ଭୁବନେଶ୍ୱର: ଏକ ଭିନ୍ନ ଧରଣର ସଂଗ୍ରହ ଅଭିଯାନରେ ବାହାରିଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଦାତବ୍ୟ ଅନୁଷ୍ଠାନ ରିଲାଏନ୍ସ ଫାଉଣ୍ଡେସନ । ଅନୁଷ୍ଠାନ ପକ୍ଷରୁ ଆରମ୍ଭ ହୋଇଛି “ରିସାଇକ୍ଲ ୪ ଲାଇଫ’ ଅଭିଯାନ। ଏହି ଅଭିଯାନରେ ସ୍ୱଚ୍ଛାସେବୀମାନେ ରିସାଇକ୍ଲିଂ ପାଇଁ ୭୮ ଟନରୁ ଅଧିକ ବର୍ଜ୍ୟ ପ୍ଲାଷ୍ଟିକ ବୋତଲ ସଂଗ୍ରହ...
ନୂଆଦିଲ୍ଲୀ: କଣ୍ଠଶିଳ୍ପୀ ଲତା ମଙ୍ଗେସକର୍ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେ ଶ୍ୱାସକ୍ରିୟା ଜନିତ ସମସ୍ୟାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କୁ ସୋମବାର ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ୯୦ ବଷୟ ବୟସ୍କା କୋକିଳ କଣ୍ଠୀ ଲତାଙ୍କ ଅବସ୍ଥା ଖରାପ ହେବାରୁ ତାଙ୍କୁ ସୋମବାର ରାତି ୨ଟାରେ...
ଜୟପୁର: ପୁଣି ସାପକୁ ଅଟକାଇଲା ପୋଷା କୁକୁର। ସାପ ସହ ସଂଘର୍ଷ ସହ ତାକୁ ଦି ଗଡ଼ କରିଦେଇଛି। ବଡ଼ ବିପଦରୁ ବଞ୍ଚାଇଛି ତାର ମାଲିକ ପରିବାରକୁ। ପୁଣି ଥରେ ପ୍ରମାଣ ଦେଇଛି ତାର ବିଶ୍ୱସନୀୟତାର। ଘଟଣା ଘଟିଛି କୋରାପୁଟ ଜିଲ୍ଲା ଜୟପୁର ଅଞ୍ଚଳରେ। ଜୟପୁର ସହରର ପାଓ୍ୱାର...
ନୂଆଦିଲ୍ଲୀ: ହଷ୍ଟେଲ ଫି’ ବୃଦ୍ଧିକୁ ନେଇ ଦିଲ୍ଲୀ ସ୍ଥିତ ଜବାହରଲାଲ୍ ନେହରୁ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ବାହାରେ ଶତାଧିକ ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଫି’ ବୃଦ୍ଧି ପ୍ରସଙ୍ଗରେ ଛାତ୍ରଛାତ୍ରୀ ଆଲୋଚନା କରିବା ପାଇଁ ଭାଇସ ଚାନସେଲର ମମିଦଲା ଜଗଦେଶ କୁମାରଙ୍କୁ ବାରମ୍ୱାର ପ୍ରସ୍ତାବ ଦେଇଥିଲେ। ହେଲେ ପ୍ରସ୍ତାବ ଖାରଜ...
ମୁମ୍ବାଇ: ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ବାଲାକୁ ମିଳୁଛି ଜବରଦସ୍ତ ରେସ୍ପନ୍ସା ଫିଲ୍ମଟି ନାନା ବିବାଦରେ ଫସିବା ସତ୍ତ୍ୱେ ବି ଏହା ବକ୍ସ ଅଫିସ୍ରେ ଭଲ ଆୟ କରୁଛି। ଦର୍ଶକ ଫିଲ୍ମରେ ଆୟୁଷ୍ମାନଙ୍କ ଅଭିନୟକୁ ବେଶ୍ ପସନ୍ଦ କରୁଛନ୍ତି। ଏଥିପାଇଁ ସେ ଫ୍ୟାନ୍ସଙ୍କୁ ଏକ ନିଆରା ଧନ୍ୟବାଦ ଜଣାଇଛନ୍ତିା ଆୟୁଷ୍ମାନ...
ନୂଆଦିଲ୍ଲୀ:ବନ୍ଧୁତ୍ୱର ଅନେକ ନିଦର୍ଶନ ଦେଖିଛନ୍ତି। ହେଲେ ଏମିତି ବନ୍ଧୁତ୍ୱ କେବେ ଦେଖି ନ ଥିବେ। ଏକ ନିଆରା ବନ୍ଧୁତ୍ୱର ଝଲକ ସୋଶାଲ ମିଡିଆରେ ଦେଖିବାକୁ ମିଳିଛି। ଖାଲି ଦେଖିବାକୁ ମିଳିନି, ଏହାର ଏକ ଭିଡିଓ ଖୁବ୍ ଭାଇରାଲ ହୋଇଛି। ଭିଡିଓରେ ଛୋଟ ଚିତାବାଘଟିଏ ଏକ କୁକୁର ପଛରେ ଦୌଡୁଛି।...
ଶ୍ରୀନଗର: କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ କଶ୍ମୀରରେ ସୁରକ୍ଷା କର୍ମୀଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିପାତ ହୋଇଛନ୍ତି। ନିହତ ଆତଙ୍କବାଦୀଙ୍କ ପାଖରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଆତଙ୍କବାଦୀଙ୍କ ପରିଚୟ ମିଳିପାରିନଥିବା ସୂଚନା ରହିଛି। ଆଜି ସକାଳେ ଜମ୍ମୁ କଶ୍ମୀରର ବାନ୍ଦିପୋରାରେ ସେନା ଗୁଳିରେ ଜଣେ ଆତଙ୍କବାଦୀ...
ମୁମ୍ୱାଇ:ମହାରାଷ୍ଟ୍ରରେ ସରକାର ଗଢିବା ନେଇ ବିଜେପି ମନା କରିଦେବା ପରେ ଏବେ ଶିବସେନା ସରକାର ଗଢିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି। କଂଗ୍ରେସ-ଏନ୍ସିପି ସହ ମେଣ୍ଟ କରି ଶିବସେନା ମହାରାଷ୍ଟ୍ରରେ ସରକାର ଗଢିବାକୁ ଯୋଜନା କରୁଛି। ହେଲେ ଏହାକୁ କଂଗ୍ରେସ ନେତା ସଞ୍ଜୟ ନିରୂପମ ନାପସନ୍ଦ କରିଛନ୍ତି।...
ବାଲେଶ୍ୱର: ବାଲେଶ୍ୱର ଫକୀର ମୋହନ ମେଡିକାଲ କଲେଜରେ ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏଠି ପ୍ରସୂତିଙ୍କୁ ନିମ୍ନ ମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ଜଣେ ପ୍ରସୂତିଙ୍କୁ କେବଳ ଭାତ ଏବଂ ଡାଲି ଦିଆଯାଇଥିବା ପ୍ରସୂତିଙ୍କ ସଂପର୍କୀୟ ଅଭିଯୋଗ କରିଛନ୍ତି । ସେତିକି ନୁହେଁ,...
ରାଉରକେଲା: ଭଲ ପାଠ ପଢି ସାର୍ଟିଫିକେଟ ହାସଲ କରିବା, ବଡ ଚାକିରି କରି ବହୁତ ଟଙ୍କା ଉପାର୍ଜ୍ଜନ କରିବା ସଫଳତାର ମାପକାଠି ନୁହେଁ। ମାନବିକ ମୂଲ୍ୟବୋଧକୁ ସମ୍ମାନ ଦେବା, ଅନ୍ୟକୁ ସହାୟତାର ହାତ ବଢାଇବା, ନିଜ ଭିତରର ମଣିଷ ପଣିଆର ଆହ୍ୱାନକୁ ଶୁଣିବାରେ ହିଁ ରହିଛି ମଣିଷ ଜୀବନର...
ସୋନପୁର:ଏ ଥିଲା ଏକ ନିଆରା ବାହାଘର। ଏଠି ବରକନ୍ୟାଙ୍କ ଆଖିରେ ନ ଥିଲା ଆକାଶରେ ଉଡ଼ି ବୁଲିବାର ସ୍ୱପ୍ନ । କାହା ମନରେ ବି ନ ଥିଲା କାହାଠାରୁ କିଛି ପାଇବାର ଆଶା । ତଥାପି ଏ ବାହାଘରରେ ସେମାନେ ଖୁସି ଥିଲେ। ବେଶ ଆଡମ୍ବରରେ ବି ହୋଇଥିଲା...
କରତାରପୁର: କରତାରପୁର କରିଡର ଉଦ୍ଘାଟନ ସମାରୋହ ଏବଂ ସିଦ୍ଧୁ- ଉଭୟଙ୍କୁ ନେଇ ଆଜିକାଲି ସୋଶାଲ ମିଡିଆରେ ବେଶ୍ ଚର୍ଚ୍ଚା। କରତାରପୁର ଯିବା ଲାଗି ଅନୁମତିକୁ ନେଇ ବେଶ କିଛି ଦିନ ଚର୍ଚ୍ଚାରେ ରହିଲେ ସିଦ୍ଧୁ । ଏବେ ଇମ୍ରାନଙ୍କ ପାଟିରେ ସିଦ୍ଧୁଙ୍କ ନାଁ ଶୁଣି ପୁଣି ଚର୍ଚ୍ଚାକୁ ଆସିଛନ୍ତି...
ବରଗଡ଼: ସ୍କୁଲ ପିଲାଙ୍କୁ ଗଣିତ ପଢାଇ ଚର୍ଚ୍ଚାକୁ ଆସିଥିଲେ ମାଲକାନଗିରି ଜିଲ୍ଲାପାଳ। ତା ପରେ ଗଜପତି ଜିଲ୍ଲାପାଳ ସ୍କୁଲପିଲାଙ୍କୁ ଭୂଗୋଳ ପଢାଇ ବି ଏମିତି ଚର୍ଚ୍ଚାକୁ ଆସିଥିଲେ। ହେଲେ ଏବେ ସ୍କୁଲ ପିଲାଙ୍କ ସହ ମଧ୍ୟାହ୍ନ ଭୋଜନ କରି ପ୍ରଶଂସା ସାଉଁଟୁଛନ୍ତି ବରଗଡ଼ ଜିଲ୍ଲାପାଳ। ବରଗଡ଼ ଜିଲ୍ଲାପାଳ ଜ୍ୟୋତିରଂଜନ...
ନୂଆଦିଲ୍ଲୀ: ଅଯୋଧ୍ୟାର ବିବାଦୀୟ ସ୍ଥାନରେ ରାମ ମନ୍ଦିର ନିର୍ମାଣ ହେବ। ଏ ନେଇ ସୁପ୍ରିମ କୋର୍ଟ ରାୟ ଦେବା ପରେ ସମସ୍ତଙ୍କ ମନରେ ଜିଜ୍ଞାସା ବୃଦ୍ଧି ପାଇବାରେ ଲାଗିଛି। କେବେ ନିର୍ମାଣ ହେବ ରାମ ମନ୍ଦିର ? କେମିତି ହେବ ତାର ପରିପାଟି ? ଯଦି ମନ୍ଦିର ନିର୍ମାଣ...
ମୁମ୍ୱାଇ: ମହାରାଷ୍ଟ୍ରରେ ସରକାର ଗଢ଼ିବା ଅଙ୍କକଷା ଛିଣ୍ଡୁନି। ଦୁଇ ସହଯୋଗୀ ବିଜେପି-ଶିବସେନା ମଧ୍ୟରେ ବିବାଦ ବଢି ବଢି ଚାଲିଛି ସିନା ସମାଧାନର ବାଟ ଫିଟୁନି। ଆଜି ଶିବସେନାର ମୁଖପାତ୍ର ସଞ୍ଜୟ ରାଉତ ପୁଣି ଥରେ ବିଜେପି ବିରୋଧରେ ବର୍ଷିଛନ୍ତି। ଏଥିସହ ଶିବସେନା କଂଗ୍ରେସ ସହ ମେଣ୍ଟ କରି ସରକାର...
ଭୁବନେଶ୍ୱର: ଆଜି ବଡ଼ ଓଷା। ସକାଳୁ ସକାଳୁ ବେଶ୍ ଚଳଚଞ୍ଚଳ ହୋଇଉଠିଛି ଆଠଗଡ଼ ସ୍ଥିତ ବାବା ଧବଳେଶ୍ୱରଙ୍କ ପୀଠ। ଆଜି ବାବା ଧବଳେଶ୍ୱର ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି। ରାତି ପ୍ରାୟ ୩ଟା ସମୟରେ ବାବା ଧବଳେଶ୍ୱରଙ୍କ ପହଡ଼ ଖୋଲାଯାଇ ୧୦୮ ଗରା ପବିତ୍ର ଜଳରେ ମହାସ୍ନାନ କରାଯାଇଥିଲା। ...
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସୋରଡ଼ାର ଏକ ସୋରିଷ ବିଲିରେ ଘଟିଛି ଏକ ଅଭାବନୀୟ ଘଟଣା । ପୂର୍ବ ଶତ୍ରୁତାକୁ ନେଇ ଜଣେ ନାବାଳିକାଙ୍କୁ ପଛପଟୁ ଅତର୍କିତ ଆସିଲେ ଆଉ ମାଡିବସି ବିଷ ପିଆଇ ଦେଲେ। ଫଳରେ ନାବାଳିକାଙ୍କ ମୃତ୍ୟ ଘଟିଥିଲା। ଗତ ୧ ତାରିଖରେ ଏହି ଘଟଣା ଘଟିଛି...
ନୂଆଦିଲ୍ଲୀ:ଦୀର୍ଘଦିନ ଧରି ଚାଲିଥିବା ଅଯୋଧ୍ୟା ବିବାଦର ସମାଧାନ ହୋଇ ଯାଇଛି। ସୁପ୍ରିମ କୋର୍ଟର ମୁଖ୍ୟ ବିଚାର ପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ଏକ ଖଣ୍ଡପୀଠ ଶନିବାର ସର୍ବସମ୍ମତି କ୍ରମେ ରାୟ ଶୁଣାଇଛନ୍ତି ଯେ, ଏହି ବିବାଦୀୟ ସ୍ଥାନରେ ମନ୍ଦିର ନିର୍ମାଣ କରାଯବ। ମସଜିଦ୍ ନିର୍ମାଣ ପାଇଁ...
ଦୋହା: ୧୪ତମ ଏସିଆନ ଚାମ୍ପିୟନଶିପ୍ର ମହିଳା ୫୦ ମିଟର ରାଇଫଲ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଜଣେ ଭାରତୀୟ ଶୁଟର । ନାଁ ତାଙ୍କର ତେଜସ୍ୱିନୀ ସାୱନ୍ତ । ସେ ୨୦୨୦ ଟୋକିଓ ଟିକେଟ ହାସଲ କରିଛନ୍ତି। ସେ ୧୨ତମ ଭାରତୀୟ ଶୁଟର ଭାବେ ୨୦୨୦ ଅଲିମ୍ପିକ୍ସ ଖେଳିବାକୁ...
ହାଇଦ୍ରାବାଦ: ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ୍ ଓୱେସି ଶନିବାର ଅଯୋଧ୍ୟା ରାୟକୁ ନେଇ ଅସନ୍ତୋଷ ଜାହିର କରିବା ସହ ପୂର୍ବତନ ସୁପ୍ରିମ୍କୋର୍ଟ ପ୍ରଧାନ ବିଚାରପତି ଜେଏସ୍ ବର୍ମାଙ୍କୁ ଉଦ୍ଧୃତ କରି କହିଛନ୍ତି, ସୁପ୍ରିମ୍କୋର୍ଟ ‘ସୁପ୍ରିମ୍’ ନିଶ୍ଚୟ, କିନ୍ତୁ ‘ତ୍ରୁଟିଶୂନ୍ୟ’ ନୁହନ୍ତି। ଏଆଇଏମ୍ଆଇଏମ୍ ମୁଖ୍ୟ ଓୱେସି ଏକ ସାମ୍ବାଦିକ ସମ୍ମିଳନୀରେ ଉପରୋକ୍ତ...