର ପୁଲିସ। ନିଗମ ନାମକ ଏକ ଯାତ୍ରୀବାହୀ ବସ୍‌ କୋଲକାତାରୁ ଧାମରା ଯାଉଥିଲା। ବସ୍‌ରେ ଏସିଡ଼ ଯାଉଥିବା ନେଇ ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ଗତକାଲି...

ISRO-GRAPH
ଚନ୍ଦ୍ରରେ ଅବତରଣ କରିବା ପୂର୍ବରୁ କ’ଣ ଥିଲା ଇସ୍ରୋ ପାଇଁ ଚ୍ୟାଲେଞ୍ଜ?

ନୂଆଦିଲ୍ଲୀ: ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ କରିବାକୁ ଯାଇ ଲ୍ୟାଣ୍ଡର ବିକ୍ରମ ସହିତ ଇସ୍ରୋର ଯୋଗାଯୋଗ ବିଳମ୍ୱିତ ରାତିରେ ବିଚ୍ଛିନ୍ନ ହୋଇଛି। ହେଲେ ସଫ୍ଟ ଲ୍ୟାଣ୍ଡିଂ କରିବା ପୂର୍ବରୁ ଅନ୍ତିମ ୧୫ ମିନିଟ୍ ସବୁଠୁ ଜଟିଳ ଥିଲା ବୋଲି ଇସ୍ରୋ ପୂର୍ବରୁ କହିସାରିଥିଲା। ଯାହାକି ସତ ହୋଇଛି। ଯଦି ଲ୍ୟାଣ୍ଡର...

pala-1
ଡାକ୍ତରଖାନା ଭିତରେ ଲହଡ଼ି ଭାଙ୍ଗୁଛି ବର୍ଷା ଓ ଡ୍ରେନ ପାଣି

ପାଲଲହଡ଼ା: ଗତକାଲି ରାତିରେ  ପ୍ରବଳ ବର୍ଷା ଯୋଗୁ ଅନୁଗୁଳ ଜିଲ୍ଲା ପାଲଲହଡ଼ା ଉପଖଣ୍ଡ ଡାକ୍ତରଖାନା ଅବସ୍ଥା ବେହାଲ ହୋଇ ଯାଇଛି।  ବର୍ଷା ପାଣି ସହ ଡ୍ରେନ ପାଣି ଡାକ୍ତରଖାନା ପରିସରରେ ଲହଡ଼ା ଭାଙ୍ଗୁଛି। ଡାକ୍ତରଖାନାର ଆଉଟଡ଼ୋର,ୱାର୍ଡ, ଡ୍ୟୁଟି ରୁମ୍‌  ବର୍ଷା ଓ ଡ୍ରେନ ପାଣିରେ ବୁଡି ରହିଛି। ଫଳରେ...

Untitled-1
ଲ୍ୟାଣ୍ଡର ବିକ୍ରମ ଅବତରଣ ପୂର୍ବର ସେଇ ଶେଷ ୧୫ ମିନିଟ୍.....

ନୂଆଦିଲ୍ଲୀ: ଭାରତର ମିଶନ ଚନ୍ଦ୍ରଯାନ ୨ ଶୁକ୍ରବାର ବିଳମ୍ୱିତ ରାତିରେ ଚନ୍ଦ୍ରରେ ଲ୍ୟାଣ୍ଡିଂ କରିବାର ୨.୧ କିଲୋମିଟର ପୂର୍ବରୁ ଇସ୍ରୋ ସହ ଯୋଗାଯୋଗ ବିଛିନ୍ନ ହୋଇଯାଇଥିଲା। ରାତି ପ୍ରାୟ ୧.୩୮ ମିନିଟରେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରରେ ଲ୍ୟାଣ୍ଡ କରିବ ବୋଲି ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିଲା। ୧.୪୪...

priyanka
ନାଁ ବଦଳାଇ ଦେଲେ କି ପ୍ରିୟଙ୍କା ଚୋପ୍ରା?

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ କିଏ ଅବା ନଜାଣେ। ବଲିଉଡ୍‌ରେ ସେ ହେଉଛନ୍ତି ଅନ୍ୟତମ ସଫଳ ନାୟିକା। ତାଙ୍କ ଲୋକପ୍ରିୟତା କେବଳ ଦେଶ ଭିତରେ ସୀମିତ ହୋଇ ରହିନାହିଁ। ବିଦେଶରେ ବି ସେ ଖୁବ୍ ଚର୍ଚ୍ଚିତ। ସେ ବଲିଉଡ୍ ସହିତ ହଲିଉଡ୍ ଫିଲ୍ମ ବି କରୁଛନ୍ତି। ଏହା...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।