• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

kiku-1
ଗୋଟିଏ କପ୍‌ ଚା’ ଓ କଫି ପିଇଲେ, ବିଲ୍‌ ଆସିଲା ୭୮, ୬୫୦ ଟଙ୍କା

ନୂଆଦିଲ୍ଲୀ: ହୋଟେଲରେ କଫି ଆଉ ଚା’ ପିଇବ ଆଉ ବିଲ୍‌ ୭୮ ହଜାର ୬୫୦ ଟଙ୍କା ! ବାପ୍‌ରେ ବାପ୍‌ । ସାମାନ୍ୟ ଚା’ ଓ କଫି ପାଇଁ ଏତେ ମୋଟା ଅଙ୍କର ବିଲ୍‌ ଦେଖି ଚମକି ଗଲେ ନା। ହେଲେ ଏମିତି ଘଟଣାକୁ ସାମ୍ନା କରିଛନ୍ତି ବଲିଉଡ୍‌...

child death-1
ଓଭର୍‌ ଡୋଜ୍‌ ଔଷଧ ଖାଇ ଶିଶୁ ମୃତ୍ୟୁ ଅଭିଯୋଗ: ଡାକ୍ତରଖାନା ଗେଟ୍‌ରେ ତାଲା ପକାଇଲେ ଉତ୍ତ୍ୟକ୍ତ ଲୋକେ

ପୁରୀ: ଅଢେଇ ମାସ ଶିଶୁର ମୃତ୍ୟୁକୁ ନେଇ ପୁରୀ ଜିଲ୍ଲା ବ୍ରହ୍ମଗିରିର ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ଦେଖାଦେଇଛି । ମୃତଦେହକୁ ଡାକ୍ତରଖାନାର ମୁଖ୍ୟ ଫାଟକରେ ସମ୍ମୁଖରେ ରଖି ଧାରଣାରେ ବସିଛନ୍ତି ମୃତ ଶିଶୁଙ୍କ ପରିବାର ଲୋକେ। ଓଭରଡୋଜ୍‌ ପୋଲିଓ ଔଷଧ ଏବଂ ଚିକିତ୍ସାରେ ଅବହେଳା ଯୋଗୁ...

shehala
ଶେହଲା ରସିଦଙ୍କ ନାଁରେ ଦେଶଦ୍ରୋହ ମାମଲା

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ମାନବାଧିକାର ଉଲ୍ଲଙ୍ଘନ ହେଉଥିବା କହି ସୋଶାଲ ମିଡିଆରେ ଆପତ୍ତି ଜନକ ପୋଷ୍ଟ କରିବା ଜେଏନ୍‌ୟୁର ପୂର୍ବତନ ଛାତ୍ର ନେତା ଶେହଲା ରସିଦଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏଥିପାଇଁ ତାଙ୍କ ନାଁରେ ଆଜି ଦେଶଦ୍ରୋହ ମାମଲା ରୁଜୁ ହୋଇଛି। ଦିଲ୍ଲୀ ପୁଲିସ୍‌ର ସ୍ୱତନ୍ତ୍ର ସେଲ ପକ୍ଷରୁ...

mugabe
ପରଲୋକରେ ଜିମ୍ବାୱେ ପ୍ରତିଷ୍ଠାତା ରବର୍ଟ ମୁଗାବେ

ସିଙ୍ଗାପୁର: ଜିମ୍ୱାୱେର ଫାଉଣ୍ଡିଂ ଫାଦର ବା ପ୍ରତିଷ୍ଠାତା ରବର୍ଟ ମୁଗାବେ ଆଉ ନାହାନ୍ତି। ଦୀର୍ଘ ୩ ଦଶନ୍ଧି ଧରି ଜିମ୍ବାୱେକୁ ଶାସନ କରୁଥିବା ମୁଗାବେ ଆଜି ୯୫ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଦେଶର ପ୍ରଥମ ରାଷ୍ଟ୍ରପତି ମୁଗାବେଙ୍କ ଦେହାନ୍ତ ସମ୍ପର୍କରେ ଏବେ ଜିମ୍ବାୱେର ରାଷ୍ଟ୍ରପତି...

modi
ହୃଦୟ ଜିତିଲେ ମୋଦି, ସୋଫା ବଦଳରେ ଚେୟାରରେ ବସିଲେ

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବଳ ଦେଶବାସୀଙ୍କ ହୃଦୟକୁ ଜିତି ନାହାନ୍ତି, ବିଶ୍ୱ ଦରବାରରେ ବି ସେ ନିଜର ମହାନତା ପ୍ରଦର୍ଶନ କରିଛନ୍ତି। ଦୁଇ ଦିନିଆ ରୁଷ ଗସ୍ତରେ ଥିବା ମୋଦି କେମିତି ସମସ୍ତଙ୍କ ହୃଦୟ ଜିତିବାକୁ ସକ୍ଷମ ହୋଇଛନ୍ତି, ତା’ର ଏକ ଭିଡିଓ ଏବେ ସାମ୍ନାକୁ...

p.chidambaram
ତିହାର ଜେଲରେ ଏମିତି କଟିଲା ଚିଦାମ୍ବରମଙ୍କ ପ୍ରଥମ ରାତି

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମଙ୍କ ନୂଆ ଠିକଣା ଏବେ ତିହାର ଜେଲ। ଗୁରୁବାର ସନ୍ଧ୍ୟାରେ ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ ଅଦାଲତ ଚିଦାଙ୍କୁ ସେପ୍ଟେମ୍ବର ୧୯ ଯାଏ ତିହାର ଜେଲକୁ ପଠାଇ ଦେଇଛନ୍ତି। ତେବେ...

puri
ଦଇତାପତି ନିଯୋଗର ନିବେଦନ-‘ସହମତି ଭିତ୍ତିରେ ଉଚ୍ଛେଦ କରାଯାଉ’,

ପୁରୀ (ମଧୁସୂଦନ ମିଶ୍ର): ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ଘଟଣାରେ ପ୍ରଶାସନ ତୀବ୍ର ବିରୋଧର ସମ୍ମୁଖୀନ ହେଉଥିବାବେଳେ ଆଜି  ମୁହଁ ଖୋଲିଛି ଦଇତାପତି ନିଯୋଗ। ଏ ସଂକ୍ରାନ୍ତରେ  ଦଇତାପତି ନିଯୋଗ ସମ୍ପାଦକ ଦୁର୍ଗା ଚରଣ ଦାସମହାପାତ୍ର ପ୍ରତିକ୍ରିୟା ଦେଇ କହିଛନ୍ତି, କାହାକୁ ଦୁଃଖ ଦେଇ ନୁହେଁ, ସହମତି ଭିତ୍ତିରେ ଏହି...

chandrayaan 2
ଆଜି ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ବିକ୍ରମ ଲ୍ୟାଣ୍ଡର, ଇସ୍ରୋ କେନ୍ଦ୍ରରେ ରହି ମୋଦି ଦେଖିବେ ଏହି ଐତିହାସିକ ଦୃଶ୍ୟ

ନୂଆଦିଲ୍ଲୀ:ମହାକାଶ ଅଭିଯାନ କ୍ଷେତ୍ରରେ ଭାରତ ପାଇଁ ଏକ ଐତିହାସିକ ଦିନ ଆଜି। ଚନ୍ଦ୍ରଯାନ-୨ ଆଜି ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ। ଲାଣ୍ଡିଂ କରିବାର ୩ ଘଣ୍ଟା ପରେ ରୋଭର ପ୍ରଜ୍ଞା ଚନ୍ଦ୍ରରେ ତାର ଯାତ୍ରା ଶୁଭାରମ୍ଭ କରିବ। ଏହି ଯାତ୍ରା ପାଇଁ ଚନ୍ଦ୍ରଯାନ -୨ର ବିକ୍ରମ ଲ୍ୟାଣ୍ଡର ପ୍ରସ୍ତୁତ...

sunny
ଶୁଟିଂ ସେଟ୍‌ରେ କାନ୍ଦି ପକାଇଥିଲେ କରଣ ; କାହିଁକି ଜାଣନ୍ତି ?

ମୁମ୍ବାଇ: ବଲିଉଡ୍‌ରେ ପାଦ ଥାପିଛନ୍ତି ସନ୍ନି ଦେଓଲଙ୍କ ପୁଅ କରଣ। ତାଙ୍କ ଡେବ୍ୟୁ ଫିଲ୍ମର ନାଁ ‘ପଲ୍‌ପଲ୍ ଦିଲ୍‌ କେ ପାସ୍‌’। ଏହାର ନିର୍ଦ୍ଦେଶନା ଦେଇଛନ୍ତି ନିଜେ ସନ୍ନି ଦେଓଲ। ଇତିମଧ୍ୟରେ ଫିଲ୍ମର ଟ୍ରେଲର୍‌ ମଧ୍ୟ ରିଲିଜ୍‌ ହୋଇଯାଇଛି, ଯାହାକୁ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି। ତେବେ ଜାଣିଛନ୍ତି,...

firework
ବାଣ କାରଖାନାରେ ବିସ୍ଫୋରଣ, ୧୧ ମୃତ

ଚଣ୍ଡିଗଡ: ପଞ୍ଜାବ ଗୁରୁଦାସପୁର ଜିଲ୍ଲାରେ ଥିବା ଏକ ବାଣ କାରଖାନାରେ ବିସ୍ଫୋରଣ ହୋଇଛି। ଏଥିରେ ୧୧ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି। କାରଖାନାର ଦୁଇଟି ଘରେ ୫୦ରୁ ଅଧିକ ଲୋକ ଫଶି ରହିଥିବା ମଧ୍ୟ ସୂଚନା ରହିଛି। ସମସ୍ତ ଆହତଙ୍କୁ ହସ୍ପିଟାଲରେ...

singer1
ଲାଇଭ ଶୋ’ କରୁଥିଲେ, ଚାଲିଗଲା ଜୀବନ

ମେଙ୍ଗାଲୁରୁ: ମୃତ୍ୟୁ କେତେବେଳେ ଏବଂ କେମିତି ଆସିବ, ସେକଥା ହୁଏତ କେହି ଜାଣି ନଥିବେ। ଲାଇଭ ଶୋ’ରେ ଗୀତ ଗାଉଥିବା ବେଳେ ପ୍ରଖ୍ୟାତ କୋଙ୍କଣି କଣ୍ଠଶିଳ୍ପୀ ଜେରୀ ବାଜ୍ଜୋଡିଙ୍କ ମୃତ୍ୟୁ ଘଟିବା ପୁଣିଥରେ ଏହି କଥାକୁ ପ୍ରମାଣିତ କରିଛି। ମଙ୍ଗଳବାର ବିଳମ୍ବିତ ରାତିରେ ୫୧ ବର୍ଷୀୟ ଜେରୀ ବେଜାଇଠାରେ...

sssssssss
କେଉଁ ସାପ କାମୁଡ଼ିଛି କେମିତି ଜାଣିବ, କେମିତି କରିବ ଚିକିତ୍ସା ?

ଭୁବନେଶ୍ୱର : ବର୍ଷା ଦିନେ ସାପ କାମୁଡ଼ିବାର ଆଶଙ୍କା ଅଧିକ ଥାଏ। ତେବେ ସାପ କାମୁଡ଼ିଲେ ସଙ୍ଗେ ସଙ୍ଗେ କ’ଣ କରାଯିବା ଉଚିତ୍, ସେ ନେଇ ବହୁତ ଲୋକ ସଚେତନ ନୁହନ୍ତି। ଏ ନେଇ ବହୁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି ଭେଷଜ ବିଶେଷଜ୍ଞ ଡାକ୍ତର ବିଶ୍ୱଜିତ୍ ମହାନ୍ତି। କେଉଁ...

scam
କ୍ୟୁ-ନେଟ୍‌ର ମାୟାଜାଲରେ ନିବେଶକ, କୋଟି କୋଟି ଟଙ୍କା ଠକି ନେଇ ବିଦେଶୀ କମ୍ପାନୀ ମାଲାମାଲ୍‌

ଭୁବନେଶ୍ୱର: ଏକ ନୂଆ ଠକେଇ। ଠକେଇର ନାଁ କ୍ୟୁ ନେଟ୍ ସ୍କାମ୍ । ଲକ୍ଷ ନୁହେଁ, କୋଟି କୋଟି ଟଙ୍କାର ଏ ଠକେଇ। ୫ ଲକ୍ଷ ଟଙ୍କା ଦିଅ, ୫ ବର୍ଷରେ ୫ କୋଟି ନେବ’- ଏମିତି କହି ଗୁପ୍ତରେ ବିଛା ଚାଲିଛି ଏହି ନେଟ୍ଓ୍ୱର୍କିଂର ମାୟାଜାଲ ।...

MODI-PUTIN1
ପରସ୍ପରକୁ କୁଣ୍ଢାଇଲେ, ସାରା ବିଶ୍ୱକୁ ବନ୍ଧୁତ୍ୱର ପରିଚୟ ଦେଲେ ମୋଦି-ପୁଟିନ

ନୂଆଦିଲ୍ଲୀ: ରୁଷିଆ ଭାରତର ବିଶ୍ୱସ୍ତ ବନ୍ଧୁ। ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କ ପୁରୁଣା। ତିନି ଦିନିଆ ରୁଷିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବ୍ଲାଦିବୋସ୍ତୋକରେ ଏହା କହିଛନ୍ତି।  ଆମେ ଅନେକ ସମୟରେ ଦେଖା ହୋଇଛୁ।  ଅନେକ ପ୍ରସଙ୍ଗ ବାବଦରେ ଫୋନରେ କଥା ହୋଇଛୁ। ରୁଷିଆ...

NGT-1
ଓଡ଼ିଆ ଆଇଏଫଏସ୍‌ ସିଦ୍ଧାନ୍ତ ଦାସ ହେଲେ ଏନ୍‌ଜିଟି ସଦସ୍ୟ

ନୂଆଦିଲ୍ଲୀ: ଓଡ଼ିଆ ଆଇଏଫଏସ ଅଫିସର ସିଦ୍ଧାନ୍ତ ଦାସଙ୍କୁ କେନ୍ଦ୍ର ସରକାର ଜାତୀୟ ସବୁଜ ଟ୍ରିବ୍ୟୁନାଲ (ଏନ୍‌ଜିଟି)ର ସଦସ୍ୟ ଭାବେ ନିଯୁକ୍ତ କରିଛନ୍ତି। ଏହି ପଦରେ ସେ ୩ ବର୍ଷ ପାଇଁ କାର୍ଯ୍ୟ କରିବେ। ଏବେ ଭାରତ ସରକାରଙ୍କ ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ଅଧୀନରେ ବନ ମହାନିର୍ଦ୍ଦେଶକ ଥିବା...

atanki
କାଶ୍ମୀରରେ ୨ ଆତଙ୍କୀକୁ ଧରିଲା ସେନା, ଭିଡିଓ ଜାରି

ଶ୍ରୀନଗର: ସୀମାରେ ଭାରତୀୟ ସେନାକୁ ବଡ଼ ସଫଳତା। କଶ୍ମୀରରେ ଅନୁପ୍ରବେଶ କରିଥିବା ଦୁଇ ଆତଙ୍କବାଦୀକୁ ଗିରଫ କରିଛି ଭାରତୀୟ ସେନା। ଗିରଫ ୨ ଜଣ ଆତଙ୍କବାଦୀ ସଂଗଠନ ଲଶ୍କାର-ଇ-ତଇବାର। ଚିନାର ସେନାର କମାଣ୍ଡର ଲେଫ୍ଟନେଣ୍ଟ ଜେନେରାଲ୍ କେଜିଏସ ଧିଲୋନ୍ ଏବଂ ଜମ୍ମୁ କଶ୍ମୀର ପୁଲିସର ଏଡିଜି ମୁନୀର ଖାନ...

meyar
ଦିଲ୍ଲୀରୁ ଫେରିବା ପରେ ଗୃହବନ୍ଦୀ ହେଲେ ଶ୍ରୀନଗର ମେୟର

ଶ୍ରୀନଗର: ଜମ୍ମୁ କଶ୍ମୀରରେ ସବୁକିଛି ଠିକଠାକ୍ ନାହିଁ ବୋଲି ମନ୍ତବ୍ୟ ଦେବା ଶ୍ରୀନଗର ମେୟର ଜୁନେଦ୍ ଅଜିମ୍ ମଟ୍ଟୁଙ୍କୁ ମହଙ୍ଗା ପଡ଼ିଛି। ଚିକିତ୍ସା ପାଇଁ ଦିଲ୍ଲୀକୁ ଯାଇ ଫେରିବା ପରେ ଗୃହବନ୍ଦୀ ହୋଇଛନ୍ତି। ସୋମବାର କିଛି ଗଣମାଧ୍ୟମକୁ ଜମ୍ମୁ କଶ୍ମୀର ବାବଦରେ ନିଜର ମନ୍ତବ୍ୟ ଦେଇଥିଲେ ଜୁନେଦ୍ ଅଜିମ୍...

kashmir
କାଶ୍ମୀରରେ ବଢୁଛି ରେଡିଓର ଚାହିଦା

ଶ୍ରୀନଗର: ଅଗଷ୍ଟ ୫ରେ ଧାରା ୩୭୦ ଉଚ୍ଛେଦ ହେବାର ଦୁଇ ଦିନ ପୂର୍ବରୁ କଶ୍ମୀରରେ ଇଣ୍ଟରନେଟ୍, ମୋବାଇଲ ଓ କେବୁଲ୍ ଟିଭି ସେବା ବନ୍ଦ ରହିଛି। ଏବେ କଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କୋହଳ ହେବା ପରେ ଜମ୍ମୁ କଶ୍ମୀର ବାସୀ ନିଜ ଅଞ୍ଚଳର ଖବର ଜାଣିବା ପାଇଁ ଆଗ୍ରହ...

nick
ସ୍ୱାମୀଙ୍କ ବୟସକୁ ନେଇ ପ୍ରିୟଙ୍କାଙ୍କୁ ମଜାକ୍‌ ଉଡ଼ାଇଲେ ଫ୍ୟାନ୍‌ସ, ନିକ୍‌ ଦେଲେ ଏମିତି ଜବାବ୍‌

ନୂଆଦିଲ୍ଲୀ: ଏମିତିରେ ସୋଶାଲ ମିଡିଆରେ ପ୍ରିୟଙ୍କା ଚୋପ୍ରା ଏବଂ ନିକ୍‌ ଜୋନ୍‌ସଙ୍କୁ ନେଇ ସବୁବେଳେ ଚର୍ଚ୍ଚା । ଏବେ ଏକ ଫଟୋକୁ ନେଇ ପୁଣି ଥରେ  ଚର୍ଚ୍ଚାକୁ ଆସିଛନ୍ତି ପ୍ରିୟଙ୍କା-ନିକ୍‌।  ଫ୍ୟାନ୍ସମାନେ ଏହି ଫଟୋ ଏବଂ ପ୍ରିୟଙ୍କାଙ୍କ କମେଣ୍ଟକୁ ଦେଖି ଏମିତି ମଜାକ ଉଡ଼ାଇଥିଲେ ଯେ ଶେଷରେ ନିକ୍‌ଙ୍କୁ...

imran
କଶ୍ମୀର ପ୍ରସଙ୍ଗକୁ ନେଇ ନିଜ ଦେଶରେ ଲୋକହସା ହେଲେ ଇମ୍ରାନ

ଇସ୍‌ଲାମାବାଦ୍‌: ଭାରତ ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପରେ ପାକିସ୍ତାନ ଔଷଧ ବିକଳରେ ତାଟିଆ କାମୁଡ଼ିବାରେ ଲାଗିଛି। ଏପରି କି ଭାରତ ସରକାରଙ୍କୁ କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଯୁଦ୍ଧ ଧମକ ଦେଉଛନ୍ତି। କଶ୍ମୀର ପ୍ରସଙ୍ଗକୁ ପାକିସ୍ତାନ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।