• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

goat
ଅଜଣା ଜନ୍ତୁ ଆତଙ୍କ, ୪୦ ଛେଳି ମୃତ

ଆସିକା: ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ବାହାଡ଼ାଗୁଡ଼ାରେ ଏକାଧିକ ଛେଳିଙ୍କ ମୃତ୍ୟୁ ଘଟିଲାଣି । ଫଳରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି। କେହି ଅଜଣା ଜନ୍ତୁ ଛେଳିଙ୍କୁ ଖାଇ ଦେଉଥିବା ଗ୍ରାମବାସୀ ସନ୍ଦେହ କରୁଛନ୍ତି। ଗତ କିଛି ଦିନ ମଧ୍ୟରେ ବାହାଡ଼ାଗୁଡ଼ା ଗାଁରେ ୪୦ଟି ଛେଳିର ଅସ୍ୱାଭାବିକ...

sonpur
ମହିଳାଙ୍କୁ ଟାଙ୍ଗିଆରେ ହାଣିଦେଲେ

ସୁବର୍ଣ୍ଣପୁର: ଘର କାମ କରୁଥିବା ବେଳେ ଜଣେ ମହିଳାଙ୍କୁ ନିମର୍ମ ଭାବେ ହତ୍ୟା କରାଯାଇଛି। ତାଙ୍କୁ ପଛ ପଟୁ ଟାଙ୍ଗିଆ ଆକ୍ରମଣ  କରାଯାଇଛି।  ଫଳରେ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଛନ୍ତି ମହିଳା ।ଆଜି ସକାଳେ ଏପରି ଚାଞ୍ଚଲ୍ୟକର ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ରାଏପାଲି ଗାଁରେ ା ମୃତ ମହିଳାଙ୍କ...

ms
ଟ୍ରେନିଂ ସରିଲା, କାଶ୍ମୀରରୁ ଫେରିଲେ ଧୋନି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର୍ ମହେନ୍ଦ୍ର ସିଂହ ଧୋନି କଶ୍ମୀରରୁ ନିଜର ୧୫ଦିନର ଆର୍ମି ଟ୍ରେନିଂ ଶେଷ କରି ଶୁକ୍ରବାର ଫେରିଛନ୍ତି। ଧୋନି ଗତ ୩୧ ଜୁଲାଇରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ କଶ୍ମୀରରେ ମୁତୟନ ଥିଲେ। ସେନାରେ ନିଜ ଟ୍ରେନିଂ ବେଳେ ଧୋନି ଶ୍ରୀନଗର, କୁପୱାରା, ଉରି ଓ ଲେହରେ...

rahul
ଜମ୍ମୁରେ କଂଗ୍ରେସ ନେତାଙ୍କ ଗିରଫଦାରୀକୁ ନିନ୍ଦା କଲେ ରାହୁଲ

ଶ୍ରୀନଗର: ଶୁକ୍ରବାର ଜମ୍ମୁ କାଶ୍ମୀରର ଦୁଇ କଂଗ୍ରେସ ନେତା ଗିରଫ ହୋଇଛନ୍ତି। କଂଗ୍ରେସ ମୁଖପାତ୍ର ରବୀନ୍ଦ୍ର ଶର୍ମା ପ୍ରେସ କନଫରେନ୍ସ ପାଇଁ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟକୁ ସାମ୍ୱାଦିକଙ୍କୁ ନିମନ୍ତ୍ରଣ କରିଥିଲେ। ପୁଲିସ ଏବାବଦରେ ଖବର ପାଇବା ପରେ ରବୀନ୍ଦ୍ର ଶର୍ମାଙ୍କୁ ଗିରଫ କରିଛି। ଏଥିସହ ପ୍ରଦେଶ କଂଗ୍ରେସ ସଭାପତି...

dutti
ଇଣ୍ଡିଆନ୍ ଗ୍ରାଁ ପ୍ରି-୫: ୧୦୦ ମିଟରରେ ସ୍ୱର୍ଣ୍ଣ ଜିତିଲେ ଦୂତୀ

ପଟିଆଲା: ଓଡ଼ିଶାର ଅଗ୍ରଣୀ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ ପଟିଆଲାର ନେତାଜୀ ସୁଭାଷ ନ୍ୟାଶନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସ୍ପୋର୍ଟ୍ସ (ଏନଆଇଏସ୍)ରେ ଚାଲିଥିବା ଇଣ୍ଡିଆନ୍ ଗ୍ରାଁ ପ୍ରି-୫ ଚାମ୍ପିୟନଶିପର ୧୦୦ ମିଟର୍ ଦୌଡ଼ରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଫାଇନାଲରେ ଦୂତୀ ନିର୍ଦ୍ଧାରିତ ଦୂରତାକୁ ୧୧.୪୨ ସେକେଣ୍ଡ ସମୟରେ ଅତିକ୍ରମ କରି ପ୍ରଥମ...

hirakud
ଆଜି ମୁଣ୍ଡୁଳି ଅତିକ୍ରମ କରିବ ହୀରାକୁଦ ପାଣି

ସମ୍ବଲପୁର:ହୀରାକୁଦରୁ ଛଡ଼ାଯାଇଥିବା ବନ୍ୟାଜଳ ଆଜି ମୁଣ୍ଡଳି ଅତିକ୍ରମ କରିବ। ତେବେ ଏହାଦ୍ୱାରା ତଳ ମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବ ନାହିଁ ବୋଲି ଜଳସଂପଦ ବିଭାଗ ପକ୍ଷରୁ କୁହାଯାଇଛି । ମହାନଦୀର ଉପରମୁଣ୍ଡରେ ବର୍ଷା କମିବା ଫଳରେ କେବଳ ୧୦ଟି ଗେଟ ଦେଇ ବନ୍ୟାଜଳ ଛଡ଼ାଯାଉଛି ଗୁରୁବାର ଜଳଭଣ୍ଡାରର...

jaitley
ଏମ୍‌ସରେ ଅରୁଣ ଜେଟ୍‌ଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର

ନୂଆଦିଲ୍ଲୀ:  ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ନୂଆଦିଲ୍ଲୀ ଏମ୍ସରେ ଗତ ୯ ତାରିଖରୁ ଭର୍ତ୍ତି ହୋଇଥିବା ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଗତକାଲି ଅବନତି ଘଟିଥିଲା । ଏନେଇ ଖବର ପାଇବା ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ସ୍ୱାସ୍ଥ୍ୟମନ୍ତ୍ରୀ...

maxresdefault
ମିଷ୍ଟର ମଜ୍‌ନୁ ଏବେ ଭାରି ଖୁସି

ଭୁବନେଶ୍ୱର : ଦଶହରାରେ ରିଲିଜ୍ ହେବ ବାବୁସାନ୍‌ଙ୍କ ଆଉ ଏକ ଫିଲ୍ମ।  ତରଙ୍ଗ ସିନେ ପ୍ରଡକ୍ସନ୍ସ ଦ୍ୱାରା ନିର୍ମାଣ ହେଉଥିବା ଏହି ଫିଲ୍ମର ନାଁ ‘ମିଷ୍ଟର ମଜନୁ’। ଫିଲ୍ମର ମହୁରତ ହୋଇଯାଇଛି। ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ବାବୁସାନ୍‌। ଆଉ ଏଥିରେ ତାଙ୍କ ବିପକ୍ଷରେ ୩ ଜଣ...

sahid-new-house-gifted-by-villegers
ରାକ୍ଷୀପୂର୍ଣ୍ଣିମାରେ ସହିଦଙ୍କ ପତ୍ନୀଙ୍କୁ ଘର ଉପହାର ଦେଲେ ଗ୍ରାମବାସୀ

ଭୋପାଲ୍: ଗତକାଲି ଥିଲା ପବିତ୍ର ରକ୍ଷା ବନ୍ଧନ । ଏହି ଅବସରରେ ଭାଇମାନେ ରାକ୍ଷୀ ପିନ୍ଧିବା ପରେ ଭଉଣୀମାନଙ୍କୁ ଅନେକ ଉପହାର ଦେଇଥିଲେ। କିନ୍ତୁ ମଧ୍ୟପ୍ରଦେଶର ଏକ ଗାଁରେ ଏହାକୁ ଭିନ୍ନ ରୂପେ ପାଳନ କରାଯାଇଥିଲା। ଗାଁର ଜଣେ ସହିଦଙ୍କ ପତ୍ନୀଙ୍କୁ ଗ୍ରାମବାସୀ ଏକ ନୂଆ କୋଠା ଘର...

8472672
ଜମ୍ମୁ-କାଶ୍ମୀରରେ ସୋମବାର ଖୋଲିବ ସ୍କୁଲ, ଅଫିସ୍‌

ନୂଆଦିଲ୍ଲୀ: କାଶ୍ମୀରରେ ସୋମବାର ଦିନ ସ୍କୁଲ ଏବଂ ସରକାରୀ କାର୍ଯ୍ୟାଳୟ ସବୁ ଖୋଲିଯିବ ବୋଲି ଜମ୍ମୁ-କଶ୍ମୀର ପ୍ରଶାସନର ଏକ ସୂତ୍ରରୁ ଜଣାପଡ଼ିଛି। ତେବେ ଲ୍ୟାଣ୍ଡଲାଇନ୍‌ ଏବଂ ମୋବାଇଲ ଫୋନ୍‌ ସେବା ଉପରେ ଥିବା କଟକଣା ବାବଦରେ ଏଯାଏ କୌଣସି ନିଷ୍ପତ୍ତି ହୋଇନି। ଏସବୁ ଅଞ୍ଚଳରେ ପ୍ରାୟ ୧୦ ଦିନରୁ...

school
ଶିକ୍ଷକ ନିଯୁକ୍ତି ଦାବିରେ ଆନ୍ଦୋଳନରେ ବସିଲେ ଛାତ୍ର, ଅଭିଭାବକ

ଭବାନୀପାଟଣା: ସ୍କୁଲରେ ପିଲା ସଂଖ୍ୟା ୨୬୬, ହେଲେ ଶିକ୍ଷକଙ୍କ ସଂଖ୍ୟା ୪।  ଚୁଲିକୁ ଗଲାଣି ପିଲାଙ୍କ ପାଠ ପଢ଼ା। ତେଣୁ ଆବଶ୍ୟକ ଶିକ୍ଷକ ନିଯୁକ୍ତି ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଅଭିଭାବକ ଓ ଛାତ୍ର। ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ପରିଆ ଗାଁରେ। ପରିଆ...

mana-bhai-2
ନେତାଙ୍କୁ ଥଇଥାନ କଲେ ନବୀନ: କାହାକୁ କ’ଣ ମିଳିଲା ?

ଭୁବନେଶ୍ୱର: ଦୀର୍ଘ ଦୁଇ ଦଶନ୍ଧି ମଧ୍ୟରେ ନବୀନ ପଟ୍ଟନାୟକ ସରକାର ପ୍ରଥମଥର ପାଇଁ ଏତେ ସଂଖ୍ୟକ ଦଳୀୟ ନେତାମାନଙ୍କୁ ବିଭିନ୍ନ ପଦପଦବୀରେ ଥଇଥାନ କରିଛନ୍ତି। ଟାଣିଓଟାରି ବିଭିନ୍ନ ବିଭାଗରେ ଉପଦେଷ୍ଟା ପଦ ସୃଷ୍ଟି କରାଯାଇ ସେଠାରେ ମଧ୍ୟ ୧୦ ଦଳୀୟ ନେତାମାନଙ୍କୁ ଥଇଥାନ କରାଯାଇଛି। ଟିକେଟ୍ ପାଇନଥିବା ୭ଜଣ...

rajnath
ପରମାଣୁ ଅସ୍ତ୍ର ପ୍ରଥମେ ବ୍ୟବହାର କରିବୁ କି ନାହିଁ ପରିସ୍ଥିତି କହିବ: ରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ:  ବଦଳିପାରେ ଭାରତର ପରମାଣୁ ଅସ୍ତ୍ର ବ୍ୟବହାରର ନୀତି । ଭାରତ ପରମାଣୁ ଅସ୍ତ୍ର ପ୍ରଥମେ ବ୍ୟବହାର କରିବ ନାହିଁ- ଏହି ନୀତି ଆଜି ବି ଆମର ରହିଛି। ହେଲେ ଭବିଷ୍ୟତରେ କ’ଣ ହେବ ତାହା ସମୟ ହିଁ କହିବ ବୋଲି କହିଛନ୍ତି  ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ।...

Iltijajpeg
ଅମିତ୍‌ ଶାହଙ୍କୁ ଚିଠି ଲେଖି ବର୍ଷିଲେ ମୁଫତିଙ୍କ ଝିଅ ଇଲ୍‌ତିଜା

ଶ୍ରୀନଗର: ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ଝିଅ ଇଲତିଜା ଜାଭେଦ୍ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଏକ ଚିଠି ଲେଖିଛନ୍ତି। ଯେଉଁଥିରେ ସେ କହିଛନ୍ତି ତାଙ୍କ ମାଆଙ୍କୁ ଗିରଫ କରାଯିବାର କିଛି ସମୟ ପରେ ତାଙ୍କୁ ଗୃହବନ୍ଦୀ କରି ରଖାଯାଇଛି। ଏହା ମାନବାଧିକାରର ଉଲ୍ଲଙ୍ଘନ ବୋଲି...

Imran-Khan_169024
ଜାତିସଂଘ ସୁରକ୍ଷା ପରିଷଦରେ ପାକିସ୍ତାନକୁ ଝଟ୍‌କା: ଗୁପ୍ତ ବୈଠକରେ ମିଳିଲାନି ସମର୍ଥନ

ନୂଆଦିଲ୍ଲୀ:  ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ଜାତିସଂଘ ସୁରକ୍ଷା ପରିଷଦର ବୈଠକ ପୂର୍ବରୁ ପାକିସ୍ତାନକୁ ଝଟକା। ଚାଇନାକୁ ଛାଡ଼ି ଅନ୍ୟ କୌଣସି ଦେଶ ପାକିସ୍ତାନକୁ ସମର୍ଥନ କରିବେ ନାହିଁ ବୋଲି ବୈଠକ ପୂର୍ବରୁ ଅନୁଷ୍ଠିତ ଏକ ଗୁପ୍ତ ବୈଠକରେ ସଦସ୍ୟ ରାଷ୍ଟ୍ର ସ୍ପଷ୍ଟ କରିଥିଲେ । ଫଳରେ...

Prabhas_2
ଅନୁଷ୍କାଙ୍କୁ ନେଇ ମୁହଁ ଖୋଲିଲେ ପ୍ରଭାସ୍‌

ମୁମ୍ୱାଇ: ସାଉଥ୍‌ ସୁପର୍‌ଷ୍ଟାର୍‌ ପ୍ରଭାସ ବର୍ତ୍ତମାନ ତାଙ୍କର ନୂଆ ଫିଲ୍ମ ‘ସାହୋ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ୩୫୦ କୋଟି ଟଙ୍କା ବଜେଟ୍‌ରେ ତିଆରି ହୋଇଥିବା ଏହି ଥ୍ରିଲର୍‌ ଫିଲ୍ମ ଅଗଷ୍ଟ ୩୦ ତାରିଖରେ ରିଲିଜ୍‌ ହେବ। ତେବେ ଫିଲ୍ମ ‘ସାହୋ’ ସହ ଅନୁଷ୍କା ସେଟ୍ଟିଙ୍କ ସହିତ ତାଙ୍କର ରିଲେସନ୍‌ସିପ୍‌କୁ...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।