ପୁରୀ: ସକାଳୁ ସକାଳୁ ଆରମ୍ଭ ହୋଇଯାଇଛି ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ କାମ। ଆଜି ସକାଳ ୬ଟାରୁ ୨୪ ପ୍ଲାଟୁନ୍ ପୋଲିସ ଫୋର୍ସ ଏବଂ ୮ ଜଣ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ମେଘନାଦ ପାଚେରୀ ଚାରିପାଖରୁ ଆରମ୍ଭ ହୋଇଛି ଜବରଦଖଲ ଉଚ୍ଛେଦ। ମେଘନାଦ ପାଚେରୀକୁ ଲାଗି ରହିଥିବା ସରକାରୀ ଏବଂ...
ଶ୍ରୀନଗର: ୧୨ ଦିନ ହେଲାଣି ବନ୍ଦୀ ଜୀବନ ବିତାଉଛନ୍ତି ଜମ୍ମୁ-କଶ୍ମୀରର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ମେହବୁବା ମୁଫ୍ତି। ଦୁଇ ଜଣଙ୍କୁ ପ୍ରଥମେ ଏକାଠି ରଖାଯାଇଥିଲେ ମଧ୍ୟ ଦୁହେଁ ପରସ୍ପର ସହିତ ଯୁକ୍ତିତର୍କ କରି ତମ୍ବି ତୋଫାନ୍ କରିବାରୁ ଏବେ ଦୁହିଙ୍କୁ ଅଲଗା ଘରେ ରଖାଯାଇଛି।...
ଶ୍ରୀନଗର: ଜମ୍ମୁର ୫ ଜିଲ୍ଲାରେ ପୁଣି ଥରେ ମୋବାଇଲ-ଇଣ୍ଟରନେଟ୍ ସେବା ଉପରେ ରୋକ୍ ଲଗାଇଛି ପ୍ରଶାସନ। ତେବେ ଏହା ପଛର କାରଣ କଣ, ତାହା ଜଣାପଡ଼ିନାହିଁ। ତେବେ ଗତକାଲି ସକାଳେ ହିଁ ଜମ୍ମୁ କଶ୍ମୀରର ୧୦୦ଟି ଟେଲିଫୋନ୍ ଏକ୍ସଚେଞ୍ଜରୁ ୧୭ଟି ଏକ୍ସଚେଞ୍ଜକୁ ସକ୍ରିୟ କରାଯାଇଥିଲା। ଜଣେ ସରକାରୀ ଅଧିକାରୀ...
ଇସଲାମାବାଦ: ଆତଙ୍କବାଦ ବିରୋଧରେ ପାକିସ୍ତାନ ନେଉଥିବା କାର୍ଯାନୁଷ୍ଠାନ ମିଛ ବା ଲୋକ ଦେଖାଣିଆ। କାରଣ କାର୍ଯ୍ୟାନୁଷ୍ଠାନ ପାଇଁ ଆତଙ୍କବାଦୀ ବିରୋଧରେ ପାକିସ୍ତାନ ଯେଉଁ ଏଫଆଇଆର୍ ଦାଖଲ କରିଛି ତାହା ନକଲି ଏବଂ ଏତେ ଦୁର୍ବଳ ଯେ ଆତଙ୍କବାଦୀଙ୍କ ବିରୋଧରେ କୌଣସି ଠୋସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ସମ୍ବାବନା ନାହିଁ।...
ନୂଆଦିଲ୍ଲୀ:ଜମ୍ମୁକାଶ୍ମୀରରୁ ଧାରା ୩୭୦ ହଟିବା ପରେ ପାକିସ୍ତାନ ଭାରତ ବିରୋଧରେ ଅପପ୍ରଚାର ଚଲାଇ ଆସୁଛି। ସୋଶାଲ ମିଡିଆରେ ଭାରତ ବିରୋଧୀ ମିଛ ଖବର ଦେଇ ବିଶ୍ୱ ସମୁଦାୟର ସମର୍ଥନ ହାସଲ କରିବାକୁ ଚାହୁଁଛି। ହେଲେ ଭାରତ ତାହାର ଏପରି ଚାଲକୁ ସଫଳ ହେବାକୁ ଦେଉନି। ପ୍ରତିଥର ପାକିସ୍ତାନର ମିଛକୁ...
ମୁମ୍ବାଇ: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପ-ରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହିତ ବିଜେପିର ବହୁ ବଡ଼ ବଡ଼ ନେତା...
ପଞ୍ଚକୁଲା (ହରିଆନା): କାଶ୍ମୀରକୁ ଆନ୍ତର୍ଜାତିକ ସ୍ତରରେ ପ୍ରସଙ୍ଗ କରୁଥିବା ପାକିସ୍ତାନକୁ ବୁଦ୍ଧି ଶିଖାଇବ ଭାରତ। ଯେସାକୁ ତେସା ନୀତିରେ ଭାରତ ପାକିସ୍ତାନ ଅଧିକୃତ କଶ୍ମୀରକୁ ପ୍ରସଙ୍ଗ କରିବ ବୋଲି ଆଜି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ହରିଆନାର ପଞ୍ଚକୁଲାରେ କହିଛନ୍ତି। ଯେହେତୁ ପାକିସ୍ତାନ କଶ୍ମୀର ପ୍ରସଙ୍ଗ ଉଠାଉଛି ତେଣୁ ଆଗାମୀ...
ଲଣ୍ଡନ: ୧୫ ଅଗଷ୍ଟରେ ଦେଶ ବିଦେଶରେ ପ୍ରତ୍ୟେକ ଭାରତୀୟ ସ୍ୱାଧୀନତା ଦିବସ ପାଳନ କରିଛନ୍ତି। ଏହି ଅବସରରେ ଲଣ୍ଡନ ସ୍ଥିତ ଭାରତୀୟ ହାଇ କମିଶନର ଅଫିସରେ ବି ଜାତୀୟ ପତାକା ଉଡ଼ା ଯାଇଥିଲା। କିନ୍ତୁ ଭାରତୀୟ ହାଇ କମିଶନରଙ୍କ ଅଫିସ ସାମ୍ନାରେ ପାକିସ୍ତାନ ଏବଂ ଖଲିସ୍ତାନ ସମର୍ଥକ ମାନେ...
ଲକ୍ଷ୍ନୌ: ଭିଆଇପି ସଂସ୍କୃତିକୁ ହଟାଇବାକୁ ଯାଇ ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀ ବେନ୍ ପଟେଲ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ନିଜ ସୁରକ୍ଷା ଦାୟିତ୍ୱରେ ଥିବା ସିକ୍ୟୁରିଟି ହ୍ରାସ କରିବା ପାଇଁ ସେ ରାଜ୍ୟ ସରକାରଙ୍କୁ କହିଥିବା ଜଣେ ସରକାରୀ ଅଧିକାରୀ କହିଛନ୍ତି। କିନ୍ତୁ ରାଜଭବନ ପକ୍ଷରୁ ଏ...
ନାଗପୁର: ଖୋଲା ମଞ୍ଚରେ ସରକାରୀ ଅଧିକାରୀଙ୍କୁ ଚେତାବନୀ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ନୀତୀନ ଗଡକରୀ। ସେ କହିଛନ୍ତି ‘୮ ଦିନରେ କାମ ଶେଷ କର ନଚେତ ଲୋକଙ୍କୁ କହିବି, ଆଇନ ବ୍ୟବସ୍ଥା ହାତକୁ ନେବେ ଏବଂ ଧୂଲେଇ କରିବେ।” ସ୍ପଷ୍ଟବାଦୀ ଭାବେ ପରିଚିତ ଏହି ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ...
ନୂଆଦିଲ୍ଲୀ: ଦୁଇ ଦିନିଆ ଭୁଟାନ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭୁଟାନ ଥିମ୍ପୁ ସ୍ଥିତ ରୟାଲ ବିଶ୍ୱବିଦ୍ୟାଳୟ ଗସ୍ତ କରିଥିଲେ । ସେଠାରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରିବା ସହ ଉଭୟ ଦେଶର ନିବିଡ଼ ସମ୍ପର୍କ ବିଷୟରେ ବଖାଣିଥିଲେ । ପ୍ରଧାନମନ୍ତ୍ରୀ ତାଙ୍କ ଉଦ୍ବୋଧନରେ କହିଥିଲେ, ଭାରତ...
ଦାର୍ଜିଲିଂ:ପଶୁଟିଏ କଥା କହିପାରେନି। ହେଲେ ଏମିତି ଭାବରେ ସେ ନିଜର କୃତଜ୍ଞତା ଭାବ ଦେଖାଏ, ଦାୟିତ୍ୱବୋଧ ନିଭାଏ, ଦେଖିଲେ ବିଶ୍ୱାସ କରି ହୁଏନି। ସେମିତି ଏକ ଘଟଣା ପଶ୍ଚିମବଙ୍ଗର। ଘଟିଛି ଅଗଷ୍ଟ ୧୪ ତାରିଖ ଦିନ। କୁକୁରଟିଏ ନିଜ ମାଲିକାଣୀ ଜୀବନ ବଞ୍ଚାଇବାକୁ କିପରି ନିଜ ଜୀବନକୁ ବାଜି...
କାବୁଲ୍: ଆଫ୍ଗାନିସ୍ତାନର ରାଜଧାନୀ କାବୁଲ୍ରେ ଏକ ବାହାଘର ଚାଲିଥିବା ବେଳେ ବିସ୍ଫୋରଣ ଘଟିବାରୁ ୪୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅନେକଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ତେଣୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି...
ଭୁବନେଶ୍ୱର: ଅଭିନେତା ପପୁ ପମ୍ପମଙ୍କ ଆଗାମୀ ଓଡ଼ିଆ ଫିଲ୍ମ ‘ମିଷ୍ଟର କହ୍ନେୟା’ର ପୋଷ୍ଟରକୁ ନେଇ ଉଠିଛି ବିବାଦ। ସୋଶାଲ୍ ମିଡିଆରେ ଏହି ପୋଷ୍ଟର ଭାଇରାଲ୍ ହେବା ସହ ପ୍ରଯୋଜନା ସଂସ୍ଥା ଏବଂ ଅଭିନେତା ପପୁଙ୍କୁ ତୀବ୍ର ସମାଲୋଚନା କରାଯାଉଛି। ଏହି ପୋଷ୍ଟରରେ ପପୁ ୭ ଜଣ ଯୁବତୀଙ୍କ ସହ...
ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ଥାନା ପାଙ୍ଗାମ ପୋଲର ସର୍ଭେ କାମ କରୁଥିବା ବେଳେ ଜଣେ ସର୍ଭେୟର ନଦୀଗର୍ଭରେ ଖସିପଡ଼ିଛନ୍ତି। ଅଗ୍ନିଶମ ବିଭାଗ ଓ ପୋଲିସ୍ ଖୋଜାଖୋଜି କରୁଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳୁନି। ନିଖୋଜ ବ୍ୟକ୍ତିଙ୍କ ନାମ ସୌଭାଗ୍ୟ। ଜୋର ବର୍ଷା ହେଲେ ପାଙ୍ଗାମ ପୋଲ ଉପରେ...
ପୁରୀ(ମଧୁସୂଦନ ମିଶ୍ର): ଶ୍ରୀମନ୍ଦିରର ଚତୁଃପାର୍ଶ୍ୱରୁ ୭୫ ମିଟର ପର୍ଯ୍ୟନ୍ତ ଉଚ୍ଛେଦ କରିବାକୁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ଜୋରଦାର ବିରୋଧ କରାଯାଇଛି। ଏହି ନିଷ୍ପତ୍ତିକୁ ନେଇ ପୁରୀ ବାସିନ୍ଦା ତଥା ସେବାୟତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏପରିକି ନ୍ୟାୟାଳୟର ଦ୍ୱାରସ୍ଥ ହେବେ ବୋଲି ବରିଷ୍ଠ ସେବାୟତ ବିନାୟକ...
ବାଲେଶ୍ୱର:ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା କଟି ସାହିର ଜଣେ ଯାତ୍ରା କଳାକାରଙ୍କୁ ହତ୍ୟା କରାଯାଇଛି। ତାଙ୍କ ନାମ ତ୍ରିଲୋଚନ ରଣଜିତ । ଯାତ୍ରା ପାର୍ଟିର ଜଣେ ହାସ୍ୟ କଳାକାର ଭାବେ ସେ ପରଚିତ। ତ୍ରିଲୋଚନ ହାସ୍ୟ କଳାକାର ଭାବେ ବିଭିନ୍ନ ଯାତ୍ରାପାର୍ଟିରେ ଅଭିନୟ କରୁଥିଲେ । ହେଲେ ଚଳିତ...
ପିପିଲି:ପୁରୀ ଜିଲ୍ଲା କଣାସ ବ୍ଲକରେ ବନ୍ୟା ପରିସ୍ଥିତି। ଦୋକନ୍ଦା ଓ ବାଲିପାଟଣା ଗାଁ ନିକଟସ୍ଥ ଦୟା ଓ ରାଜୁଆ ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି। ଫଳରେ ନଦୀ କୂଳିଆ ଲୋକଙ୍କ ନିଦ ହଜି ଯାଇଛି । ଧିରେ ଧିରେ ବନ୍ୟା ପାଣି ଗାଁ ଭିତରେ ପଶିବାରେ ଲାଗିଛି। ଘରେ...
ଓ୍ୱାଶିଂଟନ: ପୁଣି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶରଣରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍। ଗତକାଲି ଇମ୍ରାନ୍ ୨୦ ମିନିଟ୍ ଧରି କଶ୍ମୀର ପ୍ରସଙ୍ଗରେ ଟ୍ରମ୍ପଙ୍କ ସହ ଫୋନରେ କଥା ହୋଇଛନ୍ତି। କଶ୍ମୀର ପ୍ରସଙ୍ଗରେ ଆଗକୁ ଆମେରିକାକୁ ସବୁ କଥା ଜଣାଇବେ ବୋଲି ସେ ଟ୍ରମ୍ପଙ୍କୁ କହିଛନ୍ତି। ଏ...
ରାଉରକେଲା(ପବନ ତିୱାରୀ): ରାଉରକେଲାରେ ଚାଞ୍ଚଲ୍ୟ। NIT କ୍ୱାଟର୍ସରୁ ଉଦ୍ଧାର ହୋଇଛି ଜଣେ ସହକାରୀ ପ୍ରଫେସର ଓ ତାଙ୍କ ପତ୍ନୀଙ୍କ ମୃତଦେହ। ମୃତକ ହେଲେ ଆର୍ ଜୟ.ବାଲାନ(୩୮) ଓ ତାଙ୍କ ପତ୍ନୀ ମାଳିନୀ କେଶବନ୍ (୩୫)। ବାଥ୍ରୁମରେ ସ୍ୱାମୀର ମୃତଦେହ ପଡ଼ିଥିବା ବେଳେ ବେଡ୍ରୁମ୍ରେ ପଡ଼ିଥିଲା ପତ୍ନୀଙ୍କ ମୃତଦେହ। ସୂଚନା...