ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନ୍ସନ୍ଙ୍କ ସହ ଫୋନ୍ରେ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଭାବରେ ବୋରିସ ନିର୍ବାଚିତ ହୋଇଥିବାରୁ ମୋଦି ତାଙ୍କୁ ପ୍ରଥମେ ଶୁଭେଚ୍ଛା ଜଣାଇଥିଲେ। ଏହାପରେ ଲଣ୍ଡନ ସ୍ଥିତ ଭାରତୀୟ ଦୂତାବାସ ସାମ୍ନାରେ ହୋଇଥିବା ହିଂସା ଏବଂ ଆତଙ୍କବାଦ ପ୍ରସଙ୍ଗରେ ବୋରିସଙ୍କ...
ଯାଜପୁର:ତ୍ୟାଗର ଅନ୍ୟନାମ ପ୍ରେମ। ଯେଉଁ ପ୍ରେମରେ ତ୍ୟାଗ ନାହିଁ, ନିଷ୍ଠା ନାହିଁ ସେ ପ୍ରେମ କେବେ ଶାଶ୍ୱତ ହୋଇ ପାରେନା। ଏମିତି ଶାଶ୍ୱତ ପ୍ରେମକୁ ନେଇ ଅନେକ ଫିଲ୍ମ ଆମେ ଦେଖିଛେ, ଗପବହି ପଢିଛେ। ହେଲେ ଏହି ରିଲ୍ ଲାଇଫର ପ୍ରେମ ବାସ୍ତବ ଜୀବନରେ ଅବାସ୍ତବ ଲାଗେ। କିନ୍ତୁ...
କଲମ୍ବିଆ: ଅନେକ ଦିବସ ଆମେ ପାଳନ କରୁଛେ। ଯେମିତି ଫାଦର୍ସ ଡ…ମଦର୍ସ ଡେ…ଭାଲେଣ୍ଟାଇନ ଡେ…। ହେଲେ ଲେଜିନେସ୍ ଡେ’ ପାଳିବା କଥା କେବେ ଶୁଣିଛନ୍ତି କି ? ହଁ, ଲେଜିନେସ୍ ଡେ’ ପାଳନ କରାଯାଏ କଲମ୍ବିଆରେ। ତାହା ପୁଣି ଖୁବ୍ ଧୁମ୍ଧାମ୍ରେ। ସବୁଦିନ ଗୋଟିଏ ଧାରାରେ କଟୁଛି। କାମ…କାମ…...
ବିଶାଖାପଟନମ୍: ବଗିକୁ ଅଧା ରାସ୍ତାରେ ଛାଡ଼ି ଇଞ୍ଜିନ ୧୦ କିମି ଆଗକୁ ଚାଲିଯିବା ଭଳି ଅଜବ ଘଟଣା ସାମ୍ନାକୁ ଆସିଛି। ଇଞ୍ଜିନରୁ ବଗି ଅଲଗା ହୋଇଯାଇଥିଲେ ହେଁ କୌଣସି ବଡ଼ଧରଣର ଅଘଟଣ ଘଟିନାହିଁ। ଭୁବନେଶ୍ୱରରୁ ସିକନ୍ଦରାବାଦ ଯାଉଥିବା ବିଶାଖା ଏକ୍ସପ୍ରେସ ସହ ଏଭଳି ଘଟଣା ଘଟିଛି। ବିଶାଖା ଏକ୍ସପ୍ରେସ...
ନୂଆଦିଲ୍ଲୀ: କଡ଼ା ସୁରକ୍ଷା ବଳୟକୁ ଭେଦ କରି ୩ ଜଣ ଆତଙ୍କବାଦୀ ଓ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇର ଜଣେ ଏଜେଣ୍ଟ ଗୁଜରାଟ ସୀମା ଦେଇ ଭାରତ ମଧ୍ୟକୁ ପଶି ଆସିଥିବା ଜଣାପଡ଼ିଛି। ଗୁଇନ୍ଦା ବିଭାଗ ଏହି ସୂଚନା ଦେବା ପରେ ରାଜସ୍ଥାନ ଓ ଗୁଜରାଟ ସମେତ ସମଗ୍ର...
ଭୁବନେଶ୍ୱର: ରାଜଧାନୀରେ ଉଡ଼ନ୍ତା ସାପ ! ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ଆଦୌ ମିଛ ନୁହେ। ଏପରି ଉଡନ୍ତା ସାପକୁ ଉଦ୍ଧାର କରାଯାଇଛି ଭୁବନେଶ୍ଷର ଷ୍ଟେଶନରୁ। ଏହି ବିରଳ ଉଡ଼ନ୍ତା ସାପକୁ ଟ୍ରେନ୍ ଯୋଗେ ଅନ୍ୟତ୍ର ଚାଲାଣ କରାଯାଉଥିଲା। କିଛି ଲୋକ ଏହି ବିରଳ ସାପକୁ ପଶ୍ଚିମବଙ୍ଗ ଆସନସୋଲରୁ...
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପ୍ରତିଶୋଧ ପରାୟଣ ହୋଇ ଉଠିଥିବା ପାକିସ୍ତାନକୁ ଆଜି ଖୋଲାଖୋଲି ଧମକ ଦେଇଛନ୍ତି ଭାରତୀୟ ବାୟୁସେନାର ମୁଖ୍ୟ ବିଏସ୍ ଧନୱା। ସେ କହିଛନ୍ତି, “ଭାରତୀୟ ବାୟୁସେନା ସର୍ବଦା ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ଆଲର୍ଟ ରହିଛି। ଯଦି ପାକିସ୍ତାନ କୌଣସି ବି...
ନୂଆଦିଲ୍ଲୀ: ମହିଳାମାନଙ୍କ ପାଖରେ ପ୍ରତିଭାର ଅଭାବ ନାହିଁ। ତଥାପି ସେମାନେ ହୀନମନ୍ୟତାର ଶିକାର ହୁଅନ୍ତି। କେବଳ ଭାରତରେ ନୁହେଁ, ଏପରି ପରମ୍ପରା ଆମେରିକା ପରି ବିକଶିତ ଦେଶରେ ମଧ୍ୟ ଦେଖିବାକୁ ମିଳେ। ଅନେକ ପ୍ରତିଭାର ଅଧିକାରୀ ହୋଇ ତଥା ପରିଶ୍ରମୀ ହୋଇ ମଧ୍ୟ ମହିଳା ବୈଜ୍ଞାନିକମାନେ ଲିଙ୍ଗଗତ ଭେଦଭାବର...
ଲଣ୍ଡନ: ଜମ୍ମୁ-କଶ୍ମୀରକୁ ନେଇ ଭାରତ ବିରୋଧରେ ପାକିସ୍ତାନ ଓ ଚାଇନା ଯେଉଁ ଚକ୍ରାନ୍ତ କରୁଥିଲେ, ତା’ହା ଫସର ଫାଟିଛି। ଶୁକ୍ରବାର ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ କଶ୍ମୀର ପ୍ରସଙ୍ଗରେ ରୁଦ୍ଧଦ୍ୱାର ବୈଠକ ହୋଇଥିଲା। ପୂର୍ବରୁ କୁହାଯାଉଥିଲା ବ୍ରିଟେନ୍ ଏହି ସମୟରେ କଶ୍ମୀର ବିତର୍କରେ ଭାଗ ନେଇଥିଲା ଏବଂ ଭାରତ...
ୱାଶିଂଟନ୍: କଶ୍ମୀର ପ୍ରସଙ୍ଗରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ପାକିସ୍ତାନ ୱାଜିର-ଏ-ଆଜମ ଇମ୍ରାନ ଖାନ୍ଙ୍କ ସହ କଥା ହୋଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଗତକାଲି ସନ୍ଧ୍ୟାରେ ମୋଦି ଓ ଟ୍ରମ୍ପ ୩୦ ମିନିଟ୍ରୁ ଅଧିକ ସମୟ ଧରି ଫୋନ ଯୋଗେ କଥା ହୋଇଥିଲେ। ଏହି ସମୟରେ...
ନୂଆଦିଲ୍ଲୀ: ଭାରତର ମୁନ୍ ମିଶନକୁ ଆଉ ପାଦେ ସଫଳତା। ଚନ୍ଦ୍ରର କକ୍ଷ ପଥରେ ପ୍ରବେଶ କରିବା ପରେ ଚନ୍ଦ୍ରଯାନ-୨ ଏବେ ଚନ୍ଦ୍ର ଚାରିପଟେ ପରିକ୍ରମା କରୁଛି । ଏହାକୁ ଲୁନାର୍ ଅର୍ବିଟ୍ ଇନସର୍ସନ୍ କୁହାଯାଏ । ଅଗଷ୍ଟ ୩୧ ତାରିଖ ମଧ୍ୟରେ ଚନ୍ଦ୍ରଯାନ ଆଉ ୪ ଥର ଚନ୍ଦ୍ର...
ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କର ଆଜି ଦେହାନ୍ତ ହୋଇଛି । ଦିଲ୍ଲୀରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ବିୟୋଗ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ଜଗନ୍ନାଥଙ୍କ ବିୟୋଗରେ ବିହାରରେ ୩ ଦିନିଆ ରାଜକୀୟ ଶୋକ...
ନୂଆଦିଲ୍ଲୀ: ବିରାଟ କୋହଲି ଏବେ ଟିମ୍ ଇଣ୍ଡିଆ ସହ ୱେଷ୍ଟ ଇଣ୍ଡିଜ୍ରେ। ଏବେ କ୍ରିକେଟ ପ୍ରେମୀଙ୍କ ମୁହଁରେ କୋହଲିଙ୍କର ବେଶ ପ୍ରଶଂସା । କାରଣ ଆଜିକାଲି ବେଶ ଭଲ ରନ୍ସ୍କୋର କରୁଛନ୍ତି ସେ । ୱେଷ୍ଟଇଣ୍ଡିଜ୍ରେ ବି ଅଛନ୍ତି ପତ୍ନୀ ଅନୁଷ୍କା ଶର୍ମା ବିରାଟଙ୍କୁ ଏନ୍କରେଜ କରିବା ପାଇଁ।...
ନୂଆଦିଲ୍ଲୀ: ଉତ୍ତର ଭାରତରେ ବି ବନ୍ୟା ସ୍ଥିତି ଗମ୍ଭୀର ହୋଇଛି। ବିଶେଷକରି ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶର ବାଦଲ ଫଟା ବର୍ଷା ଫଳରେ ଭୀଷଣ ବନ୍ୟା ଆସିବାରୁ ଏ ଦୁଇ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ହିମାଚଳ ପ୍ରଦେଶରେ ୨୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପୂରା ଉତ୍ତର...
ପାଣାଜି: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ତଥା ବିଜେପିର ବରିଷ୍ଠ ନେତା ଗତକାଲି ଗୋଆରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଉପରେ ବର୍ଷିଛନ୍ତି। ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ନିଜର ମତ ରଖିବାକୁ ଯାଇ କହିଛନ୍ତି ‘ଧାରା ୩୭୦ ପ୍ରସଙ୍ଗରେ ରାହୁଲ୍ କିଛି କହିବେ...