• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

lalu
କିଡନୀ ରୋଗରେ ଆକ୍ରାନ୍ତ ଲାଲୁ ଯାଦବ

ନୂଆଦିଲ୍ଲୀ: ଗୋଖାଦ୍ୟ ଦୁର୍ନୀତିରେ ଜେଲରେ ସଜା କାଟୁଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ୍। ଲାଲୁଙ୍କ କିଡ଼ନୀ ଖରାପ ହୋଇଥିବା ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ଜେଲରେ ରହିବା ପରେ ଲାଲୁ ବିଭିନ୍ନ ରୋଗର ଶିକାର ହୋଇ ଗତବର୍ଷ ପାଖରୁ ରାଞ୍ଜି ହସ୍ପିଟାଲରେ...

texas
ଆତତାୟୀଙ୍କ ଗୁଳିମାଡ଼ରେ ୫ ମୃତ

ନୂଆଦିଲ୍ଲୀ:ଆମେରିକାର ଟେକସାସ୍‌ର ମିଡ୍‌ଲ୍ୟାଣ୍ଡ୍‌ ନିକଟ ଓଡେଶା ଅଞ୍ଚଳରେ ଆତତାୟୀଙ୍କ ଆଖିବୁଜା ଗୁଳିମାଡ଼ରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୨୧ ଜଣ  ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସର କହିବା ଅନୁସାରେ, ଗତକାଲି  ଦୁଇ ଜଣ ଆତତାୟୀ ପ୍ରଥମେ  ଏକ ଟ୍ରକ୍‌କୁ ହାଇଜାକ୍‌  କରିଥିଲେ।...

pak
ପାକିସ୍ତାନ ନେତା ବିଦେଶରେ ଗାଇଲେ-‘ସାରେ ଜହାଁ ସେ ଅଚ୍ଛା.......’

ଲଣ୍ଡନ: ଜମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପାଇଁ ପାଇଁ ଭାରତ ସରକାର ନିଷ୍ପତ୍ତି ନେବା ପରେ ପାକିସ୍ତାନର ଇମ୍ରାନ ସରକାର ରାଗରେ ରକ୍ତ ଚାଉଳ ଚୋବାଉଛନ୍ତି,  ବାରମ୍ବାର ଯୁଦ୍ଧ ଧମକ ଦେଉଛନ୍ତି। ଅନ୍ୟପକ୍ଷେ ଏହି ଦେଶର ରାଜନୈତିକ ଦଳ ମୁତ୍ତାହିଦା କ୍ୱମି ମୁଭମେଣ୍ଟ (Muttaḥidah Qaumī Movemeṅt)...

liver-1
ଲିଭର୍‌ରେ ଅପରିଷ୍କାର ଜମିଲେ ଦେଖାଦେବ ଏଇସବୁ ଲକ୍ଷଣ

ଭୁବନେଶ୍ୱର : ଆମ ଶରୀରର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ଲିଭର୍‌ ବା ଯାହାକୁ ଆମେ ଓଡ଼ିଆରେ କହୁ ଯକୃତ। ଲିଭର୍‌ ଆମ ଶରୀରକୁ ସଂକ୍ରମଣରୁ ରକ୍ଷା କରିବା ସହିତ ରକ୍ତରୁ ଅପରିଷ୍କାର ଜିନିଷକୁ ବାହାର କରିଥାଏ। ଏହା ବିନା ଜଣେ ମଣିଷ ବଞ୍ଚି ପାରିବ ନାହିଁ। ତେବେ...

bank-1
ଶେଷ ହେଲା ସ୍ୱିସ୍‌ ବ୍ୟାଙ୍କ ଗୋପନୀୟତାର ଯୁଗ, ମିଳିବ ସବୁ ଆକାଉଣ୍ଟର ତଥ୍ୟ

ନୂଆଦିଲ୍ଲୀ: ସ୍ୱିସ୍‌ ବ୍ୟାଙ୍କରେ କୌଣସି ଭାରତୀୟ ଆଉ ନିଜର କଳାଧନ ଲୁଚାଇ କରି ରଖି ପାରିବେ ନାହିଁ । ଏହି ବ୍ୟାଙ୍କରେ କିଏ କିଏ ଧନ ସଂପତ୍ତି ରଖିଛନ୍ତି, ଏହି ମାସରୁ ତାହାର ଖୁଲାସା କରିବ ସ୍ୱିସ୍‌ ବ୍ୟାଙ୍କ । ଏଣିକି ସ୍ୱିସ୍‌ ବ୍ୟାଙ୍କରେ ଥିବା ଭାରତୀୟଙ୍କ ବ୍ୟାଙ୍କ...

Capture
ଫିଲ୍ମ ‘ସାହୋ’ ବିରୋଧରେ ଚୋରି ଅଭିଯୋଗ ଆଣିଲେ ଏଇ ଅଭିନେତ୍ରୀ

ମୁମ୍ବାଇ: ସାଉଥ୍‌ ସୁପର୍‌ଷ୍ଟାର୍‌ ପ୍ରଭାସ୍ ଓ ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଫିଲ୍ମ ‘ସାହୋ’ ରିଲିଜ୍‌ ହେଉ ହେଉ ଫିଲ୍ମ ହଲ୍‌ଗୁଡ଼ିକରେ ଧମାଲ କରି ସାରିଲାଣି। ଆକ୍ସନ୍‌ରେ ଭରପୂର ଏହି ଫିଲ୍ମକୁ ନେଇ ଦର୍ଶକଙ୍କର ମିଶ୍ର ପ୍ରତିକ୍ରିୟା ମିଳୁଛି। ହେଲେ ବଲିଉଡ୍‌ ଅଭିନେତ୍ରୀ ଲିସା ରାୟ ‘ସାହୋ’ ଉପରେ...

sankrachrya
ଶଙ୍କରାଚାର୍ଯ୍ୟଙ୍କ କ୍ଷୋଭ: କହିଲେ “ମଠ ଭଙ୍ଗା ପାଇଁ ଷଡ଼ଯନ୍ତ୍ର କରାଯାଇଛି।”

ପୁରୀ: ପୁରୀ ମଠବାଡ଼ି ଭଙ୍ଗା ଅଭିଯାନ ନେଇ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ଜଗଦଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀ କ୍ଷୋଭ ପ୍ରକାଶ କରିଛନ୍ତି। ଶ୍ରୀମନ୍ଦିର ଚୌହଦୀରୁ ୭୫ ମିଟର ଉଚ୍ଛେଦ ଅଭିଯାନ କ୍ରମରେ ବିଭିନ୍ନ ମଠ ଭଙ୍ଗାଯିବା ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଜଗଦଗୁରୁ କହିଛନ୍ତି,...

malkangiri
କାମ ବନ୍ଦ କରି ଅଫିସ୍‌ରେ ଯାଦୁ ଦେଖିଲେ ଅଫିସର୍ ଓ କର୍ମଚାରୀ

ମାଲକାନଗିରି (ଜିତେନ୍ଦ୍ର ବେଉରା): କାମ ସମୟରେ ଅଫିସ୍‌ରେ ଯାଦୁ ( Magic show)ଦେଖିଲେ ଅଫିସର୍ ଓ କର୍ମଚାରୀ। ଆଉ ଉକ୍ତ ସମୟର ଭିଡ଼ିଓଟି ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି। ଭିଡ଼ିଓଟିକୁ ଦେଖି ଲୋକେ ଏହି ଅଫିସ୍‌ କର୍ମଚାରୀଙ୍କୁ ତୀବ୍ର ସମାଲୋଚନା କରୁଛନ୍ତି। ଭାଇରାଲ୍ ହୋଇଥିବା ଏହି ଭିଡ଼ିଓଟି...

hero
ଗୋଟିଏ ବୋତଲ ବିୟରର ଦାମ୍‌ ୮୭ ହଜାର !

ମୁମ୍ବାଇ:ୟୁପିଆଇ (unified payments interface) ମାଧ୍ୟମରେ କିଣିଲେ ବିୟର। ହେଲେ ଦେବାକୁ ପଡ଼ିଲା ୮୭ ହଜାର ଟଙ୍କା। ଶୁଣି ଆଶ୍ଚର୍ଯ୍ୟ ଲାଗୁଚି ନା ? ହେଲେ କଥାଟି ସତ। ମିଡିଆ ରିପୋର୍ଟ ଅନୁଯାୟୀ, ଜଣେ ମହିଳା ବିୟର ପାଇଁ  ମୁମ୍ବାଇର ପୋବାଇ ଅଞ୍ଚଳରେ ଷ୍ଟାର ୱାଇନ୍‌ ସପ୍‌କୁ ଫୋନ୍‌...

fire
କେମିକାଲ କାରଖାନାରେ ଫାଟିଗଲା ସିଲିଣ୍ଡର: ୧୦ ମୃତ

ମୁମ୍ୱାଇ: ମହାରାଷ୍ଟ୍ରର ଧୁଲେ ଜିଲ୍ଲାରେ ଥିବା କେମିକାଲ କାରଖାନାରେ ଗ୍ୟାସ ସିଲିଣ୍ଡର ଫାଟି ୧୦ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୪୫ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସ୍ଥାନୀୟ ପୁଲିସ୍ ସୂଚନା ଦେଇଛି। ପ୍ରଥମେ ୬ ଜଣଙ୍କର ମୃତ୍ୟୁ ଘଟିଥିବା...

mahanta
ଜିଦ୍‌ରେ ଅଟଳ ଏମାର ମଠ ମହନ୍ତ, କହିଲେ ‘କୌଣସି ହାଲତରେ ଗାଦି ଛାଡ଼ିବି ନାହିଁ’

ପୁରୀ: ମଠ ଛାଡ଼ିବେନି ମହନ୍ତ । ଏମାର ମଠ ଉଚ୍ଛେଦକୁ ନେଇ ଆଜି OTVକୁ ଏଭଳି ସୂଚନା ଦେଇଛନ୍ତି ମହନ୍ତ ରାଜଗୋପାଳ ରାମାନୁଜ ଦାସ । ସେ ରହୁଥିବା ଘର ଏବଂ ଗାଦି ଘର ଭାଙ୍ଗିବନି ବୋଲି ପ୍ରଶାସନ ଆଲୋଚନା ବେଳେ କହିଥିଲା। ହେଲେ ଏବେ ବିଭିନ୍ନ ସମୟରେ...

nrc
ଆସାମ ଚୂଡ଼ାନ୍ତ ନାଗରିକ ତାଲିକାରୁ ବାଦ୍‌ ପଡ଼ିଲେ ୧୯ ଲକ୍ଷ

ନୂଆଦିଲ୍ଲୀ: ଆସାମ୍‌ରେ ଚୂଡ଼ାନ୍ତ ନାଗିରକ ତାଲିକା ବା ଏନଆରସି (ନ୍ୟାସନାଲ ରେଜିଷ୍ଟର ଅଫ୍ ସିଟିଜେନ୍ସ)  ତାଲକା ଆଜି ପ୍ରକାଶ ପାଇଛି। ଗୃହ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଏହି ତାଲିକାରେ ପ୍ରାୟ୧୯ ଲକ୍ଷ ଲୋକଙ୍କୁ ବାଦ୍‌ ଦିଆଯାଇଛି। ଏନଆରସିର ଷ୍ଟେଟ୍‌ କୋ-ଅଡିନେଟର ପ୍ରତୀକ ହଜାରିକାଙ୍କ ସୂଚନା ଅନୁଯାୟୀ, ପ୍ରାୟ ୩କୋଟି...

asnhyujdbfi
ଲକ୍ଷାଧିକ ଟଙ୍କାର ବିଦ୍ୟୁତ୍‌ ବିଲ୍‌ ବାକି, ଇମ୍ରାନଙ୍କ ଅଫିସ୍‌ରୁ କଟାଯିବ ବିଜୁଳି !

ଇସ୍‌ଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଏକ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ଯାଉଛନ୍ତି। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ସରକାର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ସଚିବାଳୟର ବିଜୁଳି ବିଲ୍‌ ବାବଦ ଅର୍ଥ ପୈଠ କରିପାରି ନାହାନ୍ତି। ଏକାଧିକ ଥର ଟଙ୍କା ଦେବାକୁ କହି ନିରାଶ...

Capture
ଏଣିକି ଥାନାକୁ ଗଲେ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର କରିବ ପୁଲିସ୍‌

ଭୁବନେଶ୍ୱର: ଏଣିକି ଥାନାକୁ ଗଲେ ଆପଣଙ୍କୁ କେହି ରୁକ୍ଷ ବ୍ୟବହାର କରିବେ ନାହିଁ। ସାଧାରଣ ଲୋକଙ୍କ ସମସ୍ୟା ଶୁଣିବେ ପୁଲିସ୍‌ ବିଭାଗର କର୍ମଚାରୀ ଓ ଅଧିକାରୀ। ଅଭିଯୋଗକାରୀଙ୍କ ସହ ସେମାନଙ୍କ ବ୍ୟବହାର ବି ବନ୍ଧୁତ୍ୱପୂର୍ଣ୍ଣ ରହିବ। ଏନେଇ ପୁଲିସ୍‌ ଡିଜି ବିଜୟ କୁମାର ଶର୍ମା ଦେଇଛନ୍ତି କଡ଼ା ନିର୍ଦ୍ଦେଶ।...

debi mishra
ସେପ୍ଟେମ୍ବର ୧ରେ ବିଜେଡି କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୧ତାରିଖରେ ବସୁଛି ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ । ଭୁବନେଶ୍ୱର ଇଡକଲ ହଲ୍‌ରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବ ଏହି ବୈଠକ। କାର୍ଯ୍ୟକାରିଣୀ ସଦସ୍ୟ, ସାଂସଦ, ବିଧାୟକ, ପର୍ଯ୍ୟବେକ୍ଷକମାନେ ଏହି ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସେପ୍ଟେମ୍ବର ୨ରୁ ଅକ୍ଟୋବର ୩୧...

tortle
୪ ବର୍ଷ ପରେ ବନ୍ଦୀ ଜୀବନରୁ ମିଳିଲା ମୁକ୍ତି

ଛତିଶଗଡ଼: ୪ ବର୍ଷ ଧରି ବନ୍ଦୀ ଜୀବନ ବିତାଉଥିଲେ। ଏବେ ମୁକୁଳିଲେ ଜେଲ୍‌ରୁ। ଆମ ଏଠି କୌଣସି ଅପରାଧୀଙ୍କ କଥା କହୁନୁ, କହୁଛୁ ୩ କଇଁଛ କଥା। ଘଟଣାଟି ଛତିଶଗଡ଼ ରାଜନନ୍ଦଗାର । ୨୦୧୫ ମସିହାରେ ବସନ୍ତପୁର ପୋଲିସ ବେଆଇନ ଭାବେ କଇଁଛ ରଖିବା ଅଭିଯୋଗରେ ୭ଜଣଙ୍କୁ ଗିରଫ...

veer 2
ଆନ୍ଦୋଳନରେ ସାମିଲ ୬୧ ଅଧ୍ୟାପକଙ୍କ ତିନି ଦିନର ଦରମା କାଟିବାକୁ ନୋଟିସ୍ ଜାରି କଲା ଭିସୁଟ୍‌

ସମ୍ବଲପୁର (ସଞ୍ଜୟ ଜେନା ):  ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍‌)ର କୁଳପତିଙ୍କ ବିରୋଧରେ ଆନ୍ଦୋଳନ ମହଙ୍ଗା ପଡ଼ିଲା । ଆନ୍ଦୋଳନରେ ସାମିଲ ହୋଇଥିବା ୬୧ ଜଣ ଅଧ୍ୟାପକଙ୍କ ତିନି ଦିନର ଦରମା କାଟିବାକୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ନୋଟିସ୍ ଜାରି କରାଯାଇଛି। ଉକ୍ତ ଅଧ୍ୟାପକମାନଙ୍କର ଅଗଷ୍ଟ...

modi
ଫିଟ୍ ଇଣ୍ଡିଆ ଅଭିଯାନରେ ସଫଳତାର ମନ୍ତ୍ର ଦେଲେ ମୋଦି

ନୂଆଦିଲ୍ଲୀ: ଜାତୀୟ କ୍ରୀଡ଼ା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫିଟ୍ ଇଣ୍ଡିଆ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଦେଶବାସୀଙ୍କୁ ଫିଟ୍ ରଖିବା ପାଇଁ କେନ୍ଦ୍ର ସରକାର ଏହି ଅଭିଯାନ ଆରମ୍ଭ କରିଛନ୍ତି। ଖୁବଶୀଘ୍ର ସବୁ ସ୍କୁଲ୍, କଲେଜ, ଜିଲ୍ଲା, ବ୍ଲକ ଏବଂ ଗାଁ ଗୁଡ଼ିକରେ ଏହି ଅଭିଯାନ ଆରମ୍ଭ...

balkoni
ବାଲ୍‌କୋନି ରେଲିଂ ଧରି ଯୋଗ କରୁଥିଲେ, ୮୦ ଫୁଟ ତଳକୁ ଖସି ପଡ଼ିଲେ ଛାତ୍ରୀ

ମେକ୍ସିକୋ: ସୁସ୍ଥ ରହିବା ପାଇଁ ଜଣେ ଯୋଗ କରେ। ହେଲେ ଦୁର୍ଭାଗ୍ୟ, ଯୋଗ ମେକ୍ସିକୋର ଏଇ ଛାତ୍ରୀଙ୍କ ଜୀବନରେ ଆଣି ଦେଲା ବହୁତ ବଡ଼ ବିପର୍ଯ୍ୟୟ। ଯୋଗରେ ସେ ଏତେ ମଜ୍ଜି ଯାଇଥିଲେ ଯେ ଜାଣି ପାରିଲେନି, ଖସି ପଡିଲେ ୮୦ ଫଟ ତଳକୁ। ଆଉ ତା ପରେ.....

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।