• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

ab
ମନପସନ୍ଦର ଜୋତାକୁ ତକିଆ ତଳେ ରଖି ଶୋଉଥିଲେ ଅମିତାଭ

ମୁମ୍ୱାଇ: ଟେଲିଭିଜନ୍‌ର ସବୁଠାରୁ ଲୋକପ୍ରିୟ ରିଆଲିଟି କ୍ୱିଜ୍‌ ଶୋ’ ହେଉଛି ‘କୌନ୍‌ ବନେଗା କରୋଡ଼ପତି’। ଗତକାଲି ଶୋ’ରେ ମଧ୍ୟପ୍ରଦେଶରୁ ଆସିଥିବା ପ୍ରତିଯୋଗୀ ନିତିନ୍‌ କୁମାର ପଟବା ଅମିତାଭ ବଚ୍ଚନଙ୍କ ସହିତ ମଜାମସ୍ତି କରିଥିଲେ। ଆଉ ଏହା ଦର୍ଶକଙ୍କର ଭରପୂର ମନୋରଞ୍ଜନ କରିଥିଲା। ନିତିନ୍‌ଙ୍କ ପରେ ମହାରାଷ୍ଟ୍ରରୁ ଆସିଥିବା ହେମନ୍ତ,...

142628
ଜାତିସଂଘକୁ ପାକିସ୍ତାନ ଲେଖିଥିବା ଚିଠିରେ ରାହୁଲଙ୍କ ସହ ରହିଛି ଆହୁରି ଅନେକ ନେତାଙ୍କ ନାମ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଏବଂ ୩୫ (ଏ) ପ୍ରସଙ୍ଗରେ ବୁଧବାର ଜାତିସଂଘକୁ ପାକିସ୍ତାନ ଚିଠି ଲେଖିଛି। ଯେଉଁଥିରେ ପାକିସ୍ତାନ ଭାରତୀୟ ନେତାଙ୍କ ଦ୍ୱାରା ଦିଆଯାଇଥିବା ମନ୍ତବ୍ୟକୁ ଉଦ୍ଧୃତ କରି ନିଜ ଚିଠିକୁ ଟନିକ୍ ଯୋଗାଇଛି। ସେଥିରେ କେବଳ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଦ୍ୱାରା...

fire
ତେଲେଙ୍ଗାନା ଏକ୍ସପ୍ରେସରେ ନିଆଁ

ନୂଆଦିଲ୍ଲୀ: ୧୨୭୨୩ ନମ୍ବର ହାଇଦ୍ରାବାଦ-ନୂଆଦିଲ୍ଲୀ ତେଲେଙ୍ଗାନା ଏକ୍ସପ୍ରେସରେ ଆଜି ହଠାତ୍ ନିଆଁ ଲାଗିଯାଇଥିଲା। ହରିଆନାର ଅସୋତି ଷ୍ଟେସନ ନିକଟରେ ଯାଉଥିବା ବେଳେ ତେଲେଙ୍ଗାନା ଏକ୍ସପ୍ରେସର ଦୁଇଟି ବଗିରେ ନିଆଁ ଲାଗିଥିଲା। ନିଆଁ ଲାଗିବା ମାତ୍ରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ବାହାର କରାଯାଇଥିଲା ବୋଲି ଉତ୍ତର ରେଳ ଡିଭିଜନ୍ ସୂଚନା...

emara photo
ଭଙ୍ଗାଯିବ ସିଂହଦ୍ୱାର ସମ୍ମୁଖ ଏମାର ମଠ

ପୁରୀ: ଶ୍ରୀମନ୍ଦିର ଚାରିପାଖରୁ ୭୫ ମିଟର ଉଚ୍ଛେଦ ଅଭିଯାନ ଜାରି ରହିଛି । ଆଜି ସିଂହଦ୍ୱାର ସମ୍ମୁଖରେ ଥିବା ଦ୍ୱାଦଶ ଶତାବ୍ଦୀର ଏମାର ମଠକୁ ଭଙ୍ଗା ଯାଉଛି । ଚାରିତାଲା ବିଶିଷ୍ଟ ଏହି ମଠର ଉପର ମହଲାରୁ ପ୍ରଥମେ ଉଚ୍ଛେଦ ଆରମ୍ଭ ହୋଇଛି । ଉଚ୍ଛେଦସ୍ଥଳରେ ଉପଜିଲ୍ଲାପାଳ, ଅତିରିକ୍ତ...

Capturepak
ପୁଣି ନିରାଶ ହେଲେ ଇମ୍ରାନ୍‌: ଇସ୍‌ଲାମିକ୍‌ ରାଷ୍ଟ୍ରର ସମର୍ଥନ ବି ମିଳିଲାନି

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ପାଇଁ ଲାଗୁ ହେଉଥିବା ୩୭୦ ଧାରା ଉଚ୍ଛେଦ ପରେ ସମଗ୍ର ବିଶ୍ୱରୁ ଶକ୍ତି ସଂଗ୍ରହ କରିବାରେ ଲାଗିପଡ଼ିଛି ପାକିସ୍ତାନ। ତେବେ ଏକ ଇସ୍‌ଲାମାମିକ୍‌ ରାଷ୍ଟ୍ର ହିସାବରେ ଅନ୍ୟ ସମସ୍ତ ଇସ୍‌ଲାମିକ୍‌ ରାଷ୍ଟ୍ରଠାରୁ ସମର୍ଥନ ପାଇବାକୁ ଆଶା ବାନ୍ଧି ବସିଥିବା ଇମ୍ରାନ୍‌ ସବୁଆଡ଼ୁ ନିରାଶ ହେଉଥିବା ଲକ୍ଷ୍ୟ...

marrage
ଦୁଇ ପ୍ରେମିକାଙ୍କୁ ଗୋଟିଏ ମଣ୍ଡପରେ ବିବାହ କଲେ ଯୁବକ

ନୂଆଦିଲ୍ଲୀ: ଏକାବେଳେ ଏକାଧିକ ଝିଅଙ୍କ ସହ ପ୍ରେମ ସମ୍ପର୍କରେ ରହିବା ତ ଆଜିକାଲିକା ସମୟରେ ଏକସାଧାରଣ କଥା ହୋଇଗଲାଣି। ହେଲେ କେବେ ଶୁଣିଛନ୍ତି ଜଣେ ବ୍ୟକ୍ତି ଦୁଇଜଣ ପ୍ରେମିକାଙ୍କୁ ବିବାହ କରିବା? ସେ ପୁଣି ପରସ୍ପରର ସହମତିରେ ଏବଂ ଗୋଟିଏ ମଣ୍ଡପରେ ? ଇଣ୍ଡୋନେସିଆରେ ଏଭଳି ଏକ ଅଭାବନୀୟ...

386242_6944501_updates
ଇମ୍ରାନଙ୍କ ପରେ ପାକ୍‌ ମନ୍ତ୍ରୀଙ୍କ ଧମକ-ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେବ

ଇସଲାମାବାଦ:  ଭାରତ ସହ ଯୁଦ୍ଧ ହେବ ବୋଲି କହିଛନ୍ତି ପାକିସ୍ତାନର ରେଳ ମନ୍ତ୍ରୀ ଶେଖ ରଶିଦ୍। ନିକଟରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ପରମାଣୁ ଧମକ ଦେଇଥିବା ବେଳେ ଏବେ ରଶିଦଙ୍କ ଯୁଦ୍ଧ ଧମକ ଦେବା ଘଟଣାରୁ ପାକିସ୍ତାନ ଯେ ଅତି ମାତ୍ରାରେ ବିଚଳିତ, ତାହା ପ୍ରମାଣିତ ହୋଇଛି।...

Capture
ମିଛକୁ ପ୍ରମାଣିତ କରିବା ପାଇଁ ଜାତିସଂଘ ପିଟିସନ୍‌ରେ ରାହୁଲଙ୍କ ନାମ ନେଲା ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନ ଜମ୍ମୁ-କଶ୍ମୀର ବାବଦରେ ମିଛ ତଥ୍ୟକୁ ପ୍ରମାଣିତ କରିବ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନାମକୁ ବ୍ୟବହାର କରିଛି। ଏହି ଘଟଣା ଜଣାପଡ଼ିବା ପରେ  ଆରମ୍ଭ ହୋଇଛି ଚର୍ଚ୍ଚା । ଏହି ପ୍ରସଙ୍ଗରେ ରାହୁଲ ତାଙ୍କର ପ୍ରତିକ୍ରିୟା ରଖିବା ପରେ କଂଗ୍ରେସ ପକ୍ଷରୁ ପାକିସ୍ତାନକୁ କଡ଼ା...

ship
ମାଲେସୀୟା ଜାହାଜରୁ ଆରମ୍ଭ ହେଲା ତେଲ କଢା ପ୍ରକ୍ରିୟା

ଚିଲିକା : ଚିଲିକା ନିକଟ ରାଜହଂସରେ ଗତ ୭ ତାରିଖରୁ ଲାଗିଥିବା ମାଲେସୀୟ ଜାହାଜ ଜିନ୍ ହ୍ୱାରୁ ଆରମ୍ଭ ହୋଇଛି ତେଲ କଢା ପ୍ରକ୍ରିୟା। ପ୍ରତିଦଫାରେ ୨୫୦ ଲିଟର ତେଲ କାଢି ସିଡିଏ ଜେଟି ନିକଟରେ ରଖାଯାଇଛି। ଜାହାଜଟିରେ ୩୩ ହଜାର ଲିଟର ତେଲ ରହିଛି।  ତେଲ କଢାଯିବା...

bus-1
ଜଳିଗଲା ଯାତ୍ରୀବାହୀ ବସ୍‌

ଭୁବନେଶ୍ୱର: ଭୁବନେଶ୍ୱର ବରମୁଣ୍ଡାରେ ବସ୍‌ଷ୍ଟାଣ୍ଡରେ ଜଳି ଯାଇଛି ଏକ ଯାତ୍ରୀବାହୀ ବସ୍। ବସ୍‌ଟି  ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳିଛି। ବସ୍‌ଟିର ନାଁ ଚକାଡୋଳା । ଏହି ଘରୋଇ ଯାତ୍ରୀବାହୀ କଳାହାଣ୍ଡିରୁ ଆସି ଭୁବନେଶ୍ୱର ବସ୍‌ଷ୍ଟାଣ୍ଡରେ ଛିଡ଼ା ହୋଇଥିଲା। ବସ୍‌କୁ ରଖିଦେଇ ଭିତରେ କର୍ମଚରୀ ଓ ଅନ୍ୟମାନେ ଶୋଇ...

singda
ଅଭାବୀ ଯୁବକଙ୍କ ସଫଳ କାହାଣୀ : ସିଙ୍ଗଡ଼ା ବିକାଳିରୁ ହେଲେ ଚାର୍ଟାଡ ଆକାଉଣ୍ଟାଣ୍ଟ

ଝାରସୁଗୁଡ଼ା : ଇଚ୍ଛାଶକ୍ତି ଦୃଢ ଥିଲେ, ଲକ୍ଷ୍ୟ ପ୍ରତି ଆନ୍ତରିକତା ଥିଲେ କୌଣସି ପ୍ରତିବନ୍ଧକ ତୁମକୁ ପଥଚ୍ୟୁତ କରାଇ ପାରିବନି।  ଏମିତି ଏକ ଇଚ୍ଛାଶକ୍ତି ଏବଂ ଆନ୍ତରିକତା ଥିଲା ଶଶିକାନ୍ତଙ୍କ ପାଖରେ ଯେଉଁଥି ପାଇଁ ସେ ଆଜି ସିଙ୍ଗଡା ବିକାଳିରୁ ହୋଇପାରିଛନ୍ତି ଚାଟାର୍ଡ ଆକାଉଣ୍ଟାଣ୍ଟ। ଆମେ କହୁଛୁ ଝାରସୁଗୁଡ଼ାର...

2018_09_07_53245_1536304041._large
ପ୍ରବଳ ବର୍ଷା ସମ୍ଭାବନା: ୧୫ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଆଜି ରାଜ୍ୟର ୧୫ଟି  ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଏଥିସହ ବଜ୍ରପାତ ଓ ଘଡ଼ଘଡ଼ି ବି ମାରିବ। ଏଥିପାଇଁ ଅପରାହ୍ମ ୪ଟା ୩୦ ଯାଏ ସତର୍କ ରହିବାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ୱର,...

ranu
ରାନୁଙ୍କୁ ୫୫ ଲକ୍ଷର ଫ୍ଲାଟ୍‌ ଉପହାର ଦେଲେ ସଲ୍‌ମାନ !

ମୁମ୍ବାଇ: କୁହାଯାଏ, ଭଗବାନ୍‌ ଜବ୍‌ ଦେତା ହୈ ତୋ ଛପ୍ପର୍‌ ଫାଡ୍‌କେ ଦେତା ହୈ। ସେମିତି କିଛି ଘଟିଛି ଇଣ୍ଟର୍‌ନେଟ୍‌ ସେନ୍‌ସେସନ୍‌ ରାନୁ ମଣ୍ଡଳଙ୍କ କ୍ଷେତ୍ରରେ। ସୋଶାଲ୍ ମିଡିଆରେ ତାଙ୍କର ଗୀତ ଭାଇରାଲ୍ ହେବା ପରଠୁ ସେ ପାଇ ଚାଲିଛନ୍ତି ଗୋଟିଏ ପରେ ଗୋଟିଏ ସଫଳତା। ପ୍ରଥମେ ହିମେଶ ରେଶମିଆଁଙ୍କ...

719042-atal-bihari-vajpayee-pti
ତିଆରି ହେବ ବାଜପେୟୀଙ୍କ ବାୟୋପିକ୍‌- ‘ଦ ଅନ୍‌ଟୋଲ୍ଡ ବାଜପେୟୀ’

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଉପରେ ଫିଲ୍ମ ନିର୍ମାଣ ହେବ। ଏନ୍‌.ପି ଉଲ୍ଲେଖଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଦ ଅନ୍‌ଟୋଲ୍ଡ ବାଜପେୟୀ’  ଆଧାରରେ ଏହି ଫିଲ୍ମ ନିର୍ମାଣ ହେବ। ଏହି ପୁସ୍ତକରେ ବାଜପେୟୀଙ୍କର ପିଲାଦିନ ଓ କଲେଜ ଜୀବନ ସଂପର୍କରେ ଅନେକ କଥା ରହିଛି।...

Capture
ପାକିସ୍ତାନକୁ ରାହୁଲଙ୍କ ଚେତାବନୀ: ‘କାଶ୍ମୀର ପ୍ରସଙ୍ଗରେ ମୁଣ୍ଡ ପୂରାଅନି’

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନ ଏହି ପ୍ରସଙ୍ଗକୁ ନେଇ ବୟାନବାଜି ଜାରି ରଖିଛି। ଏହାରି ଉପରେ ଆଜି ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। କେନ୍ଦ୍ର ସରକାରଙ୍କ ଅନେକ ନୀତିକୁ ସେ ସମର୍ଥନ କରିନଥାଇ ପାରନ୍ତି କିନ୍ତୁ କଶ୍ମୀର...

no-3
ପତ୍ନୀଙ୍କ ଉପରେ ଟିପ୍ପଣୀକୁ ସହି ପାରିଲେନି ଫ୍ରାନ୍ସ ରାଷ୍ଟ୍ରପତି, ଏମିତି ଦେଲେ ଉତ୍ତର

ପ୍ୟାରିସ୍‌: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋଂ (Emmanuel Macron)  ତାଙ୍କର ଅସାଧାରଣ ପ୍ରେମ କାହାଣୀକୁ ନେଇ ବେଶ୍‌ ଚର୍ଚ୍ଚିତ। ସୋମବାର ବ୍ରାଜିଲ୍‌ ରାଷ୍ଟ୍ରପତି ତାଙ୍କ ପତ୍ନୀଙ୍କ ପ୍ରତି କିଛି ଅଶାଳୀନ ଟିପ୍ପଣୀ ଦେଇଥିଲେ, ଯାହାକୁ ମାକ୍ରୋଂ ଖୁବ୍‌ ସମାଲୋଚନା କରିଥିଲେ। ସେ ବ୍ରାଜିଲ ରାଷ୍ଟ୍ରପତିଙ୍କ ଅତିରିକ୍ତ ବୟାନଙ୍କୁ ନିନ୍ଦା...

kj1
କେଜ୍ରିୱାଲଙ୍କ ଉପହାର: ଦିଲ୍ଲୀବାସୀଙ୍କୁ ଆଉ ଦେବାକୁ ପଡ଼ିବନି ବକେୟା ପାଣି ବିଲ

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀରେ କ୍ଷମତାସୀନ ଅରବିନ୍ଦ କେଜ୍ରିୱାଲ  ଆଜି ନିଜର ଭୋଟ ବ୍ୟାଙ୍କକୁ ସୁଦୃଢ଼ କରିବାକୁ ବଡ଼ ଘୋଷଣା କରିଛନ୍ତି। ପୂର୍ବରୁ ୨୦୦ ୟୁନିଟି ଯାଏ ବିଜୁଳି ଜାଳିଲେ କୌଣସି ଅର୍ଥ ଦେବାକୁ ପଡ଼ିବ ନାହିଁ ବୋଲି ଘୋଷଣା କରିଥିବା ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଏବେ ଆଉ...

ac
ଅଟୋ ଓ ଭ୍ୟାନ୍‌କୁ ଧକ୍କା ଦେଇ ଓଲଟି ପଡ଼ିଲା ଟ୍ରକ, ୧୬ ମୃତ

ଶାହାଜାହାନପୁର: ଉତ୍ତର ପ୍ରଦେଶର ଶାହାଜାହାନପୁରରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଟ୍ରକ୍‌ ପ୍ରଥମେ ଗୋଟିଏ ଅଟୋ ଏବଂ ଭ୍ୟାନ୍‌କୁ ଧକ୍କା ଦେଇ ଓଲଟି ପଡ଼ିଛି। ଏଥିରେ ୧୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଏମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ...

Arun-Jaitley-Funeral
ଜେଟଲୀଙ୍କ ଅନ୍ତିମ ସଂସ୍କାରବେଳେ ମାତିଲେ ଲୁଟେରା, ଲୁଟିନେଲେ ୧୧ ମୋବାଇଲ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କ ଅନ୍ତିମ ସଂସ୍କାର ରବିବାର ନୂଆଦିଲ୍ଲୀର ନିଗମବୋଧଠାରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ହୋଇଛି। ଏହି ସମୟରେ କେନ୍ଦ୍ରମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଉପରାଷ୍ଟ୍ରପତିଙ୍କ ଯାଏ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ତେବେ ଜେଟଲୀଙ୍କ ଅନ୍ତିମ ସଂସ୍କାର ସ୍ଥଳରୁ ୧୧...

22-P-Chidambaram
ବିଦେଶରେ ବି ଅଛି ଚିଦାମ୍ବରମଙ୍କ ଅଚଳାଚଳ ସମ୍ପତ୍ତି !

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ମାମଲାରେ ଫସିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ସାଂସଦ ପି ଚିଦାମ୍ବରମଙ୍କ ସମ୍ପର୍କରେ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଚିଦାମ୍ବରମ ଏବଂ ଏହି ମାମଲାର ଅନ୍ୟ ଅଭିଯୁକ୍ତମାନେ ବିଦେଶରେ ସମ୍ପତ୍ତି କିଣିବା ସହ ବ୍ୟାଙ୍କ ଆକାଉଣ୍ଟ ଖୋଲିଥିଲେ ବୋଲି ଘଟଣାର ତଦନ୍ତ କରୁଥିବା...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।