• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

jaya
ଜୟଲଳିତାଙ୍କ ସମାଧି ପରିସରରେ ପୁଅର ବିବାହ ଆୟୋଜନ କଲେ AIADMK ନେତା

ଚେନ୍ନାଇ: ମୃତ୍ୟୁ ପରେ ବି ତାମିଲନାଡୁ ପୂର୍ବତନ ସ୍ୱଗତ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଲୋକପ୍ରିୟତା କମି ନାହିଁ। ଏହାର ପ୍ରମାଣ ଅଳ୍ପଦିନ ତଳେ ଏଠାରେ ଘଟିଯାଇଥିବା ଏକ ଘଟଣାରୁ ଜଣାପଡ଼ିଛି। ଘଟଣାଟି ହେଲେ-ଜୟଲଳିତାଙ୍କ ଦଳ ଏଆଇଏଡିଏମ୍‌କେର ଜଣେ ନେତା ନିକଟରେ ତାଙ୍କର ଝିଅର ବାହାଘର କରୁଥିଲେ। ନେତାଙ୍କ ଝିଅ ବାହାଘର...

sss2
ଶିଳ୍ପାଙ୍କ ଜୋତା: ଦାମ ଜାଣିଲେ ହୋଶ୍‌ ଉଡିଯିବ...

ମୁମ୍ୱାଇ :  ବଲିଉଡ୍‌ ସେଲେବ୍ରିଟି ଶିଳ୍ପା ସେଟ୍ଟି ତାଙ୍କର ଫିଟ୍‌ନେସ୍‌ ଓ ବଡ଼ିକୁ ନେଇ ବେଶ୍‌ ଲୋକପ୍ରିୟ। ଅନେକ ସମୟରେ ଶିଳ୍ପା ବ୍ରାଣ୍ଡେଡ୍‌ ଜିନିଷ ପିନ୍ଧି କ୍ୟାମେରା ସାମ୍ନାକୁ ଆସିଥାନ୍ତି। ନିକଟରେ ଶିଳ୍ପାଙ୍କୁ ଦାମୀ ଜୋତା ଓ ଷ୍ଟାଇଲିସ୍‌ ଡ୍ରେସ୍‌ ପିନ୍ଧିଥିବା  ଦେଖିବାକୁ ମିଳିଛି। ଗୋଟିଏ ଇଭେଣ୍ଟରେ ଶିଳ୍ପା...

ranu
ଝିଅ ସହ ମିଶି ରାନୁ ଗାଇଲେ ମହମ୍ମଦ ରଫିଙ୍କ ଗୀତ, ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ: ରେଲୱେ ପ୍ଲାଟଫର୍ମରେ ଲତା ମଙ୍ଗେସକରଙ୍କ ଗୀତ ଗାଇ ବଲିଉଡ୍‌ରେ ଇଣ୍ଡଷ୍ଟ୍ରୀରେ ପାଦ ରଖିଥିବା ରାନୁ ମଣ୍ଡଳ ଇଣ୍ଟରନେଟ୍‌ର ନୂଆ ସୁପରଷ୍ଟାର ଭାବରେ ପରିଚିତ ହୋଇଛନ୍ତି। ତାଙ୍କର ଗୀତକୁ ସୋଶାଲ ମିଡିଆରେ ୟୁଜର୍ସ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି। ରାନୁ ବଲିଉଡ୍‌ ସିଙ୍ଗର୍‌ ହିମେଶ ରେଶମିଆଙ୍କ ସହିତ ତିନୋଟି...

bls
ପୁଅର ଜନ୍ମରୁ ତିନୋଟି ଗୋଡ଼ ; ମା’ ଆଖିରେ ଲୁହ

ବାଲେଶ୍ୱର: ଭଗବାନଙ୍କ ସୃଷ୍ଟି ପ୍ରକୃତରେ ବିଚିତ୍ର।  କାହାକୁ କେମିତି ଗଢ଼ବେ, କହିବା ମୁସ୍କିଲ। ବାଲେଶ୍ୱରର ଏଇ ୧୧ ବର୍ଷର ପିଲାଟିକୁ ଦେଖିଲେ ଏଇକଥା ମନକୁ ଆସିଯାଏ। ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ୍ ଅନ୍ତର୍ଗତ ବଡ଼ପୋଖରୀ ଗାଁର ଏଇ ୧୧ ବର୍ଷୀୟ ପିଲାଟିଏ। ନାଁ ତାର ସୁଦାମ। ସୁଦାମର ଶାରୀରିକ...

123
ଗୀତରେ ଗୀତରେ ଟ୍ରାଫିକ ସଚେତନତାର ବାର୍ତ୍ତା ବାଣ୍ଟିଲେ ସାର୍ଥକ

ଭୁବନେଶ୍ୱର(ଟି.ଗୌରୀଶଙ୍କର):ସଂଶୋଧିତ ମୋଟରଯାନ ଆଇନ ଆଖିରୁ ନିଦ ହଜାଇ ଦେଇଛି । ଗାଡ଼ି ଧରି ରାସ୍ତାକୁ ବାହାରିବାକୁ ଲୋକେ ଡରୁଛନ୍ତି। ସେଥିପାଇଁ ରାସ୍ତାଘାଟ ବି ଖାଁ ଖାଁ ଲାଗୁଛି। ଅବଶ୍ୟ ଲୋକଙ୍କ ବ୍ୟସ୍ତତାକୁ ଦେଖି ସରକାର ତିନିମାସ ପାଇଁ ଏହାକୁ କୋହଳ କରିଛନ୍ତି।କେଉଁଠି ଗୋଲାପ ଫୁଲ ତ କେଉଁଠି ଚକୋଲେଟ୍‌...

chinmayananda
ଚିନ୍ମୟାନନ୍ଦଙ୍କ ଯୌନ କେଳେଙ୍କାରୀର ଗୁମର ଖୋଲିଲା ଏସଆଇଟି

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବିଜେପି ନେତା ତଥା ଦେଶର ପୂର୍ବତନ ସ୍ୱରାଷ୍ଟ୍ରମନ୍ତ୍ରୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ମାମଲାର ଏସଆଇଟି ତଦନ୍ତ ବେଳେ ଅନେକ ଗୁମର ଖୋଲିଛି। ତାଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ଲ’ କଲେଜର ଛାତ୍ରୀ ଏସଆଇଟି ତଦନ୍ତ ବେଳେ ଚିନ୍ମୟାନନ୍ଦଙ୍କ ବିରୋଧରେ ଅନେକ ଅଭିଯୋଗ...

sasu-maa
ଶାଶୂଙ୍କୁ କାନ୍ଧ ଦେଇ ଶ୍ମଶାନକୁ ନେଲେ ୪ ବୋହୂ

ମୁମ୍ବାଇ: ଶାଶୂ ବୋହୂର ସମ୍ପର୍କ କଥା ଶୁଣିଲେ ଲାଗେ ଜଣଙ୍କର ଚେଙ୍ଗ ରାଶୀ ତ ଅନ୍ୟ ଜଣଙ୍କର ବେଙ୍ଗ ରାଶୀ। ଏମିତି ଖୁବ୍‌ କମ ଶାଶୂବୋହୂ ଥିବେ ଯେଉଁମାନେ ପରସ୍ପରକୁ ବୁଝୁଥିବେ। ଏମିତି ଅନେକ ଫିଲ୍ମ କାହାଣୀ ରହିଛି ଯେଉଁଥିରେ ଶାଶୂବୋହୂଙ୍କୁ ପରସ୍ପରର ଶତ୍ରୁ ଭାବେ ଦର୍ଶାଯାଏ। ଯଦିଓ...

Capture
ଜମ୍ମୁ-କାଶ୍ମୀରରେ ଏନକାଉଣ୍ଟର: ଲସ୍କର-ଇ-ତୋଇବା ଆତଙ୍କୀ ନିହତ

ଶ୍ରୀନଗର: ସୁରକ୍ଷା ବାହିନୀଙ୍କ ଗୁଳିରେ ଜମ୍ମୁ କଶ୍ମୀର ସୋପର ଜିଲ୍ଲାର ଜଣେ ଆତଙ୍କବାଦୀ ଆଜି ନିହତ ହୋଇଛି। ମୃତ ଆତଙ୍କବାଦୀ ପାକିସ୍ତାନର ଆତଙ୍କବାଦୀ ସଂଗଠନ ସହ ଲସ୍କର-ଇ-ତୋଇବା ସହ ଜଡ଼ିତ ଥିଲା। ତାର ନାମ ଅଶିଫ୍ ମକବୁଲ ଭଟ୍ଟ। ଦୁଇ ଦିନ ତଳେ ଜଣେ ଫଳ ବ୍ୟବସାୟୀଙ୍କ ଘର...

GOLD-MAN
୧୦ ମିନିଟରେ ୩୮ କୋଟି ଟଙ୍କା ଠକେଇ !

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଥିବା ଆମେରିକାର ପୁଞ୍ଜି ନିବେଶକାରୀ କମ୍ପାନୀ ଗୋଲ୍ଡମ୍ୟାନ ସାକ୍ସ ବ୍ୟାଙ୍କ ଆକାଉଣ୍ଟରୁ ୩୮ କୋଟି ଟଙ୍କା ଠକେଇ ଅଭିଯୋଗ ହୋଇଛି। ଗୋଲ୍ଡମ୍ୟାନ୍ ସାକ୍ସ କମ୍ପାନୀର ଉପସଭାପତି ଅଶ୍ୱିନୀ ଉପାଧ୍ୟାୟ ବେଆଇନ ଅନ୍ ଲାଇନ୍ ଟ୍ରାଞ୍ଜାକସନ ଜରିଆରେ ହଙ୍ଗକଙ୍ଗର ଏକ ବ୍ୟାଙ୍କକୁ ପଇସା ପଠାଉଥିବା ବେଳେ ଧରାପଡ଼ି...

chandra
ଆନ୍ଧ୍ର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗୃହବନ୍ଦୀ

ଅମରାବତୀ: ଆନ୍ଧ୍ର ପ୍ରଦେଶର ବିରୋଧୀ ଦଳର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଓ ତାଙ୍କ ଦଳର ଅନେକ ନେତାଙ୍କୁ ଗୃହବନ୍ଦୀ କରାଯାଇଛି। ସୂଚନାଯୋଗ୍ୟ, ଟିଡିପିର ୮ କର୍ମୀ ନିକଟରେ ହତ୍ୟାର ଶିକାର ହୋଇଛନ୍ତି ଓ ଏଥିପାଇଁ ଟି଼ଡିପି ଶାସକ ଦଳ ଓ୍ୱାଇଏସଆର କଂଗ୍ରେସ ବିରୋଧରେ ଅଭିଯୋଗ...

new born
କ୍ରେଡିଟ୍ କାର୍ଡ ବିଲ୍‌ ଭରିବା ପାଇଁ ଦୁଇ ନବଜାତ ସନ୍ତାନକୁ ବିକି ଦେଲା ମା‘

ବେଜିଂ: ମା’ ପାଖରେ ସନ୍ତାନ ସୁରକ୍ଷିତ-ଏମିତି ବିଶ୍ୱାସ ଆମ ସମସ୍ତଙ୍କର ରହିଛି। ହେଲେ ମା’ ଟିଏ ତାର ନବଜାତ ସନ୍ତାନକୁ ବିକ୍ରି କରିଦେବ ପୁଣି ଗୋଟିଏ ଦାମି ମୋବାଇଲ୍‌ ପାଇଁ !  ଏମିତି ଘଟଣା କେବେ ଶୁଣିଛନ୍ତି କ ? ବୋଧହୁଏ ଶୁଣି ନ ଥିବେ। ହେଲେ ଚୀନରେ...

Untitled-1
ରୁପେଲି ପରଦାକୁ ଫେରିଲେ କି ଜାୟରା !

ମୁମ୍ବାଇ: ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ଫିଲ୍ମ ‘ଦ ସ୍କାଇ ଇଜ୍‌ ପିଙ୍କ୍’ର ଟ୍ରେଲର ରିଲିଜ୍‌ ହୋଇଯାଇଛି। ଦୀର୍ଘଦିନ ପରେ ପ୍ରିୟଙ୍କା ଏହି ଫିଲ୍ମ ଜରିଆରେ ବଲିଉଡ୍‌କୁ ଫେରିଛନ୍ତି। ପ୍ରିୟଙ୍କାଙ୍କ ଫ୍ୟାନ୍‌ଙ୍କ ପାଇଁ ଏକ କୌଣସି ବଡ଼ ଉପହାରଠୁ କମ୍‌ ନୁହେଁ। ଫିଲ୍ମରେ ପ୍ରିୟଙ୍କାଙ୍କ ସହ ଫରହାନ୍ ଅଖତର୍...

dl-1
ଟ୍ରାଫିକ୍‌ ନିୟମରୁ ତୁରନ୍ତ ବର୍ତ୍ତିବା ପାଇଁ ଏମିତି କଲେ ଇନ୍ସ୍ୟୁରାନ୍ସ ଏଜେଣ୍ଟ

ଭଦୋଦରା: ମୋଟର ଯାନ ନିୟମରେ ପରିବର୍ତ୍ତନ ପରେ କିଏ କେତେ ଉପାୟ ଆପଣାଉଛନ୍ତି। ଏହା ବର୍ତ୍ତମାନ କଡ଼ାକଡ଼ି ହୋଇଯାଥିବାରୁ ସମସ୍ତେ ସବୁ ଡକ୍ୟୁମେଣ୍ଟ ଠିକ୍‌ ଅଛି କି ନା ଯାଞ୍ଚ କରିବା ସହିତ ଯୁଦ୍ଧକାଳୀନ ଭିତ୍ତିରେ ସୁଧାରିବାର ପ୍ରୟାସ କରୁଛନ୍ତି। କିନ୍ତୁ କିଛି ଲୋକ ଏଭଳି କିଛି ଉପାୟ...

pak
ପାକିସ୍ତାନ ଆକ୍ରୋଶର ଗୁମର ଖୋଲିଲେ ବେଲୁଚିସ୍ତାନବାସୀ

ଜେନେଭା: ଭାରତ ବିରୋଧରେ ବିଶ୍ୱକୁ ଭ୍ରମିତ କରିବାକୁ ଚେଷ୍ଟା କରୁଥିବା ପାକିସ୍ତାନକୁ ପୁଣିଥରେ ଲୋକହସା ହେବାକୁ ପଡ଼ିଛି। ପାକିସ୍ତାନ ପିଓକେ ଏବଂ ବେଲୁଚିସ୍ତାନରେ କେଉଁଭଳି ଭାବେ ସେନା ଦ୍ୱାରା ଲୋକଙ୍କୁ ନିର୍ଯାତନା ଦେଉଛି, ତା’ର ପର୍ଦ୍ଦାଫାସ ହୋଇଛି। ଖୋଦ୍‌ ବେଲୁଚିସ୍ତାନବାସୀ ଜେନିଭା ଠାରେ ଆୟୋଜିତ ଜାତିସଂଘ ମାନିବାଧିକାର ପରିଷଦ...

BURKHA
ବୁର୍ଖା ପିନ୍ଧି କଲେଜ ଆସିଲେ ଛାତ୍ରୀ, ବାଡ଼ି ଧରି ଗୋଡ଼ାଇଲେ ପ୍ରିନ୍ସିପାଲ୍

ଲକ୍ଷ୍ନୌ: ସାଧାରଣତଃ କଲେଜକୁ ଝିଅମାନେ ପିନ୍ଧି ଆସୁଥିବା ଡ୍ରେସକୁ ନେଇ ବିବାଦ ଦେଖାଯାଇଥାଏ। ମୁଖ୍ୟତଃ ଛାତ୍ରୀମାନେ ଜିନ୍ସ ପିନ୍ଧିବାକୁ ନେଇ ବାରଣ କରାଯାଇ ପାରମ୍ପରିକ ଡ୍ରେସ ପିନ୍ଧି କଲେଜ ଆସିବାକୁ କୁହାଯାଇଥାଏ। ହେଲେ ୟୁପି ଫିରୋଜାବାଦରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। କିଛି ଛାତ୍ରୀ କଲେଜକୁ ବୁର୍ଖା ପିନ୍ଧି...

PAKISTAN-LEADER
ଭାରତରେ ରହିବା ପାଇଁ ଅନୁମତି ମାଗିଲେ ଇମ୍ରାନ୍‌ଙ୍କ ଦଳର ନେତା

ନୂଆଦିଲ୍ଲୀ: ଜାତିସଂଘର ମାନବାଧିକାର ବୈଠକରେ ପାକିସ୍ତାନ ଅଭିଯୋଗ କରିଛି କଶ୍ମୀରରେ ଅଳ୍ପସଂଖ୍ୟକ ଅସୁରକ୍ଷିତ। ଅନ୍ୟପଟେ ଠିକ ସେହି ଦିନ ଖୋଦ୍ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଦଳର ନେତା ତଥା ପୂର୍ବତନ ବିଧାୟକ ବଲଦେବ କୁମାର କହିଛନ୍ତି ପାକିସ୍ତାନରେ ସଂଖ୍ୟାଲଘୁ ଓ ମୁସଲମାନ ସମ୍ପ୍ରଦାୟର ଲୋକ ଅସୁରକ୍ଷିତ। ଏବେ...

brown-0-750x405
୨୫ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ

ଭୁବନେଶ୍ୱର: କମିଶନରେଟ୍‌ ପୁଲିସ୍ ଆଜି କୁଖ୍ୟାତ ବ୍ରାଉନସୁଗର ଡିଲର ସନ୍ତୋଷ କୁମାର ପଣ୍ଡାକୁ ଗିରଫ କରିଛି। ତା’ ନିକଟରୁ ତିନି ଶହ ଗ୍ରାମ୍ ଧଳା ଜହର ଜବତ କରିଛି। ଜବତ ବ୍ରାଉନ ସୁଗରର ଆନୁମାନିକ ବଜାର ମୂଲ୍ୟ ୨୫ ଲକ୍ଷ ଟଙ୍କାରୁ ଅଧିକ ହେବ। ଅଭିଯୁକ୍ତ ସନ୍ତୋଷର ଘର...

gajapati-720x430
ଇସ୍କନର ଅଦିନ ରଥଯାତ୍ରା ପ୍ରସ୍ତୁତି ପ୍ରସଙ୍ଗରେ ମୁହଁ ଖୋଲିଲେ ପୁରୀ ଗଜପତି

ଭୁବନେଶ୍ୱର: ଇସ୍କନ ପକ୍ଷରୁ ଅଦିନ ରଥଯାତ୍ରା ପ୍ରସ୍ତୁତି ପ୍ରସଙ୍ଗରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ନିଜର ମତ ରଖିଛନ୍ତି। ଏକ ପ୍ରେସ ରିଲିଜ୍ ଜରିଆରେ ପ୍ରତିକ୍ରିୟା ଦେଇ ଗଜପତି ମହାରାଜା କରହିଛନ୍ତି ଯେ, ଶ୍ରୀଗୁଣ୍ଡିଚା ଯାତ୍ରା ସନାତନ ଶାସ୍ତ୍ର ଆଧାରିତ ପରମ୍ପରାରେ ହୋଇଥାଏ। ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଦ୍ୱିତୀୟା...

loknath
ପାଣିରେ ବୁଡ଼ିଲା ପୁରୀ ଲୋକନାଥ ମନ୍ଦିର

ପୁରୀ: ବର୍ଷାରେ ମହାପ୍ରଭୁ ଶ୍ରୀଲୋକନାଥଙ୍କ ପୀଠର ଅବସ୍ଥା ବେହାଲ ହୋଇଯାଇଛି। ଗୁରୁବାରଠାରୁ ମନ୍ଦିର ପରିସରରେ ଜମି ରହିଛି ବର୍ଷା ଜଳ। ଏପରିକି ମନ୍ଦିରର ଗମ୍ଭୀରାରେ ବର୍ଷା ଜଳ ଲହଡି  ମାରୁଛି। ଅଗଣା ଓ ମନ୍ଦିର ପରିସରରେ ଆଣ୍ଠୁଏ ଉଚ୍ଚାର ପାଣି ଜମିଛି। ଏପରି ପରିସ୍ଥିତିରେ ଭକ୍ତ ପ୍ରଭୁ ଲୋକନାଥଙ୍କ...

murder
ପରକୀୟା ପ୍ରୀତି ପାଇଁ ସ୍ତ୍ରୀ ଓ ଦୁଇ ଶିଶୁ ସନ୍ତାନଙ୍କୁ ହତ୍ୟା

ଭବାନୀପାଟଣା(ରାଜକୁମାର ସିଂହଦେଓ): ପରକୀୟା ପ୍ରୀତି ପାଇଁ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ଓ ଦୁଇ ଶିଶୁଙ୍କୁ ହତ୍ୟା କରିଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ସିଂଝରଣ ଟ୍ରିପଲ ମର୍ଡର ଘଟଣାର ପର୍ଦ୍ଦାଫାସ କରି କଳାହାଣ୍ଡି ଏସ୍‌ପି ବି. ଗଙ୍ଗାଧର ଏଭଳି ସୂଚନା ଦେଇଛନ୍ତି। ଏହି ଘଟଣାରେ...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।