ନୂଆଦିଲ୍ଲୀ: ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନ ତାଙ୍କର ଅଭିନୟ କଳାରେ ଅନେକ ଲୋକଙ୍କ ହୃଦୟ ଜିତି ସାରିଲେଣି। ତାଙ୍କର ଅଭିନୟ ଦକ୍ଷତା ପାଇଁ ହିଁ ତାଙ୍କୁ ବଲିଉଡ୍ର କିଙ୍ଗ୍ ଖାନ ବୋଲି କୁହାଯାଏ। ହେଲେ ଏବେ ଲାଗୁଛି ଶାହାରୁଖ ଫିଲ୍ମ ସହ ଇଣ୍ଟେଲିଜେନ୍ସ ଏଜେନ୍ସି ପାଇଁ କରିବାକୁ ପ୍ରସ୍ତୁତି...
ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମାଓ ଦମନ ଓ ମାଓ ଅଧ୍ୟୁଷିତ ଅଞ୍ଚଳର ବିକାଶକୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ବୈଠକ ଶେଷରେ ମୁଖ୍ୟ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇ କହିଛନ୍ତି ଯେ, ସରକାରଙ୍କ ମାଓ...
ବିନିକା(ଦୀଲପ କୁମାର ସାହୁ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ଡାକ୍ତରଖାନାରେ ମୃତଦେହ ନେବାକୁ ମିଳିଲା ନାହିଁ ମହାପ୍ରୟାଣ ଗାଡ଼ି। ବାଧ୍ୟ ହୋଇ କାନ୍ଧରେ ବୁହାଗଲା ଶବ। ମୃତକଙ୍କ ନାଁ ଆନନ୍ଦ ମଲ୍ଲିକ(୫୨)। ତାଙ୍କ ଘର ମନହରିପଡ଼ାରେ। ସୂଚନାଅନୁସାରେ, ଆଜି ସକାଳେ ଆନନ୍ଦ ମଲ୍ଲିକଙ୍କୁ ଗୁରୁତର ଅବସ୍ଥାରେ ବିନିକା ଡାକ୍ତରଖାନାରେ ଭର୍ତ୍ତି...
ଭୁବନେଶ୍ୱର : ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ସିବିଆଇ ଗତକାଲି କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚିଦାମ୍ୱରମଙ୍କୁ ଗିରଫ କରିଛି। ତାଙ୍କ ପୂରା ନାମ ପଲ୍ଲାନୀଅପ୍ପନ ଚିଦାମ୍ୱରମ୍। ୧୬ ସେପ୍ଟେମ୍ୱର ୧୯୪୫ରେ ତାମିଲନାଡୁର ଏକ ଛୋଟିଆ ଗାଁ କନ୍ନାଡୁକଥନରେ ସେ ଜନ୍ମଗ୍ରହଣ କରିଥିଲେ। ସେ କଂଗ୍ରେସର ଜଣେ...
ପାଟନା: ବିହାର ପୁଲିସକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା। ବୁଧବାର ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରାଙ୍କ ଅନ୍ତ୍ୟେଷ୍ଟି କ୍ରିୟା ବେଳେ ସରକାରଙ୍କ ତରଫରୁ ରାଜକୀୟ ସମ୍ମାନ ଦିଆଯାଇଥିଲା। ଏହି କ୍ରମରେ ବିହାର ପୁଲିସ ତରଫରୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା କିନ୍ତୁ ସଲାମି ବେଳେ ୨୧ଟି...
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଫ୍ରାନ୍ସ, ୟୁଏଇ, ବାହରିନ ଗସ୍ତରେ ଯିବେ। ଏହି ଗସ୍ତର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦିଗଟି ହେଲା ଏହି ତିନୋଟି ଦେଶ କଶ୍ମୀର ପ୍ରସଙ୍ଗରେ ଜାତିସଂଘ ସୁରକ୍ଷା ପରିଷଦରେ ଭାରତକୁ ସମର୍ଥନ କରିଥିଲେ। ଏହି ଗସ୍ତ ଅବସରରେ ଭାରତ ଅନେକ ପ୍ରସଙ୍ଗରେ ତିନି ଦେଶ...
ନୂଆଦିଲ୍ଲୀ: ସେପ୍ଚେମ୍ବର ୨୦ରେ ଫ୍ରାନ୍ସ ଭାରତକୁ ଚୁକ୍ତି ଅନୁଯାୟୀ ରାଫେଲ୍ ବିମାନ ହସ୍ତାନ୍ତର କରିବ। ଏହା ପୂର୍ବରୁ ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସଂହ ଏବଂ ଭାରତୀୟ ବାୟୁସେନାର ମୁଖ୍ୟ ବିଏସ ଧନୋଆ ଫ୍ରାନ୍ସ ଗସ୍ତରେ ଯିବେ। ଗତକାଲି ସରକାରଙ୍କ ତରଫରୁ ଏହି ସୂଚନା ମିଳିଛି। ସେପ୍ଟେମ୍ୱର ୨୦ରେ...
ନୂଆଦିଲ୍ଲୀ: ସମୟ ଚକ୍ରରେ ଫସିଯାଇଛନ୍ତି ପୂର୍ବତନ ଗୃହମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ପି. ଚିଦାମ୍ୱରମ୍। ଗତକାଲି ନାଟକୀୟ ଢ଼ଙ୍ଗରେ ସିବିଆଇ ତାଙ୍କୁ ତାଙ୍କ ଦିଲ୍ଲୀ ବାସଭବନରୁ ଗିରଫ କରିଥିଲା। ସିବିଆଇ କାର୍ଯ୍ୟାଳୟରେ ତାଙ୍କ ରାତି କଟିଛି। ଆଜି ତାଙ୍କୁ କୋର୍ଟରେ ହାଜର କରିବ ସିବିଆଇ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି...
ଭୁବନେଶ୍ୱର: ଏଣିକି ରାଜ୍ୟର ସବୁ ଶିକ୍ଷାନୁଷ୍ଠାନରେ ରହିବ ଅଗ୍ନି ନିରାପତ୍ତା ବ୍ୟବସ୍ଥା। ଏଥିପାଇଁ ନିର୍ଦ୍ଦେଶ ଜାରି କରିଛି ଗୃହ ବିଭାଗ।ନିର୍ଦ୍ଦିଷ୍ଟ ଅବଧି ଭିତରେ ଶିକ୍ଷାନୁଷ୍ଠାନ ଗୁଡ଼ିକ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଲାଗୁ ନକଲେ କାର୍ଯ୍ୟାନୁଷ୍ଠାନର ଭୟ ବି ଦେଖାଇଛି। ଏଥିପାଇଁ ଗୃହ ବିଭାଗ ପକ୍ଷରୁ ସ୍କୁଲ ଓ ଗଣଶିକ୍ଷା,...
ଟୋକିଓ: ଭାରତୀୟ ପୁରୁଷ ହକି ଟିମ୍ ଏଠାରେ ଚାଲିଥିବା ଅଲିମ୍ପିକ୍ ଟେଷ୍ଟ ଇଭେଣ୍ଟ ଟାଇଟଲ୍ ଜିତିଛି। ବୁଧବାର ଓଇ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲରେ ଭାରତ ୫-୦ ଗୋଲରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ଚାମ୍ପିୟନ୍ ହୋଇଛି। ଏଥିସହ ଭାରତ ରାଉଣ୍ଡ୍ ରବିନ୍ ଲିଗ୍ ପର୍ଯ୍ୟାୟରେ ନ୍ୟୁଜିଲ୍ୟାଣ୍ଡଠାରୁ ମିଳିଥିବା ପରାଜୟର ମଧୁର ପ୍ରତିଶୋଧ...
ନୂଆଦିଲ୍ଲୀ: ବଲିଉଡ୍ ଆକ୍ଟ୍ରିସ ତାପସୀ ପନ୍ନୁ ନିକଟରେ ତାଙ୍କର ଏକ ଫଟୋ ଇଷ୍ଟାଗ୍ରାମ୍ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ସୋଶାଲ ମିଡିଆରେ ତାଙ୍କର ଏହି ଫଟୋ ଖୁବ୍ ଭାଇରାଲ ହୋଇଛନ୍ତି। ଏକ ଦୌଡ଼ ପ୍ରତିଯୋଗିତାରେ ବିଜୟୀ ହୋଇ ପୁରସ୍କାର ଗ୍ରହଣ କରୁଥିବା ଅବସରରେ ଏହି ଫଟୋଟି ଉଠାଯାଇଥିଲା। ତେବେ ଏହି...
ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କୁ ପିଓକେରୁ ଗିରଫ କରି ନିର୍ଯାତନା ଦେଇଥିବା ପାକ୍ ଯବାନ ସୁବେଦାର ଅହମ୍ମଦ ଖାନ୍ ନିହତ ହୋଇଛନ୍ତି। ପାକିସ୍ତାନ ସୀମାରୁ ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ ପାଇଁ ସହଯୋଗ କରୁଥିବା ବେଳେ ସୁବେଦାର ଅହମ୍ମଦ ଖାନ୍ ଭାରତୀୟ ସେନା ଗୁଳିରେ ନିହତ...
ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ମାମଲାରେ ପୂର୍ବତନ ଗୃହମନ୍ତ୍ରୀ ପି ଚିଦାମ୍ୱରମଙ୍କୁ ଖୋଜୁଛି ସିବିଆଇ। ଏହାରି ଭତିରେ ଏକ ବଡ଼ ଖବର ଆସିଛି। ପି ଚିଦାମ୍ୱରମ ତାଙ୍କ କାରରେ ଯାଉଥିବା ବେଳେ ରାସ୍ତା ମଝିରେ ଡ୍ରାଇଭର ଏବଂ ସହାୟକଙ୍କୁ ଓହ୍ଲାଇ ଦେଇ କୁଆଡେ ପଳାଇଛନ୍ତି। ଏହାପରେ ସେ ବ୍ୟବହାର କରୁଥିବା...
ନୂଆଦିଲ୍ଲୀ:ରାଜନୀତିରେ ‘ଆଜି ଯେ ରାଜେନ୍ଦ୍ରାସନେ, କାଲି ସେ…..‘ ହଁ, ରାଜେନ୍ଦ୍ରାସନରେ ବସିଥିବା ନେତାଙ୍କର ସ୍ଥିତି କେଉଁଠି ହେବ କହି ନ ହେଲେ ବି ଜେଲର ଚାରିକାନ୍ଥ ଭିତରେ ବି ହୋଇପାରେ ! ଯାହା ଦେଖାଦେଇଛି ପୂର୍ବତନ ଗୃହମନ୍ତ୍ରୀ ପି.ଚିଦାମ୍ବରମଙ୍କ ପାଖରେ। କାଲିଥିଲେ ଗୃହମନ୍ତ୍ର ଆଉ ଆଜି ଜେଲ ଭୟରେ...
ନୂଆଦିଲ୍ଲୀ:ଅଗଷ୍ଟ ୧୯ ଅର୍ଥାତ ଗତକାଲି ଥିଲା ବିଶ୍ୱ ଫଟୋଗ୍ରାଫି ଦିବସ। ଏହି ଅବସରରେ ଆପଲ୍ କମ୍ପାନୀ ସିଇଓ ଟିମ୍ କୁକ୍ ତାଙ୍କ ଟ୍ୱିଟରରେ ୫ଟି ସୁନ୍ଦର ଫଟୋ ପୋଷ୍ଟ କରିଛନ୍ତି। ଏଇ ସମସ୍ତ ଫଟୋ ଆଇଫୋନରେ ଉଠାଯାଇଛି। ସବୁଠାରୁ ଖୁସି କଥା ହେଲା ଏହି ୫ଟି ଫଟୋ ମଧ୍ୟରୁ ଗୋଟିଏ...
ନୂଆଦିଲ୍ଲୀ: ଜାତିସଂଘ ଓ ଅନ୍ୟାନ୍ୟ ଦେଶ ପାଖରୁ କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ନିରାଶ ହେବା ପରେ ଏବେ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍ ଜଷ୍ଟିସ୍ (ଆଇସିଜେ)ର ଦ୍ୱାରସ୍ଥ ହେବ। ଗତକାଲି ପାକିସ୍ତାନର ବୈଦେଶିକ ମନ୍ତ୍ରୀ ମେହମୁଦ କୁରେଶୀ ଏହି ସୂଚନା ଦେବା ପରେ ପ୍ରତିକ୍ରିୟା ରଖିଛନ୍ତି ଜାତିସଂଘରେ ଭାରତର ସ୍ଥାୟୀ...
ଶ୍ରୀନଗର: ଜମ୍ମୁ କଶ୍ମୀରର ବାରମୁଲାରେ ସୁରକ୍ଷାବଳୟ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଗୁଳିବିନିମୟରେ ଜଣେ ଯବାନ ସହିଦ ହୋଇଛନ୍ତି। ଏହି ଗୁଳିବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଅନ୍ୟଜଣେ ଏସପିଓ ସହିଦ ହୋଇଛନ୍ତି। ଧାରା ୩୭୦ ଉଚ୍ଛେଦ ହେବାର ୧୬ ଘଣ୍ଟା ପରେ ବାରମୁଳାରେ ଆତଙ୍କବାଦୀଙ୍କୁ ଘେରି...